Browsing Tag

crime

ଖୋର୍ଦ୍ଧା ପୁବୁସାହି ଜୟମଙ୍ଗଳ ରାସ୍ତା ନିକଟରେ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହରେ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି…

ଖୋର୍ଦ୍ଧା: ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ପୁବୁସାହି ଜୟମଙ୍ଗଳ ରାସ୍ତାରେ ଆଜି ସକାଳୁ ଏକ ମୃତଦେହ ପଡିଥିବାର ଦେଖାଯାଇଥିଲା । ମୃତକ  ସେହି ଗାଁର ଗଗନ ବେହେରା ନାମକ ଜଣେ ବ୍ଯକ୍ତି ବୋଲି ଜଣାପଡିଛି । ସମ୍ପତ୍ତି ଭାଗବଣ୍ଟାକୁ ନେଇ ନିଜ ପରିବାର ମଧ୍ଯରେ କିଛି ଦିନ ଧରି ଗଣ୍ଡଗୋଳ…

ବାଲିଗୁଡା ଦୁଲିକିଆ ଗ୍ରାମରେ ଅଭାବନୀୟ ଘଟଣା: ପାଗଳ ସ୍ୱାମୀର ଅମାନୁଷିକ କାଣ୍ଡ, ବ୍ଲେଡରେ ନିଜ ସ୍ତ୍ରୀର କାଟିଲା ବେକ

ବାଲିଗୁଡା: ବାଲିଗୁଡା ଥାନା ରେବୀଙ୍ଗିଆ ପଂଚାୟତର ଦୁଲିକିଆ ଗ୍ରାମରେ ଅଭାବନୀୟ ଘଟଣା l ପାଗଳ ସ୍ୱାମୀ ଘଟାଇଛି ଅମାନୁଷିକ କାଣ୍ଡ l ଦୁଲିକିଆ ଗ୍ରାମର ଗୋବିନ୍ଦ ମଲିକ ବ୍ଲେଡରେ ନିଜ ସ୍ତ୍ରୀ ରୁବତୀ ମଳିକଙ୍କ ଗଳାକୁ କାଟି ହତ୍ୟା ଉଦ୍ୟମ କରିଥିବା ଜଣାପଡିଛି l ଏହି ସମୟରେ ସ୍ତ୍ରୀ ରୁବତୀଙ୍କ…

ଆନନ୍ଦପୁର ଶିକାବେଡା ଗାଁରେ ଘରୋଇ କଳହକୁ ନେଇ ନିଶାଶକ୍ତ ଯୁବକଙ୍କୁ ହତ୍ୟା କଲେ ସମ୍ପର୍କୀୟ

ଆନନ୍ଦପୁର : ଆନନ୍ଦପୁର ଥାନା ଶିକାବେଡା ଗାଁରେ ଘରୋଇ କଳହକୁ ନେଇ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ମାନବିକତାର ସବୁ ସୀମା ପାର କରିଛନ୍ତି ସମ୍ପର୍କୀୟ ଲୋକେ । କୌଣସି କାରଣକୁ ନେଇ ନିଶାଶକ୍ତ ଅବସ୍ଥାରେ ଥିବା ୩୫ ବର୍ଷୀୟ ଯୁବକ ଡୁବୁରା ପୂର୍ତ୍ତିଙ୍କୁ ସମ୍ପର୍କୀୟ ଲୋକେ ହତ୍ୟା…

ସାରା ବିଶ୍ୱ ଏବେ କରୋନା ମହାମାରୀର କବଳରେ, ଜାଣନ୍ତୁ ଏପରି ସମୟରେ ବି କେମିତି ଠକିବାର ନୂଆ ଟ୍ରେଣ୍ଡ ଆପଣାଇଛନ୍ତି…

ନୂଆଦିଲ୍ଲୀ: କରୋନା ମୁକାବିଲା କରୁଛି ସାରା ବିଶ୍ୱ । ଏଭଳି ସ୍ଥିତିରେ ଆରମ୍ଭ ହୋଇଛି କଳାବଜାରୀ । କରୋନା ମହାମାରୀ ଇଣ୍ଟର ପୋଲ ମୁଖ୍ୟ ଜୁରଗନ୍‌ ଷ୍ଟକ୍‌ଙ୍କ ସୂଚନା ଅନୁସାରେ ବିଶ୍ୱରେ ଦେଖାଯାଇଛି ଅପରାଧର ନୂଆ ଟ୍ରେଣ୍ଡ । ମାସ୍କ, ସାନିଟାଇଜର, କରୋନା ସ୍ପ୍ରେ, କରୋନା ମେଡିସିନ୍‌ ଗୁଡିକର…

କରୋନା ପାଇଁ ଲାଗୁ କଟକଣା ନମାନିବାରୁ ସାନ ଭାଇକୁ ଛୁରି ମାରି ହତ୍ୟା କଲା ବଡ ଭାଇ

ମୁମ୍ବାଇ: ସାନ ଭାଇକୁ ମାରିଲା ବଡ ଭାଇ। ମୁମ୍ବାଇ କାନ୍ଦିବାଲିରେ ରାଜେଶ ନାମକ ଜଣେ ବ୍ୟକ୍ତି ନିଜ ଭାଇକୁ ଛୁରି ମାରି ହତ୍ୟା କରିଛି। କରୋନା ପାଇଁ ଲାଗୁ କଟକଣା ନମାନି ରାଜେଶ ତା ସ୍ତ୍ରୀ ସହ ପରିବା ମାର୍କେଟ ଯାଇଥିଲା। ଏହାକୁ ବିରୋଧ କରିବାରୁ ରାଜେଶ ସାନ ଭାଇକୁ ହତ୍ୟା କରିଛି ।

ପିଶାଚିନୀ ମା: ନିଜ ୪ ବର୍ଷର ପୁଅକୁ ପାଣି ଟାଙ୍କିରେ ବୁଡାଇ କଲା ହତ୍ୟା

ରାଜସ୍ଥାନ : ଦୁନିଆର ସବୁଠୁ ନିରାପଦ ସ୍ଥାନ ହେଉଛି ମା’ର କୋଳ। ମା’ଠାରୁ ଦୁନିଆରେ ଆଉ କେହି ନିଜର ନାହାନ୍ତି। କିନ୍ତୁ ମା’ ଏଠି ସନ୍ତାନର ଶତ୍ରୁ ପାଲଟି ଯାଉଛି। ନିଜ ଜନ୍ମକଲା ସନ୍ତାନର ଜୀବନ ନେଉଛି। ରାଜସ୍ଥାନର ଜିଲ୍ଲାର ଶିକର ଅଞ୍ଚଳରେ ଏପରି ଏକ ଘଟଣା ଘଟିଛି। ସ୍ୱାମୀ ସ୍ତ୍ରୀଙ୍କ…

ନିର୍ଭୟା ଦୋଷୀଙ୍କ ଭୟ ବଢ଼ିଲା, ଭାବିନେଲେ ଯେ ‘ଏଥର ଫାଶୀ ସୁନିଶ୍ଚିତ’! ଜେଲ୍‌ ଭିତରେ ବିନୟ କରୁଛି ଏମିତି କାମ

ପଟିଆଲା ହାଉସ୍‌ କୋର୍ଟ ଗତ ସୋମବାର ନିର୍ଭୟା ଦୋଷୀଙ୍କ ଫାଶୀ ପାଇଁ ତୃତୀୟ ଥର ଡେଥ୍‌ ଓ୍ଵାରେଣ୍ଟ ଜାରି କରିଛନ୍ତି। ଯଦି କୌଣସି ଆଇନଗତ ବାଧା ନ ଉପୁଜେ, ତା’ହେଲେ ୪ ଦୋଷୀଙ୍କୁ ଆସନ୍ତା ମାର୍ଚ୍ଚ ୩ ତାରିଖ ସକାଳ ୬ଟାରେ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯିବ। କିନ୍ତୁ ସମସ୍ତ ଦୋଷୀ ଏବେ ପୁଣିଥରେ ଫାଶୀ…

ଏହି ସିରିୟଲ କିଲର ମଣିଷ ନୁହେଁ, ବରଂ ବିଲେଇଙ୍କୁ କରୁଥିଲା ହତ୍ୟା, ମୃତଦେହକୁ କରିଦେଉଥିଲା କ୍ଷତ ବିକ୍ଷତ

ଆପଣ ସିରିୟଲ କିଲରଙ୍କ ବିଷୟରେ ନିଶ୍ଚିତ ଶୁଣିଥିବେ, ଯିଏ ଜଣଙ୍କ ପରେ ଜଣେ ନିର୍ଦ୍ଦୋଷ ଲୋକଙ୍କୁ ହତ୍ୟା କରିଦିଅନ୍ତି। କିନ୍ତୁ କେବେ ଏମିତି ସିରିୟଲ କିଲରଙ୍କ ବିଷୟରେ ଶୁଣିଛନ୍ତି କି, ଯିଏ ମଣିଷ ନୁହେଁ ବରଂ ବିଲେଇମାନଙ୍କୁ ହତ୍ୟା କରୁଥିଲା? ଆଜି ଆମେ ଆପଣଙ୍କୁ ଏହି ସିରିୟଲ କିଲରଙ୍କ…

ଭୁବନେଶ୍ୱର: ଯୁବତୀଙ୍କ ଉପରେ ଗୁଳିମାଡ଼ ଘଟଣାରେ ପୁଣି ସାମନାକୁ ଆସିଲା ନୂଆ ଟ୍ଵିଷ୍ଟ, ଫାୟାରିଂ ପଛରେ ରହିଛି ଏକ ତରଫା…

କେନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ୱରରେ ଯୁବତୀଙ୍କ ଉପରେ ଗୁଳିମାଡ଼ ଘଟଣାରେ ପୁଣି ସାମନାକୁ ଆସିଲା ନୂଆ ଟ୍ଵିଷ୍ଟ । ଫାୟାରିଂ ପଛରେ ରହିଛି ଏକ ତରଫା ପ୍ରେମ । ସୁପାରି କିଲର ଦ୍ୱାରା ଗୁଳିମାଡ କରାଯାଇଥିବା ଅଭିଯୋଗ କରିଛନ୍ତି ଯୁବତୀଙ୍କ ବାପା । ଯୁବତୀଙ୍କ ବାପାଙ୍କ ଅଭିଯୋଗ ପରେ ମୁଖ୍ୟ ଖଳନାୟକ…

ନିର୍ଭୟା ମାମଲା: ‘ଭଗବାନ ନୁହଁନ୍ତି ରାଷ୍ଟ୍ରପତି ଓ ସୁପ୍ରିମକୋର୍ଟ ଜଜ୍‌’, ଜାଣନ୍ତୁ କାହିଁକି ଏମିତି କହିଲେ ଦୋଷୀଙ୍କ…

୧ ଫେବୃୟାରୀରେ ସ୍ଥିର ହୋଇଥିବା ଫାଶୀ ଦଣ୍ଡରୁ ବର୍ତ୍ତିବା ପାଇଁ ପ୍ରତିଦିନ ନୂଆ ନୂଆ ଚ୍ୟାଲେଞ୍ଜ୍‌ ଦେଉଛନ୍ତି ନିର୍ଭୟା ଦୋଷୀ। ତେବେ ବୁଧବାର ଦୋଷୀ ଅକ୍ଷୟ କୁମାର ସିଂର ସଂଶୋଧକ ପିଟିସନ୍‌କୁ ସୁପ୍ରିମକୋର୍ଟ ଖାରଜ କରିବା ପରେ ଏବେ ଏହି ଚ୍ୟାଲେଞ୍ଜ ମଧ୍ୟ ଫସର ଫାଟିଯାଇଛି। ଏ ନେଇ ଦୋଷୀମାନଙ୍କ…

ପାକିସ୍ତାନରେ ଦୁଇ ଭାଇ କବରରୁ ଶବ ବାହାର କରି କରୁଥିଲେ ଏଭଳି କାଣ୍ଡ, ଜାଣିବାପରେ ଲୋମଟାଙ୍କୁରୀ ଉଠିବ

ପାକିସ୍ତାନ: ପାକିସ୍ତାନରେ ଏମିତି ଦୁଇ ଭାଇଙ୍କୁ ନେଇ ଏବେ ଏପରି ଖବର ସାମ୍ନାକୁ ଆସିଛି ଯାହାକୁ ଜାଣିବାପରେ ଲୋମଟାଙ୍କୁରୀ ଉଠିବ। ଖବରଟି ହେଉଛି କି, ଦୁଇ ଭାଇ ଦୀର୍ଘ ଦିନ ଧରି ମଣିଷ ମାଂସ ଖାଉଥିଲେ। ମଣିଷ ମାଂସ ଏହି ଦୁଇ ଭାଇଙ୍କୁ ଏତେ ପସନ୍ଦ ଥିଲା ଯେ ଏମାନେ କବରରୁ ଶବ ବାହାର କରି…

୪ର୍ଥ ଥର ପୁଣି ଜନ୍ମ ନେଲା ଝିଅ, ମାନସିକ ସନ୍ତୁଳନ ହରାଇ ବସିଲା ବାପା, ଘଟାଇଲା ଏଭଳି ଜଘନ୍ୟ କାଣ୍ଡ!

ଗୁଜରାଟର ଜୁନାଗଡ଼ ଜିଲାରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଅଭାବ ଅନଟନ ଏବଂ ଲଗାତାର ୪ଟି ଝିଅ ଜନ୍ମ ହେବା କାରଣରୁ ଜଣେ ବାପା ମାନସିକ ସନ୍ତୁଳନ ହରାଇ ବସିଥିଲେ। ଶେଷରେ ସେ ୩ଟି ଝିଅଙ୍କୁ କୂଅରେ ପିଙ୍ଗି ହତ୍ୟା କରିବା ପରେ ନିଜେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ପୋଲିସର…