ଆକାଉଣ୍ଟକୁ ଆସିଲା ଟଙ୍କା କିନ୍ତୁ କ୍ଷଣିକରେ ଗାୟବ ହୋଇଗଲା, ସାଇବର ଠକାମିର ଶିକାର ହେଲେ ଲୋକେ
ବାଲେଶ୍ୱର(କେନ୍ୟୁଜ୍)-ଗାଁ ଠୁ ସହର ଚାରିଆଡ଼େ ମାତିଛନ୍ତି ସାଇବର ଲୁଟେରା । ଗରିବ ଧନୀ କାହାକୁ ବି ଛାଡ଼ୁ ନାହାନ୍ତି ଏମାନେ । ପ୍ରଥମେ ଲୋକଙ୍କ ଆକାଉଣ୍ଟକୁ ଲକ୍ଷ ଲକ୍ଷ ଟଙ୍କା ଆସୁଛି କିନ୍ତୁ କିଛି ସମୟ ପରେ ଟଙ୍କା ଗାୟବ ହୋଇଯାଉଛି । ତେବେ ସାଧାରଣ ଲୋକଙ୍କ ଆକାଉଣ୍ଟକୁ ଏତେ ଟଙ୍କା କିପରି…