ତଳିଆ ଅଞ୍ଚଳରୁ ଚାଲିଛି ଲୋକଙ୍କୁ ସ୍ଥାନାନ୍ତରଣ, ବେଶି ପ୍ରଭାବିତ ଅଞ୍ଚଳରେ କଟାଯାଉଛି ଗଛ
ଭଦ୍ରକ/ ବାଲେଶ୍ୱର : ବିପଦ ଅଞ୍ଚଳରୁରୁ ଚାଲିଛି ସ୍ଥାନାନ୍ତରଣ । କାଲିଠାରୁ ଚାଲିଛି ସ୍ଥାନାନ୍ତରଣ ପ୍ରକ୍ରିୟା । ବାତ୍ୟା ଦ୍ବାରା ପ୍ରଭାବିତ ହେବାକୁ ଥିବା ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତରଣ କରାଯାଉଛି । ବାତ୍ୟା ଆଶ୍ରୟ ସ୍ଥଳ ଓ ରିଲିଫ ସେଣ୍ଟରକୁ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି । ଆଜି…