Browsing Tag

cyclone jawad

ଜୱାଦ ପ୍ରଭାବରେ ପୁରୀ ଓ ଗଞ୍ଜାମ ଜିଲ୍ଲାରେ ବ୍ୟାପକ କ୍ଷତି ହୋଇଛି, କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରି ଦିଲ୍ଲୀ…

କେନ୍ୟୁଜ୍(ବ୍ୟୁରୋ): ଜୱାଦ ବାତ୍ୟାରେ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରି ଦିଲ୍ଲୀ ଫେରିଲା କେନ୍ଦ୍ରୀୟ ଟିମ୍‌ । କ୍ଷେତ୍ର ପରିଦର୍ଶନ ପରେ ଆଜି ମୁଖ୍ୟ ଶାସନ ସଚିବ, ସ୍ୱତନ୍ତ୍ର ରିଲିଫ କମିଶନ ଓ କୃଷି ବିଭାଗ ପ୍ରମୁଖ ସଚିବଙ୍କ ସହ ଆଲୋଚନା କରିଛନ୍ତି । ବାତ୍ୟା ଜନିତ ଲଗାଣ ବର୍ଷାରେ…

ବାତ୍ୟା ଜଓ୍ଵାଦ କ୍ଷୟକ୍ଷତି ଆକଳନ ପାଇଁ ଆଜି ଆସୁଛନ୍ତି କେନ୍ଦ୍ରୀୟ ଟିମ୍‌

ଭୁବନେଶ୍ବର(କେନ୍ଯୁଜ୍): ବାତ୍ୟା ଜଓ୍ଵାଦ କ୍ଷୟକ୍ଷତି ଆକଳନ ପାଇଁ ଆଜି ଆସୁଛନ୍ତି କେନ୍ଦ୍ରୀୟ ଟିମ୍‌ । ଆଜି ଆସି ପହଞ୍ଚିବେ କେନ୍ଦ୍ର ସରକାରଙ୍କ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ । ଦୁଇ ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲା ଗସ୍ତ କରି କ୍ଷୟକ୍ଷତି ଅନୁଧ୍ୟାନ କରିବେ । ଏହାସହ ରାଜ୍ୟ ସରକାରଙ୍କ…

ଦୁର୍ବଳ ହେଲା ଅବପାତ: ଆଜିଠୁ ରାଜ୍ୟରେ ସୁଧୁରିବ ପାଗ, ୩ରୁ ୪ଡିଗ୍ରୀ ଯାଏଁ ତଳକୁ ଖସିବ ପାରଦ

ଭୁବନେଶ୍ବର(କେନ୍ଯୁଜ୍):ଦୁର୍ବଳ ହେଲା ଅବପାତ। ପଶ୍ଚିମବଙ୍ଗ ଗଲା ଜୱାଦ୍‌। ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରି ପଶ୍ଚିମବଙ୍ଗ ମୁହାଁ ହୋଇଛି । କ୍ରମେ ଏହା ଦୁର୍ବଳ ହୋଇ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଏବେ ଏହା ଉତ୍ତର-ପଶିମ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ବଙ୍ଗଳାଦେଶ ଉପକୂଳରେ…

ଓଡ଼ିଶା ଉପକୂଳ ଦେଇ ଅତିକ୍ରମ କରୁଛି ଜଓ୍ୱାଦ, ଘଣ୍ଟାପ୍ରତି ୧୮କିମି ବେଗରେ ଗତି କରୁଛି

କେନ୍ୟୁଜ୍(ବ୍ୟୁରୋ): ଓଡ଼ିଶା ଉପକୂଳ ପାଖ ଦେଇ ଅତିକ୍ରମ କରୁଛି ତୀବ୍ର ଅବପାତ। ଜୱାଦର ଅବଶେଷ ଉତ୍ତର ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ରହିଛି । ଉତ୍ତର -ଉତ୍ତର ପୂର୍ବ ଦିଗରେ କ୍ରମଶଃ ଏହା ଗତି କରୁଛି। ଏହା ଦୁର୍ବଳ ହୋଇ ସଂଧ୍ୟାରେ ଅବପାତରେ ପରିଣତ ହେବ।…

ଆଗାମୀ କିଛି ଘଣ୍ଟାରେ ପ୍ରବଳ ବର୍ଷା, ୬ ଜିଲ୍ଲା ସମେତ ଟ୍ଵିନ୍‌ସିଟିକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ: SRC

ଭବନେଶ୍ବର(କେନ୍ଯୁଜ୍): ପ୍ରବଳ ବର୍ଷିବ । ଆଗାମୀ କିଛି ଘଣ୍ଟାରେ ପ୍ରବଳ ବର୍ଷା । ଉପକୂଳ ଜିଲ୍ଲା ଗୁଡ଼ିକରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୬ ଜିଲ୍ଲା ସମେତ ଟ୍ଵିନ୍‌ସିଟିକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ କଟକକୁ…

ଗୋପାଳପୁରଠାରୁ ୨୦୦ କିମି ଓ ପୁରୀଠାରୁ ୨୭୦ କିମି ଦୂରରେ ବାତ୍ୟା ‘ଜଓ୍ଵାଦ’, ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା

ଭୁବନେଶ୍ବର(କେନ୍ଯୁଜ୍):ଦୁର୍ବଳ ହେଉଛି, ଦୂରେଇ ଯାଉଛି। ଦୁର୍ବଳ ହେଲା ବାତ୍ୟା ‘ଜଓ୍ଵାଦ’। ଆଜି ଅବପାତରେ ପରିଣତ ହେବ । ଗତ ୬ ଘଣ୍ଟା ଧରି ୧୧ କିମି ବେଗରେ ଗତିକରୁଛି। ବିଶାଖାପାଟଣାଠାରୁ ୧୮୦ କିମି ଦୂରରେ ଅଛି ‘ଜଓ୍ଵାଦ’। ଗୋପାଳପୁରଠାରୁ ୨୦୦ କିମି, ପାରାଦୀପଠାରୁ ୩୬୦ ଓ ପୁରୀଠାରୁ ୨୭୦…

ଓଡ଼ିଶା ଉପରୁ ଟଳିଛି ବାତ୍ୟା ଭୟ: ବର୍ଷା ଓ ପବନରେ ଭିତ୍ତିଭୂମି ନଷ୍ଟର ସମ୍ଭାବନା କମ୍‌, ଚାଷରେ ହେବ ଅଧିକ କ୍ଷତି

ଭୁବନେଶ୍ବର(କେନ୍ଯୁଜ୍): ଓଡ଼ିଶା ଉପରୁ ଟଳିଛି ବାତ୍ୟା ଭୟ । ଏଥିସହ ପ୍ରବଳ ବର୍ଷା ଆଶଙ୍କା କମିଛି । କୌଣସି ବି ଜିଲ୍ଲା ରେଡ୍‌ ୱାର୍ଣ୍ଣିଂରେ ନାହିଁ । ଆଜି ସକାଳ ଯାଏ ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ପୂର୍ବରୁ ରେଡ୍‌ ୱାର୍ଣ୍ଣିଂରେ ଥିବା ପୁରୀ ଓ ଜଗତସିଂହପୁର ଜିଲ୍ଲା…

ବାତ୍ୟା ‘ଜୱାଦ’ର ମୁକାବିଲା ପାଇଁ ପ୍ରସ୍ତୁତ ସବୁ ଜିଲ୍ଲା ପ୍ରଶାସନ: ମାଡ଼ି ଆସିବ ସମୁଦ୍ର ଉଠିବ ବଡ଼ ଜୁଆର, ଡାକବାଜି…

କେନ୍ଯୁଜ୍: ବାତ୍ୟା ଜଓ୍ଵାଦ ପ୍ରଭାବରେ ସ୍ଥଳଭାଗ ଆଡ଼କୁ ମାଡ଼ି ଆସିବ ସମୁଦ୍ର ଜଳ। କେନ୍ଦ୍ରାପଡ଼ା ଟିକାୟତ ନଗରରେ ୨ କିମି ପର୍ଯ୍ୟନ୍ତ ସମୁଦ୍ର ଜୁଆର ମାଡ଼ି ଆସିବା ଆଶଙ୍କା ରହିଛି । ସେହିଭଳି ଜଗତସିଂହପୁର ଜିଲ୍ଲା ମୁଷାଡ଼ିଆ ଅଞ୍ଚଳରେ ମଧ୍ୟ ୨ କିମିରୁ ଅଧିକ ସମୁଦ୍ର ଜଳ ମାଡ଼ି ଆସିବ। ପୁରୀ…

ପୁରୀ ଉପକୂଳରେ ପହଞ୍ଚିବା ବେଳକୁ ଦୁର୍ବଳ ହୋଇଯିବ ବାତ୍ୟା ‘ଜଓ୍ଵାଦ’, ପବନର ବେଗ ଘଣ୍ଟାପ୍ରତି ୫୫ରୁ ୬୫ କିମି ରହିବ

ଭୁବନେଶ୍ବର(କେନ୍ଯୁଜ୍): ଧୀରେ ଧୀରେ ଦୁର୍ବଳ ହେଉଛି ବାତ୍ୟା ‘ଜଓ୍ଵାଦ’ । ଆସନ୍ତାକାଲିକୁ ଦୁର୍ବଳ ହୋଇଯିବ ବାତ୍ୟା ‘ଜଓ୍ଵାଦ’। ଆଗାମୀ ୧୨ ଘଣ୍ଟା ଯାଏଁ ଉତ୍ତର ଦିଗରେ ଗତି କରିବ ବାତ୍ୟା। ପରେ ଉତ୍ତର ଉତ୍ତର-ପୂର୍ବ ଦିଗକୁ ଗତି ପରିବର୍ତ୍ତନ କରିବ। ପୁରୀ ଉପକୂଳରେ ପହଞ୍ଚିବା ବେଳକୁ ଦୁର୍ବଳ…

ସାଇକ୍ଲୋନ୍ ଜୱାଦକୁ ନଜରରେ ରଖି ବାତିଲ୍ ହେଲା ୭୫ଟି ଟ୍ରେନ୍, ଯୋଗାଯୋଗ କରନ୍ତୁ ଏହି ହେଲ୍ପଲାଇନ ନମ୍ବରକୁ

ଭୁବନେଶ୍ବର(କେନ୍ଯୁଜ୍): ସାଇକ୍ଲୋନ୍ ଜୱାଦକୁ ନଜରରେ ରଖି ଅଧିକରୁ ଅଧିକ ଟ୍ରେନ୍ ବାତିଲ୍ କରାଯାଇଛି। ଯାତ୍ରୀମାନଙ୍କ ନିରାପତ୍ତା ପାଇଁ ଏବଂ ସାଇକ୍ଲୋନ୍ - ଜୱାଦକୁ ଦୃଷ୍ଟିରେ ରଖି, ୪ଏବଂ ୫ ଓ ୬ ଡିସେମ୍ବରରେ ନିମ୍ନଲିଖିତ ୭୫ଟି ଟ୍ରେନ୍କୁ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି। …

କଟକ ଭୁବନେଶ୍ୱରରେ ହେବ ପ୍ରବଳ ବର୍ଷା! ଟ୍ବିନ୍ ସିଟି ପାଇଁ ଆଜି ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କଲା IMD

ଭୁବନେଶ୍ବର(କେନ୍ଯୁଜ୍): ଟୁଇନ ସିଟି ପାଇଁ ଆଜି ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି ହୋଇଛି । IMD ଜାରି କଲା ଅରେଞ୍ଜ ଓ୍ଵାର୍ଣ୍ଣିଂ । କଟକ ଭୁବନେଶ୍ୱରରେ ଅଧିକରୁ ଅତି ଅଧିକ ବର୍ଷା ଆଜି ହୋଇପାରେ । ଟୁଇନସିଟିରେ ପାଣି ଜମିପାରେ । କଟକ ଓ ଭୁବନେଶ୍ୱରରେ ଆଜି ଟ୍ରାଫିକ ସମସ୍ୟା ଦେଖାଦେଇପାରେ । ୬୦ରୁ…