Below header
Browsing Tag

cyclone

ଆସୁଛି ଆଉ ଏକ ବାତ୍ୟା “ଗୁଲାବ”, ଘଣ୍ଟା ପ୍ରତି ୯୦ କିମି ବେଗରେ ବହିବ ପବନ

ଭୁବନେଶ୍ୱର(କେ ନ୍ୟୁଜ): ବଙ୍ଗୋପସାଗରରେ ସାମୁଦ୍ରିକ ଝଡ଼ ସମ୍ଭାବନା । ଭାରତୀୟ ପାଣିପାଗ ବିଭାଗ ଜାରି କଲା ବାତ୍ୟା ପୂର୍ବ ସତର୍କତା । ପୂର୍ବ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତରପୂର୍ବ ବଙ୍ଗୋପସାଗରରେ େଓ୍ଵଲ୍‌ ମାର୍କଡ ଲୋ ପ୍ରେସର ଅବପାତର ରୂପ ନେଇଛି । ପରବର୍ତ୍ତୀ ୧୨ ଘଣ୍ଟାରେ ଡିପ୍ରେସନ୍‌…

IMD ଜାରି କଲା ବାତ୍ୟା ସତର୍କତା, ବଙ୍ଗୋପସାଗରରେ ସାମୁଦ୍ରିକ ଝଡ଼ ସମ୍ଭାବନା

କେନ୍ୟୁଜ୍(ବ୍ୟୁରୋ):  ବଙ୍ଗୋପସାଗରରେ ସାମୁଦ୍ରିକ ଝଡ଼ ସମ୍ଭାବନା । ଭାରତୀୟ ପାଣିପାଗ ବିଭାଗ ଜାରି କଲା ବାତ୍ୟା ପୂର୍ବ ସତର୍କତା । ପୂର୍ବ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତରପୂର୍ବ ବଙ୍ଗୋପସାଗରରେ ୱେଲ୍ ମାର୍କଡ ଲୋ ପ୍ରେସର ଅବପାତର ରୂପ ନେଇଛି । ପରବର୍ତ୍ତୀ ୧୨ ଘଣ୍ଟାରେ ଡିପ୍ରେସନ୍‌ ଡିପ୍‌…

ସେଇ କାଳ ରାତିର ଛାତିଥରା କାହାଣୀ, ଏମିତି ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତିଯାଇଥିଲେ ପୀତବାସ

ଜଗତସିଂହପୁର: ଆରବସାଗରରେ ତାଣ୍ଡବ ଲୀଳା ମଚାଇଥିଲା ବାତ୍ୟା ତାଉ ତେ। ମୁମ୍ବାଇ ହାଇରେ ବୁଡିଯାଇଥିଲା ଜାହାଜ ବାର୍ଜ P305 । ଲାଇଫ ଜ୍ଯାକେଟ ପିନ୍ଧି ସମୁଦ୍ରକୁ ଲମ୍ଫ ମାରିଥିଲେ ସମସ୍ତ ଯାତ୍ରୀ । ଅନ୍ଧାରିଆ ବର୍ଷା ରାତିକୁ ସମୁଦ୍ରର ବଡ ବଡ ଲହରୀ ତାସାଙ୍ଗକୁ ପବନର ଘୁ ଘୁ ଗର୍ଜନ । ପ୍ରତି…

ଭୟଙ୍କର ହେଉଛି ବାତ୍ୟା ୟସ୍‌ ! ପାରାଦୀପ ଠାରୁ ୩୬୦ ଓ ବାଲେଶ୍ୱରଠାରୁ ୪୬୦ କିଲୋମିଟର ଦୂରରେ

ଭୁବନେଶ୍ବର: ଓଡ଼ିଶା ଉପକୂଳ ଆଡକୁ ମାଡି ଆସୁଛି ୟସ୍‌ । ସମୁଦ୍ର ଭିତରେ ଘୂରି ବୁଲୁଛି । ଅଧିକ ଜଳୀୟ ବାଷ୍ପ ଧାରଣ କରି ଭୟଙ୍କର ହେଉଛି ୟସ୍‌ । ବଙ୍ଗୋପସାଗରରେ ଆଗକୁ ଆଗକୁ ବଢୁଛି ବାତ୍ୟା । ଘଣ୍ଟାପ୍ରତି ୯ କିଲୋମିଟର ବେଗରେ ଉପକୂଳ ଆଡକୁ ଗତି କରୁଛି ବାତ୍ୟା । ପାରାଦୀପ ଠାରୁ ୩୬୦ ଓ…

ବାତ୍ୟା ୟସ୍‌ ମୁକାବିଲା ପାଇଁ ଏନଡିଆରଏଫର ପ୍ରସ୍ତୁତି, କଟକ ମୁଣ୍ଡୁଳିରୁ ବାହାରିଲା ଟିମ୍

କଟକ: ବାତ୍ୟା ୟସ୍‌ ମୁକାବିଲା ପାଇଁ ଏନଡିଆରଏଫର ପ୍ରସ୍ତୁତି। ବାତ୍ୟା ଆଶଙ୍କା ଥିବା ଜିଲ୍ଲାକୁ କଟକ ମୁଣ୍ଡୁଳି ସ୍ଥିତ ଏନଡିଆରଏଫର ତୃତୀୟ ବାଟାଲିୟନରୁ ଟିମ୍‌ ପଠାଇବା କାର୍ଯ୍ୟ ଆରମ୍ଭ ହୋଇଛି। ମୋଟ ୨୨ଟି ଟିମ୍‌ ମୁତୟନ କରାଯିବ। ୧୮ ଟିମ୍‌କୁ ପ୍ରଭାବିତ ଜିଲ୍ଲା ଗୁଡିକୁ ପଠାଯାଇଛି ।…

ଲାକ୍ଷାଦ୍ୱୀପ ଉପରେ ବାତ୍ୟା ‘ତାଉ-ତେ’, ଘଣ୍ଟାପ୍ରତି ୭ କିଲୋମିଟର ବେଗରେ କରୁଛି ଗତି

ଲାକ୍ଷାଦ୍ୱୀପ ଉପରେ ବାତ୍ୟା ‘ତାଉ-ତେ’ । ଘଣ୍ଟାପ୍ରତି ୭ କିଲୋମିଟର ବେଗରେ ଗତି କରୁଛି ଏହି ସାଇକ୍ଲୋନିକ ଷ୍ଟର୍ମ । କେରଳର କନ୍ନୁରଠାରୁ ୩୦୦ କିଲୋମିଟର ଓ ଗୁଜରାଟ ଠାରୁ ୯୯୦ କିଲୋମିଟର ଦୂରରେ ରହିଛି ବାତ୍ୟା ‘ତାଉ-ତେ’ । ରବିବାର ଓ ସୋମବାର ଭେରୀ ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେବ ।…

୧୬ ତାରିଖରେ ସାଇକ୍ଲୋନିକ ଷ୍ଟର୍ମ ! ଓଡ଼ିଶା ପ୍ରତି ନାହିଁ ବାତ୍ୟାର କୌଣସି ପ୍ରଭାବ

ଆରବ ସାଗରରେ ଲାକ୍ଷାଦ୍ୱୀପ ଅଞ୍ଚଳରେ ଏକ ଡିପ୍ରେସନ ସୃଷ୍ଟି ହୋଇଛି । ଏହା ଅଧିକ ଘନୀଭୂତ ହୋଇ ଆଗାମୀ ୨୪ ଘଣ୍ଟା ମଧ୍ୟରେ ସାଇକ୍ଲୋନରେ ପରିଣତ ହେବାର ସମ୍ଭାବନା ରହିଛି । କ୍ରମଶଃ ଗୁଜୁରାଟ ଉପକୂଳ ଆଡ଼କୁ ଗତି କରିବ । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସମ୍ଭାବ୍ୟ…

ଚଳିତ ବର୍ଷର ପ୍ରଥମ ବାତ୍ୟା, ଆସନ୍ତା ୧୬ରେ ବାତ୍ୟା ସୃଷ୍ଟି ହେବା ନେଇ ସମ୍ଭାବନା

ଭୁବନେଶ୍ୱର (କେନ୍ୟୁଜ୍‌) : ଆରବ ସାଗରରେ ୨୦୨୧ର ପ୍ରଥମ ବାତ୍ୟା ଅନୁମାନ। ଆସନ୍ତା ୧୬ରେ ବାତ୍ୟା ସୃଷ୍ଟି ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ୧୪ ତାରିଖରେ ଦକ୍ଷିଣ-ପୂର୍ବ ଆରବ ସାଗରରେ ଗୋଟିଏ ଲଘୁଚାପ ବଳୟ ସୃଷ୍ଟି ହେବ । ପରେ ଅଧିକ ଘନୀଭୂତ ହୋଇ ସାଇକ୍ଲୋନିକ୍‌…

ଓଡ଼ିଶାରେ ନାହିଁ ବାତ୍ୟା ଆଶଙ୍କା, IMD ସମେତ ବିଶିଷ୍ଟ ପାଣିପାଗ ବିଜ୍ଞାନୀଙ୍କ ପୂର୍ବାନୁମାନ

ଭୁବନେଶ୍ବର: ଓଡ଼ିଶାରେ ବାତ୍ୟା ଆଶଙ୍କା ନାହିଁ । IMD ସମେତ ବିଶିଷ୍ଟ ପାଣିପାଗ ବିଜ୍ଞାନୀମାନେ ଏଭଳି ପୂର୍ବାନୁମାନ କରିଛନ୍ତି । ବିଦେଶୀ ପାଣିପାଗ ସଂସ୍ଥାର ପୂର୍ବାନୁମାନକୁ ନେଇ ଗତ କିଛି ଦିନ ହେବ ବିଭିନ୍ନ ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଥିଲା । ହେଲେ ବାତ୍ୟାର କୌଣସି ଭୟ…

ପ୍ରଳୟଙ୍କରୀ ବାତ୍ୟା ଫନିକୁ ପୂରିଲା ଦୁଇବର୍ଷ, ଆଖିରେ ଏବେବି ନାଚୁଛି ସାମୁଦ୍ରିକ ଝଡ଼ର କରାଳ ରୂପ

କେନ୍ୟୁଜ୍(ବ୍ୟୁରୋ):  ପ୍ରଳୟଙ୍କରୀ ବାତ୍ୟା ଫନିକୁ ପୂରିଲା ଦୁଇବର୍ଷ । ହେଲେ ଆଜି ବି ଲୋକଙ୍କ ମନରୁ ଲିଭିନି ସେହି ୨୦୧୯ ମସିହା ଆଜିର ଦିନରେ ଓଡିଶା ଉପକୂଳରେ ମାଡ ହୋଇଥିଲା ସାମୁଦ୍ରିକ ଝଡ ଫନି । ଏଥିରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା ପୁରୀ ଜିଲା । ରାଜ୍ୟ ସରକାରଙ୍କ ଆଗୁଆ ପଦକ୍ଷେପ…

ଆଜି ଶ୍ରୀଲଙ୍କାରେ ମାଡ ହେବ ବାତ୍ୟା ‘ବୁରେଭି’, ସଂଧ୍ୟା କିମ୍ବା ରାତି ସୁଦ୍ଧା କରିବ ତ୍ରିଙ୍କୋମାଲି…

ନୂଆଦିଲ୍ଲୀ: ଆଜି ଶ୍ରୀଲଙ୍କାରେ ମାଡ ହେବ ବାତ୍ୟା ବୁରେଭି । ସଂଧ୍ୟା କିମ୍ବା ରାତି ସୁଦ୍ଧା ତ୍ରିଙ୍କୋମାଲି ଅତିକ୍ରମ କରିବ । ବୁରେଭି ଏବେ ଘଣ୍ଟା ପ୍ରତି ୧୨ କିଲୋମିଟର ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି । ତ୍ରିଙ୍କୋମାଲି ଅତିକ୍ରମ ବେଳେ ପବନର ବେଗ ୭୫ରୁ ୮୫ ରହିପାରେ । ଏହା…

ଆରବ ସାଗର ଓ ବଙ୍ଗୋପ ସାଗରରେ ଏକାବେଳେ ଆସୁଛି ଦୁଇଟି ସାଇକ୍ଲୋନ୍

କେନ୍ୟୁଜ (ବ୍ୟୁରୋ): ଆସୁଛି ଦୁଇଟି ସାଇକ୍ଲୋନ୍‌ । ଗୋଟିଏ ଆରବ ସାଗରରେ, ଆଉ ଗୋଟିଏ ବଙ୍ଗୋପ ସାଗରରେ । ଆରବ ସାଗରରେ ସୃଷ୍ଟି ସାଇକ୍ଲୋନର ନାଁ ରଖାଯାଇଛି ‘ଗତି’ । ଏହା ସିଭିୟର ସାେଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇପାରେ । ‘ଗତି’ ସୋମାଲିଆରେ ହିଟ୍‌ କରିବ । ଏହା ୪୫ କିଲୋମିଟର ବେଗରେ ଗତି…