Browsing Tag

death anniversary

ଶ୍ରାଦ୍ଧବାର୍ଷିକୀରେ ମିଳିଲା ‘ଡେଡ୍‌ବଡି କେକ୍‌’, ମନଭରି ଖାଇଲେ ଲୋକେ

ସୋସିଆଲ ମିଡିଆରେ ଅନେକ ଜିନିଷ ଭାଇରାଲ ହେଉଛି। ଏମିତିରେ ଏବେ ଏକ କେକ୍‌ ଭାଇରାଲ ହେବାରେ ଲାଗିଛି। ଆପଣ ଭାବୁଥିବେ କି, ଏମିତି କି କେକ୍‌ ଯେ, ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆରେ ଏକ ଚକିତ କରିଦେବା ଭଳି ଭିଡିଓ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କ ଶ୍ରାଦ୍ଧବାର୍ଷିକୀରେ…

ପୁଲୱାମା ଆକ୍ରମଣକୁ ପୁରିଲା ବର୍ଷେ, ଓଡିଶାର ଦୁଇ ସୁଯୋଗ୍ୟ ସନ୍ତାନଙ୍କ ସମ୍ପର୍ଣ୍ଣ ହେଲା ପ୍ରଥମ ଶ୍ରାଦ୍ଧ ବାର୍ଷିକୀ

କେନ୍ୟୁଜ୍(ବ୍ୟୁରୋ): ପୁଲୱାମା ଆକ୍ରମଣକୁ ବର୍ଷେ ପୂରିଛି। ଏଥିରେ କଟକ ଜିଲ୍ଲା ନିଆଳି ଥାନା ରତନପୁରର ଯବାନ ମନୋଜ ବେହେରା ସହିଦ ହୋଇଥିଲେ। ଆଜି ସହିଦ ମନୋଜଙ୍କ ବାସଭବନରେ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳିତ ହେଉଛି। ଏହି ଅବସରରେ ସିଆର୍‌ପିଏଫ୍‌ ଡିଆଇଜି ରାମ ଚରିତ ଗାଁରେ ସହିଦ ମନୋଜଙ୍କ…

କିସ୍‌ ପରିସରରେ ପାଳିତ ହେଲା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ, କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ.…

କିସ୍‌ ପରିସରରେ ପାଳିତ ହୋଇଛି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ। କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ପରେ କିଟ୍‌ ଓ କିସ୍‌ର ବହୁ କର୍ମକର୍ତ୍ତା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ।…

ଆଧୁନିକ ଭାରତର ଜନକ ରାଜା ରାମ ମୋହନ ରାୟଙ୍କ ଆଜି ପୁଣ୍ୟ ତିଥି

ରାଜା ରାମ ମୋହନ ରାୟଙ୍କୁ ଆଧୁନିକ ଭାରତର ଜନକ କୁହାଯାଏ। ଆଜି ତାଙ୍କ ଶ୍ରାଦ୍ଧ ଦିବସ । ରାଜା ରାମ ମୋହନ ରାୟ ଏକେଶ୍ୱରବାଦର ସମର୍ଥକ  । ଅତି ଅଳ୍ପ ବୟସରୁ ଏହା ସହ ଛୋଟ ବେଳରୁ ସେ ମୂର୍ତ୍ତି ପୂଜାକୁ ବିରୋଧ କରି ଅସୁଥିଲେ । ତାଙ୍କ ପିତା ଜଣେ ହିନ୍ଦୁ ବ୍ରାହ୍ମଣ ଥିଲେ ମଧ୍ୟ ଏହାର ପ୍ରଭାବ ରାମ…

କଲରାବାଙ୍କରେ ନୀଳିମାରାଣୀଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକ ପାଳିତ, ଯୋଗ ଦେଲେ ବହୁ ବିଶିଷ୍ଟ ବ୍ୟକ୍ତି

କଟକ ଜିଲ୍ଲାର ଆଦର୍ଶ ଗାଁ କଲରାବାଙ୍କରେ ନୀଳିମା ରାଣୀଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକ ପାଳିତ । ସ୍କୁଲ ପିଲାଙ୍କ ଗହଣରେ ଶ୍ରାଦ୍ଧବାର୍ଷିକ ପାଳନ ହୋଇଥିଲା । ଏହାସହ ନୀଳିମାରାଣୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଏହି ଅବସରରେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ…

ମିସାଇଲ ମ୍ୟାନଙ୍କ ପାଇଁ ଦିନଟିଏ, ଜାଣନ୍ତୁ କେମିତି ଥିଲା ଏପିଜେ ଅବଦୁଲ କଲାମଙ୍କ ଜୀବନ ଯାତ୍ରା

ଯୁଗପୁରୁଷ, ମହାନାୟକ ତଥା ଭାରତର ମିସାଇଲ ମ୍ୟାନଙ୍କର ଆଜି ହେଉଛି ଶ୍ରାଦ୍ଧ ଜୟନ୍ତୀ । ସାରାଦେଶ ଆଜି ଏହି ମାହାନ ଜନ ନାୟକଙ୍କ ବଳିଦାନକୁ ମନେ ପକାଇ ଶ୍ରାଦ୍ଧ ଦିବସ ପାଳନ କରୁଛି। ଏହି ଅବସରରେ କଲାମଙ୍କ କିଛି ଅଭୁଲା ସ୍ମ୍‌ତିକୁ ଆଜି ଏହି ପ୍ରସଙ୍ଗରେ ସ୍ଥାନ ଦେଇଛୁ ଯାହା ଅନେକଙ୍କୁ ଅଗୋଚର…

ପ୍ରେମିକାର ଘର ସାମ୍ନାରେ ବାରାତ୍ ନେଇଥିଲେ ରାଜେଶ, ମାତ୍ର ୪ ଦିନ ଭିତରେ ନେଇଥିଲେ ଡିମ୍ପଲଙ୍କୁ ବିବାହ କରିବାର…

ଅନେକ ଷ୍ଟାରଙ୍କୁ ଦେଖିଛି ବଲିଉଡ୍ । ସେମାନଙ୍କ ମଧ୍ୟରୁ କିଏ ଲୁଚିଯାଏ ରାତିର ଅନ୍ଧାରରେ ତ ଆଉ କିଏ ଛୁଇଁଥାଏ ସଫଳତାର ଶୀର୍ଷ । କିଏ କେତେବେଳେ ଆସେ ଆଉ କେତେବେଳେ ଚାଲିଯାଏ । ହେଲେ ସେମାନଙ୍କ ମଧ୍ୟରୁ ଖୁବ୍ କମ୍ ଷ୍ଟାର୍ ଅଛନ୍ତି ଯେଉଁମାନେ ଦର୍ଶକଙ୍କ ହୃଦୟରେ ନିଜର ସ୍ବତନ୍ତ୍ର ସ୍ଥାନ ତିଆରି…

କିଟ ବିଶ୍ୱବିଦ୍ୟାଳୟରେ ସହିଦ ଦିବସ ପାଳିତ, ମହାତ୍ମାଗାନ୍ଧିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ଡ. ଅଚ୍ୟୁତ…

ଭୁବନେଶ୍ବର : ଆଜି ଜାତିର ପିତା ମହାତ୍ମାଗାନ୍ଧିଙ୍କ ତିରୋଧାନ ଦିବସ । ସାରାଦେଶରେ ଏହି ଦିନକୁ ସହିଦ ଦିବସ ରୂପରେ ପାଳନ କରାଯାଉଛି । କିସ ବିଶ୍ୱବିଦ୍ୟାଳୟରେ ମହାତ୍ମାଗାନ୍ଧିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ କିଟ ଓ କିସର ପ୍ରତିଷ୍ଠାତା ଡ. ଅଚ୍ୟୁତ…