Browsing Tag

death penalty

‘ଫାଶୀ ଦଉଡ଼ି’ ଉପରେ ବି ପଡ଼ିଲା ଦରଦାମ୍‌ ବୃଦ୍ଧିର ପ୍ରଭାବ, ଜେଲରେ ରଖିବାକୁ ପଡ଼ୁଛି ଏକାଧିକ ଷ୍ଟକ୍‌

ଦରଦାମ୍‌ ବୃଦ୍ଧିର ପ୍ରଭାବ କେବଳ ପେଟ୍ରୋଲ ଓ ଡିଜେଲ ଉପରେ ନୁହେଁ, ବରଂ ଫାଶୀ ଦଉଡ଼ି ଉପରେ ମଧ୍ୟ ପଡ଼ିଛି। ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଫାଶୀ ଦଉଡ଼ିର ଆଜିର ଦର ଦଶ ବର୍ଷ ତଳର ଦାମ୍‌ ତୁଳନାରେ ବହୁତ ବଢ଼ିଯାଇଛି। କପାର ଦରଦାମ୍‌ ବୃଦ୍ଧି ପାଇବାରୁ ଦଉଡ଼ିର ମୂଲ୍ୟ ବଢ଼ିଛି। ଏହା ବ୍ୟତୀତ ସୂତାର ଦର…

ଆମେରିକାରେ ଆଉ କାହାକୁ ବି ମିଳିବନି ମୃତ୍ୟୁଦଣ୍ଡ, ରାଷ୍ଟ୍ରପତି ବାଇଡେନ୍‌ ଆରମ୍ଭ କଲେ ସଜ୍ଜା ଶେଷ କରିବା ପରମ୍ପରା

ଆମେରିକାରେ ଆଉ କାହାକୁ ମିଳିବନି ମୃତ୍ୟୁ ଦଣ୍ଡ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ନିଜ ଦେଶରେ କୌଣସି ଅପରାଧୀକୁ ମୃତ୍ୟୁଦଣ୍ଡ ଦେବା ନିୟମକୁ ଉଠାଇବାକୁ ଯୋଜନା କରୁଛନ୍ତି। ଏଭଳି ପଦକ୍ଷେପ ନେବା ପାଇଁ ବାଇଡେନ୍‌ ଗତବର୍ଷ ନଭେମ୍ବରରେ ରାଷ୍ଟ୍ରପତି ନିର୍ବାଚନ ଜିତିବା ପରେ ଘୋଷଣା କରିଥିଲେ।…

ଏହି ବିଚ୍ ରେ ଭୁଲରେ ମଧ୍ୟ ନିଅନ୍ତୁ ନାହିଁ ସେଲ୍‌ଫି, ନଚେତ୍‌ ମିଳିବ ମୃତ୍ୟୁଦଣ୍ଡ

ଦୁନିଆରେ ଏମିତି କିଛି ସ୍ଥାନ ରହିଛି, ଯେଉଁଠି ମସ୍ତି କରିବା ପାଇଁ ପରଫେକ୍ଟ ସ୍ଥାନ। ଏମିତି କିଛି ବିଚ୍ ରହିଛି, ଯେଉଁଠି ଲୋକ ମଜା କରିବାକୁ ଯାଇଛନ୍ତି। କିନ୍ତୁ ଆଉ ମଜା କରିବେ କ’ଣ, ମଜା ଏଠି ସଜାରେ ପରିଣତ ହୋଇଯାଇଛି । ଆଜିକାଲିର ଲୋକମାନେ ମୈାଜ୍‌ମସ୍ତି କରୁଥିବା ସମୟରେ ସେଲଫି ନେବା…

ନିର୍ଭୟା ବିଚାରରେ ବିଳମ୍ବ ଦେଖି ମୃତ୍ୟୁ ଦଣ୍ଡାଦେଶ ଉପରେ ସୁପ୍ରିମକୋର୍ଟ ଜାରି କଲେ ନୂଆ ଗାଇଡଲାଇନ, ଜାଣନ୍ତୁ କଣ…

ଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଘଟଣାରେ ଫାଶୀରେ ହେଉଥିବା ବିଳମ୍ବକୁ ଦେଖି ସୁପ୍ରିମକୋର୍ଟ ମୃତ୍ୟୁ ଦଣ୍ଡ ସଜା ଉପରେ ଏକ ଗାଇଡ ଲାଇନ ପ୍ରସ୍ତୁତ କରିଛନ୍ତି।  ଯଦି  କୌଣସି ହାଇକୋର୍ଟ କୌଣସି ଅପରାଧୀକୁ ମୃତ୍ୟୁ ଦଣ୍ଡ ଶୁଣାଇଛି ଓ  ସୁପ୍ରିମକୋର୍ଟ ଏହି ମାମଲାରେ ହସ୍ତକ୍ଷେପ କରିବାକୁ ସହମତି…

ଓଡିଆ ଅଭିଯୁକ୍ତକୁ ସୁରଟ ଅଦାଲତରେ ମୃତ୍ୟୁ ଦଣ୍ଡାଦେଶ, ନିଜ ଝିଅକୁ ଦୁଷ୍କର୍ମ ପରେ କରିଥିଲା ହତ୍ୟା

ଗଞ୍ଜାମ(କେନ୍ୟୁଜ୍): ନିଜ ଝିଅକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସୁରଟ ଅଦାଲତ ଦୋଷୀ ଟୁକୁନା ଦାସକୁ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି । ଟୁକୁନାର ଘର ସୋରଡ଼ା ବ୍ଲକ ପଟାବାବୁଲି ଗାଁରେ । ଟୁକନା ପ୍ରଥମେ ନିଜ ସ୍ତ୍ରୀକୁ ଛାଡ଼ ଶାଳୀକୁ ଦ୍ୱିତୀୟ ବିବାହ କରିଥିଲା । ଏହାପରେ ଦ୍ୱିତୀୟ ସ୍ତ୍ରୀ ଓ ପ୍ରଥମ…

ସାଲେପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା, ଅଭିଯୁକ୍ତ ମହମ୍ମଦ ମୁସ୍ତାକକୁ ଫାଶୀ ଦଣ୍ଡାଦେଶ

ସାଲେପୁର: ଦୁଷ୍କର୍ମକାରୀକୁ ଫାଶୀ ଦଣ୍ଡାଦେଶ । ସାଲେପୁର ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ମହମ୍ମଦ ମୁସ୍ତାକକୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି କଟକ ସ୍ପେଶାଲ ପକ୍‌ସୋ କୋର୍ଟ । ସମସ୍ତ ତଥ୍ୟ ପ୍ରମାଣ ଓ ୨୩ଜଣ ସାକ୍ଷୀଙ୍କ ଆଧାରରେ ମୁହମ୍ମଦ ମୁସ୍ତାକକୁ ପକ୍‌ସୋ କୋର୍ଟ ଦୋଷୀ ସାବ୍ୟସ୍ତ…

ଦେଶରେ ମୃତ୍ୟୁ ଦଣ୍ଡ ବ୍ୟବସ୍ଥା, ସମର୍ଥନରେ ଅଛନ୍ତି ୯୦ ପ୍ରତିଶତ ରାଜ୍ୟ

ନୂଆଦିଲ୍ଲୀ(କେନ୍ୟୁଜ୍): ଦେଶରେ ମୃତ୍ୟୁ ଦଣ୍ଡ ବ୍ୟବସ୍ଥା ସମର୍ଥନରେ ଅଛନ୍ତି ୯୦ ପ୍ରତିଶତ ରାଜ୍ୟ । ମୃତ୍ୟୁ ଦଣ୍ଡ ଉଚ୍ଛେଦ କରିବା ନେଇ ରାଜ୍ୟସଭାରେ ଏକ ବେସରକାରୀ ବିଲ୍‌ ଉପରେ ଆଲୋଚନା ବେଳେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଜି. କିଷନ ରେଡ୍ଡୀ ଏହି ସୂଚନା ଦେଇଛନ୍ତି । ତେବେ ଦେଶରେ…