Browsing Tag

death toll

ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧୧୪୭କୁ ବୃଦ୍ଧି, ମହାରାଷ୍ଟ୍ରରେ ୧୦ ହଜାର ଟପିଲା ସଂକ୍ରମିତଙ୍କ ସଂଖ୍ୟା

ମହାରାଷ୍ଟ୍ର: ଭାରତରେ କରୋନା ଉପରେ ଲାଗୁନି ବ୍ରେକ । ଦେଶରେ ମୃତ୍ୟୁ ସଂଖ୍ୟା ୧୧୪୭କୁ ବୃଦ୍ଧି ହୋଇଛି । କରୋନାରେ ୩୫ ହଜାର ୪୩ ଜଣ ଆକ୍ରାନ୍ତ ହୋଇଥିବା ବେଳେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୮ ହଜାର ୮୮୯ ଜଣ । ବିଭିନ୍ନ ହସ୍ପିଟାଲରେ ୨୫ ହଜାର ୦୦୭ ଜଣ ଚିକିତ୍ସାଧୀନ ଅଛନ୍ତି । ମହାରାଷ୍ଟ୍ରରେ…

ଦେଶରେ କରୋନା ନେଲାଣି ୧୦୭୪ ଜଣଙ୍କ ଜୀବନ, ମହାରାଷ୍ଟ୍ରରେ ଗୋଟିଏ ଦିନରେ ୩୨ମୃତ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ସାଂଘାତିକ ହେଉଛି କରୋନା ସ୍ଥିତି। ସର୍ବାଧିକ ୯ହଜାର ୯୧୫ଜଣ ଆକ୍ରାନ୍ତ ହୋଇଥିବାବେଳେ ୪୩୨ଜଣଙ୍କ ମୃତ୍ୟୁ ହୋଇଛି। ମହାରାଷ୍ଟ୍ରରେ ଗୋଟିଏ ଦିନରେ ୩୨ ଜଣଙ୍କ ଜୀବନ ନେଲାଣି ଭାଇରସ୍‌। ଦ୍ୱିତୀୟରେ ରହିଛି ଗୁଜରାଟ। ସେହପରି ଦିଲ୍ଲୀ, ରାଜସ୍ଥାନ ଓ ଉତ୍ତରପ୍ରଦେଶରେ ବି…

ବିଶ୍ୱରେ ୩୦ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଏଯାଏ ଗଲାଣି ୨ଲକ୍ଷ ୧୧ହଜାର ୪୩୧ଜଣଙ୍କ ଜୀବନ

ନୂଆଦିଲ୍ଲୀ: ବିଶ୍ୱରେ ବଢି ବଢି ଚାଲିଛି ମହାମାରୀ କରୋନା ବିପର୍ଯ୍ୟୟ । ବିଶ୍ୱର ୨୧୦ଟି ଦେଶରେ ଏଯାଏ ୩୦ଲକ୍ଷ ୬୧ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୯ ଲକ୍ଷ ୨୧ହଜାର ଲୋକ ସଂକ୍ରମଣରୁ ସୁସ୍ଥ ହୋଇସାରିଲେଣି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୨ଲକ୍ଷ ୧୧ହଜାର ୪୩୧ । ଆମେରିକାରେ ୧୦ ଲକ୍ଷ…

ଭାରତରେ କରୋନା ମୃତ୍ୟୁସଂଖ୍ୟା ୮୭୨, ବିଭିନ୍ନ ହସ୍ପିଟାଲରେ ୨୦,୮୩୫ ଜଣ ଆକ୍ରାନ୍ତ ଚିକିତ୍ସାଧୀନ

ନୂଆଦିଲ୍ଲୀ: ଭାରତରେ କରୋନା ଉପରେ ଲାଗୁନି ବ୍ରେକ। ଦେଶରେ ଏପର୍ଯ୍ୟନ୍ତ ମୃତ୍ୟୁସଂଖ୍ୟା ୮୭୨ରେ ପହଞ୍ଚିଛି । କରୋନାରେ ୨୭ ହଜାର ୮୯୨ଜଣ ଆକ୍ରାନ୍ତ ହୋଇଥିବା ବେଳେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୬୧୮୫ ଜଣ । ବିଭିନ୍ନ ହସ୍ପିଟାଲରେ ୨୦,୮୩୫ ଜଣ ଚିକିତ୍ସାଧୀନ ଅଛନ୍ତି।

ଭାରତରେ କରୋନା ମୃତ୍ୟୁସଂଖ୍ୟା ୭୭୫ରେ ପହଁଚିଲା, ମହାରାଷ୍ଟ୍ରରେ ସର୍ବାଧିକ ୬ ହଜାର ୮୧୭ ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତରେ କରୋନା ଉପରେ ଲାଗୁନି ବ୍ରେକ୍। ଦେଶରେ ଏପର୍ଯ୍ୟନ୍ତ ମୃତ୍ୟୁସଂଖ୍ୟା ୭୭୫ରେ ପହଞ୍ଚିଛି । କରୋନାରେ ୨୪ ହଜାର ୫୦୬ଜଣ ଆକ୍ରାନ୍ତ ହୋଇଥିବା ବେଳେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୫୦୬୩ଜଣ । ସେପଟେ ମହାରାଷ୍ଟ୍ରରେ ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା…

ବିଶ୍ୱରେ ଏଯାଏ ୨୭ଲକ୍ଷ ୧୫ ହଜାର ଆକ୍ରାନ୍ତ ଚିହ୍ନଟ, ୧ଲକ୍ଷ ୯୦ହଜାର ୪୨୨ଜଣଙ୍କର ଜୀବନ ନେଲାଣି କରୋନା ଭାଇରସ୍‌

ନୂଆଦିଲ୍ଲୀ:ବିଶ୍ୱରେ ବଢି ବଢି ଚାଲିଛି ମହାମାରୀ କରୋନା ବିପର୍ଯ୍ୟୟ । ୨୧୦ଟି ଦେଶରେ ଏଯାଏ ୨୭ଲକ୍ଷ ୧୫ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୭ଲକ୍ଷ ୪୫ ହଜାର ଲୋକ ସଂକ୍ରମଣରୁ ସୁସ୍ଥ ହୋଇସାରିଲେଣି । କରୋନା ମୃତ୍ୟୁ ସଂଖ୍ୟା ୧ଲକ୍ଷ ୯୦ହଜାର ୪୨୨ଜଣ। ଆମେରିକାରେ ୮ଲକ୍ଷ ୭୯ ହଜାର ଆକ୍ରାନ୍ତ…

କରୋନା ତାଣ୍ଡବ: ସାରା ବିଶ୍ୱରେ ଗଲାଣି ୧ଲକ୍ଷ ୮୪ହଜାର ଜୀବନ, ଆମେରିକାରେ ଗୋଟିଏ ଦିନରେ ୨ହଜାର ୩୪୧ଜଣଙ୍କ ମୃତ୍ୟୁ

ଆମେରିକା:ସାରା ବିଶ୍ୱରେ କରୋନା ତାଣ୍ଡବ। ମାରାତ୍ମକ ଭାଇରସ ନେଲାଣି ୧ଲକ୍ଷ ୮୪ହଜାର ଜୀବନ। ଏଯାଏ ୨୬ଲକ୍ଷ ୩୫ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୭ଲକ୍ଷ ୧୭ ହଜାର ଲୋକ ସଂକ୍ରମଣରୁ ସୁସ୍ଥ ହୋଇସାରିଲେଣି। ଆମେରିକାରେ ସ୍ଥିତି ସାଂଘାତିକ ହୋଇପଡିଛି। ଗୋଟିଏ ଦିନରେ ୨ହଜାର ୩୪୧ ଜଣଙ୍କ ମୃତ୍ୟୁ…

ଦେଶରେ ମହାମାରୀ ନେଲାଣି ୬୪୦ଜଣଙ୍କ ଜୀବନ, କେବଳ ମହାରାଷ୍ଟ୍ରରେ ୨୫୧ରୁ ଅଧିକ ରୋଗୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବଢିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା। ୬୦୦ ରୁ ଅଧିକ ଜୀବନ ନେଲାଣି ମହାମାରୀ କରୋନା ଭାଇରସ୍‌। ମୃତ୍ୟୁ ସଂଖ୍ୟା ୬୪୦ରେ ପହଞ୍ଚିଛି। ବର୍ତ୍ତମାନ ପର୍ଯ୍ୟନ୍ତ ୧୯ହଜାର ୯୮୪ଜଣ ଆକ୍ରାନ୍ତ ହୋଇଥିବାବେଳେ ୩ହଜାର ୮୬୯ ସୁସ୍ଥ ହୋଇଛନ୍ତି। ବିଭିନ୍ନ ହସ୍ପିଟାଲରେ…

ମହାମାରୀ ଭୂତାଣୁ ଆକ୍ରମଣରେ ଭାରତରେ ଗଲାଣି ୫୯୦ଜଣଙ୍କ ଜୀବନ, ମହାରାଷ୍ଟ୍ର ଓ ଦିଲ୍ଲୀରେ ବୃଦ୍ଧି ପାଉଛି ଆକ୍ରାନ୍ତଙ୍କ…

ନୂଆଦିଲ୍ଲୀ: ଭାରତରେ ବଢିବାରେ ଲାଗିଛି କରୋନା ସଂକ୍ରମଣ । ମହାମାରୀ ଭୂତାଣୁ ଆକ୍ରମଣରେ ଗଲାଣି ପ୍ରାୟ ୫୯୦ ଜୀବନ । ଆକ୍ରାନ୍ତଙ୍କ ସଂଖ୍ୟା ୧୮ହଜାର ଟପିଛି । ୧୮ ହଜାର ୬୦୧ ଜଣ କରୋନା ସଂକ୍ରମିତ ହୋଇଛନ୍ତି । ଦେଶରେ ମୃତ୍ୟୁ ସଂଖ୍ୟା ୫୯୦ ହୋଇଛି । ବିଭିନ୍ନ ହସ୍ପିଟାଲରେ ୧୪,୭୫୯ ଜଣ…

ଭାରତରେ ୨୪ ଘଣ୍ଟାରେ ୩୬ ଜଣଙ୍କ ଜୀବନ ନେଇଛି କରୋନା ଭାଇରସ୍, ୧୫୫୩ ନୂଆ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଭାରତରେ ବଢିବାରେ ଲାଗିଛି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ୧୫୫୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୩୬ ଜଣଙ୍କ ଜୀବନ ନେଇଛି ଭାଇରସ୍‌ । ଆକ୍ରାନ୍ତଙ୍କ ସଂଖ୍ୟା ୧୭ ହଜାର ଟପିଛି । ୧୭ ହଜାର ୨୬୫ ଜଣ କରୋନା ସଂକ୍ରମିତ ହୋଇଛନ୍ତି । ଦେଶରେ…

ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୪ ହଜାର ୧୨୬ରେ ପହଁଞ୍ଚିଛି, ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ…

ନୂଆଦିଲ୍ଲୀ: ବିଶ୍ୱରେ ବଢି ବଢି ଚାଲିଛି ମହାମାରୀ କରୋନା ବିପର୍ଯ୍ୟୟ । ବିଶ୍ୱର ୨୧୦ ଦେଶରେ ଏଯାଏ ୨୨ ଲକ୍ଷ ୪୮ହଜାର ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୪ ହଜାର ୧୨୬ରେ ପହଁଞ୍ଚିଛି । ୫ ଲକ୍ଷ ୭୦ ହଜାର ଲୋକ ସଂକ୍ରମଣରୁ ସୁସ୍ଥ ହୋଇସାରିଲେଣି । ସବୁଠୁ ଅଧିକ…

ବିଶ୍ୱରେ ବଢିବଢି ଚାଲିଛି ମହାମାରୀ କରୋନା ବିପର୍ଯ୍ୟୟ, ମୃତ୍ୟୁ ସଂଖ୍ୟା ୧ଲକ୍ଷ ୩୪ ହଜାର ୬୦୩ରେ ପହଁଚିଛି

ନୂଆଦିଲ୍ଲୀ: ବିଶ୍ୱରେ ବଢିବଢି ଚାଲିଛି ମହାମାରୀ କରୋନା ବିପର୍ଯ୍ୟୟ । ବିଶ୍ୱରେ ଏଯାଏ ୨୦ଲକ୍ଷ ୮୨ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୧ଲକ୍ଷ ୩୪ ହଜାର ୬୦୩ ହୋଇଛି। ୫ଲକ୍ଷ ୧୦ ହଜାର ଲୋକ ସଂକ୍ରମଣରୁ ସୁସ୍ଥ ହୋଇସାରିଲେଣି ।ସବୁଠୁ ଅଧିକ ପ୍ରଭାବିତ ହୋଇଛି…