Browsing Tag

death

କଦଳୀ ଭେଳାରେ ପାର ହେଉଥିବାବେଳେ ବୁଡି ଯାଇ ଦୁଇ ଭାଇ ମୃତ

ଯାଜପୁର: ବନ୍ଯା ଦାଉରୁ ମୁକୁଳିନଥିବା ବେଳେ ଯାଜପୁର ଜିଲ୍ଲା ବରୀରେ ଘଟିଛି ଆଉ ଏକ ଅଘଟଣ। ଏହି ବ୍ଲକ ମନ୍ଦାରୀ ପଞ୍ଚାୟତ ମେଦୁଆକୁଳ ଗାଁରେ ପାଟରେ ବୁଡି ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ଆଜି ଏହି ଗାଁର ଦୁଇଜଣ ଯୁବକ କଦଳୀ ଭେଳାରେ ପାଟ ଭିତରକୁ ଯାଉଥିବା ସମୟରେ ହଠାତ ଭେଳାଟି…

MKCG କାଜୁଆଲଟିରେ ଅକ୍ସିଜେନ ଅଭାବରୁ ଦୁଇ ରୋଗୀଙ୍କ ମୃତ୍ୟୁ ଅଭିଯୋଗ

କେନ୍ୟୁଜ (ବ୍ୟୁରୋ): ଅକ୍ସିଜେନ ଅଭାବରେ MKCG ମେଡିକାଲ କଲେଜ କାଜୁଆଲଟିରେ ଦୁଇ ରୋଗୀଙ୍କର ମୃତ୍ୟୁ ହୋଇଥିବା ନେଇ ଭିଡିଓ ଭାଇରାଲ କରିଛନ୍ତି ଜିଲ୍ଲା ପରିଷଦ ସଦସ୍ୟ ଏଲ୍‌. ମୋହନ ଦାସ । ଗତ ଦୁଇ ତାରିଖ ଦିନ ତାଙ୍କର ଜଣେ ବନ୍ଧଙ୍କୁ ଚିକିତ୍ସା ପାଇଁ ବଡ଼ ମେଡିକାଲ ଆଣିଥିଲେ । ହେଲେ ଅକ୍ସିଜେନ…

ତିନି ବର୍ଷର ଛୁଆକୁ ଘରେ ଏକା ଛାଡି ବଏଫ୍ରେଣ୍ଡ ସହ ବୁଲିବାକୁ ଚାଲିଗଲା ମା, ଭୋକରେ ପଡି ପଡି ମରିଗଲା ଛୁଆ

ଏହି ଖବରଟି ଏମିତି ଯାହା ପଢିଲେ ଆପଣ ଚମକି ପଡିବେ ଆଉ ଭାବିବେ ଏହା କଣ ସତ ? ଏକ ମା ନିଜ ତିନି ବର୍ଷର ଛୋଟ ଛୁଆକୁ ଏକୁଟିଆ ଛାଡି ନିଜ ବଏଫ୍ରେଣ୍ଡକୁ ଭେଟିବା ପାଇଁ ଚାଲିଗଲେ । ଏକ ସପ୍ତାହରୁ ଅଧିକ ସମୟ ସେ ବୁଲାବୁଲି କରି ଘରକୁ ଫେରିବା ପରେ ଯାହା ଦେଖିଲେ ତାହା ଶୁଣିଲେ ଆପଣଙ୍କ ଆଖିରେ ବି…

ଅଧାରେ ରହିଗଲା ଯାତ୍ରା: ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାରୁ ଆସୁଥିବା ଶ୍ରମିକ ସ୍ବତନ୍ତ୍ର ଟ୍ରେନରେ ମହିଳାଙ୍କ ମୃତ୍ୟୁ

ଭୁବନେଶ୍ବର: ଅଧାରେ ରହିଗଲା ଯାତ୍ରା । ଫେରିପାରିଲେନି ଘରକୁ। ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାରୁ ଆସୁଥିବା ଶ୍ରମିକ ସ୍ବତନ୍ତ୍ର ଟ୍ରେନରେ ଘଟିଛି ଏହି ଦୁଃଖଦ ଘଟଣା। ବଲାଙ୍ଗୀର ଷ୍ଟେସନରେ ପହଞ୍ଚିବା ପରେ ଟ୍ରେନ୍‌ରୁ ଜଣେ ମହିଳାଙ୍କ ଶବ ଉଦ୍ଧାର କରାଯାଇଛି। ବଲାଙ୍ଗୀର ରେଳ ଷ୍ଟେସନରେ ଏହି…

କେନ୍ଦ୍ରାପଡା ଗୋପାଳପୁରଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ ଓ ବାଇକ ମୁହାଁମୁହିଁ ଧକ୍କା ଫଳରେ ଗଲା ୨ ଜୀବନ

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ରାଜନଗର ଥାନା ଗୋପାଳପୁରଠାରେ ମର୍ମତୁଦ ସଡ଼କ ଦୁର୍ଘଟଣା । ଟ୍ରକ ଓ ବାଇକ ମୁହାଁମୁହିଁ ଧକ୍କା, ୨ ମୃତ । ମୃତକ ହେଲେ ରାଜନଗର ଓସ୍ତିଆ ଗାଁର ନିଗମାନନ୍ଦ ସାହୁ ଓ ତାଙ୍କ ଝିଆରୀ ପୂର୍ଣ୍ଣିମା । ରାଜନଗର ସ୍ୱାସ୍ଥ୍ୟ କେନ୍ଦ୍ରରୁ ଘରକୁ ଫେରୁଥିବା ବେଳେ ଏକ…

ବ୍ରହ୍ମଗିରି ହୁବା ସାହିରେ ଅଭାବନୀୟ ଘଟଣା: ଧାନ ବସ୍ତା ପଡ଼ି ମାଆ, ଝିଅ ମୃତ ବାପା ଗୁରୁତର

ବ୍ରହ୍ମଗିରି: ଧାନ ବସ୍ତା ପଡ଼ି ମାଆ, ଝିଅ ମୃତ ବାପା ଗୁରୁତର। ବ୍ରହ୍ମଗିରି ଖଜୁରିଆ ନିକଟ ହୁବା ସାହିରେ ଏହି ଅଭାବନୀୟ ଘଟଣା ଘଟିଛି । ଘରେ ଗଦା ହୋଇ ରହିଥିବା ଧାନ ବସ୍ତା ପଡ଼ିବାରୁ ଦୁହିଁଙ୍କର ମୃତ୍ୟୁ ହୋଇଛି । ରାତିରେ ବାପା ପୂର୍ଣ୍ଣଚନ୍ଦ୍ର ଭୋଇ, ମା ସସ୍ମିତା ଭୋଇ ଓ ୧୨ ବର୍ଷିୟ ଝିଅ…

ଅନ୍ଧବିଶ୍ୱାସର ଅନ୍ଧାର ଗଳିରେ ଆଖି ବୁଜିଦେଲା ଆଠ ବର୍ଷର ଝିଅ, କୁକୁର କାମୁଡି ଦେବା ପରେ ଚିକିତ୍ସା ବଦଳରେ ଝଡ଼ାଫୁଙ୍କା…

ବାଲିଗୁଡା : ଗୋଟିଏ ପଟେ କରୋନା ପ୍ରତିହତ ପାଇଁ ଲକ୍ ଡାଉନ ଜାରି ରହିଥିବା ବେଳେ ଅନ୍ୟପଟେ ଅନ୍ଧବିଶ୍ୱାସର ଅନ୍ଧାର ଗଳିରେ ମଣିଷ l ଯାହା ଫଳରେ ଏକ ଶିଶୁର ଅକାଳରେ ଜୀବନ ଚାଲି ଯାଇଛି l ମେଡିକାଲକୁ ଆଣି ଚିକିତ୍ସା କରିବା ବଦଳରେ ଚେରମୂଳି ଦ୍ୱାରା ଚିକିତ୍ସା କରାଇବା ଯୋଗୁଁ ଏକ କମଳ ଶିଶୁ ଆଖି…

ନବରଙ୍ଗପୁର ଓ ବାଲେଶ୍ୱରରେ ଅଘଟଣ: ବଜ୍ରାଘାତରେ ଗଲା ୪ ଜୀବନ

ନବରଙ୍ଗପୁର/ବାଲେଶ୍ୱର: ବଜ୍ରାଘାତରେ ଗଲା ୩ ଜୀବନ। ନବରଙ୍ଗପୁର ଚଟାହାଣ୍ଡି ପଞ୍ଚାୟତର ବାଉଁଶୀଆଗୁଡ଼ା ଗାଁରେ ଘଟିଛି ଅଘଟଣ। ଗତକାଲି ସଂଧ୍ୟାରେ ବଜ୍ରାଘାତରେ ଦୁଇ ଭାଇ ଓ ଅନ୍ୟ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତ ଦୁଇ ଭାଇ ହେଉଛନ୍ତି ଲଳିତ ବିନ୍ଧାଣୀ ଓ ମୋତିରାମ ବିନ୍ଧାଣୀ। ଉଭୟଙ୍କ ବୟସ ୧୬…

କରୋନା ଭୟରେ କେହି କଲେନି ସହଯୋଗ, ଶେଷରେ ଶବକୁ କାନ୍ଧ ଦେଲେ ମୁସଲମାନ ପଡ଼ୋଶୀ

ବେଙ୍ଗାଲୁରୁ: ବେଙ୍ଗାଲୁରୁ ରେ ଏକ ଖବର ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ହିନ୍ଦୁ ପରିବାରକୁ ସହଯୋଗର ହାତ ବଢାଇଛନ୍ତି ଜଣେ ମୁସଲିମ ପଡୋଶୀ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ବେଙ୍ଗାଲୁରୁ ଆର ଟି ନଗରରେ । ଗତ ଫେବ୍ରୁଆରୀ ମାସରେ ବିଦେଶରେ ରହୁଥିବା କାର୍ତିକି ମଇଟି ଓ ନିଜ ସ୍ତ୍ରୀ…

ପ୍ରଥମ ରାଜ୍ୟ ଭାବେ ଦୁଷ୍କର୍ମକାରୀଙ୍କୁ ମୃତ୍ୟୁଦଣ୍ଡର ବିଲ ପାରିତ ହେଲା ଆନ୍ଧ୍ର ବିଧାନସଭାରେ, କ୍ୟାବିନେଟରେ ବିଲକୁ…

କେନ୍ୟୁଜ୍(ବ୍ୟୁରୋ):ଦେଶର ପ୍ରଥମ ରାଜ୍ୟ ଭାବେ ଆନ୍ଧ୍ରପ୍ରଦେଶ ଦୁଷ୍କର୍ମକାରୀଙ୍କୁ ମୃତ୍ୟୁଦଣ୍ଡ ଦେବାକୁ ବିଲ ପାସ କରିଛି। ଗତକାଲି ଏନେଇ ରାଜ୍ୟ କ୍ୟାବିନେଟରେ ବିଲକୁ ମଞ୍ଜୁରୀ ମିଳିଛି। ଏହି ବିଲରେ ୨୧ ଦିନ ମଧ୍ୟରେ ମାମଲା ରୁଜୁ ସହ ବିଚାର ପ୍ରକ୍ରିୟାକୁ ସଂପୂର୍ଣ୍ଣ କରିବା, ଦଣ୍ଡାଦେଶ…

ମୃତ୍ୟୁ ପୂର୍ବର ଅଜବ ଗନ୍ଧ, ଏହି ଯୁବତୀ ଶୁଙ୍ଘିକି କହିପାରନ୍ତି କାହାର ହେବାକୁ ଯାଉଛି ମୃତ୍ୟୁ

ଦୁନିଆରେ ଭିନ୍ନ ଭିନ୍ନ ପ୍ରକାରର ଲୋକ ଦେଖିବାକୁ ମିଳନ୍ତି । ଯେଉଁମାନଙ୍କର କିଛି ସ୍ୱତନ୍ତ୍ରତା ପାଇଁ ସେମାନେ ଲୋକମାନଙ୍କ ମଧ୍ୟରେ ପରିଚିତ ଥାନ୍ତି । କେବଳ ସେତିକି ନୁହେଁ ଆମ ଦୁନିଆରେ ଏପରି ଅନେକ ଚମତ୍କାରୀ ଲୋକ ଅଛନ୍ତି ଯେଉଁମାନେ ନିଜ ଶକ୍ତିକୁ ନେଇ ଦାବି କରିଥାନ୍ତି । ତେବେ ଆଜି ଆମେ…

ନନ୍ଦନ କାନନରେ ବଞ୍ଚି ପାରିଲାନି ଆନାକୋଣ୍ଡା, ମାତ୍ର ୩୬ ଦିନରେ ବୁଜିଲା ଆଖି

ଭୁବନେଶ୍ବର(କେନ୍ୟୁଜ୍): ଚେନ୍ନାଇ ଚିଡ଼ିଆଖାନାରୁ ଆସିଥିବା  ବିରଳ ପ୍ରଜାତିର ଆନାକୋଣ୍ଡାର ମୃତ୍ୟୁ ହୋଇଛି।ଦୀର୍ଘ ତିନିବର୍ଷର କସରତ ପରେ ଶେଷରେ ୨୨ ତାରିଖରେ ଚେନ୍ନାଇରୁ ୮ଟି ଆନାକୋଣ୍ଡା ଆଣିଥିଲେ କର୍ତ୍ତୃପକ୍ଷ । ମୃତ୍ୟୁ ବେଳକୁ ସାପଟିର ବୟସ ମାତ୍ର ୨ ବର୍ଷ ହୋଇଥିଲା। ଚେନ୍ନାଇ…