Browsing Tag

deep depression

ଆନ୍ଧ୍ର ଉପକୂଳ ଅତିକ୍ରମ କରିଛି ଡିପ୍‌ ଡିପ୍ରେସନ, ୧୨ ଘଣ୍ଟାରେ ୱେଲମାର୍କଡ ଲୋ ପ୍ରେସରରେ ହେବ ପରିଣତ

କେନ୍ୟୁଜ (ବ୍ୟୁରୋ): ଆନ୍ଧ୍ର ଉପକୂଳ ଅତିକ୍ରମ କରିଛି ଡିପ୍‌ ଡିପ୍ରେସନ । କାକିନାଡା ନିକଟରେ ସକାଳ ୬.୩୦ରୁ ୭ଟା ମଧ୍ୟରେ ଅତିକ୍ରମ କରିଛି । ଘଣ୍ଟା ପ୍ରତି ୧୭ କିଲୋମିଟର ବେଗରେ ପଶ୍ଚିମ ଉତ୍ତର ପୂର୍ବ ଦିଗରେ ଗତି କରୁଛି ଡିପ୍‌ ଡିପ୍ରେସନ । ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା…

ଉତ୍ତର ବଙ୍ଗୋପସାଗରରେ ଅଧିକ ଘନୀଭୂତ ହେଲା ଲଘୁଚାପ, ୭ ଜିଲ୍ଲାରେ ବର୍ଷିବ ପ୍ରବଳ

ଭୁବନେଶ୍ୱର(କେନ୍ୟୁଜ୍‌) : ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ଅଧିକ ଘନୀଭୂତ ହେବାରେ ଲାଗିଛି । ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆରମ୍ଭ ହୋଇଛି ବର୍ଷା । ତେଣୁ ଆସନ୍ତାକାଲି ସକାଳ ଯାଏ ସାତୋଟି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଓ ୮ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।…

ଅବପାତର ରୂପ ନେଲା ଉତ୍ତର ଆଣ୍ଡମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ, ଏବେ ପାରାଦୀପ ଠାରୁ ପ୍ରାୟ ୯୫୦କିମି ଦୂରରେ…

ଉତ୍ତର ଆଣ୍ଡମାନ ସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେଇଛି। ଏହା ଏବେ ପାରାଦୀପ ଠାରୁ ପ୍ରାୟ ୯୫୦କିମି ଦୂରରେ ଅବସ୍ଥିତ। ତେବେ IMDର ଆକଳନ ଅନୁଯାୟୀ ବାତ୍ୟା ହେଲେ ଓଡ଼ିଶା ଉପକୂଳ ଛୁଇଁନପାରେ। ବାତ୍ୟା ରୂପରେଖ ଓ କେଉଁ ଦିଗକୁ ଯିବ ସ୍ପଷ୍ଟ ହୋଇନି। ବାତ୍ୟା ନେଇ ସ୍ପଷ୍ଟ ସୂଚନା ମିଳିନଥିଲେ…

ଲଘୁଚାପ ବର୍ଷା ପରେ ଫୁଲୁଛି ବୈତରଣୀ ନଦୀ, ଜିଲ୍ଲାର ତଳିଆ ଅ଼ଞ୍ଚଳ ଜଳମଗ୍ନ

ଭଦ୍ରକ(କେନ୍ୟୁଜ): ଉପର ମୁଣ୍ଡରେ ଲଘୁଚାପ ବର୍ଷା ପରେ ଫୁଲୁଛି ବୈତରଣୀ ନଦୀ। ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଆସିଛି। ଭଦ୍ରକ ଜିଲ୍ଲାର ଆଖୁଆପଦାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବୈତରଣୀ। ବର୍ତ୍ତମାନ ସେଠାରେ ୧୭ ଦଶମିକ ୯୨ ମିଟର ବନ୍ୟା ଜଳ ପ୍ରବାହିତ ହେଉଛି। ଆଖୁଆପଦାଠାରେ ବିପଦ…

ଉତ୍ତର ପଶ୍ଚିମ ବଙ୍ଗୋପସାଗର ଲଘୁଚାପ ସୃଷ୍ଟି, ଆସନ୍ତା କାଲି ଠାରୁ ରାଜ୍ୟରେ ହେବ ପ୍ରବଳ ବର୍ଷା

ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆସନ୍ତା କାଲି ଠାରୁ ରାଜ୍ୟରେ ବର୍ଷା ହେବ । ଆସନ୍ତା ୨୪ ଘଣ୍ଟା ଭିତରେ ଦକ୍ଷିଣ ଓଡିଶାରେ ଅଳ୍ପରୁ ମଧ୍ୟମ ଧରଣର ଓ ଊତ୍ତର ଓଡିଶାର କିଛି ସ୍ଥାନରେ ବର୍ଷା ହେବ । ୨୪ ଘଣ୍ଟା ପରେ ଦକ୍ଷିଣ ଓଡିଶାରେ ବର୍ଷାର…

ଉତ୍ତରପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ, ୨୪ ଘଣ୍ଟା ଭିତରେ ନେବ ଲଘୁଚାପର ରୂପ

ଉତ୍ତରପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତା ୨୪ ଘଣ୍ଟା ଭିତରେ ଲଘୁଚାପରେ ପରିଣତ ହେବ । ଏହାର ପ୍ରଭାବରେ ଆସନ୍ତା ୨୪ ଓ ୨୫ ତାରିଖରେ ସାରା ରାଜ୍ୟରେ ବର୍ଷା ଲାଗି ରହିବ । ପାଣିପାଗ ବିଭାଗର ସୂଚନା ଅନୁଯାୟୀ ୬ ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାକୁ ଥିବା…

ସବୁବେଳେ ରହୁଛି କି ମୁଡ଼୍ ଅଫ୍, ତେବେ ନିଶ୍ଚିତ କରନ୍ତୁ ଏହି ଜିନିଷର ସେବନ

ଅନେକ ସମୟରେ ଆମ ଜୀବନରେ ଏପରି କିଛି ଅସୁବିଧା ଆସିଥାଏ ଯାହାର ସମାଧାନ ଆମ ପାଖରେ ନଥାଏ। ଏହି ସମୟରେ ତାହା ବିଷୟରେ ଭାବି ଆମେ ଚିନ୍ତିତ ହୋଇଥାଏ। ତାହା ଏତେ ମାତ୍ରାରେ ବଢ଼ିଯାଇଥାଏ କି ଲୋକ ଡିପ୍ରେସନ ବା ମାନସୀକ ଚାପର ଶିକାର ହୋଇଯାଇଥାନ୍ତି। ଏନେଇ ଏପରି କିଛି ପଦକ୍ଷେପ ଉଠାଇଥାନ୍ତି…

ରିସର୍ଚ୍ଚରେ ପ୍ରମାଣିତ, ପୁଅ ଜନ୍ମ କରିଥିବା ମହିଳା ଅଧିକ ହୁଅନ୍ତି ଡିପ୍ରେସନର ଶିକାର

ଗର୍ଭଧାରଣ ସମୟରେ ମହିଳାଙ୍କ ଶରୀରରେ ବିଭିନ୍ନ ପ୍ରକାରର ପରିବର୍ତ୍ତନ ହୋଇଥାଏ। ଅନେକ ସମୟରେ ଏଥିପାଇଁ ମାନସୀକ ଚାପ ଅନୁଭବ ମଧ୍ୟ କରିଥାନ୍ତି ମହିଳା। ଏହି ସମୟରେ ଶରୀରିକ ପରିବର୍ତ୍ତନ ଖାଲି ହୋଇନଥାଏ ମାନସୀକ ପରିବର୍ତ୍ତନ ମଧ୍ୟ ପରିଲିଖିତ ହୋଇଥାଏ ଯାହାକୁ ମୁଡ଼ସୁଙ୍ଗସ୍ ମଧ୍ୟ କୁହାଯାଇଥାଏ।…

ଡିପ-ଡିପ୍ରେସନରେ ପରିଣତ ହୋଇଛି ବାତ୍ୟା ‘ତିତ୍‌ଲି’, ସାରା ରାଜ୍ଯରେ ଲଗାଣ ବର୍ଷା

ଭୁବନେଶ୍ବର(କେନ୍ଯୁଜ୍) : ବାତ୍ୟା ତିତ୍‌ଲି ଦୁର୍ବଳ । ଏହା ଡିପ-ଡିପ୍ରେସନରେ ପରିଣତ ହୋଇଛି । ପ୍ରଭାବରେ ଗଜପତି, ଗଞ୍ଜାମ, ରାୟଗଡ଼ା, କନ୍ଧମାଳ, ନୟାଗଡ଼ରେ ପବନ ସହ ବର୍ଷା ଲାଗି ରହିଛି । ସେହିଭଳି ଉପକୂଳ ଅଞ୍ଚଳରେ ମଧ୍ୟ ଲଗାଣ ବର୍ଷା ହେଉଛି । ରାୟଗଡା, ପୁରୀ, ବଲାଙ୍ଗିର, କେନ୍ଦ୍ରାପଡା,…