Browsing Tag

deepika padukon

ଗୋଟିଏ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି ସଲମାନ, ଶାହାରୁଖ, ହ୍ରିତିକ, କ୍ୟାଟ୍ରିନା ଏବଂ ଦୀପିକା

ସଲମାନ ଖାନ, ଶାହାରୁଖ ଖାନ, ହ୍ରିତିକ ରୋଶନ, କ୍ୟାଟ୍ରିନା କୈଫ ଏବଂ ଦୀପିକା ପାଦୁକୋନଙ୍କ ଭଳି ଷ୍ଟାରମାନେ ଗୋଟିଏ ଫିଲ୍ମରେ ଅଭିନୟ କରିପାରିବେ କି ? ଅଧିକାଂଶ ଲୋକେ ଏହାକୁ ଥଟ୍ଟା ବୋଲି ଭାବିବେ ନଚେତ କହିବେ ଏହା ଅସମ୍ଭବ, କିନ୍ତୁ ଚଳଚ୍ଚିତ୍ର ନିର୍ମାତା-ନିର୍ଦ୍ଦେଶକ ଆଦିତ୍ୟ ଚୋପ୍ରାଙ୍କର…

ଦୀପିକା ପାଦୁକୋନ୍‌ଙ୍କ ମ୍ୟାନେଜର କରିସ୍ମା ପ୍ରକାଶଙ୍କ ଘରୁ ମିଳିଲା ଡ୍ରଗ୍ସ, ସମନ ଜାରି କଲା NCB

ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ଙ୍କ ମ୍ୟାନେଜର କରିସ୍ମା ପ୍ରକାଶଙ୍କ ଘରୁ ଡ୍ରଗ୍ସ ଜବତ ହୋଇଛି। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ମଙ୍ଗଳବାର ତାଙ୍କ ଘରେ ଚଢ଼ଉ କରିଥିଲା। ଏନ୍‌ସିବି କରିସ୍ମାଙ୍କୁ ଆଜି ସମନ୍‌ ପଠାଇ ପଚରାଉଚରା ପାଇଁ ଡାକିଥିଲା, କିନ୍ତୁ ସେ ଆସିନଥିଲେ।…

ମନରେଗା ଜବ କାର୍ଡରେ ରହିଛି ଦୀପିକା ପାଦୁକନଏବଂ ଜ୍ୟାକଲିନଙ୍କ ଫଟୋ, ଏବେ ଚିନ୍ତାରେ ହଜାର ହଜାର ଶ୍ରମିକ

ମଧ୍ୟପ୍ରଦେଶରେ ମନରେଗା ଜବ କାର୍ଡରେ ଏକ ଘୋଟାଲା ସାମ୍ନାକୁ ଆସିଛି । ବାସ୍ତବରେ ଏଠାରେ ଏମିତି ଘଟଣା ସାମ୍ନାକୁ ଆସିଛି । ଯେଉଁଥିରେ MGNREGA ମଜୁରୀର ଜବ କାର୍ଡରେ ଦୀପିକା ପାଦୁକୋନ ଏବଂ ଜ୍ୟାକଲିନ ଫର୍ଣ୍ଣାଣ୍ଡିସଙ୍କ ଫଟୋ ରହିଛି । ତେବେ ଏହି କାର୍ଡରେ ଜୁନ୍ ଏବଂ ଜୁଲାଇ ମାସର ଦରମା ମଧ୍ୟ…

ଦୀପିକା, ଶ୍ରଦ୍ଧା ଓ ସାରାଙ୍କୁ ବାବା ରାମଦେବଙ୍କ ଉପଦେଶ, ଓଲଟା ଟାଙ୍ଗି ଯୋଗ କରାଇବାକୁ ଦେଲେ ପରାମର୍ଶ

ବଲିଉଡ୍‌ ଡ୍ରଗ୍ସ ଲିଙ୍କ୍‌ ମାମଲା ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି। ଡ୍ରଗ୍ସ ମାମଲାରେ ହ୍ଵାଟ୍ସଆପ୍‌ ଚାଟ୍‌ରେ ବହୁ ବଡ଼ ବଡ଼ ସେଲିବ୍ରିଟିଙ୍କ ନାଁ ସାମ୍ନାକୁ ଆସିଛି। ତେବେ ଏହି ମାମଲାରେ ଏବେ ଯୋଗ ଗୁରୁ ବାବା ରାମଦେବ ବି ମୁହଁ ଖୋଲିଛନ୍ତି। ରାମଦେବ ଅଭିନେତ୍ରୀ ଦୀପିକା ପାଦୁକୋନ୍‌,…

ଆସନ୍ତାକାଲି ଏନସିବିରେ ହାଜର ହେବେ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌, ଆଜି ରକୁଲ ଓ କରିସ୍ମାଙ୍କୁ କରାଯିବ ଜେରା

ଆସନ୍ତାକାଲି ଏନସିବିରେ ହାଜର ହେବେ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ । ଆଜି ଏନ୍‌ସିବି ଆଗରେ ହାଜର ହୋଇଥାନ୍ତେ, ହେଲେ ଶନିବାର ହାଜର ହେବା ନେଇ ଜଣାପଡିଛି । ସମନ୍‌ ପାଇବା ପରେ ଗତକାଲି ରାତି ୯ଟାରେ ସ୍ୱାମୀ ରନ୍‌ବୀର କପୁରଙ୍କ ସହ ଦୀପିକା ଗୋଆରୁ ଆସି ମୁମ୍ବାଇରେ ପହଞ୍ଚିଛନ୍ତି ।…

ଦୀପିକା, ସାରା, ଶ୍ରଦ୍ଧା ଓ ସୋନାକ୍ସୀଙ୍କ ପରେ ଏବେ ଆସିଲା ଦିୟା ମିର୍ଜାଙ୍କ ନାମ, କହିଲେ ନେବି ଆଇନର ଆଶ୍ରୟ

ସୁଶାନ୍ତଙ୍କ ମୃତ୍ୟୁ ପରେ ଏବେ ବଲିଉଡରେ ସୃଷ୍ଟି ହୋଇଛି ହଂଗାମା । ଡ୍ରଗ୍ସ ମାମଲାରେ ରିୟା ଜେଲ ଗଲା ପରେ ଏବେ ବଲିଉଡରୁ ଜଣକ ପରେ ଜଣେ ଡ୍ରଗ୍ସ ଲିଙ୍କରେ ସମ୍ପୃକ୍ତ ଥିବା ସାମ୍ନାକୁ ଆସୁଛି । ଏପର୍ଯ୍ୟନ୍ତ ଅନେକ ପ୍ରମୁଖ ଅଭିନେତା ଓ ଅଭିନେତ୍ରୀଙ୍କ ନାମ ପଦାକୁ ଆସିଲେଣି । ଧୀରେ ଧୀରେ ଫିଟୁଛି…

ଦୀପିକାଙ୍କ ପରେ ଏବେ ଡ୍ରଗ୍ସ ଲିଙ୍କ୍‌ରେ ସୋନାକ୍ଷୀ ସିହ୍ନାଙ୍କ ସମେତ ଆଉ ୨ ସେଲିବ୍ରିଟି, ଖୁବ୍‌ଶୀଘ୍ର ବନ୍ଧା ହେବେ!

ସୁଶାନ୍ତଙ୍କ ମୃତ୍ୟୁ ମାମଲା ଏବେ ବଲିଉଡ୍‌ର ଡ୍ରଗ୍ସ ଲିଙ୍କ୍‌ର ଗୁମର ଖୋଲୁଛି। ଏହି ମାମଲାରେ ପ୍ରଥମେ ରିୟା ଗିରଫ ହେବା ପରେ ଏବେ ସେ ଗୋଟି ଗୋଟି କରି ସମସ୍ତଙ୍କ ନାଁ କହୁଛନ୍ତି। ତେବେ ପଚରାଉଚରା ବେଳେ ରିୟା ୨୫ ଜଣ ସେଲିବ୍ରିଟିଙ୍କ ନାଁ ନେଇଛନ୍ତି। ଏଥିରେ ସାରା ଅଲ୍ଲୀ ଖାନ୍‌, ରକୁଲ ପ୍ରୀତ…

ବଲିଉଡ୍‌ର ସବୁଠୁ ଦାମୀ ହିରୋଇନ୍‌ ଦୀପିକା ପାଦୁକୋନ୍‌, ଗୋଟିଏ ଫିଲ୍ମ ପାଇଁ ନେଉଛନ୍ତି ଏତେ କୋଟି

ବଲିଉଡ୍‌ର ଟପ୍‌ ହିରୋଇନ୍‌ ଦୀପିକା ପାଦୁକୋନ୍‌ ଖୁବ୍‌ଶୀଘ୍ର ସାଉଥ୍‌ ସୁପରଷ୍ଟାର ପ୍ରଭାସଙ୍କ ସହ ଏକାଠି ନଜର ଆସିବେ। ଏହି ଯୋଡ଼ିକୁ ଏକାଠି ଲଞ୍ଚ୍‌ କରିବାକୁ ଯାଉଛନ୍ତି ନାଗ ଅଶ୍ୱିନ୍‌। ନାଗ ଜଣେ ସାଇନ୍ସ ଫିକ୍ସନ୍‌ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି। ସେହି ଫିଲ୍ମରେ ଏହି ଦୁଇ କଳାକାର ନଜର…

ସ୍କୁଲ ଦିନରେ ଏମିତି ଦେଖାଯାଉଥିଲେ ବଲିଉଡର ସେଲିବ୍ରିଟି, କିଛିଙ୍କୁ ଆପଣ ଚିହ୍ନିପାରିବେ ନାହିଁ

ସେଲିବ୍ରିଟିମାନେ ପ୍ରାୟତଃ ସୋସିଆଲ ମିଡିଆରେ ନିଜ ପିଲାଦିନର ଫଟୋ ସେୟାର କରିଥାନ୍ତି । କେତେକ ଫଟୋରେ ସେମାନଙ୍କୁ ଚିହ୍ନିବା ସହଜ ହୋଇଥିବା ବେଳେ କିଛି ଫଟୋକୁ ବାରମ୍ବାର ଦେଖିବା ପରେ ମଧ୍ୟ ଏହି ତାରକା କିଏ ତାହା ଜାଣିବା କଷ୍ଟକର ହୋଇପଡ଼ିଥାଏ । ଆଜି ଆମେ ଆପଣଙ୍କୁ ଠିକ ସେହିପରି କିଛି ଷ୍ଟାର…

ଦୀପିକା ପାଦୁକୋନଙ୍କଠୁ ଆରମ୍ଭ କରି ଅନୁଷ୍କା ଶର୍ମା ପର୍ଯ୍ୟନ୍ତ ଏପରି ଲଢ଼ୁଛନ୍ତି କରୋନା ସହ, ସେୟାର କଲେ ଭିଡିଓ

ଯେଉଁଠି ଗୋଟିଏ ପଟେ କରୋନାର ଆତଙ୍କ ଦିନକୁ ଦିନ ବଢ଼ିବାରେ ଲାଗିଛି ଅନ୍ୟପଟେ ପ୍ରତ୍ୟେକ ଲୋକ COVID-19 ସହ ଲଢ଼ିବା ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି । ତେବେ ଏହି ପ୍ରସ୍ତୁତିରେ ଆଗେଇ ଆସିଛନ୍ତି ଫିଲ୍ମ ଷ୍ଟାର । ନିକଟରେ ଦୀପିକା ପାଦୁକୋନ ଓ ଅନୁଷ୍କା ଶର୍ମା କହିଛନ୍ତି ଯେ କରୋନା ସହ ଲଢ଼ିବା…

କରୋନା ଭାଇରସକୁ ଡରିଲେ ଦୀପିକା, କରି ବସିଲେ କିଛି ଏମିତି କାମ

ବିଶ୍ୱ ବ୍ୟାପି କରୋନା ଭାଇରସକୁ ନେଇ ଲୋକଙ୍କ ଡର ଦିନ କୁ ଦିନ ତୀବ୍ର ହେବାରେ ଲାଗିଛି । ଏଥିରୁ ବା ବଲିଉଡ କଳାକାର ମାନେ ବାଦ ପଡନ୍ତେ କିପରି । ଏହି ଡର ବଲିଉଡ କଳାକାର ମାନଙ୍କୁ ବି ନିଜ ଅକ୍ତିଆରକୁ ନେଇ ଗଲାଣି । କିଛି ଦିନ ପୂର୍ବେ ରଣବୀର କାପୁରଙ୍କୁ ଏକ ଏୟାର ପୋର୍ଟରେ ମାସ୍କ ଲଗାଇ…

ଜିମ୍‌ରେ ଏକ୍ସରସାଇଜ୍‌ କରୁଥିଲେ ଦୀପିକା ପାଦୁକୋନ୍‌, ଏତିକି ବେଳେ ବାଜିଲା ‘ଲୁଙ୍ଗି ଡ୍ୟାନ୍ସ’ ଗୀତ, ଆଉ ତା’ପରେ…

ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ ଦୀପିକା ଜିମ୍‌ରେ ଏକ୍ସରସାଇଜ୍‌ କରୁଥିବା ଦେଖାଯାଇଛି। ଦୀପିକା ଟ୍ରେନରଙ୍କ ସହ ଖୁବ୍‌ ଗମ୍ଭୀର ଭାବେ ବ୍ୟାୟାମ କରୁଛନ୍ତି। କିନ୍ତୁ ଏହି ସମୟରେ ହଠାତ୍‌ ତାଙ୍କ ଫିଲ୍ମ ‘ଚେନ୍ନାଇ…