ଆସନ୍ତାକାଲି ଏନସିବିରେ ହାଜର ହେବେ ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ୍, ଆଜି ରକୁଲ ଓ କରିସ୍ମାଙ୍କୁ କରାଯିବ ଜେରା
ଆସନ୍ତାକାଲି ଏନସିବିରେ ହାଜର ହେବେ ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ୍ । ଆଜି ଏନ୍ସିବି ଆଗରେ ହାଜର ହୋଇଥାନ୍ତେ, ହେଲେ ଶନିବାର ହାଜର ହେବା ନେଇ ଜଣାପଡିଛି । ସମନ୍ ପାଇବା ପରେ ଗତକାଲି ରାତି ୯ଟାରେ ସ୍ୱାମୀ ରନ୍ବୀର କପୁରଙ୍କ ସହ ଦୀପିକା ଗୋଆରୁ ଆସି ମୁମ୍ବାଇରେ ପହଞ୍ଚିଛନ୍ତି ।…