Browsing Tag

delhi capitals

ଦିଲ୍ଲୀ କ୍ୟାପିଟାଲ୍ସର ବଢିଲା ଚିନ୍ତା, ହସପିଟାଲରେ ଭର୍ତ୍ତି ହେଲେ ମିଶେଲ ମାର୍ଶ

ଆଇପିଏଲ୍‌ର ଚଳିତ ସିଜିନରେ କରୋନା ଏଣ୍ଟ୍ରି ମାରିଛି। ଦିଲ୍ଲୀ କ୍ୟାପିଟାଲ୍ସର ଅଲରାଉଣ୍ଡର ମିଶେଲ ମାର୍ଶଙ୍କ ଆରଟି-ପିସିଆର ଟେଷ୍ଟ ପଜିଟିଭ ଆସିଛି। ମିଶେଲ ମାର୍ଶଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି। ମିଶେଲଙ୍କ ବ୍ୟତୀତ ଦିଲ୍ଲୀ କ୍ୟାପିଟାଲ୍ସର ସହଯୋଗୀ ଷ୍ଟାଫ ମଧ୍ୟ ପଜିଟିଭ ହୋଇଛନ୍ତି।…

ଆଇପିଏଲ୍‌ ଉପରେ କରୋନାର କଳା ବାଦଲ! ଦିଲ୍ଲୀ କ୍ୟାପିଟାଲ୍ସର ଖେଳାଳି ପଜିଟିଭ୍‌ ଚିହ୍ନଟ

ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ୧୫ ତମ ସିଜନ୍‌ ଉପରେ ବି କରୋନର କଳା ବାଦଲ ଦେଖିବାକୁ ମିଳିଛି। ଦିଲ୍ଲୀ କ୍ୟାପିଟାଲ୍ସର ଫିଜିଓ ପୋଟ୍ରିକ୍‌ ଫରହାର୍ଟ ନିକଟରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। କିନ୍ତୁ ଏବେ ଖବର ଆସିଛି ଯେ ଜଣେ ଖେଳାଳିଙ୍କ ଆଣ୍ଟିଜେନ୍‌ ରିପୋର୍ଟ ମଧ୍ୟ ପଜିଟିଭ୍‌ ଆସିଛି।…

ଆଇପିଏଲ୍‌ ୨୦୨୨: ନୂଆ ଜର୍ସି ଲଞ୍ଚ୍‌ କଲେ ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍‌ସ

ମାର୍ଚ୍ଚ ୨୬ରୁ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ୨୦୨୨। ଏହାର ଫାଇନାଲ୍‌ ମ୍ୟାଚ୍‌ ମେ ୨୯ରେ ଖେଳାଯିବ। ଟୁର୍ଣ୍ଣାମେଣ୍ଟକୁ ନେଇ ସମସ୍ତ ୧୦ ଫ୍ରାଞ୍ଚାଇଜ୍‌ ପ୍ରସ୍ତୁତି ପୂରା କରିସାରିଲେଣି। ଏହି ନୂଆ ସିଜନ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସର ଟିମ୍‌ ଓ ମୁମ୍ବାଇ ଇଣ୍ଡିଆନ୍ସର…

ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ପଦ ଛାଡିବା ପରେ ଭାବବିହ୍ଵଳ ହେଲେ ଶ୍ରେୟସ ଆୟର, ‘ଯନ୍ତ୍ରଣା ସହିବା ସହଜ ନୁହେଁ’

ଶ୍ରେୟସ ଆୟର ନୂଆ ଆଇପିଏଲ୍‌ ଟିମର ଅଧିନାୟକ। ଶ୍ରେୟସଙ୍କୁ କୋଲକତା ନାଇଟ ରାଇଡର୍ସ ନିଜର ନୂଆ କ୍ୟାପଟେନ ଚୟନ କରିଛି। ଆଇପିଏଲ୍‌ ୨୦୨୨ ନିଲାମୀରେ ଶ୍ରେୟସଙ୍କୁ ନାଇଟ ରାଇଡର୍ସ ୧୨.୫ କୋଟି ଦାମ୍‌ରେ କିଣିଥିଲା। ଶ୍ରେୟସଙ୍କ ଲିଡରସିପ୍‌ କ୍ଷମତା ଦେଖି ଟିମର ଦାୟିତ୍ୱ ତାଙ୍କୁ ଦିଆଯାଇଛି।…

ଆଇପିଏଲ ୨୦୨୧: ଆଜି ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚ୍, ମୁହାଁମୁହିଁ ହେବେ ଦିଲ୍ଲୀ ଓ କୋଲକାତା

ଆଇପିଲରେ ଆଜି ଟିକେଟ ଟୁ ଫିନାଲେ । ମୁହାଁମୁହିଁ ହେବେ ଦିଲ୍ଲୀ ଓ କୋଲକାତା । ଯିଏ ଜିତିବ, ଫାଇନାଲକୁ ଯିବ । ଦିଲ୍ଲୀ ସର୍ବାଧିକ ପଏଣ୍ଟ ପାଇ ପ୍ରଥମ କ୍ୱାଲିଫାୟର ଖେଳିଥିଲା। ଚେନ୍ନାଇଠୁ ପରାଜିତ ହେବା ପରେ ଆଜି କୋଲକାତା ସହ ଦ୍ୱିତୀୟ କ୍ୱାଲିଫାୟାର ଖେଳିବ । ତେଣୁ ଆଜିର ମ୍ୟାଚ…

IPL ୨୦୨୧ରେ ରିଷଭ ପନ୍ଥ ହିଁ ରହିବେ ଦିଲ୍ଲୀ କ୍ୟାପିଟାଲ୍ସର କ୍ୟାପ୍‌ଟେନ୍‌, ଖେଳିନପାରନ୍ତି ଶ୍ରେୟସ ଅୟର

ୟୁଏଇରେ ସେପ୍ଟେମ୍ବର ୧୯ରୁ ଆରମ୍ଭ ହେଉଛି ଦ୍ୱିତୀୟ ପର୍ଯ୍ୟାୟ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌। ଏଥିପାଇଁ ସବୁ ଦଳର ଖେଳାଳି ନିଜକୁ ପ୍ରସ୍ତୁତ କରୁଛନ୍ତି। ତେବେ ଇତି ମଧ୍ୟରେ ଦିଲ୍ଲୀ କ୍ୟାପିଟାଲ୍ସକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଦ୍ୱିତୀୟ ପର୍ଯ୍ୟାୟରେ ଭାରତୀୟ ଓ୍ଵିକେଟ୍‌ କିପର ରିଷଭ…

ଦିଲ୍ଲୀ କ୍ୟାପିଟାଲସ୍‌କୁ ଝଟକା: ଅଚାନକ୍‌ ଆଇପିଏଲରୁ ବ୍ରେକ୍‌ ନେଲେ ସ୍ପିନର ଆର ଅଶ୍ୱିନୀ

ନୂଆଦିଲ୍ଲୀ : ଦିଲ୍ଲୀ କ୍ୟାପିଟାଲସ୍‌କୁ ଝଟକା । ଅଚାନକ୍‌ ଆଇପିଏଲରୁ ବ୍ରେକ୍‌ ନେଲେ ସ୍ପିନର ଆର ଅଶ୍ୱିନୀ । ପରିବାରଙ୍କ ସହ ରହିବାକୁ ଚାହୁଁଛନ୍ତି । ଯେଉଁମାନେ ଏବେ କରୋନା ମହାମାରୀ ସହ ଲଢ଼େଇ କରୁଛନ୍ତି । ଗତକାଲି ସନରାଇଜର୍ସ ହାଇଦ୍ରାବାଦ ସହ ମ୍ୟାଚ ଖେଳି ସାରିବା ପରେ ଏଭଳି ନିଷ୍ପତ୍ତି…

ଆଜି ଆଇପିଏଲରେ ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲସ୍‌ ଓ ଦିଲ୍ଲୀ କ୍ୟାପିଟାଲସ୍

କେନ୍ଯୁଜ୍: ଆଜି ଆଇପିଏଲରେ ମୁହାଁମୁହିଁ ହେବେ ଋଷଭ ପନ୍ତ ଓ ସଞ୍ଜୁ ସାମସନ୍‌ । ଦୁଇ ଯୁବ ଅଧିନାୟକଙ୍କ ମଧ୍ୟରେ କିଏ ବାଜି ମାରିବ ତାରି ଉପରେ ନଜର ରହିଛି । ରାଜସ୍ଥାନ ରୟାଲସ୍‌ ଆଜି ଦିଲ୍ଲୀ କ୍ୟାପିଟାଲସ୍‌କୁ ଭେଟିବ । ଉଭୟ ଟିମ୍‌ ଦ୍ୱିତୀୟ ମ୍ୟାଚ୍‌ ଖେଳିବାକୁ ଯାଉଛନ୍ତି । ଦୁଇ ଓ୍ଵିକେଟ…

ପନ୍ତଙ୍କୁ ମିଳିଲା ଗୁରୁ ଦାୟିତ୍ବ, ଶ୍ରେୟସ ସ୍ଥାନରେ ହେଲେ ଦିଲ୍ଲୀ କ୍ଯାପିଟାଲ୍ସର ଅଧିନାୟକ

ନିକଟରେ ଇଂଲଣ୍ଡ ବିପକ୍ଷ ସିରିଜରେ ଦମଦାର ପ୍ରଦର୍ଶନ କରିଥିଲେ ପନ୍ତ। ତେଣୁ ଏବେ ତାଙ୍କ କାନ୍ଧରେ ଗୁରୁ ଦାୟିତ୍ବ। ୨୦୨୧ ଆଇପିଏଲ ସିଜିନରେ ଦିଲ୍ଲୀ କ୍ୟାପିଟାଲ୍ସର ନୂଆ ଅଧିନାୟକ ହେଲେ ଋଷଭ ପନ୍ତ। ଶ୍ରେୟସ୍ ଆୟର ଆହତ ହୋଇ ଚଳିତ ଆଇପିଏଲ ସିଜିନରୁ ବାଦ୍ ପଡ଼ିଥିବାରୁ ଋଷଭଙ୍କୁ ଚଳିତ ଆଇପିଏଲ…

ଦିଲ୍ଲୀ କ୍ୟାପିଟାଲ୍ସକୁ ଝଟ୍‌କା, ଆଗାମୀ ମ୍ୟାଚରୁ ବାଦ୍‌ ପଡିଲେ ଋଷଭ ପନ୍ତ

ଚଳିତ ଆଇପିଏଲ ସିଜିନରେ ଦିଲ୍ଲୀ କ୍ୟାପିଟାଲ୍ସର ପ୍ରଦର୍ଶନ ଭଲ ରହିଛି। କିନ୍ତୁ ଠିକ୍‌ ସମୟରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଶକ୍ତ ଝଟ୍‌କା ଲାଗିଛି। ଦିଲ୍ଲୀର ଓ୍ଵିକେଟକିପର ତଥା ବ୍ୟାଟସମ୍ୟାନ ଋଷଭ ପନ୍ତ ଆହତ ହେବା କାରଣରୁ କିଛି ଦିନ ପାଇଁ ଦଳରୁ ବାଦ୍‌ ପଡିଛନ୍ତି। ଏବେ ଦଳ ପଏଣ୍ଟ ଟେବୁଲରେ…

ଶୀର୍ଷରେ ପହଞ୍ଚିବା ପାଇଁ ଆଜି ଦିଲ୍ଲୀ ଓ ବାଙ୍ଗାଲୋର ମଧ୍ୟରେ ହେବ ଜୋରଦାର ଟକ୍କର, ଦମ୍‌ଦାର ହେବ ମ୍ୟାଚ୍‌

ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆଜି ଦୁବାଇରେ ପରସ୍ପରକୁ ଭେଟିବେ। ଉଭୟ ଟିମ୍‌ ଭଲ ଫର୍ମରେ ଅଛନ୍ତି ଓ ଏବେ ଯାଏଁ ୪ରୁ ୩ଟି ମ୍ୟାଚ୍‌ ଜିତିଛନ୍ତି। ସ୍କୋର ବୋର୍ଡରେ ଉଭୟ ଟିମ୍‌ ଯଥାକ୍ରମେ ୨ୟ ଓ ୩ୟ ସ୍ଥାନରେ ଅଛନ୍ତି। ଆଜିର ମ୍ୟାଚ୍‌ରେ ଯେଉଁ ଟିମ୍‌ ଜିତିବ ସେ…

ଚେନ୍ନାଇ ସୁପରକିଙ୍ଗସ ପରେ ଏବେ ଦିଲ୍ଲୀ କ୍ୟାପିଟାଲ୍ସକୁ ଲାଗିଲା ଝଟ୍‌କା, ଟିମ୍‌ ସଦସ୍ୟଙ୍କୁ ହେଲା କରୋନା

ଆଇପିଏଲ ୧୩ ଆସନ୍ତା ୧୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏହାର ଖେଳସୂଚୀ ମଧ୍ୟ ସାମ୍ନାକୁ ଆସିସାରିଛି। ଏହାମଧ୍ୟରେ ଚେନ୍ନାଇ ସୁପର କିଙ୍ଗ୍ସ ପରେ ଦିଲ୍ଲୀ କ୍ୟାପିଟାଲ୍ସ ଉପରେ କରୋନା ବିପଦ ପଡିଛି । ଦିଲ୍ଲୀ କ୍ୟାପିଟାଲ ଟିମର ସହାୟକ ଫିଜିଓ ଥେରାପିସ୍ଟ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି।…