ଦିଲ୍ଲୀ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି; ବିନା ଅନୁମତିରେ କେହି ବ୍ୟବହାର କରିପାରିବେ ନାହିଁ ଅମିତାଭ ବଚ୍ଚନଙ୍କ ନାମ,…
ଶତାବ୍ଦୀର ମହାନାୟକ ଏବଂ ବଲିଉଡ ଅଭିନେତା ଅମିତାଭ ବଚ୍ଚନଙ୍କ ନାମ, ଫଟୋ ଓ ସ୍ୱର ଏଣିକି ବିନା ଅନୁମତିରେ ବ୍ୟବହାର କରିହେବ ନାହିଁ। ଅମିତାଭ ବଚ୍ଚନ ଦିଲ୍ଲୀ ହାଇକୋର୍ଟରେ ପିଟିସନ ଦାୟର କରି ନିଜ ନାମ, ଫଟୋ, ସ୍ୱର ଏବଂ ଅନ୍ୟାନ୍ୟ ପ୍ରତୀକକୁ ବିନା ଅନୁମତିରେ ବ୍ୟବହାର ଉପରେ ରୋକ୍ ଲଗାଇବାକୁ…