Below header
Browsing Tag

delhi police

ଦିଲ୍ଲୀ ହିଂସା ଘଟଣାରେ ଆରମ୍ଭ ହେଲା କାର୍ଯ୍ୟାନୁଷ୍ଠାନ, ଯୋଗେନ୍ଦ୍ର ଯାଦବଙ୍କ ସମେତ ଅନେକ ଚାଷୀ ନେତାଙ୍କ ନାଁରେ ମାମଲା…

କେନ୍ୟୁଜ୍(ବ୍ୟୁରୋ):  ଦିଲ୍ଲୀ ହିଂସା ଘଟଣାରେ ଆରମ୍ଭ ହେଲା କାର୍ଯ୍ୟାନୁଷ୍ଠାନ । କୃଷକ ନେତା ଯୋଗେନ୍ଦ୍ର ଯାଦବଙ୍କ ସମେତ ଅନେକ ଚାଷୀ ନେତାଙ୍କ ନାଁରେ ମାମଲା ରୁଜୁ । ଶାନ୍ତିପୂର୍ଣ୍ଣ ଟ୍ରାକ୍ଟର ରାଲି ପାଇଁ ଏମାନେ ଦିଲ୍ଲୀ ପୋଲିସଠୁ ଅନୁମତି ନେଇଥିଲେ । ସେହିପରି ୨ ଶହରୁ ଅଧିକ…

ଦିଲ୍ଲୀ ପୋଲିସ ସ୍ପେଶାଲ ଟିମ୍ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଭୟଙ୍କର ଏନକାଉଣ୍ଟର , ୫ ଆତଙ୍କବାଦୀଙ୍କୁ ଗିରଫ୍‌ କଲା…

ନୂଆଦିଲ୍ଲୀ(କେନ୍ୟୁଜ୍‌): ବଡ଼ ଧରଣର ବିସ୍ଫୋରଣ ଯୋଜନା ପଣ୍ଡ । ସୋମବାର ଦିଲ୍ଲୀ ପୋଲିସ ସ୍ପେଶାଲ ଟିମ୍ ପାଞ୍ଚ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି। ଦିଲ୍ଲୀର ଶାକରପୁର ଅଞ୍ଚଳରେ ହୋଇଥିବା ଏନକାଉଣ୍ଟର ପରେ ଦିଲ୍ଲୀ ପୋଲିସ ସ୍ପେଶାଲ ଟିମ୍ ଏହି ସମସ୍ତ ଆତଙ୍କବାଦୀଙ୍କୁ ଗିରଫ କରିଛି। ଏହି…

ଥାନାରେ ପହଞ୍ଚିଲେ ‘ବାବା କା ଢାବା’ର ବାବା, ଫେମସ କରିଥିବା ୟୁଟ୍ୟୁବର ବିରୋଧରେ ରୁଜୁ କଲେ ମାମଲା, ଜାଣନ୍ତୁ କାହିଁକି

ଇଣ୍ଟରନେଟରେ ରାତାରାତି ଚର୍ଚ୍ଚାକୁ ଆସିଥିଲା ‘ବାବା କା ଢାବା’। ଦିଲ୍ଲୀ ମାଲବୀୟ ନଗରରେ ଏକ ବୟସ୍କ ବ୍ୟକ୍ତି ନିଜର ସ୍ତ୍ରୀଙ୍କ ସହିତ ଢ଼ାବା ଚଲାଉଛନ୍ତି, ଯାହାଙ୍କର ନାମ ‘ବାବା କା ଢ଼ାବା’। ଯିଏ ସୋସିଆଲ ମିଡିଆରେ ଷ୍ଟାର ପାଲଟିଥିଲେ। ପୂର୍ବରୁ ଲକଡାଉନ ପରେ ତାଙ୍କ ଢ଼ାବାକୁ କେହି ଲୋକ ଖାଇବାକୁ…

ନାବାଳକକୁ ଦିଲ୍ଲୀ ପୋଲିସର ନିର୍ଯାତନା, ଭିଡିଓ ଭାଇରାଲ୍‌

ନୂଆଦିଲ୍ଲୀ : ସମାଜରେ ଲୋପ ପାଉଛି ମାନବିକତା । ନିଜର ସ୍ୱାର୍ଥ ପାଇଁ ଅତି ନିମ୍ନସ୍ତରକୁ ଖସି ଯାଉଛି ମଣିଷ । ଅଳ୍ପ କିଛି ଟଙ୍କା ବା ଫାଇଦା ପାଇଁ ନିଜ କ୍ଷମତାର ଅପବ୍ୟବହାର କରିବାକୁ ପଛାଉ ନାହାଁନ୍ତି । ଏମିତି ଏକ ଘଟଣା ଘଟିଛି ନୂଆଦିଲ୍ଲୀରେ । ପୋଲିସ୍‌ ଜଣେ ନାବାଳକକୁ ବିଚ୍‌ ରାସ୍ତାରେ…

ପୁଣି ସାମ୍ନାକୁ ଆସିଲା ପୋଲିସର ମାନବିକତା, କ୍ୟାନ୍ସର ପୀଡିତଙ୍କ ଶେଷ ଇଛା ପୂରଣ କରିବା ପାଇଁ ଲକଡାଉନରେ କଲେ ଏପରି କାମ

କରୋନା ସଙ୍କଟ ସମୟରେ ପୋଲିସ ଠାରୁ ଆରମ୍ଭ କରି ଡାକ୍ତରମାନେ ଲଗାତାର ଜନତାଙ୍କ ସେବାରେ ଲାଗି ରହିଛନ୍ତି । କରୋନା ମହାମାରୀ ପାଇଁ ଦେଶରେ ଲକଡାଉନ୍ ଘୋଷଣା କରାଯାଇଛି ଯେଉଁ କାରଣରୁ ସମସ୍ତ ଧାର୍ମିକ ସ୍ଥଳ । ସାର୍ବଜନିକ କାର୍ଯ୍ୟକ୍ରମ ଉପରେ ରୋକ୍ ଲଗାଯାଇଛି । ଏପରିସ୍ଥଳେ ଦିଲ୍ଲୀ ପୋଲିସ…

ଲକଡାଉନରେ ପ୍ରବାସୀ ଶ୍ରମିକଙ୍କ ମନୋବଳ ଦୃଢ଼ କରିବା ପାଇଁ ଦିଲ୍ଲୀ ପୋଲିସ ଗାଇଲା ଗୀତ, ଭାଇରଲ ହେଉଛି Video

ଉତ୍ତର ଦିଲ୍ଲୀର DCP ନିଜ ଟୁଇଟର ହ୍ୟାଣ୍ଡେଲରୁ ଏକ ଭିଡ଼ିଓ ଟୁଇଟ କରିଛନ୍ତି। ଏହି ଭିଡ଼ିଓରେ ଦିଲ୍ଲୀ ପୋଲିସର ଏଏସଆଇ ଚନ୍ଦ୍ରଣ ପ୍ରବାସୀ ଶ୍ରମିକଙ୍କ ମନୋବଳ ବଢାଇବା ପାଇଁ ଗୀତ ଗାଉଥିବାର ନଜର ଆସୁଛନ୍ତି। ଭିଡ଼ିଓଟି Civil Lines Ludlow Castleର, ଯେଉଁଠି ପ୍ରବାସୀ ଶ୍ରମିକ ଅସ୍ଥାୟୀ ରୂପେ…

COVID-19: ଦିଲ୍ଲୀ ପୋଲିସ ପାଇଁ ହ୍ୟାଣ୍ଡ ସାନିଟାଇଜର ପ୍ରସ୍ତୁତ କରୁଛନ୍ତି ତିହାର ଜେଲର କଏଦୀ, ଏ ପର୍ଯ୍ୟନ୍ତ 1000ରୁ…

ଦିଲ୍ଲୀ ତିହାର ଜେଲର କଏଦୀମାନେ କରୋନା ଯୁଦ୍ଧରେ ଜିତିବା ପାଇଁ ନିଜର ସମ୍ପୂର୍ଣ୍ଣ ଯୋଗଦାନ ଦେଇଛନ୍ତି। ବାହାରେ ଡ୍ୟୁଟି କରୁଥିବା ପୋଲିସ କର୍ମଚାରୀଙ୍କ ପାଇଁ ସେମାନେ ହ୍ୟାଣ୍ଡ ସାନିଟାଇଜର ପ୍ରସ୍ତୁତ କରୁଛନ୍ତି। ଏ ପର୍ଯ୍ୟନ୍ତ କଏଦୀମାନେ 1000ରୁ ଅଧିକ ଲିଟର ସାନିଟାଇଜର ପ୍ରସ୍ତୁତ…

ଲକଡାଉନ: ଘରେ ଥିବା ଜଣେ ବୃଦ୍ଧଙ୍କୁ ଜନ୍ମଦିନ ଅବସରରେ ଏହି ଖାସ ଉପହାର ଦେଲା ଦିଲ୍ଲୀ ପୋଲିସ, ସୋସିଆଲ ମିଡିଆରେ ଭୁରି…

ଦିଲ୍ଲୀ ପୋଲିସ କରୋନା ଯୁଦ୍ଧରେ ଦିନରାତି ନା କେବଳ ଡ୍ୟୁଟି କରୁଛି, ବରଂ ଲୋକଙ୍କ ଖାସ ଅବସରର ବିଶେଷ ଧ୍ୟାନ ବି ରଖୁଛି। ଲକଡାଉନ ସମୟରେ ପୋଲିସ ଦିଲ୍ଲୀବାସୀଙ୍କ ଦିଲ ଜିତୁଥିବାର ନଜର ଆସୁଛି। ଶନିବାର ସକାଳେ ଦିଲ୍ଲୀର ଗ୍ରେଟର କୈଳାଶ ଅଞ୍ଚଳରେ ପୋଲିସର ପୂରା ଟିମ 71 ବର୍ଷୀୟ ଜଣେ ବୃଦ୍ଧଙ୍କୁ…

ସାମ୍ନାକୁ ଆସିଲା ଜାମିଆ ହିଂସା ବେଳେ ପୋଲିସର ବର୍ବରତାର ଭିଡିଓ, ଦେଖନ୍ତୁ କେମିତି ଛାତ୍ରଙ୍କୁ ଗୋରୁଗାଈ ଭଳି ପିଟୁଛି…

ଦିଲ୍ଲୀସ୍ଥିତ ଜାମିଆ ମିଲ୍ଲିୟା ଇସ୍‌ଲାମିଆରେ ଗତ ବର୍ଷ ଡିସେମ୍ବର ୧୫ ତାରିଖରେ ଦିଲ୍ଲୀ ପୋଲିସ ଲାଇବ୍ରେରୀରେ ପଶି ଛାତ୍ରଙ୍କୁ ଅତି ଅମାନୁଷିକ ଭାବେ ପିଟିଥିବା ଘଟଣାର ଭିଡିଓ ଏବେ ସାମ୍ନାକୁ ଆସିଛି। ଘଟଣାର ଦୁଇ ମାସ ପରେ ସିସିଟିଭି ଫୁଟେଜ୍‌ ଭାଇରାଲ ହୋଇଛି। ଏହି ସିସି ଟିଭି ଫୁଟେଜ୍‌…

ବଢ଼ିଲା ଦିଲ୍ଲୀ ପୋଲିସ କମିଶନର ଅମୂଲ୍ୟ ପଟ୍ଟନାୟକଙ୍କ କାର୍ଯ୍ୟକାଳ ଅବଧି, ଆଉ ମାସେ ପାଇଁ ବଢ଼ିଛି ତାଙ୍କ କାର୍ଯ୍ୟକାଳ

କେନ୍ୟଜ୍(ବ୍ୟୁରୋ):ବଢ଼ିଲା ଦିଲ୍ଲୀ ପୋଲିସ କମିଶନର ଅମୂଲ୍ୟ ପଟ୍ଟନାୟକଙ୍କ କାର୍ଯ୍ୟକାଳ ଅବଧି । ଆଉ ମାସେ ପାଇଁ ତାଙ୍କ କାର୍ଯ୍ୟକାଳ ବଢ଼ିଛି । ଆସନ୍ତାକାଲି ତାଙ୍କ କାର୍ଯ୍ୟକାଳ ସରିବାର ଥିଲା । ତେବେ ଆଗକୁ ଦିଲ୍ଲୀ ବିଧାନସଭା ନିର୍ବାଚନ ଥିବା ବେଳେ ତାଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ ଗୃହ…

ଦିଲ୍ଲୀ ବିମାନ ବନ୍ଦରରେ ବୁଲୁଥିବା ସମୟରେ ଉଠାଇନେଲା ପୋଲିସ, ଜାଣନ୍ତୁ ଏହା ପଛର କାରଣ

ଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଜଣେ ୪୮ ବର୍ଷୀୟ ବ୍ୟକ୍ତିଙ୍କୁ ସୋମବାର ଦିନ ଗିରଫ କରାଯାଇଛି । ଲୁଫସାନା ଏୟାର ଲାଇନ୍ସର ଫରଜି ପାଇଲଟର ବେଶ ଧରି ସିକ୍ୟୁରିଟି ଚେକ ପାରି କରି ପ୍ଲେନରେ ବସିବାକୁ ଯାଉଥିବା ସମୟରେ ହିଁ ଏହି ସନ୍ଦିଗ୍ଧ ବ୍ୟକ୍ତି ଜଣକୁ ଗିରଫ…

ହନିଟ୍ରାପରେ ଫସାଇ ଲୁଟ ଉଦ୍ୟମ, ବିରୋଧ କରିବାରୁ ଯୁବକଙ୍କୁ ହତ୍ୟା

ହନିଟ୍ରାପରେ ଫସାଇ ଯୁବକଙ୍କୁ ଲୁଟର ଚେଷ୍ଟା ଏବଂ ବିରୋଧ କରିବାରୁ ହତ୍ୟା । ଅଭିଯୁକ୍ତ ମହିଳା ଓ ତିନିଜଣ ଯୁବକଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ ।  ସେମାନଙ୍କ କହିବା ଅନୁଯାୟୀ ପୋଲିସ ଯୁବକଙ୍କ ଶବକୁ କାର ମଧ୍ୟରୁ ଉଦ୍ଧାର କରିଛି। ସୂଚନା ଅନୁଯାୟୀ ରବିବାର ହାବିଲଦାର ମଞ୍ଜିତି, ସିପାହୀ…