Browsing Tag

devotional

ମହାଦେବଙ୍କ ତ୍ରିଶୂଳ, ଡମ୍ବରୁ ଏବଂ ଧନୁର ରହସ୍ୟ, ଜାଣନ୍ତୁ ଗଳାରେ କାହିଁକି ଧାରଣ କରନ୍ତି ସାପ

ପ୍ରଭୁ ଭୋଳାନାଥ ତାଙ୍କର ଗୋଟିଏ ହାତରେ ଡମ୍ବରୁ ସହ ତ୍ରିଶୂଳ ମଧ୍ୟ ଧରିଥାନ୍ତି । ତାଙ୍କର ଧନୁ ମଧ୍ୟ ବହୁତ ଶକ୍ତିଶାଳୀ, ଯାହା ମାତା ଜାନକୀଙ୍କ ଦ୍ୱାରା ଘୁଞ୍ଚିଥିଲା, କିନ୍ତୁ ବଡ଼ ବଡ଼ ଯୋଦ୍ଧାମାନେ ମଧ୍ୟ ଏହାକୁ ଘୁଞ୍ଚାଇ ପାରିନଥିଲେ । ଶଙ୍କର ଭଗବାନ ବାଘ ଚମଡ଼ା ହିଁ ପିନ୍ଧନ୍ତି । ତେବେ ଏଭଳି…

ମା’ ବଜ୍ରକାଳୀଙ୍କ ପୀଠରେ ହରିହାଟ, ଆଧ୍ୟାତ୍ମିକ ଆସରରେ ପ୍ରକମ୍ପିତ ହେଉଛି ମନ୍ଦିର ପରିସର

କେନ୍ୟୁଜ୍‌(ବ୍ୟୁରୋ): ପଡ଼ିଛି ଝୋଟି ସାଙ୍ଗକୁ ମୁରୁଜ । ମୁରୁଜ ଉପରେ ପିଢା । ପିଢାରେ ବିରାଜ ମାନ କରିଛନ୍ତି ଠାକୁର । ଭକ୍ତିର ସହ ମହିଳା ଗାନ କରୁଛନ୍ତି ଠାକୁରଙ୍କ ସ୍ତୁତି । ଜଣେ କି ଦୁଇଜଣ ନୁହେଁ ମନ୍ଦିରର ବେଢା ଚାରିକଡ଼େ ମହିଳାମାନେ ବସି ଠାକୁରଙ୍କ ସ୍ତୁତି ଗାନ କରୁଛନ୍ତି । ମନ୍ଦିରରେ…

ସବୁ ଅସୁବିଧାର ବିନାଶ ପାଇଁ ମଙ୍ଗଳବାର କରନ୍ତୁ ଏହି ଉପାୟ, ହନୁମାନ କରିବେ ସବୁ ସମସ୍ୟା ଦୂର

ଯଦି ଆପଣ ନିଜ ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ଆଜି ମଙ୍ଗଳବାର ପାଇଁ କିଛି ଉପାୟ କହିବୁ। ଯାହା ଦ୍ଵାରା ବିଶ୍ଵାସ ରହିଛି ଯେ ପ୍ରଭୁ ହନୁମାନଙ୍କ କୃପା ଆପଣଂକ ଉପରେ ରହିବ। ହନୁମାନ ପ୍ରତ୍ୟେକ ସମସ୍ୟା ଦୂର କରିବେ। ମଙ୍ଗଳବାର ଉପୟ ମଙ୍ଗଳବାର ଦିନ ଭଗବାନ ଶ୍ରୀରାମଙ୍କ ଭକ୍ତ…

୨୨ ନଭେମ୍ବର ମଙ୍ଗଳବାର ଦିନ ମାସିକ ଶିବରାତ୍ରୀ, ଜାଣନ୍ତୁ ପୂଜା ବିଧି, ଶୁଭ ସମୟ ଏବଂ ଉପାସନା ପଦ୍ଧତି

ପ୍ରାୟ ସମସ୍ତେ ଜାଣନ୍ତି ସୋମବାରକୁ ପ୍ରବୁ ଭୋଳାନାଥ ଶିବଙ୍କ ବାର ମାନି ତାଙ୍କୁ ପୂଜାର୍ଚ୍ଚନା କରାଯାଏ। କିନ୍ତୁ ମାର୍ଗଶିର ମାସର ମାସିକ ଶିବରାତ୍ରୀ ଆସନ୍ତା କାଲି ଅର୍ଥାତ୍ ନଭେମ୍ବର ୨୨ ତାରିଖରେ ପାଳନ ହେବ। ଏହି ଦିନ ଶିବଙ୍କୁ ଅଭିଷେକ କଲେ ଜୀବନରେ ଅନେକ ବାଧା ଦୂର ହୁଏ ବୋଲି ବିଶ୍ବାସ…

ରାଜସ୍ଥାନରେ ରହିଛି ଜିନ୍‌ ମାତା ମନ୍ଦିର, ଯେଉଁଠି ଔରଙ୍ଗଜେବ ମାଆଙ୍କର ଚମତ୍କାର ଦେଖି ଜଳାଇଥିଲେ ଅଖଣ୍ଡ ଜ୍ୟୋତି

ଇତିହାସ ଜାଣିବା ସମୟରେ ଔରଙ୍ଗଜେବ ଙ୍କ କଥା ମନେପଡ଼େ। ଇତିହାସକୁ ପଢ଼ିଲେ ଜଣା ପଡେ ଯେ ହିନ୍ଦୁ ମନ୍ଦିରକୁ ଭାଙ୍ଗିବାରେ ଔରଙ୍ଗଜେବଙ୍କର ରହିଛି ପ୍ରମୁଖ ଭୂମିକା। ସାରା ଦେଶରେ ହଜାର ହଜାର ମନ୍ଦିରକୁ ସେ ଧ୍ୱସ୍ତ କରିଥିଲା । ସେଥିମଧ୍ୟରୁ ରାଜସ୍ଥାନ ମଧ୍ୟ ବାଦ୍‌ ପଡ଼ିନି । କିନ୍ତୁ ଏଠାରେ…

ଦୀର୍ଘ ବର୍ଷ ଧରି ଏହି ଭକ୍ତ ରାମଲାଲାଙ୍କର ୧୦୮ ପରିକ୍ରମା କରୁଛି, ଶ୍ରଦ୍ଧା ଦେଖି ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ର। ଏଇ ନାଁଟିରେ ଯେମିତି ମାଧୁର୍ଯ୍ୟ ଭରି ରହିଛି। ତାଙ୍କର ରୂପ ଦେଖିଲେ ମନକୁ ଶାନ୍ତି ଲାଗେ। ଅନେକ ଭକ୍ତ ଅଛନ୍ତି, ଯେଉଁମାନେ କି ତାଙ୍କରି ଦ୍ୱାରା ଅନୁପ୍ରାଣିତ ହୋଇଛନ୍ତି। ତେବେ ଭଗବାନ ରାମଙ୍କର ବଡ଼ ଭକ୍ତ କାକ ଭୁସଣ୍ଡିଙ୍କ ବିଷୟରେ ଆପଣ ନିଶ୍ଚୟ…

ଆଜି ରୀତିନୀତି ସହିତ ଶେଷ ହେଲା ସୂର୍ଯ୍ୟଙ୍କ ଛଟ୍ ପୂଜା, ଅନେକ ସ୍ଥାନରେ କୁହାଯାଏ କୁମ୍ଭ ମେଳା

ଆଜି ଶେଷ ହୋଇଛି ବିହାରର ଗଣପର୍ବ ଛଟ୍ ପୂଜା। ପ୍ରାୟ ୪ ଦିନ ହେବ ଏହି ପର୍ବ ପାଳନ କରାଯାଇଥିଲା। ଏହି ପୂଜାରେ ସ୍ଵୟଂ ପ୍ରଭୁ ସୂର୍ଯ୍ୟ ଦେବଙ୍କୁ ପୂଜା କରାଯାଏ। ଏହା ଖାସ କରି ବିହାରୀ ଲୋକ ପୂଜା କରନ୍ତି। କିନ୍ତୁ ଆମ ଓଡ଼ିଶାରେ ବସବାସ କରୁଥିବା ଅନେକ ବିହାର ବାସିନ୍ଦା ମଧ୍ୟ ଏହି ପୂଜା ଖୁବ୍…

ବୁଦ୍ଧଙ୍କ ପ୍ରତୀକ ଶାନ୍ତିର ଧଉଳି ସ୍ତୁପ, ଜାଣନ୍ତୁ ଏହାର ମହାନ୍ ଗାଥା

ଶାନ୍ତି ଓ ଅହିଂସାର ପ୍ରତୀକ ଧଉଳି। ଅନେକ ଅକୁହା ଇତିହାସ ଲୁଚି ରହିଛି ଏହି ଶାନ୍ତି ସ୍ତୁପରେ। ସେଥିପାଇଁ ଆଜି ବି ଏହି ସ୍ଥାନକୁ ପ୍ରତ୍ୟେକ ଦିନ ଅନେକ ପର୍ଯ୍ୟଟକଙ୍କ ଭିଡ ଲାଗେ। ୧୯୭୩ ମସିହାରେ କଳିଙ୍ଗ ନିପୋନ ବୁଦ୍ଧ ସଙ୍ଘ ଦ୍ଵାରା ତିଆରି କରାଯାଇଥିଲା ଏହି ମହାନ୍ ଶାନ୍ତି ସ୍ତୁପ। ତେବେ ଆଜି…

ସମ୍ବଲପୁର ଓ ସୁବର୍ଣ୍ଣପୁରରେ ଉତ୍ସାହର ସହ ପାଳିତ ହେଲା ଗିରି ଗୋବର୍ଦ୍ଧନ ପୂଜା

ପ୍ରଭୁ ଶ୍ରୀକୃଷ୍ଣଙ୍କ ଲୀଳା, ଯେତେ ବଖାଣିଲେ ବି କମ୍‌ ହେବ । ସେଥି ପାଇଁ ତ ତାଙ୍କର ଅନେକ ନାମ ରହିଛି। ନିଜ ବାଲ୍ୟ କାଳରେ ଅନେକ ରାକ୍ଷସଙ୍କୁ ମାରି ସେ ଗୋପୁରବାସୀଙ୍କୁ ରକ୍ଷା କରିଥିଲେ। ତେବେ ତାଙ୍କୁ ଗିରି ଗୋବର୍ଦ୍ଧନ ବୋଲି ମଧ୍ୟ କୁହାଯାଏ। କାରଣ ଇନ୍ଦ୍ରଙ୍କ କୋପରୁ ଲୋକଙ୍କୁ ରକ୍ଷା…

ଜାଣନ୍ତୁ ପରମାଣୁ ବୋମା ଅପେକ୍ଷା ବ୍ରହ୍ମାସ୍ତ୍ର ଅଧିକ ବିନାଶକାରୀ ଥିଲା, କାହା ପାଖରେ ଅଛି ଚଲାଇବାର ଅଧିକାର

ଏଇ ନିକଟରେ ରିଲିଜ୍‌ ହୋଇଥିବା ‘ବ୍ରହ୍ମାସ୍ତ୍ର’ ଫିଲ୍ମ ଆପଣ ହୁଏତ ଦେଖି ସାରିଥିବେ। ଦର୍ଶକ ଏହି ଫିଲ୍ମର VFX କାମକୁ ଖୁବ୍ ପସନ୍ଦ କରିଥିଲେ। ତେବେ ଫିଲ୍ମର କାହାଣୀ ଅନେକ ଲୋକଙ୍କୁ ବୁଝା ପଡ଼ି ନଥିଲା। କିନ୍ତୁ ଏହାର ପାର୍ଟ -୨ ଖୁବ୍ ଭଲ ହେବ ବୋଲି ଆଶା କରାଯାଉଛି। ଅବଶ୍ୟ ଆମେ ଏଠି…

ମୟୁରଭଞ୍ଜରେ ଥିବା ମହାଭାରତ ସମୟର ମନ୍ଦିରରେ ମା’ କିଚେକେଶ୍ୱରୀଙ୍କ ଦୁର୍ଗା ପୂଜା

ଦେଶର ସବୁ ଶକ୍ତି ପୀଠରେ ପୂଜା ପାଉଛନ୍ତି ଜଗତ ଜନନୀ ମା' ଦୁର୍ଗା। ପୁଣି ଆମ ଓଡ଼ିଶାର ସବୁ ମନ୍ଦିରରେ ମଧ୍ୟ ଜୋରସୋରରେ ଚାଲିଛି ଏହି ପୂଜା। ଠିକ୍ ସେମିତି ପୁରାତନ ଶକ୍ତି ପୀଠ ଭାବେ ବେଶ ଜଣାଶୁଣା ମୟୁରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' କିଚେକେଶ୍ୱରୀ ମନ୍ଦିର। ହଜାର ହଜାର ବର୍ଷ ପୁରୁଣା…

ରାମଙ୍କ ଭଳି ପୁତ୍ର ଚାହୁଁଥିଲେ ନିଜ ପିଲାଙ୍କୁ ଶିଖାନ୍ତୁ ପ୍ରଭୁ ପୁରୁଷତ୍ତମ ଶ୍ରୀରାମଙ୍କ ଅଲୌକିକ ଗୁଣ, ଯାହାକୁ…

ପୁରୁଷଙ୍କ ମଧ୍ୟରେ ଉତ୍ତମ ପୁରୁଷତ୍ତମ, ଯିଏକି ସବୁବେଳେ ସତ୍ୟ ମାର୍ଗରେ ରହି ସବୁବେଳେ ଅସତ୍ୟ ଓ ଅଧର୍ମ ବିରୁଦ୍ଧରେ ଲଢୁଥିଲେ। ସତ୍ୟ ଏବଂ ଧର୍ମର ବିଜୟ ତାଙ୍କରି ପାଇଁ ହୋଇଥିଲା। ସେଥିପାଇଁ ତ ପାଳନ କରାଯାଏ ବିଜୟା ଦଶମୀ। ବିଜୟା ଦଶମୀ ଅର୍ଥାତ୍‌ ଦଶହରାର ଏହି ଦିନରେ ଭଗବାନ ଶ୍ରୀରାମ ଚନ୍ଦ୍ର…