Browsing Tag

DGCA

ଏୟାର ଇଣ୍ଡିଆ ବିମାନରେ ଯାତ୍ରୀଙ୍କ ଉନ୍ମତ୍ତ କାଣ୍ଡ, ମହିଳାଙ୍କ ଉପରେ ପରିସ୍ରା କଲେ ମଦ୍ୟପ ବ୍ୟକ୍ତି

ଏୟାର ଇଣ୍ଡିଆ ବିମାନରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି । ଏୟାର ଇଣ୍ଡିଆର ବିଜନେସ କ୍ଲାସରେ ଜଣେ ମହିଳା ସହଯାତ୍ରୀଙ୍କ ଉପରେ ନିଶାସକ୍ତ ବ୍ୟକ୍ତି ପରିସ୍ରା କରିଥିଲେ । ଆମେରିକାରୁ ଦିଲ୍ଲୀ ଆସୁଥିବା ବିମାନରେ ନିଶାରେ ଚୁର ଥିବା ୭୦ ବର୍ଷୀୟ ବ୍ୟକ୍ତି ଜଣକ ମହିଳାଙ୍କ ଉପରେ ପରିସ୍ରା କରିଥିଲେ ।…

ବିମାନ ଯାତ୍ରା ବେଳେ କଡ଼ା କଡ଼ି ହେଲା ମାସ୍କ, ନ ପିନ୍ଧିଲେ ଦେବେ ମୋଟା ଅଙ୍କର ଜରିମାନା

ଦେଶରେ ପୁଣିଥରେ ବଢ଼ିବାରେ ଲାଗିଛି କରୋନା ମାମଲା। ମହାରାଷ୍ଟ୍ର ସମେତ ଅନ୍ୟ ରାଜ୍ୟରେ କରୋନା କେସ୍‌ ବଢ଼ୁଥିବା ଦେଖାଯାଇଛି। କରୋନାର ଏହି ବର୍ଦ୍ଧିତ କେସ୍‌କୁ ଦେଖି କେତେକ ସହରରେ ପୁଣିଥରେ ମାସ୍କକୁ ବାଧ୍ୟତାମୂଳକ କରାଯାଇଛି। କରୋନା କେସ୍‌ ବଢ଼ୁଥିବା ଦେଖି ବିମାନ ଉଡ଼ାଣର ମହାନିର୍ଦ୍ଦେଶାଳୟ…

ବିମାନରେ ପକ୍ଷୀ ମାଡ଼ହେବା ଘଟଣା ପରେ DGCAର ନୂଆ ଗାଇଡଲାଇନ, ସବୁ ବିମାନ ବନ୍ଦର ପାଇଁ ଆସିଲା ଜରୁରୀ ମାର୍ଗଦର୍ଶିକା

ନୂଆଦିଲ୍ଲୀ : ନିକଟରେ ଜାହାଜରେ ପକ୍ଷୀଙ୍କ ମାଡ଼ ହେବାନେଇ ଅନେକ ମାମଲା ସାମ୍ନାକୁ ଆସିଥିଲା । ଯେଉଁଥିପାଇଁ ଅନେକ ବଡ଼ ଦୁର୍ଘଟଣାକୁ ଏଡାଇ ଦିଆଯାଇଛି । ଯାହାକୁ ଦୃଷ୍ଟିରେ ରଖି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଜରୁରୀ ମାର୍ଗଦର୍ଶିକା ଜାରି କରିଛି । ଫଳରେ ଯେପରି ବିମାନରେ ପକ୍ଷୀ…

ବିମାନରେ ଯାତ୍ରା କରିବା ପୂର୍ବରୁ ଅସୁସ୍ଥ ଯାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ବାଧ୍ୟତାମୂଳକ, DGCA ଆଣିଲା ନୂଆ…

ବିମାନରେ ଯାତ୍ରା କରୁଥିବା ଦିବ୍ୟାଙ୍ଗ ଯାତ୍ରୀଙ୍କୁ ଏବେ ଡାକ୍ତରୀ ଯାଞ୍ଚ କରାଇବା ବାଧ୍ୟତାମୂଳକ। ଡିଜିସିଏ ପକ୍ଷରୁ ସମସ୍ତ ଏୟାରଲାଇନ୍‌ସକୁ ଏ ନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି। ଡିଜିସିଏ ପକ୍ଷରୁ କୁହାଯାଇଛି ଯେ କୌଣସି ଦିବ୍ୟାଙ୍ଗ ଯାତ୍ରୀଙ୍କୁ ବିନା ମେଡିକାଲ ଯାଞ୍ଚ କରି ବିମାନରେ…

ସ୍ପାଇସ୍‌ଜେଟକୁ କାରଣ ଦର୍ଶାଅ ନୋଟିସ୍‌ ଜାରି କଲା ଡିଜିସିଏ, ୧୮ ଦିନ ମଧ୍ୟରେ ଏହା ୮ମ ଯାନ୍ତ୍ରିକ ତ୍ରୁଟି

ସ୍ପାଇସ୍‌ ଜେଟ୍‌କୁ ଦୁର୍ଦ୍ଦଶା। ସ୍ପାଇସ୍‌ଜେଟ୍‌ ବିମାନରେ ପୁଣି ତ୍ରୁଟି। ଆଜି ଚୀନ ଯାଉଥିବା ବେଳେ ସ୍ପାଇସ୍‌ଜେଟ୍‌ କାର୍ଗୋ ବିମାନର ରାଡାର ଫେଲ୍‌ ହୋଇଥିଲା। କାର୍ଗୋ ବିମାନର ପାଣିପାଗ ରାଡାର ସିଷ୍ଟମ ଫେଲ୍‌ ହେବାରୁ ତାହା କୋଲକାତା ଫେରିଆସିଛି। ସେହିଭଳି ଗତକାଲି ମଧ୍ୟ ପାକିସ୍ତାନ…

ଏଣିକି ଭୁବନେଶ୍ୱରରୁ କାଠମାଣ୍ଡୁକୁ ଉଡ଼ିବ ବିମାନ, DGCA ଦେଲା ସବୁଜ ସଂକେତ

କେନ୍ୟୁଜ୍(ବ୍ୟୁରୋ):ରାଜ୍ୟବାସୀଙ୍କ ପାଇଁ ଖୁସିଖବର। ଏବେ  ଭୁବନେଶ୍ୱରରୁ କାଠମାଣ୍ଡୁକୁ ଉଡ଼ିବ ବିମାନ। ଏଥିପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ସବୁଜ ସଙ୍କେତ ମିଳିଛି। ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଭୁବନେଶ୍ୱର ଓ ନେପାଳ ରାଜଧାନୀ କାଠମାଣ୍ଡୁ ମଧ୍ୟରେ ବିମାନ ଚଳାଚଳ…

ବଢ଼ୁଛି କରୋନା! DGCA ଜାରି କଲା ନୂଆ ଗାଇଡ୍‌ଲାଇନ, ଜାଣି ନିଅନ୍ତୁ…ନଚେତ୍‌ କରିପାରିବେ ନାହିଁ ବିମାନ ଯାତ୍ରା

ଯଦି ଆପଣ ବି ବିମାନରେ ଯାତ୍ରା କରୁଛନ୍ତି, ତ ଆପଣଙ୍କ ପାଇଁ ଏକ ଜରୁରୀ ଖବର। DGCA ବିମାନ ଯାତ୍ରାକୁ ନେଇ ନୂଆ ନିର୍ଦ୍ଦେଶନାମା ଜାରି କରିଛି। ସାରା ଦେଶରେ କରୋନାର ନୂଆ ମାମଲାକୁ ନଜରରେ ରଖି ଯାତ୍ରୀମାନଙ୍କ ପାଇଁ କୋଭିଡ୍‌ ଗାଇଡ୍‌ଲାଇନ ଜାରି କରାଯାଇଛି। ଯଦି ବିମାନ ଯାତ୍ରୀମାନେ କୋଭିଡ୍‌…

ଦିବ୍ୟାଙ୍ଗ ପିଲାକୁ ବିମାନରେ ଚଢିବାକୁ ଅନୁମତି ଦେଲାନି ଏୟାରଲାଇନ୍ସ କମ୍ପାନୀ, DGCA ଲଗାଇଲା ୫ ଲକ୍ଷର ଜରିମାନା

ଦିବ୍ୟାଙ୍ଗ ପିଲାଙ୍କୁ ବିମାନରେ ଚଢିବାକୁ ଅନୁମତି ଦେଲାନି ଇଣ୍ଡିଗୋ ଏୟାରଲାଇନ୍ସ। ଡିଜିସିଏ ଏୟାରଲାଇନ୍ସ ଉପରେ ଲଗାଇଲା ୫ ଲକ୍ଷ ଟଙ୍କା ଜରିମାନା। ଏହି ଘଟଣାରେ ପିଲାର ବାପାମା ବିମାନରେ ଯିବାକୁ ମନା କରିଦେଇଥିଲେ। ଘଟଣାଟି ୭ ମଇ ରାଞ୍ଚିର ଏୟାରପୋର୍ଟରେ ହାଇଦ୍ରାବାଦ ଯାଉଥିବା ବିମାନରେ…

Spice Jetର ୯୦ ପାଇଲଟ୍‌ଙ୍କୁ ବିମାନ ଉଡ଼ାଇବାକୁ ମନା କଲା DGCA, ପୁଣି ଟ୍ରେନିଂ ନେବା ପରେ ହିଁ ମିଳିବ ଉଡ଼ାଣ ଅନୁମତି

ନୂଆଦିଲ୍ଲୀ: ଡାଇରେକ୍ଟର ଜେନେରାଲ ଅଫ୍‌ ସିଭିଲ୍‌ ଏଭିଏସନ୍‌ (DGCA) ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ଅବସରରେ ସ୍ପାଇସ୍‌ ଜେଟ୍‌ର ୯୦ ପାଇଲଟ୍‌ଙ୍କୁ ବୋଇଂ ୭୩୭ ମ୍ୟାକ୍ସ ଉଡ଼ାଇବାକୁ ମନା କରିଛନ୍ତି। ତଦନ୍ତ ବେଳେ ଜଣାପଡ଼ିଛି ଯେ ଏହି ପାଇଲଟ୍‌ ମାନେ ଭଲ ଭାବେ ଟ୍ରେନିଂ ନେଇନାହାନ୍ତି।…

ଓମିକ୍ରନ୍‌ ଯୋଗୁ ଅଟକିଲା ବିଦେଶକୁ ବିମାନ ଚଳାଚଳ, ୧୫ ଡିସେମ୍ବରରୁ ଆରମ୍ଭ ହେବନି ଅନ୍ତର୍ଜାତୀୟ ଉଡ଼ାଣ

ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (DGCA) ପକ୍ଷରୁ ଡିସେମ୍ବର ୧୫ରୁ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଉଡ଼ାଣ ସେବାକୁ ସ୍ଥଗିତ କରାଯାଇଛି। ଏହା ପୂର୍ବରୁ ୨୬ ନଭେମ୍ବରରେ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଥିଲା ଯେ ୧୫ ଡିସେମ୍ବରରୁ ଭାରତକୁ ଯାତାୟାତ କରୁଥିବା ସମସ୍ତ…

କଙ୍ଗନାଙ୍କ ପାଇଁ ବଦଳିଲା ବିମାନଯାତ୍ରାର ନିୟମ, ଫଟୋ ଉଠାଇଲେ ଆଉ ଉଡ଼ିବନି ପ୍ଲେନ୍‌

ବିମାନରେ ଫଟୋ ଉଠାଇଲେ ସେହି ମାର୍ଗରେ ୨ ସପ୍ତାହ ଯାଏଁ ବନ୍ଦ ରହିବ ଉଡ଼ାଣ। ଶନିବାର ଏଭଳି ଏକ ବଡ଼ ଘୋଷଣା କରିଛନ୍ତି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶକ(ଡିଜିସିଏ)। ଡିଜିସିଏର ନୂଆ ନିୟମ ଅନୁସାରେ ଯଦି କୌଣସି ବିମାନରେ କାହାକୁ ଫଟୋଗ୍ରାଫି କରୁଥିବା ଦେଖାଯାଏ ତେବେ ସେହି ମାର୍ଗରେ ୨ ସପ୍ତାହ…