Browsing Tag

dhabaleswar peetha

ଆଜିଠୁ ଧବଳେଶ୍ୱରକୁ ଖୋଲିବ କଂକ୍ରିଟ ସେତୁ, ଦୀର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାର ହେବ ସମାଧାନ

ଆଠଗଡ଼ (କେନ୍ୟୁଜ): ଆଜିଠୁ ଧବଳେଶ୍ୱରକୁ ଖୋଲିବ କଂକ୍ରିଟ ସେତୁ। ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରୁ ପୀଠକୁ ଯାତାୟତ ପାଇଁ ଏହି କଂକ୍ରିଟ ସେତୁ ନିର୍ମାଣ କରାଯାଇଛି। ଫଳରେ ପୀଠକୁ ଯିବା ଆସିବା ନେଇ ଦୀର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ପ୍ରଥମେ ଝୁଲା ପୋଲ ବିପଦସଙ୍କୁଳ ହେବାରୁ…

ଆଜି ପଞ୍ଚକରେ ବାବା ଧବଳେଶ୍ୱରଙ୍କ ଚନ୍ଦ୍ରଚୂଡ ବେଶ, ଭର୍ଚୁଆଲ୍‌ରେ ଦର୍ଶନ କରୁଛନ୍ତି ଭକ୍ତ

ଆଠଗଡ(କେନ୍ୟୁଜ୍):ପଞ୍ଚକରେ ଭର୍ଚୁଆଲ୍‌ରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର । ଆଜି ଚନ୍ଦ୍ରଚୂଡ ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର । କାର୍ତ୍ତିକ ମାସ ଧର୍ମର ମାସ ହୋଇଥିବାରୁ ଦେବ ଦେବ ମହାଦେବଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ମିଳିଥାଏ । ରାତି ୪ଟାରୁ ପହଡ ଖୋଲାଯାଇ ୧୦୮ କଳସ…

ଆଜି ସକାଳ ୬ଟାରୁ ଆରଡ଼ି ଅଖଣ୍ଡଳମଣୀ ପୀଠ ବନ୍ଦ, ଧାରଣାରେ ଯୁବ ସେବାୟତ

ଚାନ୍ଦବାଲି(କେନ୍ଯୁଜ୍): ସକାଳ ୬ଟାରୁ ଆରଡ଼ି ଅଖଣ୍ଡଳମଣୀ ପୀଠ ବନ୍ଦ । ବାବାଙ୍କ ଦର୍ଶନରୁ ବଞ୍ଚିତ ହେଉଛନ୍ତି ଭକ୍ତ । ଭଦ୍ରକ ଜିଲ୍ଲା ଆରଡ଼ି ଆଖଣ୍ଡଳମଣି ପୀଠରେ ବିଭିନ୍ନ ସମସ୍ୟାର ସମାଧାନ ଦାବି ନେଇ ଧାରଣାରେ ବସିଛନ୍ତି ଯୁବ ସେବାୟତ ମାନେ । ସକାଳ ୬ ଟାରୁ ମନ୍ଦିର ସମ୍ମୁଖରେ ଧାରଣା ଦିଆଯାଇଛି…

ଧବଳେଶ୍ୱର ପୀଠରେ ବଡ଼ଓଷା ଓ ପଞ୍ଚକ ବ୍ରତ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

କଟକ(କେ ନ୍ୟୁଜ):  ଧବଳେଶ୍ୱର ପୀଠରେ ବଡ଼ଓଷା ଓ ପଞ୍ଚକ ବ୍ରତ ପାଇଁ ଏକ ପ୍ରସ୍ତୁତି ବୈଠକ କଟକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପଞ୍ଚକ ବ୍ରତ ଆସନ୍ତା ୧୫ ତାରିଖରୁ ୧୯ ତାରିଖରେ କାର୍ତ୍ତିକ ପୂର୍ଣ୍ଣିମାରେ ଶେଷ ହେବ । ପୀଠରେ ୧୭ ତାରିଖ ଦିନ ବଡ଼ଓଷା ପାଳନ କରାଯିବ । ବାବା…

ଧବଳେଶ୍ବରଙ୍କ ପୀଠରେ ଚାଲିଛି ଜାଗର ପର୍ବ, ଚଳିତ ବର୍ଷ ପ୍ରଥମ ଥର ପାଇଁ ମହାପ୍ରଭୁ ୫୦କେଜି ରୂପାର ବିମାନରେ କରିବେ…

ଆଠଗଡ: ଆଜି ହେଉଛି ମହାଶିବରାତ୍ରି ବା ଜାଗର ପର୍ବ । ସେଥିପାଇଁ କଟକ ଜିଲ୍ଲାର ଅନ୍ୟତମ ଶୈବ ପୀଠ ବାବା ଧବଳେଶ୍ବର ପୀଠରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପବିତ୍ର ଜାଗରରେ ଧବଳେଶ୍ଵରଙ୍କ ପାଖରେ ଲାଗି ହେବ ପ୍ରସିଦ୍ଧ ମାଣ୍ଡୁଅ ଭୋଗ । ଚଳିତ ବର୍ଷ କୋଭିଡ କଟକଣା ପାଇଁ ସକାଳ ୬ଟାରୁ ଆସନ୍ତା କାଲି…

ଧବଳେଶ୍ୱରଙ୍କ ପୀଠରେ ଜାରି ହେବ ୧୪୪ ଧାରା, ମକର ସଂକ୍ରାନ୍ତି ପାଇଁ କଡା କଟକଣା

ଆଠଗଡ (କେନ୍ୟୁଜ୍‌) : ଧବଳେଶ୍ବରଙ୍କ ପୀଠରେ ୧୪୪ ଧାରା। ଆସନ୍ତା ୧୪ ତାରିଖ ମକର ସଂକ୍ରାନ୍ତିରେ ଧବଳେଶ୍ବରଙ୍କ ପୀଠରେ ବନ୍ଦ ରିହବ ସାଧାରଣ ଦର୍ଶନ । ପ୍ରଶାସନ ପକ୍ଷରୁ ଧବଳେଶ୍ବରଙ୍କ ପୀଠରେ ଜାରି ହେଲା ୧୪୪ ଧାରା । ଭିଡ ଏବଂ କରୋନା ମହାମାରୀକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏଭଳି…

ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରଙ୍କ ପଞ୍ଚୁକ ଓ ବଡଓଷା ପାଇଁ ପ୍ରସ୍ତୁତ ବୈଠକ ଶେଷ, ସର୍ବ ସାଧାରଣରେ ବିତରଣ ହେବନି ଗଜଭୋଗ

କଟକ(କେ ନ୍ୟୁଜ): ଆଠଗଡ଼ ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରଙ୍କ ପଞ୍ଚକ ଓ ବଡଓଷା ପାଇଁ ପ୍ରସ୍ତୁତ ବୈଠକ ଶେଷ ହୋଇଛି । ମନ୍ଦିର ପରିସରରେ ସର୍ବସାଧାରଣଙ୍କ ପାଇଁ ଗଜଭୋଗ ବିତରଣ ମନା ହୋଇଥିବା ବେଳେ ସେବାୟତ ଓ ପୂଜକ ପରିବାରର ଦଶ ଜଣଙ୍କୁ ମହାପ୍ରଭୁଙ୍କ ରୀତିନୀତି କରିବା ପାଇଁ ଅନୁମତି ମିଳିଛି ।…