କୂଅରୁ ବାହାରୁଛି ଶହ ଶହ ଲିଟରର ଡିଜେଲ, ଚକିତ ମାଲିକ
ପଟ୍ଟାମୁଣ୍ଡାଇ(କେନ୍ୟୁଜ୍): କୂଅରୁ ବାହାରୁଛି ଡିଜେଲ । ପଟ୍ଟାମୁଣ୍ଡାଇର ବେଲତଳ ୧୯ ନମ୍ବର ୱାର୍ଡ ଚୁନିଢିଅ ବିଶ୍ୱାସ ସାହିରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ସୁଦର୍ଶନ ବିଶ୍ୱାସଙ୍କ କୂଅରୁ ଶହ ଶହ ଲିଟର ଡିଜେଲ ବାହାରିବା ଦେଖିବାକୁ ମିଳିଛି । ୩ ମାସ ତଳୁ ସୁଦର୍ଶନଙ୍କ ସ୍ତ୍ରୀ ଉର୍ମିଳା…