ଘରେ ବସି ସହଜରେ ପେମେଣ୍ଟ କରିପାରିବେ ଅଭିଭାବକ, ଡିଜିଟାଲ୍ ପେମେଣ୍ଟ ଆଣିଛି ଶିକ୍ଷା ମନ୍ତ୍ରଣାଳୟ
ଡିଜିଟାଲ ପେମେଣ୍ଟ ଦ୍ବାରା ଲୋକେ ଘରେ ବସି ସହଜରେ ପେମେଣ୍ଟ କରି ପାରୁଛନ୍ତି । କିନ୍ତୁ ଏବେ ବି ସ୍କୁଲ ମାନଙ୍କରେ ଡିଜିଟାଲ ପେମେଣ୍ଟ ପରିବର୍ତ୍ତେ ନଗଦ ପେମେଣ୍ଟ କରିବାକୁ କୁହାଯାଏ । ଯେଉଁଥିପାଇଁ ନାନା ସମସ୍ୟାର ସମ୍ମୁଖୀନ ହୁଅନ୍ତି ଅଭିଭାବକ । ଏହି ସବୁ ସମସ୍ୟାକୁ ନଜରରେ ରଖି ନୂଆ…