Browsing Tag

divorce case

ବିବାହର ୨୧ ବର୍ଷ ପରେ ସମ୍ପର୍କରେ ପଡିଲା ପୂର୍ଣ୍ଣଚ୍ଛେଦ, ଗାର୍ଲଫ୍ରେଣ୍ଡଙ୍କ ସହିତ ଲିଭ୍ ଇନରେ ରହୁଛନ୍ତି ଏହି ଷ୍ଟାର

ଅର୍ଜୁନ ରାମପାଲଙ୍କୁ ବଲିଉଡର ସବୁଠାରୁ ଦମଦାର୍ ଅଭିନେତାଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ । ଧୁରନ୍ଧର ଫିଲ୍ମ ତାଙ୍କ କ୍ୟାରିଅରକୁ ଏକ ନୂଆ ମୋଡ ଦେଇଥିଲା । ହେଲେ, ତାଙ୍କର ବ୍ୟକ୍ତିଗତ ଏବଂ ବୈବାହିକ ଜୀବନରେ ବହୁତ ଅସ୍ଥିରତା ଦେଖାଦେଇଛି । ପତ୍ନୀ ମେହର ଜେସିଆଙ୍କ ସହିତ ତାଙ୍କର…

ଜୟ ଭାନୁଶାଲୀ ଏବଂ ମାହି ଭିଜଙ୍କ ଛାଡପତ୍ରକୁ ନେଇ ଚର୍ଚ୍ଚା, ୧୫ ବର୍ଷର ସମ୍ପର୍କରେ ପଡିବ କି ପୂର୍ଣ୍ଣଚ୍ଛେଦ !

ଟିଭି ଜଗତରେ ଡିଭୋର୍ସକୁ ନେଇ ଏକ ଖବର ସାମ୍ନାକୁ ଆସିଛି । ଜୟ ଭାନୁଶାଳୀ ଏବଂ ମାହି ଭିଜଙ୍କ ସାତ ଜନ୍ମର ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପଡିଛି । ବିବାହର ୧୫ ବର୍ଷ ପରେ ଦୁହେଁ ଅଲଗା ହେବାର ନିଷ୍ପତ୍ତି ନେଇଛନ୍ତି । ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି । ଏଭଳି ଖବର…

ଚତୁର ସ୍ତ୍ରୀ ସ୍ୱାମୀ ଜମି ଆଉ ଲାଇବ୍ରେରୀ ବିକି ପାଠ ପଢିଦେଲା, ଆଉ ଚାକିରି ପାଇବା ପରେ ସ୍ୱାମୀକୁ କଲା ଗୁଡ଼ ବାୟ

ହରିୟାଣାରେ, ଜଣେ ମହିଳା କନଷ୍ଟେବଳ ହେବା ପରେ ତାଙ୍କ ସ୍ୱାମୀଙ୍କଠାରୁ ମୁହଁ ଫେରାଇ ନେଇଛନ୍ତି । ଅଭିଯୋଗ ହୋଇଛି ଯେ ସ୍ୱାମୀ ଲାଇବ୍ରେରୀ ବିକ୍ରି କରି ଜମି ବନ୍ଧକ ରଖିଥିଲେ । ସ୍ତ୍ରୀ ଚାକିରି ପାଇବା ମାତ୍ରେ ସେ ତାଙ୍କୁ ଛାଡି ଦେଇଥିଲେ । ଏବେ ସେ ଛାଡପତ୍ର ପାଇଁ ଚାପ ପକାଉଛନ୍ତି । ସ୍ତ୍ରୀ…

ମାହି ଭିଜ ଡିଭୋର୍ସକୁ ନେଇ ଖୋଲିଲେ ମୁହଁ, କହିଲେ କିଛି ଏମିତି….

ଅନେକ ଦିନ ଧରି ମାହି ଭିଜ ଏବଂ ଜୟ ଭାନୁଶାଳୀଙ୍କ ଡିଭୋର୍ସକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଚର୍ଚ୍ଚା ପରେ ମଧ୍ୟ ସେମାନଙ୍କୁ ଏକାଠି ଦେଖିବାକୁ ପାଇ ନଥିଲେ ଦର୍ଶକ । ଯାହା ପରେ ସେମାନଙ୍କ ବୈବାହିକ ଜୀବନ ଠିକ୍ ନଥିବା ଅନୁମାନ କରାଯାଉଥିଲା । ଯାହାକୁ ନେଇ ଏହାରି ସମ୍ପର୍କରେ ଖବରରେ ଭାଇରାଲ…

ବୋଲର ମହମ୍ମଦ ଶାମିଙ୍କୁ ବଡ଼ ଝଟକା, ପତ୍ନୀଙ୍କ ସପକ୍ଷରେ ରାୟ ଦେଲେ ହାଇକୋର୍ଟ

ଟିମ୍ ଇଣ୍ଡିଆର ଷ୍ଟାର ବୋଲର ମହମ୍ମଦ ଶାମିଙ୍କୁ ଏକ ବଡ଼ ଝଟକା ଲାଗିଛି । ଏହା ତାଙ୍କ କ୍ୟାରିୟର ବିଷୟରେ ନୁହେଁ ବରଂ ଛାଡପତ୍ର ମାମଲାରେ । କଲିକତା ହାଇକୋର୍ଟ ତାଙ୍କ ପତ୍ନୀ ହାସିନ ଜାହାଁଙ୍କ ସପକ୍ଷରେ ରାୟ ଦେଇଛନ୍ତି । ଏବେ ଶାମିଙ୍କୁ ପ୍ରତି ମାସରେ ଲକ୍ଷ ଲକ୍ଷ ଟଙ୍କା ଅଲଗା ହୋଇ ରହୁଥିବା…

ବିବାହ ବିଚ୍ଛେଦ ପରେ କେମିତି ସ୍ଥିର ହୋଇଥାଏ ଭରଣପୋଷଣର ମୂଲ୍ୟ, ସ୍ବାମୀଙ୍କୁ ମିଳିବକି ଛାଡପତ୍ର ଭତ୍ତା ?

ଭାରତର ଷ୍ଟାର କ୍ରିକେଟର ୟୁଜବେନ୍ଦ୍ର ଚହଲଙ୍କ ବିବାହ ୪ ବର୍ଷ ପରେ ଧନଶ୍ରୀ ବର୍ମାଙ୍କ ସହ ଛାଡପତ୍ର ହୋଇଛି ।  କୋର୍ଟଙ୍କ ଆଦେଶ ପରେ ଚହଲ ଭରଣପୋଷଣ ବାବଦରେ ଧନଶ୍ରୀଙ୍କୁ ୪.୭୫ କୋଟି ଟଙ୍କା ଦେବେ । ବର୍ତମାନ ପର୍ଯ୍ୟନ୍ତ କ୍ରିକେଟର ୨.୩୦ କୋଟି ଟଙ୍କା ଦେଇଛନ୍ତି ଚହଲ ।  ତେବେ ବିବାହ ଛାଡପତ୍ର…

ସ୍ତ୍ରୀ ଅଶ୍ଳୀଳ ଭିଡିଓ ଦେଖୁଥିବାରୁ ସ୍ବାମୀ କଲେ ଛାଡପତ୍ର ଆବେଦନ, କୋର୍ଟ କହିଲେ ହୋଇପାରିବନି ଛାଡପତ୍ର

କୋର୍ଟରେ ଅଧିକାଂଶ ଛାଡପତ୍ର ହେବା ଆମେ ସମସ୍ତେ ଜାଣିଛନ୍ତି । ସେଥି ମଧ୍ୟରେ ସ୍ୱାମୀ ଏବଂ ସ୍ତ୍ରୀଙ୍କ ପାରସ୍ପରିକ ସମ୍ମତି କିମ୍ବା ଦୁଇଜଣଙ୍କ ମଧ୍ୟରୁ ଜଣଙ୍କ ଦ୍ୱାରା ଅତ୍ୟାଚାରର ଶିକାର ହେଉଥିବା କାରଣରୁ ପ୍ରାୟତଃ ସ୍ବାମୀ ସ୍ତ୍ରୀଙ୍କ ଭିତରେ ବିଛେଦ ହୋଇଥାଏ । ତେବେ ଏଭଳି ଏକ ଘଟଣା ସାମନାକୁ…

ସୁପ୍ରିମ୍‌କୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ଶୁଣାଣି, ଛାଡ଼ପତ୍ର ଓ ଭରଣପୋଷଣ ପାଇଁ ୮ ସୂତ୍ରୀ ଫର୍ମୁଲା

ବେଙ୍ଗାଲୁରୁରେ ଇଞ୍ଜିନିୟର ଅତୁଲ ସୁଭାଷଙ୍କ ମୃତ୍ୟୁ ଚର୍ଚ୍ଚା ଚାଲିଥିବା ବେଳେ ଏକ ଗୁରୁତ୍ବପୂର୍ଣ୍ଣ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ଛାଡ଼ପତ୍ର ଓ ଭରଣ ପୋଷଣ ପାଇଁ ୮ ସୂତ୍ରୀ ଫର୍ମୁଲା ନର୍ଦ୍ଧାରିତ କରିଛନ୍ତି ସୁପ୍ରିମକୋର୍ଟ । ଶାଶୂଘର ଲୋକଙ୍କ ଦ୍ୱାରା ମହିଳାମାନଙ୍କୁ ନିର୍ଯାତନାରୁ…

ନିଜ ବିବାହ ବିଛେଦ ଗୁଜବକୁ ନେଇ ମୁହଁ ଖୋଲିଲେ ଅଭିଷେକ ବଚ୍ଚନ

ଅଭିଷେକ ବଚ୍ଚନ ଓ ଐଶ୍ଵର୍ଯ୍ୟା ରାୟ ବଚ୍ଚନଙ୍କୁ ନେଇ କିଛି ମାସ ହେବ ବେଶ ଚର୍ଚ୍ଚାରେ ରହି ଆସିଛନ୍ତି । ତେବେ ଦୁହିଙ୍କ ବିବାହ ବିଛେଦକୁ ନେଇ ବିଭିନ୍ନ ଘଟଣା ସୋସିଆଲ ମିଡିଆରେ ଭାଇରାଲ ଦେବାରେ ଲାଗିଛି । କୁହାଯାଇଛି କି ବହୁତ ଦିନ ସାଥିରେ ରହିବା ପରେ ସେମାନେ ପରସ୍ପରଠାରୁ ବିଛେଦ ହେବାକୁ…

ଏଆର୍‌ ରହମାନଙ୍କୁ ଛାଡପତ୍ର ଦେଲେ ପତ୍ନୀ ସାଇରା

ବିଶିଷ୍ଟ ସଙ୍ଗୀତ ନିଦେ୍ର୍ଦଶକ ତଥା କଣ୍ଠଶିଳ୍ପୀ ଏଆର୍‌ ରହମାନଙ୍କୁ ତାଙ୍କ ପତ୍ନୀ ସାଇରାବାନୁ ଛାଡପତ୍ର ଦେଇଛନ୍ତି । କାଲି ରାତିରେ ଏକ ପ୍ରେସ ବାର୍ତ୍ତାରେ ସାଇରା ଏହି ସୂଚନା ଦେଇଛନ୍ତି । ୨୯ ବର୍ଷ ତଳେ ରହମାନ ଓ ସାଇରାଙ୍କ ମଧ୍ୟରେ ବିବାହ ହୋଇଥିଲା । ଗତ କିଛି ଦିନ ହେଲା ସେମାନଙ୍କ…

ନୋଟାରୀଙ୍କ ନିକଟରେ ହୋଇଥିବା ବିବାହ ଓ ବିଚ୍ଛେଦ ସଂକ୍ରାନ୍ତ ଦଲିଲ ଅବୈଧ, ବିଧିବଦ୍ଧ ବିଜ୍ଞପ୍ତି ଜାରି

କଟକ: ବିବାହ ହେଉଛି ଏକ ଏଭଳି ବନ୍ଧନ ଯାହା କେବଳ ଦୁଇ ଜଣଙ୍କୁ ସଂଯୋଗ କରେ ନାହିଁ ବରଂ ସମାଜ, ପରିବାର ଏବଂ ସଂସ୍କୃତି ପାଇଁ ମଧ୍ୟ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସମାଜରେ ବିବାହର ଗୁରୁତ୍ୱ ଅନେକ ସ୍ତରରେ ରହିଛି । ବିବାହ ହେଉଛି ଏକ ସାମାଜିକ ଅନୁଷ୍ଠାନ ଯାହା ସମାଜର ଗଠନକୁ ଦୃଢ କରିଥାଏ ।…

ଝିଅ ହେଲା ବୋଲି ସ୍ତ୍ରୀକୁ ଛାଡ଼ପତ୍ର ପାଇଁ ଆବେଦନ କଲା ସ୍ୱାମୀ

ବାଲେଶ୍ୱର: ଏବେ ଆମ ସମାଜର ପ୍ରତି କୋଣରେ ଶୁଣିବାକୁ ମିଳୁଛି ‘କନ୍ୟା ରତନ, କର ଯତନ’ । କାହିଁକି ନା ଆଜିକା ସମୟରେ ପୁଅ ଏବଂ ଝିଅ ସବୁ ସମାନ । ସେମାନଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ । ତଥାପି ଆଜି ବି ଏହିପରି ଅନେକ ଉଦାହରଣ ଏହି ଶିକ୍ଷିତ ସମାଜରେ ଦେଖିବାକୁ ମିଳେ ଯେଉଁଠାରେ ଝିଅଟିକୁ…