୨୪ ଲକ୍ଷ ଦୀପରେ ଝିଲିମିଲି ହେବ ରାମନଗରୀ ଅଯୋଧ୍ୟା, ସଜେଇ ହେଲା ସରଯୁ ନଦୀର ୫୧ଟି ଘାଟ
ଦୀପାବଳିରେ ପୁଣିଥରେ ନୂଆ ରେକର୍ଡ ସୃଷ୍ଟି କରିବାକୁ ଯାଉଛି ରାମ ନଗରୀ ଅଯୋଧ୍ୟା। ନଭେମ୍ବର ୧୧ରେ ଅଯୋଧ୍ୟାରେ ଜଳିବ ୨୪ ଲକ୍ଷ ଦୀପ। ଏହାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ପ୍ରସ୍ତୁତି କାର୍ଯ୍ୟ ଜୋର୍ସୋରରେ ଚାଲିଛି। ରାମଙ୍କ ପୌଡ଼ି ଏବଂ ଚୌଧୁରୀ ଚରଣ ଘାଟ ସମେତ ସରଯୁ ନଦୀର ୫୧ଟି ଘାଟକୁ ଦୀପୋତ୍ସବ…