Below header
Browsing Tag

dr achyut samant

ସଫେଇ କର୍ମଚାରୀଙ୍କ ଥଇଥାନ ପାଇଁ ଦାବି, ଲୋକସଭାରେ ପ୍ରସଙ୍ଗ ଉଠାଇଲେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ

କେନ୍ୟୁଜ୍(ବ୍ୟୁରୋ): ଆଜି ଲୋକସଭାରେ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟର ଖର୍ଚ୍ଚ ଦାବି ଆଲୋଚନାରେ ଅଂଶଗ୍ରହଣ କରିଥିଲେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ । ସଫେଇ କର୍ମଚାରୀଙ୍କ ଥଇଥାନ ପାଇଁ ସେମାନଙ୍କୁ ନୂଆକରି ବ୍ୟବସାୟ କିମ୍ବା ଅନ୍ୟ କୌଣସି ବୃତ୍ତି ଆପଣାଇବା ପାଇଁ ସରକାରଙ୍କ…

ଏବେ ସୁଦ୍ଧା କନ୍ଧମାଳର ୭୦ ପ୍ରତିଶତ ଗାଁକୁ ଟେଲି ଯୋଗାଯୋଗ ବ୍ୟବସ୍ଥା ନାହିଁ, ଲୋକସଭାରେ ପ୍ରସଙ୍ଗ ଉଠାଇଲେ ସାଂସଦ…

କେନ୍ୟୁଜ୍(ବ୍ୟୁରୋ): ଲୋକସଭାରେ କନ୍ଧମାଳ ଜିଲ୍ଲାରେ ଟେଲି ଯୋଗଯୋଗ ପ୍ରସଙ୍ଗ ଉଠାଇଥିଲେ ସାଂସଦ ଡ.ଅଚ୍ୟୁତ ସାମନ୍ତ । କନ୍ଧମାଳ ଏକ ମାଓ ଅଧ୍ୟୁଷିତ ଜିଲ୍ଲା । ଜିଲ୍ଲାର ୭୦ ପ୍ରତିଶତ ଗାଁରେ ଟେଲି ଯୋଗାଯୋଗ ବ୍ୟବସ୍ଥା ହୋଇ ପାରିନାହିଁ। କନ୍ଧମାଳ ଜିଲ୍ଲାର ମୋଟ ୨ ହଜାର ୫୮୭ ଗାଁ ରହିଛି ।…

ଚଳିତ ବର୍ଷ ଯୁକ୍ତ ଦୁଇ ବିଜ୍ଞାନ, କଳା ଓ ବାଣିଜ୍ୟରେ ପରୀକ୍ଷା ଦେବେ କିସର ୧୪ଶହ ଛାତ୍ରଛାତ୍ରୀ, ପେନ ଦେଇ ଶୁଭେଚ୍ଛା…

କେନ୍ୟୁଜ୍(ବ୍ୟୁରୋ):  କିସ୍‌ ବିଶ୍ୱବିଦ୍ୟାଳୟର ଯୁକ୍ତ ଦୁଇ ବିଜ୍ଞାନ, କଳା ଓ ବାଣିଜ୍ୟ ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରତିଷ୍ଠାତା ଡ଼.ଅଚ୍ୟୁତ ସାମନ୍ତ। ଏହାସହ ଛାତ୍ରଛାତ୍ରୀଙ୍କୁ ପେନ୍‌ ପ୍ରଦାନ କରିଛନ୍ତି। ଏହି ଅବସରେ କିସ୍‌ କୁଳପତି ହରେକୃଷ୍ଣ ଶତପଥୀଙ୍କ ସହ ଅନ୍ୟମାନେ…

ସଂସଦରେ ଆଇଆଇଟି ପାଠ୍ୟକ୍ରମର ପ୍ରସଙ୍ଗ ଉଠାଇଲେ କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ, କେନ୍ଦ୍ରମନ୍ତ୍ରୀ ରଖିଲେ…

କେନ୍ୟୁଜ୍(ବ୍ୟୁରୋ): ଆଇଆଇଟି ପାଠ୍ୟକ୍ରମ ସହ ନିଜକୁ ଖାପ ଖୁଆଇ ନପାରି ଅକୃତକାର୍ଯ୍ୟ ହେଉଥିବା କିମ୍ବା ଅଧାରୁ ପାଠ ଛାଡୁଥିବା ଛାତ୍ରଛାତ୍ରୀଙ୍କ କ୍ୟାରିୟର ସୁରକ୍ଷା ପାଇଁ ପୂର୍ବରୁ କାଉନସେଲିଂ ମାଧ୍ୟମରେ ବିଏସସି ପାଠ୍ୟକ୍ରମରେ ବ୍ୟବସ୍ଥା ଥିଲା । ଏବେ ପୁନଃ ପୂର୍ବ ବ୍ୟବସ୍ଥା ଲାଗୁ କରିବା…

ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ, ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବି କଲେ ସାଂସଦ ଡକ୍ଟର…

କେନ୍ୟୁଜ୍(ବ୍ୟୁରୋ): ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଭାଗ ନେଇଥିଲେ କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ । ଏହି ଅବସରରେ ଡ.ସାମନ୍ତ ଓଡ଼ିଶାର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ। ସମ୍ବିଧାନର ପ୍ରସ୍ତାବନାରେ ଅହିଂସା ଶବ୍ଦ ଯୋଡ଼ିବା ପାଇଁ…

ବଲାଙ୍ଗିର କିସ୍‌ କ୍ୟାମ୍ପସ ବୁଲି ଦେଖିଲେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ

ବଲାଙ୍ଗିର କିସ୍‌ କ୍ୟାମ୍ପସ ବୁଲି ଦେଖିଲେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ । ଆଗାମୀ ଦିନରେ ବଲାଙ୍ଗିରରେ ଉଦଘାଟିତ ହେବ କିସ୍‌ କ୍ୟାମ୍ପସ । ଏହାର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ତାପୂର୍ବରୁ କିସ୍‌ କ୍ୟାମ୍ପସ ବୁଲି ଦେଖିଛନ୍ତି ଡକ୍ଟର ସାମନ୍ତ । ଜିଲ୍ଲୀ ପ୍ରଶାସନିକ…

କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ଆଜି ଥିଲା ଜନ୍ମଦିବସ, ଟ୍ଵିଟ୍‌ କରି ଶୁଭେଚ୍ଛା ଜଣାଇଲେ…

କିସ୍‌ରେ ପ୍ରତିଷ୍ଠିତ ଗୋପବନ୍ଧୁ ଚେୟାର କାର୍ଯ୍ୟକ୍ରମ ସମ୍ପର୍କରେ ଅଧିକ ଆଲୋଚନା ପାଇଁ ସୋମବାର କଟକ ଗୋପବନ୍ଧୁ ଭବନ ଗସ୍ତ କରିଥିଲେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ। ଗୋପବନ୍ଧୁ ଭବନରେ, ଗୋପବନ୍ଧୁ ଚେୟାର ସମ୍ପର୍କରେ ଆଲୋଚନା କରିଥିଲେ। ଉପସ୍ଥିତ ଥିଲେ ଲୋକସେବକ ମଣ୍ଡଳର…

ଖୋର୍ଦ୍ଧା: ଟାଙ୍ଗୀରେ ଅଲ ଓଡ଼ିଶା ଟେଲର ସଂଘର ମହାସମ୍ମିଳନୀ, ଉଦଘାଟନ କଲେ କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ

ଟାଙ୍ଗୀ(କେନ୍ୟୁଜ୍):ଖୋର୍ଦ୍ଧା ଟଙ୍ଗୀରେ ଜିଲ୍ଲା ସ୍ତରୀୟ ଟେଲର ଆସୋସିଏସନ୍‌ର ମହାସମ୍ମିଳନୀ। ଅଲ୍‌ ଓଡ଼ିଶା ଟେଲର ଆସୋସିଏସନ୍‌ର ମହାସମ୍ମିଳନୀକୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟାନ କରିଛନ୍ତି କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ। ସମ୍ମାନିତ ଅତିଥି ଭାବେ ଖୋର୍ଦ୍ଧା ବିଧାୟକ ଜିତୁ…

କିଟ୍‌ କ୍ୟାମ୍ପସରେ ଉଦଘାଟିତ ହେଲା ଚତୁର୍ଥ କଳିଙ୍ଗ ଗ୍ଲୋବାଲ ଫିଲ୍ମ ଫେଷ୍ଟିଭାଲ, ଯୋଗ ଦେଲେ ବହୁ ବିଶିଷ୍ଟ ବ୍ୟକ୍ତି…

କେନ୍ୟୁଜ୍(ବ୍ୟୁରୋ): କିଟ୍‌ କ୍ୟାମ୍ପସରେ ଉଦଘାଟିତ ହୋଇଛି ଚତୁର୍ଥ ଗ୍ଲୋବାଲ ଫିଲ୍ମ ଫେଷ୍ଟିଭାଲ । କିଟ୍‌ ସ୍କୁଲ ଅଫ୍‌ ଫିଲ୍ମ ଆଣ୍ଡ ମିଡିଆ ସାଇନସେସ୍‌ ପକ୍ଷରୁ ଆୟୋଜିତ ଏହି ଗ୍ଲୋବାଲ ଫିଲ୍ମ ଫେଷ୍ଟିଭାଲରେ ଉଦଘାଟନୀ ସଂଧ୍ୟାରେ ଉପସ୍ଥିତ ଅଛନ୍ତି କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ…

କିଟ୍‌ ରୋଜ ଗାର୍ଡେନରେ ପାଳିତ ହେଲା ଲୋହ୍‌ରୀ ଉତ୍ସବ, ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଅଗ୍ନି ଲଗାଇ ପ୍ରାର୍ଥନା କରି…

କେନ୍ୟୁଜ୍(ବ୍ୟୁରୋ): କିଟ୍‌ ରୋଜ ଗାର୍ଡେନରେ ଲୋହ୍‌ରୀ ଉତ୍ସବ ପାଳିତ । କାର୍ଯ୍ୟକ୍ରମ ରେ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ, ଉପକୁଳପତି ସସ୍ମିତା ସାମନ୍ତ, ରେଜିଷ୍ଟ୍ରର ଜ୍ଞାନ ରଞ୍ଜନ ମହାନ୍ତିଙ୍କ ସମେତ କିଟ୍‌ର ବହୁ କର୍ମଚାରୀ ଉପସ୍ଥିତ ଥିଲେ । ପ୍ରତିବର୍ଷ ଭଳି…

୧୦୦ ବର୍ଷ ପୂରଣ କରିଛି ମସଲା ଉତ୍ପାଦନକାରୀ କମ୍ପାନି MDH, କାର୍ଯ୍ୟକ୍ରମରେ ଯୋଗଦେଲେ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା…

କେନ୍ୟୁଜ୍(ବ୍ୟୁରୋ): ୧୦୦ ବର୍ଷ ପୂରଣ କରିଛି ଭାରତର ପ୍ରସିଦ୍ଧ ମସଲା ଉତ୍ପାଦନକାରୀ କମ୍ପାନି ଏମ୍‌ଡିଏଚ୍‌ । ଏହି ଅବସରରେ ଦିଲ୍ଲୀର ଇନ୍ଦିରା ଗାନ୍ଧି ଇଣ୍ଡୋର ଷ୍ଟାଡିୟମରେ ଭବ୍ୟ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । କାର୍ଯ୍ୟକ୍ରମରେ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ…

ଶେଷ ହୋଇଛି କନ୍ଧମାଳରେ ଦୁଇଦିନ ଧରି ଚାଲିଥିବା ମେଗା ନିଯୁକ୍ତି ମେଳା, ଚାକିରୀ ପାଇବେ ୭ ହଜାର ଯୁବକ ଯୁବତୀ

କେନ୍ୟୁଜ୍(ବ୍ୟୁରୋ): କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତଙ୍କ ପ୍ରୟାସ ଓ ଜିଲ୍ଲା ପ୍ରଶାସନର ପ୍ରତ୍ୟକ୍ଷ ତତ୍ତ୍ୱାଧାନରେ କନ୍ଧମାଳ ସଂସଦୀୟ କ୍ଷେତ୍ରରେ ଯୁବକ ଓ ଯୁବତୀଙ୍କୁ କର୍ମସଂସ୍ଥାନ ଯୋଗାଇଦେବା ପାଇଁ ଗୁରୁବାର ଓ ଶୁକ୍ରବାର ଦୁଇଦିନ ଧରି ଚାଲିଥିବା ମେଗା ନିଯୁକ୍ତି ମେଳା ଶେଷ ହୋଇଛି ।…