Browsing Tag

drinking water problem

ଆଠଗଡ଼ ରାଜବଲ୍ଲଭପୁର ଗାଁରେ ପାନୀୟ ଜଳ ସମସ୍ଯା, ନାଳ ପାଣି ପିଇବାକୁ ବାଧ୍ଯ ହେଉଛନ୍ତି ଏଠାକାର ବାସିନ୍ଦା

ଆଠଗଡ଼(କେନ୍ଯୁଜ୍):  ଆଠଗଡ଼ ବ୍ଲକ ଅନ୍ତର୍ଗତ ଗୋବରା ପଞ୍ଚାୟତ ଅଧୀନ ରାଜବଲ୍ଲଭପୁର ଗାଁ। ଏହି ଗାଁ ପାଖାପାଖି ପାଞ୍ଚ ଶହରୁ ଅଧିକ ଲୋକ ବସବାସ କରନ୍ତି। କିନ୍ତୁ ମାସେ କି ଦୁଇ ମାସ ନୁହେଁ ବର୍ଷ ବର୍ଷ ଧରି ଏଠାରେ ଦେଖା ଦେଇଛି  ପାନୀୟ ଜଳ ସମସ୍ଯା। ଟିକେ ପିଇବା ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି…

ପାଣି ପାଇଁ ଆକ୍ରମଣ, ବେଆଇନ ଜଳ ସଂଯୋଗ ନେଇ ପ୍ରତିବାଦ କରିବାକୁ ଆକ୍ରମଣ ଅଭିଯୋଗ

ଆଠଗଡ଼(କେନ୍ୟୁଜ): ପାଣି ପାଇଁ ଆଟାକ୍‌ । କଟକ ଜିଲ୍ଲା ଆଠଗଡ଼ ବ୍ଲକ ବ୍ରାହ୍ମଣବସ୍ତ ଗାଁରେ ଏଭଳି ଘଟଣା ଘଟିଛି। ଜନସାଧାରଣଙ୍କ ପାଇଁ ଥିବା ପାଣି ବେଆଇନ ଭାବେ କୁକୁଡା ଫାର୍ମକୁ ଛଡ଼ାଯାଉଛି । ପାଇପ୍‌ରେ ମଟର ଲଗାଇ ପାଣି ନେଇଯାଉଛନ୍ତି ଫାର୍ମ ମାଲିକମାନେ। ଯାହା ଫଳରେ ଗାଁରେ ପାଣି ସମସ୍ୟା…

ଖରାଦିନ ହୋଇନି କିନ୍ତୁ ଏବେଠୁ ପାଣି ପାଇଁ ଡହଳ ବିକଳ ହେଲେଣି କୋଠାର ପଞ୍ଚାୟତ ବାସୀ

ଭଦ୍ରକ : ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇ ନାହିଁ କି ଖରାଦିନ ଆସି ନାହିଁ। କିନ୍ତୁ ଏବେ ଠାରୁ ଆରମ୍ଭ ହେଲାଣି ପାନୀୟ ଜଳ ସଙ୍କଟ। ପଞ୍ଚାୟତର କୌଣସି ନଳ କୂପରୁ ପାଣି ବାହାରୁ ନାହିଁ। ଫଳରେ ଲୋକ ମାନେ ପାନୀୟ ଜଳ ପାଇଁ ନାହିଁ ନ ଥିବା ସମସ୍ୟାର ସମୁଖୀନ ହେଉଛନ୍ତି। ଏଭଳି ଘଟଣା ଭଦ୍ରକ ଜିଲ୍ଲା…

ସ୍ୱପ୍ନ ପାଲଟିଛି ପାନୀୟ ଜଳ, ପାଣି ପାଇଁ ଆଜି ବି ଝରଣା ଉପରେ ନିର୍ଭର କରନ୍ତି କାପସିପୁଟ ଗାଁ ଲୋକେ

ସରକାରୀ ଅଧିକାରୀମାନେ କିଭଳିି ତତ୍ପର ତାହା କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍‌ କାପସିପୁଟ ଗାଁକୁ ଗଲେ ଜାଣି ପାରିବେ। ଏଠାରେ ପାନୀୟ ଜଳ ପ୍ରକଳ୍ପ କାମ ଦୁଇ ବର୍ଷ ହେଲା ଶେଷ ହେଲାଣି ହେଲେ ଲୋକେ କିନ୍ତୁ ପିଇବା ପାଣି ପାଉ ନାହାନ୍ତି। କାରଣ ବିଦ୍ୟୁତ ସଂଯୋଗ ନାହିଁ। ଏଣୁ ବାଧ୍ୟ…

ଚାନ୍ଦବାଲି: ପାନୀୟ ଜଳକୁ ନେଇ ସମସ୍ୟାରେ ମାଧପୁର ପଞ୍ଚାୟତର ମୁଦୁଲିସାହି ବାସିନ୍ଦା

ଚାନ୍ଦବାଲି(କେନ୍ୟୁଜ୍): ନଳକୂଅ ଅଚଳ । ସମସ୍ୟାରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ମାଧପୁର ପଞ୍ଚାୟତର ମୁଦୁଲିସାହି ବାସିନ୍ଦା । ସାହିରେ ପ୍ରାୟ ୨ଶହରୁ ଉର୍ଦ୍ଧ୍ୱ ଲୋକେ ବସବାସ କରନ୍ତି । ଏତେ ସଂଖ୍ୟକ ଲୋକଙ୍କ ପାଇଁ ଗାଁରେ ଅଛି ଗୋଟିଏ ନଳକୂଅ । ଏହାପୁଣି ଦୀର୍ଘ ଦିନ ଧରି ଅଚଳ ପଡିରହିଛି ।…

ବ୍ରହ୍ମପୁର: ପିଇବା ପାଣି ଯୋଗାଣ ଦାବିରେ ରାସ୍ତାକୁ ଓହ୍ଲାଇଲେ ଲୋକେ

ବ୍ରହ୍ମପୁର(କେନ୍ୟୁଜ୍): ବର୍ଷା ଦିନେ ବି ପାନୀୟ ଜଳ ଅଭାବ। ପିଇବା ପାଣି ଯୋଗାଣ ଦାବିରେ ରାସ୍ତାକୁ ଓହ୍ଲାଇଲେ ଲୋକେ। ବ୍ରହ୍ମପୁର ମହାନଗର ନିଗମ ୩୩ ନମ୍ବର ୱାର୍ଡ ଗଜପତି ନଗରରେ ପାନୀୟ ଜଳ ସମସ୍ୟାକୁ ନେଇ ରାସ୍ତାରୋକ। ପାଣିଟାଙ୍କି ନିର୍ମାଣ କରି ଲୋକଙ୍କୁ ପିଇବା ପାଣି ଯୋଗାଇ ଦେବାକୁ ଜଳ…

ପାନୀୟ ଜଳ ସମସ୍ୟା ନେଇ ହରିଚନ୍ଦନପୁର ବ୍ଲକ ଘେରିଲେ କୁସୁମଯୋଡି ଗ୍ରାମବାସୀ

ଘଟଗାଁ(କେନ୍ୟୁଜ୍) : କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଦୁର୍ଗମ ଗ୍ରାମ କୁସୁମଯୋଡିର ଶତାଧିକ ଆଦିବାସୀ ମହିଳା ଓ ପୁରୁଷ ପାନୀୟ ଜଳ ସମସ୍ୟା ନେଇ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ବରେଇଗୋଡା ଗ୍ରାମପଞ୍ଚାୟତର କୁସୁମଯୋଡି ଗ୍ରାମର ଜଳ ସମସ୍ୟା ଉତ୍କଟ ହେବାରେ ଲାଗିଛି । ଏହି…