Browsing Tag

drinking water

ଶରୀରକୁ ପାଣି କିଭଳି ଦରକାର ଜାଣିବେ କେମିତି, ଦେଖନ୍ତୁ

ବର୍ତ୍ତମାନ ଜୋରସୋରରେ ବଢୁଛି ତାପମାତ୍ରା । ଦିନ ବେଳା ଅସହ୍ୟ ହେଉଛି ତାତି । ଏହା ଭିତରେ ଭାରତୀୟ ପାଣିପାଗ ବିଭାଗ ଅନେକ ସ୍ଥାନରେ ହିଟ ୱେଭର ଚେତାବନୀ ଦେଇଛି । ଏଭଳି ପରିସ୍ଥିତିରେ ଘରୁ ବାହାରକୁ ବାହାରିଲେ ଅଧିକ ସତର୍କତା ଅବଲମ୍ବନ କରିବାକୁ ପଡୁଛି । ଆଉ ଏମିତି ସମୟରେ ପାଣିର ଭୂମିକା…

ପାଣି ଏତେ ଟଙ୍କା ଯେ ତା ମୂଲ୍ୟରେ ଆପଣ ଘର ବି କିଣିଦେବେ

ଦିନକୁ ଆପଣ କେତେ ଗ୍ଲାସ ପାଣି ପିଅନ୍ତି । କେତେ ପାଣି ବ୍ୟବହାର କରନ୍ତି । ତାର ହୁଏତ ହିସାବ ଆପଣଙ୍କ ପାଖରେ ନଥିବ । କାରଣ ବ୍ୟବହାର ଠାରୁ ଅଧିକ ପାଣି ନଷ୍ଟ ହେବାର ପ୍ରାୟ ଦେଖିବାକୁ ମିଳେ । ଯେଉଁମାନେ ଏପରି କରିଥାନ୍ତି ସେମାନଙ୍କୁ ପାଣିର ମୂଲ୍ୟ କେବେ ହୃଦୟଙ୍ଗମ କରିନାହାନ୍ତି । ଦୁନିଆରେ…

ଆଜିଠୁ କଟକବାସୀ ପାଇବେ ୨୪ଘଣ୍ଟିଆ ବିଶୁଦ୍ଧ ପାଣି, ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ ମିଶନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

କଟକ(କେନ୍ଯୁଜ୍): ଆଜିଠୁ କଟକବାସୀ ପାଇବେ ୨୪ଘଣ୍ଟିଆ ବିଶୁଦ୍ଧ ପାଣି। କଟକ ସହରରେ ବହୁ ପ୍ରତିକ୍ଷୀତ ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ ମିଶନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସୁଜଳ ଯୋଜନାରେ ମହାନଦୀରୁ ପାଣି ଅଣାଯାଇ ସିଡିଏ, ଜଗତପୁର ଓ ପ୍ରତାପନଗରୀ ସ୍ଥାପିତ ୩ଟି…

ହସ୍ପିଟାଲ ପାଇଖାନା ପାଣିକୁ ୩୦ ବର୍ଷ ଧରି ପିଇ ଆସୁଥିଲେ ଲୋକେ, ଏମିତି ଖୁଲାସା ହେବା ପରେ କ୍ଷମା ମାଗିଲେ କର୍ତ୍ତୃପକ୍ଷ

ଜାପାନରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି, ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ଏକ ରିପୋର୍ଟ ମୁତାବକ, ଜାପାନର ଏକ ହସ୍ପିଟାଲ ଶୌଚାଳୟ ପାଇଁ ଉପଲବ୍ଧ ପାଣିକୁ ପାଖାପାଖି ୩୦ ବର୍ଷ ଧରି ପାନୀୟ ଜଳ ରୂପେ ବ୍ୟବହାର କରିଛି। ଏହି ଘଟଣା ଗତ ମାସରେ ସାମ୍ନାକୁ ଆସିଥିଲା, ଯାହା ପରେ ଓସାକା…

ଦୁନିଆର ଏକ ବିପଜ୍ଜନକ ହ୍ରଦ, ଯାହାର ପାଣି ପିଇଲେ ମୃତ୍ୟୁ ସୁନିଶ୍ଚିତ

ଦୁନିଆରେ ଏପରି ଅନେକ ବିପଜ୍ଜନକ ହ୍ରଦ ଅଛି, ଯାହାର ରହସ୍ୟ ଆଜି ପର୍ଯ୍ୟନ୍ତ ଜଣା ପଡ଼ିନାହିଁ। ସେହିଭଳି ବିପଜ୍ଜନକ ହ୍ରଦ ଦକ୍ଷିଣ ଆଫ୍ରିକାର ଲିମ୍ପୋପୋ ପ୍ରଦେଶରେ ଅଛି, ଯାହା ଫଣ୍ଡୁଜି ହ୍ରଦ ଭାବରେ ଜଣାଶୁଣା। ବିଶ୍ୱାସ କରାଯାଏ ଯେ, ଯିଏ ଏହି ହ୍ରଦର ଜଳ ପିଇଛନ୍ତି ସେ ଆଉ ବଞ୍ଚିନାହାନ୍ତି।…

ଡ୍ରିଙ୍କ-ପ୍ରମ-ଟ୍ୟାପ୍ ମିଶନ: ଏବେ ପାଇପ ଯୋଗେ ପୁରୀରେ ମିଳିବ ବିଶୁଦ୍ଧ ପାନୀୟ ଜଳ

ପୁରୀ(କେନ୍ଯୁଜ୍): ପୁରୀକୁ ପାଇପ ଯୋଗେ ମିଳିବ ବିଶୁଦ୍ଧ ପାନୀୟ ଜଳ। ପ୍ରତ୍ୟେକ ପରିବାରକୁ ୨୪ ଘଣ୍ଟା ଟ୍ୟାପ ଯୋଗେ ପାନୀୟ ଜଳ ଯୋଗାଇବାରେ ଦେଶର ପ୍ରଥମ ସହର ହେବ ପୁୁରୀ। ସମସ୍ତ ପରିବାରକୁ ଆଇଏସ: ୧୦୫୦୦ ମାନର ପାନୀୟ ଜଳ ମିଳିବ। ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟ ସହର କରିବା ପାଇଁ…

ବିଭିନ୍ନ ସମସ୍ୟାରୁ ଛୁଟ୍‌କାରା ପାଇବା ପାଇଁ ସକାଳୁ ଉଠିବା ମାତ୍ରେ କରନ୍ତୁ ଏହି ଛୋଟ କାମ, ଜାଣନ୍ତୁ କ’ଣ

ସକାଳୁ ଉଠିବା ପରେ ସୁସ୍ଥ ଏବଂ ଫିଟ୍‌ ରହିବା ପାଇଁ ଲୋକମାନେ ଅନେକ ପ୍ରକାର କାମ କରିଥାନ୍ତି। ଏଥିସହ ଅନେକ ଲୋକମାନେ ବିଭିନ୍ନ ସମସ୍ୟାରୁ ଦୂରେଇ ରହିବା ପାଇଁ ସକାଳୁ ଉଠିବା ମାତ୍ରେ ପାଣି ମଧ୍ୟ ପିଇଥାନ୍ତି। ସକାଳୁ ଉଠି ଖାଲି ପେଟରେ ପାଣି ପିଇବା ଶରୀର ପାଇଁ ଲାଭକାରୀ ହୋଇଥାଏ। ଏନେଇ ଆଜି…

ମିଠା ଖାଇବା ପରେ ପାଣି ପିଉଥିଲେ ସତର୍କ ହୋଇଯାଆନ୍ତୁ, ହୋଇପାରନ୍ତି ଡାଇବେଟିସ୍‌ର ଶିକାର

ମିଠା ଖାଇବାକୁ ସମସ୍ତେ ପସନ୍ଦ କରନ୍ତି। କିନ୍ତୁ କିଛି ଲୋକ ମିଠା ଖାଇବା ପରେ ପାଣି ପିଇଥାନ୍ତି। ଯଦି ଆପଣ ବି ମିଠା ଖାଇବା ପରେ ପାଣି ପିଉଛନ୍ତି, ତେବେ ସତର୍କ ହୋଇଯାଆନ୍ତୁ। ଏଭଳି କରିବା ଦ୍ୱାରା ଆପଣ ଡାଇବେଟିସ୍‌ର ଶିକାର ହୋଇପାରନ୍ତି। ଏକ ରିସର୍ଚ୍ଚ ମୁତାବକ ମିଠା ଖାଇବା ପରେ ପାଣି…

ପିଇବା ପାଣି ସମସ୍ଯା ପାଇଁ ରାସ୍ତା ଅବରୋଧ କଲେ ସାହି ବାସିନ୍ଦା

ନବରଙ୍ଗପୁର(କେନ୍ଯୁଜ୍): ଗତ ତିନି ଦିନ ହେଲା ନବରଙ୍ଗପୁର ସହରରେ ପିଇବା ପଶିର ଘୋର ସମସ୍ଯା ଦେଖାଦେଇଛି। ପାନୀୟ ଜଳ ଯୋଗାଣ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି। ଶେଷରେ ଲୋକେ ପାଣି ବୋତଲ କିଣି ପିଉଥିବାର ଦେଖିବାକୁ ମିଳିଛି। ଅନ୍ଯପଟେ ପାଇପ୍ ରେ ପାଣି ନଆସିବାରୁ ଆଜି ନୂଆବନ୍ଧ ସାହି…

ତିନି ଛୁଆଙ୍କ ସହ ବାଘୁଣୀ ନଦୀରୁ ପାଣି ପିଉଥିବା ଦୁର୍ଲ୍ଲଭ ଭିଡିଓ ଭାଇରାଲ

ସୋସିଆଲ ମିଡିଆରେ ପ୍ରତିଦିନ ପଶୁପକ୍ଷୀଙ୍କ ସମ୍ବନ୍ଧୀୟ ବିଭିନ୍ନ ଭିଡିଓ ସେୟାର ହେଉଛି। ପ୍ରାୟ ସବୁ ଭିଡିଓରେ ଜୀବଜନ୍ତୁମାନେ ମଣିଷ ଭଳି ବ୍ୟବହାର କରି ଲୋକଙ୍କ ହୃଦୟ ଜିତିଯାଉଛନ୍ତି। ଏବେ ପୁଣି ଥରେ ସେହିଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଏକ ବାଘୁଣୀ ତିନି ଛୁଆଙ୍କ…

ଜାଣନ୍ତୁ ପାଣି ପିଇବାର ସଠିକ୍‌ ପ୍ରଣାଳୀ, ନଚେତ୍‌ ଅସମୟରେ ପଡ଼ିପାରନ୍ତି ବେମାର

ପାଣି ପିଇବା ଶରୀର ପାଇଁ ନିତାନ୍ତ ଆବଶ୍ୟକ । ଗୋଟେ ଦିନରେ ଅତି କମରେ ୮ଗ୍ଲାସ ପାଣି ପିଇବା ନିହାତି ଦରକାର । ଖରାଦିନେ ଶରୀରରେ ପାଣିର ଅଂଶ କମ ହେବାରୁ ଅନେକ ପ୍ରକାରର ଶାରୀରିକ ସମସ୍ୟା ଦେଖା ଦେଇଥାଏ । ସେ ହି ଭଳି ଭାବରେ ଭୁଲ ସମୟରେ ପାଣି ପିଇବା ମଧ୍ୟ ଶରୀର ପାଇଁ ହାନିକାରକ ହୋଇଥାଏ ।…

ଆବଶ୍ୟକତା ଠାରୁ ଅଧିକ ପାଣି ପିଉଛନ୍ତି କି ହୋଇଯାନ୍ତୁ ସାବଧାନ, ନଚେତ. . .

କୁହାଯାଏ ପାଣି ପିଇବା ସ୍ୱାସ୍ଥ୍ୟପକ୍ଷେ ହିତକର। ତେଣୁ କରି ଜଣେ ସୁସ୍ଥ ବ୍ୟକ୍ତି ଦିନକୁ ୨ ଲିଟର ପାଣି ପିଇବା ଆବଶ୍ୟକ। କିନ୍ତୁ ଅଧିକ ମାତ୍ରାରେ ପାଣି ପିଇବା ଶରୀର ପାଇଁ ହାନିକାରକ ହୋଇପାରେ। ଡାକ୍ତରଙ୍କ କହିବାନୁଯାୟୀ, ସଠିକ୍ ସମୟରେ ପାଣି ପିଇବା ଦ୍ବାରା ଶରୀରର ଅନେକ ରୋଗରୁ ମୁକ୍ତି…