Below header
Browsing Tag

drone

ମୋବାଇଲ ପରେ ଏବେ ଡ୍ରୋନ୍‌ ଲଞ୍ଚ୍‌ କରିବ Apple, ପ୍ୟାଟେଣ୍ଟକୁ ମିଳିଲା ମଞ୍ଜୁରୀ

ମୋବାଇଲ ପରେ ଆପଲ ଏବେ କାର୍‌ ଲଞ୍ଚ୍‌ କରିବ ବୋଲି ଶୁଣିବାକୁ ମିଳୁଛି। କମ୍ପାନୀ ପକ୍ଷରୁ ଏ ନେଇ କୌଣସି ବିଧିବଦ୍ଧ ଘୋଷଣା କରାଯାଇନଥିଲେ ମଧ୍ୟ ଖୁବ୍‌ଶୀଘ୍ର ଆପଲ କମ୍ପାନୀର କାର ରାସ୍ତାରେ ଚାଲିବ ବୋଲି ଚର୍ଚ୍ଚା ହେଉଛି। ତେବେ ଇତି ମଧ୍ୟରେ ଆପଲ କମ୍ପାନୀର ଆଉ ଏକ ଗ୍ୟାଜେଟ୍‌ ମାର୍କେଟକୁ…

ଦେଶରେ ରକ୍ଷା ପ୍ରତିଷ୍ଠାନର ସୁରକ୍ଷା ପାଇଁ ଡ୍ରୋନ ବ୍ୟବହାରକୁ ନେଇ ଲାଗୁ ହେବ ନୂଆ ନିୟମ, ଜାଣନ୍ତୁ

ଗତ ୨୭ ଜୁନରେ ଜମ୍ମୁରେ ବାୟୁ ସେନା ଷ୍ଟେଶନ ଉପରେ ଡ୍ରୋନ ଦ୍ୱାରା ଆକ୍ରମଣ କରାଯାଇଥିଲା । ଯାହା ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା । ଏଥିପାଇଁ ଭାରତୀୟ ନଗର ବିମାନ ମନ୍ତ୍ରାଳୟ ପକ୍ଷରୁ ଡ୍ରୋନ ବ୍ୟବହାରକୁ ନେଇ ନୂଆ ନିୟମ ଲାଗୁ ହେବାକୁ ଯାଉଛି । ସାର୍ବଜନୀନ ପରାମର୍ଶ ଦ୍ୱାରା ଆସନ୍ତା…

ଟ୍ବିନ ସିଟି ସାବଧାନ ! ଲକ୍‌ଡାଉନ୍‌ ନିୟମ ଖିଲାପ କଲେ ଆଉ ମିଳିବନି ନିସ୍ତାର, ଅମାନିଆଙ୍କୁ ନଜର ରଖିବ ଡ୍ରୋନ

ସାବଧାନ ! ଆଉ ଅମାନିଆ ହେଲେ ମିଳିବନି ନିସ୍ତାର।   ଯଦି ଲକ୍‌ଡାଉନ୍‌ ନିୟମ ଖିଲାପ କରିବେ ତେବେ ମିଳିବ ଦଣ୍ଡ। ସେହି ଭଳି ମାସ୍କ ପିନ୍ଧୁ ନଥିଲେ  ମଧ୍ୟ ଜରିମାନା । ସାମାଜିକ ଦୂରତା ରକ୍ଷା ନକରି ଜନଗହଳିପୂର୍ଣ୍ଣ ସ୍ଥାନକୁ ଯାଉଛନ୍ତି କି ? ତେବେ ଏବେଠୁ ସଚେତନ ଓ ସଜାଗ ହୁଅ , ନଚେତ…

ଆଜିଠୁ ଭୁବନେଶ୍ୱରରେ ଡ୍ରୋନ୍‌ ସାହାଯ୍ୟରେ ହେବ ବିଶୋଧନୀକରଣ, ପରୀକ୍ଷାମୂଳକ ଭାବେ ପ୍ରଥମ ପର୍ଯ୍ୟାୟରେ ରାଜମହଲରୁ…

ଭୁବନେଶ୍ୱର: ଆଜିଠୁ ଭୁବନେଶ୍ୱରରେ ଡ୍ରୋନ୍‌ ସାହାଯ୍ୟରେ ହେବ ବିଶୋଧନୀକରଣ । ପରୀକ୍ଷାମୂଳକ ଭାବେ ପ୍ରଥମ ପର୍ଯ୍ୟାୟରେ ରାଜମହଲରୁ ଶିଶୁଭବନ ପର୍ଯ୍ୟନ୍ତ କରାଯିବ ସ୍ପ୍ରେ । ସକାଳ ୮ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଚାଲିବ ଏହି ବିଶୋଧନ କାମ । ଏହି ସମୟରେ ସଂପୃକ୍ତ ଅଞ୍ଚଳର ଲୋକମାନଙ୍କୁ ବାହାରକୁ…

କରୋନା: ଆବଶ୍ୟକ ପଡିବାରୁ ସାଙ୍ଗ ଘରକୁ drone ସାହାଯ୍ୟରେ ଟଏଲେଟ ପେପର ପଠାଇଦେଲେ ଯୁବକ, ଭିଡ଼ିଓ ହେଉଛି ଭାଇରଲ

କରୋନାରୁ ବର୍ତ୍ତିବା ପାଇଁ ଲୋକେ ଘରେ ବନ୍ଦୀ ଅବସ୍ଥାରେ ରହିଛନ୍ତି । କେହି ଘରୁ ବାହାରୁ ନାହାନ୍ତି । ଏହାରି ଭିତରେ ସୋସିଆଲ ମିଡିଆରେ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଜଣେ ସାଙ୍ଗ ଅନ୍ୟ ଜଣେ ସାଙ୍ଗ ପାଖକୁ ଟଏଲେଟ ପେପର drone ସାହାଯ୍ୟରେ ପଠାଉଛି । ଭିଡ଼ିଓଟି ଏବେ ପୂରା ଭାଇରଲ…

ଡିସିପି- ଡ୍ରୋନ-ଡ୍ରାଇଭିଂ, ଏଣିକି ବିନା ହେଲମେଟ ଓ ଦୃତ ଗାଡି ଚାଳକଙ୍କୁ ମିଳିବନି ନିସ୍ତାର

ଭୁବନେଶ୍ବର(କେନ୍ୟୁଜ୍):  ସଚେତନ- ସାବଧାନ-ଆକ୍ସନ । କମିଶନରେଟ ପୋଲିସର ନୂଆ ଫଣ୍ଡା । ଦୃତ ଗତିରେ ଗାଡି ଚଳାଉଥିବା ଚାଳକଙ୍କୁ ଜଗିବ ଡ୍ରୋନ କ୍ୟାମେରା । ଟ୍ଵିନସିଟିରେ ଏହି ଯୋଜନା ଆରମ୍ଭ କରିବାକୁ ଯାଉଛି କମିଶନରେଟ ପୋଲିସ । ପ୍ରଥମେ ଲୋକଙ୍କୁ କରାଯିବ ସଚେତନ। ପରେ ବିଭିନ୍ନ ସ୍ଥାନରେ ଉଡିବ…

ପ୍ରଥମଥର ପାଇଁ ବେଙ୍ଗାଲୁରୁରେ ଖୋଲିବାକୁ ଯାଉଛି ୨ ଡ୍ରୋନ ଷ୍ଟାଟ୍‌ଅପ୍‌ କମ୍ପାନୀ, ଭାରତ ପାଇଁ ଦେବ ଅନେକ ଫାଇଦା

ବେଙ୍ଗାଲୁରୁ: ଭାରତରେ ପ୍ରଥମ କରି ବେଙ୍ଗାଲୁରୁରେ ଡ୍ରୋନ ଷ୍ଟାଟ୍‌ଅପ୍‌ କମ୍ପାନୀ ଖୋଲିବାକୁ ଯାଉଛି। ଭାରତୀୟ ସିଭିଲ ଆଭିଏସନ୍ ରେଗୁଲେଟର (ଡିଜିସିଏ) ବେଙ୍ଗାଲୁରୁରେ ଏହି ଷ୍ଟାଟ୍‌ଅପ୍‌ କମ୍ପାନୀ ଖୋଲିବା ପାଇଁ ସ୍ୱୀକୃତି ପ୍ରଦାନ କରିଛି । ବେଙ୍ଗାଲୁରୁରେ ଅତ୍ୟାଧୁନିକ ଜ୍ଞାନ କୈାଶଳରେ…

ଷ୍ଟାର୍ଟଅପ କମ୍ପାନୀ ନିର୍ମାଣ କଲା ଉଡନ୍ତା କାର, ଜାଣନ୍ତୁ କେମିତି କରିବ କାମ

ଆମେରିକାନ ଷ୍ଟାର୍ଟଅପ କମ୍ପାନୀ ନେକ୍ସଟ ଫ୍ୟୁଚର ମୋବିଲିଟି ଏକ ଏମିତି କାର ନିର୍ମାଣ କରିବାକୁ ଯାଉଛି ଯାହ ଦେଖିବା ପାଇଁ ଷ୍ଟାଣ୍ଡାର୍ଡ ଏକ୍ସୟୂଭି (XUV)ଭଳି ହେବ। କିନ୍ତୁ ଏହା ନିଜର ଫୋଲଡିଂ ଡେଣା ସାହାଯ୍ୟରେ ମଧ୍ୟ ଉଡାଣ ଭରିପାରିବ। କମ୍ପାନୀ ଏହି ଫୋଲ୍ଡିଂ କାରର ନାମ ଦେଇଛି ‘ଆସ୍କା’।…

ଡ୍ରୋନ ସାହାଯ୍ୟରେ ସାଉଦି ଆରବର ବିମାନ ବନ୍ଦର ଉପରେ ଆକ୍ରମଣ

ଇରାନ ସମର୍ଥିତ ହୁତି ବିଦ୍ରୋହୀମାନେ ସାଉଦି ଆରବର ଏକ ବିମାନ ବନ୍ଦର ଏବଂ ଯବାନମାନଙ୍କ ଠିକଣା ସ୍ଥାନରେ ବମ୍ ଥିବା ଡ୍ରୋନ ସାହାଯ୍ୟରେ ଆକ୍ରମଣ କରିଛନ୍ତି । ରିପୋର୍ଟ ଅନୁଯାୟୀ ଘଟଣାରେ କୌଣସି ପ୍ରକାର କ୍ଷୟକ୍ଷତି ହେବାର ସୂଚନା ମିଳିନାହିଁ। ସାଉଦି ଆରବ ସ୍ଥିତ ନଜରାନ ସହରରେ ଇରାନ ୟୁରେନିୟମ…

ରାଜସ୍ଥାନ ସୀମାରେ ଭାରତୀୟ ସେନା ପୁଣି ଧ୍ବଂସ କଲା ପାକିସ୍ତାନୀ ଡ଼୍ରୋନ୍

ଶାନ୍ତିର ଗାଧା ଗାଉଥିବା ପାକିସ୍ତାନ ପୁଣି ଥରେ ଭାରତୀୟ ସୀମା ପାର କରିବାକୁ ଚେଷ୍ଟା କରିଛି। କିନ୍ତୁ ପ୍ରତଥର ଭଳି ଏଥର ମଧ୍ୟ ତାହାର ମୁହଁତୋଡ ଜବାବ୍ ଦେଇଛି ଭାରତ। ମିଡିଆ ରିପୋର୍ଟ ମୁତାବକ, ରାଜସ୍ଥାନ ଶ୍ରୀଗଙ୍ଗାନଗର ସେକ୍ଟରର ଆନ୍ତଃରାଷ୍ଟ୍ରୀୟ ବର୍ଡର ପାଖରେ ଭାରତୀୟ ସେନାକୁ ଏକ…

ଏକ ଡ୍ରୋନ ତିଆରି କରି ଚାଷ କରୁଛନ୍ତି : ୨୦ ମିନିଟ ଚାର୍ଜରେ ଅଢେଇ ଏକର ଜମିରେ ସିଞ୍ଚନ

ଡ୍ରୋନ ମାଧ୍ୟମରେ ଫଟୋ ଓ ଭିଡିଓ ଉତ୍ତୋଳନ ହେଉଥିବା କଥା ଆପଣ ଯାଣିଥିବେ । କିନ୍ତୁ ଡ୍ରୋନ ସାହାଯ୍ୟରେ ଚାଷ କରାଯାଉଥିବା, ଆପଣ କେବେ ଦେଖିଛନ୍ତି ? ଯଦି ଦେଖି ନାହାନ୍ତି ଏହି ଖବରଟି ଆପଣଙ୍କ ପାଇଁ । ରାୟଗଡା ଜିଲ୍ଲାର ଜଣେ ଚାଷୀ କିଛି ଏଭଳି ଏକ କରିସ୍ମା କରିଦେଖାଇଛନ୍ତି ଯାହାଙ୍କୁ ଏବେ,…

ମାଲକାନକାନଗିରି ଓ କୋରାପୁଟରେ ନକ୍ସଲ ଗତିବିଧିକୁ ଜଗିବ ଡ୍ରୋନ

ଭୁବନେଶ୍ବର(କେନ୍ଯୁଜ୍) : ମାଓ ପ୍ରଭାବିତ ମାଲକାନକାନଗିରି ଓ କୋରାପୁଟରେ ନକ୍ସଲ ଗତିବିଧିକୁ ଜଗିବ ଡ୍ରୋନ । ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ଏହି ସୂଚନା ଦେଇଛନ୍ତି । ଚଳିତ ଆର୍ଥିକ ବର୍ଷରେ ପ୍ରଥମ ଡ୍ରୋନ ଅଣାଯିବ । ମାଓବାଦୀଙ୍କ ଗତିବିଧି ଓ କାର୍ଯ୍ଯକଳାପ ଉପରେ କଡା…