ପୋଲ ଉପରେ ଚାଲି ଚାଲି ଯାଉଥିବାବେଳେ ପୁଅ ଆଗରେ ଭାସିଗଲେ ବାପା
କେନ୍ଦୁଝର(କେନ୍ୟୁଜ୍): ପୁଅ ଆଗରେ ଭାସିଗଲେ ବାପା। କେନ୍ଦୁଝର ଜିଲ୍ଲା ନୟାକୋଟ ଥାନା କେନ୍ଦୁଘଟି ଗାଁର ବୈତରଣୀ ନଦୀ ଘାଟରେ ଏହି ଦୁଃଖଦ ଘଟଣା ଘଟିଛି। ଗତକାଲି ଅପରାହ୍ନରେ ଏହି ଘଟଣା ଘଟିଥିବାବେଳେ ଏ ପର୍ଯ୍ୟନ୍ତ ନିଖୋଜଙ୍କ ପତ୍ତା ମିଳିପାରିନି।
ନିଖୋଜ ବ୍ୟକ୍ତି ଜଣକ ଗମ୍ଭାରୀଡିହା…