Below header
Browsing Tag

dutee chand

କରୋନା ଯୁଦ୍ଧରେ ସାମିଲ ହେଲେ ଧାବିକା ଦୂତୀ ଚାନ୍ଦ, ନିଜ ଗାଁରେ ବାଣ୍ଟିଲେ ୧୦୦୦ ଖାଦ୍ୟ ପ୍ୟାକେଟ

ମହାମାରୀ କରୋନା ଭାଇରସ ଯୁଦ୍ଧରେ ସମସ୍ତେ ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି। ଭାରତର ଶିଳ୍ପପତି, ଉଦ୍ୟୋଗପତି, କର୍ପୋରେଟ ହାଉସ, ବଲିଉଡ ଷ୍ଟାର, ଖେଳ ଜଗତର ତାରକା ଆଗକୁ ପାଦ ବଢାଇଛନ୍ତି। ଏବେ ଏହି ତାଲିକାରେ ସାମିଲ ହୋଇଛନ୍ତି ଭାରତର ତଥା ଓଡିଶାର ଦ୍ରୁତି ଧାବିକା ଦୂତୀ ଚାନ୍ଦ। ଆଥଲେଟିକ୍ସ…

ଦୌଡ଼ରାଣୀ ଦୂତି ଚାନ୍ଦଙ୍କୁ ଟାଇମ୍ସ ଅଫ୍‌ ଇଣ୍ଡିଆ ଶ୍ରେଷ୍ଠ ମହିଳା ଆଥ୍‌ଲେଟ୍‌ ପୁରସ୍କାର

ନୂଆଦିଲ୍ଲୀ (କେ ନ୍ୟୁଜ୍‌) : ଓଡ଼ିଶାର ଦୌଡ଼ରାଣୀ, ଗୋଲଡେନ୍‌ ଗାର୍ଲ ଦୂତି ଚାନ୍ଦଙ୍କୁ ଆଉ ଏକ ସମ୍ମାନ । ଆଜି ତାଙ୍କୁ ମିଳିଛି ଟାଇମ୍ସ ଅଫ୍‌ ଇଣ୍ଡିଆ କ୍ରୀଡ଼ା ପୁରସ୍କାର ଅନ୍ତର୍ଗତ ଦେଶର ଶ୍ରେଷ୍ଠ ମହିଳା ଆଥ୍‌ଲେଟ୍‌ ପୁରସ୍କାର । ଆଜି ପ୍ରଦାନ କରାଯାଇଥିବା ଏହି ପୁରସ୍କାରରେ ମହିଳା…

ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ପୁଣି ସ୍ୱର୍ଣ୍ଣ ଜିତିଲେ ଓଡ଼ିଶାର ଗୋଲଡେନ୍‌ ଗର୍ଲ ଦୂତୀ ଚାନ୍ଦ

ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ପୁଣି ସ୍ୱର୍ଣ୍ଣ ଜିତିଲେ ଓଡ଼ିଶାର ଗୋଲଡେନ୍‌ ଗର୍ଲ ଦୂତୀ ଚାନ୍ଦ । ଶହେ ମିଟର ପରେ ଆଜି ଦୁଇ ଶହ ମିଟର ଦୌଡ଼ରେ ଓଡ଼ିଶା ପାଇଁ ସ୍ୱର୍ଣ୍ଣ ପଦକ ଆଣିଛନ୍ତି କିଟ୍‌ ଛାତ୍ରୀ ଦୂତୀ ଚାନ୍ଦ । ୨୩ ଦଶମିକ ୬୬ ସେକେଣ୍ଡରେ ସେ ଅତିକ୍ରମ କରିଥିଲେ ଦୁଇ ଶହ ମିଟର ।…

ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ସ୍ୱର୍ଣ୍ଣ ଜିତିଲେ ଓଡ଼ିଶାର ଗୋଲଡେନ୍‌ ଗର୍ଲ ଦୂତୀ ଚାନ୍ଦ

ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ସ୍ୱର୍ଣ୍ଣ ଜିତିଲେ ଓଡ଼ିଶାର ଗୋଲଡେନ୍‌ ଗର୍ଲ ଦୂତୀ ଚାନ୍ଦ । ଶହେ ମିଟର ଦୌଡ଼ରେ ଓଡ଼ିଶା ପାଇଁ ସ୍ୱର୍ଣ୍ଣ ପଦକ ଆଣିଛନ୍ତି କିଟ୍‌ ଛାତ୍ରୀ ଦୂତୀ ଚାନ୍ଦ । ୧୧ ଦଶମିକ ୪୯ ସେକେଣ୍ଡରେ ସେ ପାର କରିଥିଲେ ଶହେ ମିଟର । ଏହି ସଫଳତା ପରେ ତାଙ୍କୁ ବିଭିନ୍ନ…

ଜନ୍ମଦିନରେ ସମସ୍ତଙ୍କ ଆଶୀର୍ବାଦ ନେଲେ ଦୌଡ଼ ରାଣୀ ଦୂତି ଚାନ୍ଦ, କହିଲେ ସଫଳତା ଜାରି ରଖିବି

ଭୁବନେଶ୍ୱର (କେନ୍ୟୁଜ୍‌) : ଫେବ୍ରୁଆରୀ ୩ ତାରିଖ । ଓଡ଼ିଶା କ୍ରୀଡ଼ା ପାଇଁ ଏକ ମନେ ରଖିଲା ଭଳି ଦିନ । ଏହି ଦିନ ଜନ୍ମ ନେଇଛନ୍ତି ଓଡ଼ିଶାର ମହିଳା ଆଥ୍‌ଲେଟ୍‌ ଦୂତି ଚାନ୍ଦ । ଆଜି ଜନ୍ମ ଦିନରେ ଦୂତି ସାରା ଓଡ଼ିଶାବାସୀଙ୍କ ଆଶୀର୍ବାଦ ଭୀକ୍ଷା କରିଛନ୍ତି ଏବଂ ପାଇଛନ୍ତି ମଧ୍ୟ । ଭୁବନେଶ୍ୱର ଠାରେ…

ଆଜି ଦୌଡ଼ରାଣୀ ଦୂତି ଚାନ୍ଦଙ୍କ ଜନ୍ମଦିନ, କିସ୍ ବିଶ୍ୱବିଦ୍ୟାଳୟରେ ଧୂମ୍‌ଧାମ୍‌ରେ ହେଉଛି ପାଳନ

ଭୁବନେଶ୍ବର: ଆଜି ଦୌଡ଼ରାଣୀ ଦୂତି ଚାନ୍ଦଙ୍କ ଜନ୍ମଦିନ । କିସ୍ ବିଶ୍ୱବିଦ୍ୟାଳୟରେ ଦୂତିଙ୍କ ଜନ୍ମଦିନ ଧୂମ୍‌ଧାମ୍‌ରେ ପାଳନ କରାଯାଇଛି । କିଟ୍ ଓ କିସ୍‌ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ, ଛାତ୍ରଛାତ୍ରୀଙ୍କ ଗହଣରେ କେକ୍ କାଟିଥିଲେ । ଏହା ସହ କିସ୍ ଛାତ୍ରଛାତ୍ରୀଙ୍କୁ କେକ୍…

ଆଜି କେବିସିର ହଟ୍ ସିଟରେ ଦୂତୀ ଚାନ୍ଦକୁ ଦେଖିବାକୁ ପାଇବେ ଦର୍ଶକ, କିଛି ସମୟ ପରେ ଆରମ୍ଭ ହେବ ସୋ

କେନ୍ୟୁଜ୍(ବ୍ୟୁରୋ): ଲୋକପ୍ରିୟ କାର୍ଯ୍ୟକ୍ରମ କୌନ ବନେଗା କରୋଡପତିରେ ଦୌଡ଼ରାଣୀ ଦୂତି ଚାନ୍ଦଙ୍କୁ ଦେଖିବାକୁ ମିଳିବ । ହଟ୍‌ ସିଟ୍‌ରେ ବସିବେ ଦୂତୀ । ଆଜି କେବିସିରେ ଦୂତୀ ଚାନ୍ଦକୁ ଦେଖିବାକୁ ପାଇବେ ଦର୍ଶକ । ବିଗ୍‌ ବି ଅମିତତାଭ ବଚ୍ଚନଙ୍କ ସହ ସିଟ୍‌ ସେୟାର କରିଛନ୍ତି ଓଡ଼ିଆ ସ୍ପ୍ରିଣ୍ଟର…

ବିଗ୍ ବିଙ୍କ ସହ ଦୌଡ଼ରାଣୀ ଦୂତୀଚାନ୍ଦ, KBCରେ ଅମିତାଭଙ୍କ ପ୍ରଶ୍ନର ଉତ୍ତର ଦେଲେ ଦୂତୀ

ବିଗ୍ ବିଙ୍କ ସହ ଦୌଡ଼ରାଣୀ ଦୂତୀଚାନ୍ଦ। KBCରେ ଅମିତାଭଙ୍କ ପ୍ରଶ୍ନର ଉତ୍ତର ଦେଲେ ଦୂତୀ। ସୋ'ରେ ଅମିତାଭଙ୍କ ସହ ଅଧଘଣ୍ଟା ଆଲୋଚନା କଲେ ଦୌଡ଼ରାଣୀ। ଏହା ତାଙ୍କ ଜୀବନର ଅବିସ୍ମରଣୀୟ ମୂହୁର୍ତ୍ତ ବୋଲି KBCରେ ଯୋଗଦେବା ପରେ ଦୂତି ଚାନ୍ଦଙ୍କ ପ୍ରତିକ୍ରିୟା ରଖିଛନ୍ତି। ଅମିତାଭଙ୍କ ସହ କଥା ହୋଇ…

ଦୂତୀ ଚାନ୍ଦଙ୍କୁ ମିଳିଲା ଭୋଗ୍‌ ଇଣ୍ଡିଆ ଶ୍ରେଷ୍ଠ କ୍ରୀଡ଼ାବିତ୍‌ ପୁରସ୍କାର

ଭୁବନେଶ୍ୱର (କେ ନ୍ୟୁଜ୍‌) : ଓଡ଼ିଶାର ଦୌଡ଼ରାଣୀ ଦୂତୀ ଚାନ୍ଦଙ୍କୁ ମିଳିଲା ଭୋଗ୍‌ ଇଣ୍ଡିଆ ପୁରସ୍କାର । ୨୦୧୯ ବର୍ଷ ପାଇଁ ତାଙ୍କୁ ଦେଶର ଶ୍ରେଷ୍ଠ କ୍ରୀଡ଼ାବିତ୍‌ ଭାବେ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଗତକାଲି ଏକ ବର୍ଣ୍ଣଢ୍ୟ ଉତ୍ସବରେ ବଲିଉଡ୍‌ର ବହୁ ସେଲିବ୍ରିଟିଙ୍କ ମଧ୍ୟରେ ଦୂତୀଙ୍କୁ…

ବହୁ ଚର୍ଚ୍ଚିତ ସୋ କୌନ ବନେଗା କରୋଡ୍‌ପତିରେ କିଛିଦିନ ପରେ ନଜର ଆସିବେ ଦୌଡ଼ରାଣୀ ଦୂତି ଚାନ୍ଦ

କେନ୍ୟୁଜ୍ (ବ୍ୟୁରୋ):  ସୋନି ଟେଲିଭିଜନ୍‌ର ବହୁ ଚର୍ଚ୍ଚିତ ସୋ କନ୍‌ ବନେଗା କରୋଡ୍‌ପତିରେ ଆସିବେ ଦୌଡ଼ରାଣୀ ଦୂତି ଚାନ୍ଦ । ସୋ'ର ହୋଷ୍ଟ ଅମିତାଭ ବଚ୍ଚନଙ୍କ ସହ ହଟ୍‌ ସିଟ୍‌ରେ ବସିବେ ଦୂତୀ ଚାନ୍ଦ । ଆଜି ସନ୍ଧ୍ୟାରେ ଏପିସୋଡ୍‌ର ରହିଛି ରେକର୍ଡିଂ । ଆସନ୍ତା ୨୨ ତାରିଖରେ ଦୂତି ଚାନ୍ଦଙ୍କ…

ଶହେ ମିଟରରେ ଦୂତୀ ଚାନ୍ଦଙ୍କ ନୂଆ ଜାତୀୟ ରେକର୍ଡ଼, ଅଲିମ୍ପିକ୍ସ ଯୋଗ୍ୟତାର ନିକଟତର

ରାଞ୍ଚି : ଏଠାରେ ଚାଲିଥିବା ନେସନାଲ ଓପନ୍‌ ଆଥଲେଟିକ୍ସରେ ଦୂତୀ ଚାନ୍ଦ ୧୦୦ ମିଟର ମହିଳା ଦୌଡ଼ରେ ନିଜ ରେକର୍ଡ଼ ଭାଙ୍ଗିଛନ୍ତି । ଦୂତୀ ୧୧.୨୨ ସେକେଣ୍ଡେ ନେଇ ନୂଆ ରେକର୍ଡ଼ କରିଛନ୍ତି । ପୂର୍ବର ଜାତୀୟ ରେକର୍ଡ଼ ସମୟ ଥିଲା ୧୧.୨୬ ସେକେଣ୍ଡ । ପୂର୍ବର ରେକର୍ଡ଼ ଉଭୟ ଦୂତୀ ଚାନ୍ଦ ଏବଂ ରଚିତା…

ଦୌଡ ରାଣୀ ଦୂତୀ ଚାନ୍ଦ ଦେବେ ରାଜନୀତିରେ ଯୋଗ, ଟ୍ବିଟରେ କଲେ ପ୍ରକାଶ

ଭୁବନେଶ୍ବର(କେନ୍ୟୁଜ୍): ରାଜନୀତିରେ ଯୋଗଦେବେ ସ୍ପ୍ରିଣ୍ଟର ଦୂତୀ ଚାନ୍ଦ। ଏନେଇ ଟ୍ଵିଟ୍‌ ମାଧ୍ୟମରେ ସେ ସୂଚନା ଦେଇଛନ୍ତି। ତେବେ ବର୍ତ୍ତମାନ ରାଜନୀତିରେ ଯୋଗଦେବେ ନାହିଁ। ପିଲାବେଳୁ ତାଙ୍କର ରାଜନୀତି ପ୍ରତି ଦୁର୍ବଳତା ରହିଛି। ତୃଣମୂଳସ୍ତରରୁ ମଧ୍ୟ ତାଙ୍କ ପରିବାର ରାଜନୀତି ସହ ଜଡ଼ିତ ବୋଲି…