Browsing Tag

ed summon

ଅନିଲ ଅମ୍ବାନୀଙ୍କୁ ଇଡ଼ି ସମନ, ଠକେଇ ମାମଲାରେ ଶିଳ୍ପତିଙ୍କୁ କରାଯିବ ପଚରାଉଚରା  

ED ଜାଲରେ ରିଲାନ୍ସ ଗ୍ରୁପର ଚେୟାରମ୍ୟାନ୍ ଏବଂ MD ଅନିଲ୍ ଅମ୍ବାନୀ । ୧୭,୦୦୦କୋଟି ଟଙ୍କାର ଋଣ ଠକେଇ ମାମଲାର ପଚରାଉଚରା ପାଇଁ ଇଡି ତାଙ୍କୁ ସମନ କରିଛି । ଅଗଷ୍ଟ ୫ ତାରିଖରେ ନୂଆଦିଲ୍ଲୀରେ ଥିବା ଇଡି ମୁଖ୍ୟାଳୟରେ ହାଜର ହେବାକୁ ତାଙ୍କୁ ନିର୍ଦ୍ଦେଶ ଦେଇଛି ଇଡି । ଏହି ମାମଲାକୁ ନେଇ ଇଡି…

ଜମି ଦୁର୍ନୀତି ମାମଲାରେ ଇଡିରେ ହାଜର ହେଲେ ରବର୍ଟ ଭଦ୍ରା, ଚାଲିଛି ପଚରାଉଚରା

ଗୁରୁଗ୍ରାମ ଜମି ଦୁର୍ନୀତି ମାମଲାରେ ବଢ଼ିଲା ରବର୍ଟ ଭଦ୍ରାଙ୍କ ଅଡ଼ୁଆ । ସମନ ପାଇ ଇଡିରେ ହାଜର ହେଲେ ରବର୍ଟ ଭଦ୍ରା । ଗୁରୁଗ୍ରାମ ସିକୋପୁର ଜମି ଦୁର୍ନୀତି ମାମଲାରେ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ବାମୀ ତଥା ବ୍ୟବସାୟୀ ରବର୍ଟ ଭଦ୍ରାଙ୍କୁ PML ଆକ୍ଟରେ ସମନ୍ କରିଥିଲା ଇଡି । ହରିଆଣା ପୋଲିସର FIR…

ମହମ୍ମଦ ଆଝାରୁଦ୍ଦିନଙ୍କୁ ସମନ ପଠାଇଲା ଇଡି, ୨୦ କୋଟି ହେରଫେର କରିଥିବା ଅଭିଯୋଗ

ପୂର୍ବତନ ଭାରତୀୟ କ୍ରିକେଟର ତଥା କଂଗ୍ରେସ ନେତା ମହମ୍ମଦ ଆଝାରୁଦ୍ଦିନଙ୍କ ବଢ଼ିଲା ଅଡୁଆ । ଅର୍ଥ ହେରଫେର ମାମଲାରେ ସମନ ପଠାଇଛି ପ୍ରର୍ବତ୍ତନ ନିର୍ଦ୍ଦେଶାଳୟ । ତାଙ୍କ ଉପରେ ହାଇଦ୍ରାବାଦ କ୍ରିକେଟ ଆସୋସିଏସନର ଆର୍ଥିକ ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଇଡି ସମନ ପଠାଇଛି । ତାଙ୍କୁ…

ଜମି ଦୁର୍ନୀତି ମାମଲା: ବିଧାୟକ ପ୍ରଫୁଲ୍ଲ ସାମଲ ଓ ପୁଅଙ୍କୁ ଇଡିର ସମନ

ଭୁବନେଶ୍ୱର (କେନ୍ୟୁଜ): ବିଧାୟକ ପ୍ରଫୁଲ୍ଲ ସାମଲ ଓ ପୁଅଙ୍କୁ ଇଡିର ସମନ । ଭଦ୍ରକ ବରପଦା ଇଞ୍ଜିନିୟରିଂ କଲେଜ ଜମି ଦୁର୍ନୀତି ମାମଲାରେ ପ୍ରଫୁଲ୍ଲ ସାମଲ ଓ ତାଙ୍କ ପୁଅ ପ୍ରୟାସକାନ୍ତିଙ୍କୁ ସମନ୍ ହୋଇଛି । ସମସ୍ତ ଦସ୍ତାବିଜ୍ ସହ ହାଜର ହେବାକୁ କହିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ବରପଦା…

ହେମନ୍ତ ସୋରେନଙ୍କ ଘରୁ ଜବତ BMWର ଧୀରଜ ସାହୁଙ୍କ ସହ କନେକ୍ସନ, ସାଂସଦଙ୍କୁ ସମନ ଜାରି କଲା ED

ଜମି ଦୁର୍ନୀତି ମାମଲାରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କର ଏବେ କଂଗ୍ରେସର ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କ ସହ ସମ୍ପର୍କ ସାମ୍ନାକୁ ଆସିଛି । ସୋରେନଙ୍କ ଘରୁ ଜବତ ହୋଇଥିବା BMW ଧୀରଜ ସାହୁଙ୍କ ମାନେସରସ୍ଥିତ ଏକ ଫାର୍ମ ନାମରେ ପଞ୍ଜିକୃତ ହୋଇଛି । ବର୍ତ୍ତମାନ ଇଡି ଏହି…

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ୫ମ ସମନ ଜାରି କଲା ED

ଦିଲ୍ଲୀ ଅବକାରୀ ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ପୁଣିଥରେ ସମନ ଜାରି କରିଛି । ଏହା ହେଉଛି ଇଡିର ପଞ୍ଚମ ସମନ । ଏହାପୂର୍ବରୁ ୪ଟି ସମନରେ ସିଏମ କେଜ୍ରିୱାଲ ଏଜେନ୍ସି ନିକଟରେ ହାଜର ହୋଇ ନ ଥିଲେ ଏବଂ ଏହା ରାଜନୈତିକ ଷଡଯନ୍ତ୍ର ବୋଲି ସେ ଅଭିଯୋଗ ଲଗାଇଥିଲେ ।…

୫.୭୬ ମିଲିୟନ ଆମେରିକୀୟ ଡଲାର ଲାଞ୍ଚ ମାମଲା, ପଞ୍ଜାବର ବିଜେପି ନେତାଙ୍କୁ ସମନ ପଠାଇଲା ଇଡି

ଏକ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପଞ୍ଜାବର ବିଜେପି ନେତା ତଥା ପୂର୍ବତନ ବିଧାୟକ ଅରବିନ୍ଦ ଖାନ୍ନାଙ୍କୁ ସମନ ପଠାଇଛି । ଇଡି ସମନ ଜାରି କରି ଜାନୁୟାରୀ ୩୦ରେ ହାଜର ହେବା ପାଇଁ କହିଛି । ଅରବିନ୍ଦ ଖାନ୍ନାଙ୍କୁ ଏମ୍ବ୍ରାୟର ଦୁର୍ନୀତି ମାମଲାରେ ଯାଞ୍ଚ ପାଇଁ ତଲବ…

ଦିଲ୍ଲୀ ମଦ ଦୁର୍ନୀତି: ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ EDର ଦ୍ୱିତୀୟ ସମନ, ଡିସେମ୍ବର ୨୧ରେ ହାଜର ପାଇଁ ନୋଟିସ୍‌

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣିଥରେ ନୋଟିସ୍‌ ପଠାଇଛି। ଇଡି ତାଙ୍କୁ ନୋଟିସ୍‌ ଜାରି କରି ଡିସେମ୍ବର ୨୧ରେ ହାଜର ହେବାକୁ କହିଛି। ମଦ ଦୁର୍ନୀତି ମାମଲାରେ କେଜ୍ରିଓ୍ଵାଲଙ୍କୁ ଏହା ହେଉଛି ଇଡିର ଦ୍ୱିତୀୟ…

ହେମନ୍ତ ସୋରେନଙ୍କୁ ଇଡିର ସମନ, ଜମି ଘୋଟାଲା ମାମଲାରେ ୬ ଥର ପଠାଇଲାଣି ନୋଟିସ

ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ସମନ ପଠାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଜମି ଘୋଟାଲା ସହିତ ଜଡିତ ମନି ଲଣ୍ଡ୍ରିଂ ମାମଲାରେ ସୋରେନଙ୍କୁ ଇଡି ଅଫିସରେ ମଙ୍ଗଳବାର ଦିନ ହାଜର ହେବାକୁ କୁହାଯାଇଛି । ମନି ଲଣ୍ଡ୍ରିଂ ମାମଲାରେ ସୋରେନଙ୍କ ବୟାନ ଦାଏର କରିବା ପାଇଁ କୁହାଯାଇଛି ।…

ପେପର୍‌ ଲିକ୍‌ ମାମଲା: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କ ପୁଅ ବୈଭବଙ୍କୁ EDର ସମନ

ପେପର୍‌ ଲିକ୍ ମାମଲାରେ ଇଡି କ୍ରମାଗତ ଭାବରେ ରାଜସ୍ଥାନରେ କାର୍ଯ୍ୟାନୁଷ୍ଠାନ ଜାରି ରଖିଛି। ଆଜି ସକାଳେ ଇଡି କଂଗ୍ରେସ ରାଜ୍ୟ ଅଧ୍ୟକ୍ଷ ଗୋବିନ୍ଦ ସିଂ ଡୋଟାସରାଙ୍କ ଜୟପୁର ଏବଂ ସିକରସ୍ଥିତ ବାସଭବନରେ ଚଢ଼ାଉ କରିଥିଲା। ବର୍ତ୍ତମାନ ଇଡି ଟିମ୍ ଡୋଟାସରାଙ୍କ ଘରେ ହିଁ ଉପସ୍ଥିତ ଅଛନ୍ତି ଏବଂ…

ମହାଦେବ ଅନ୍‌ଲାଇନ ବେଟିଂ ଆପ୍‌ କାରବାର ମାମଲା, ୬ଟି ସ୍ଥାନରେ EDର ସର୍ଚ୍ଚ ଅପରେସନ୍‌

ଅନ୍‌ଲାଇନ୍‌ ବେଟିଂ କାରବାର ସହ ଜଡିତ ମହାଦେବ ବେଟିଂ ଆପ୍‌ ଦୁର୍ନୀତି ମାମଲାକୁ ନେଇ ED ଆଜି ପୁଣି ଏକ ବଡ ପଦକ୍ଷେପ ନେଇଛି । ଏହି ମାମଲାରେ ଅନେକ ବଲିଉଡ ଷ୍ଟାରଙ୍କ ନାମ ସାମ୍ନାକୁ ଆସିଛି ।  ପ୍ରାୟ ୬ଟି ସ୍ଥାନରେ ସର୍ଚ୍ଚ ଅପରେସନ୍‌ ଚାଲିଛି । ଛତିଶଗଡ, ମୁମ୍ବାଇ ଏବଂ ଦିଲ୍ଲୀର ବିଭିନ୍ନ…

ଅନ୍‌ଲାଇନ ବେଟିଂ ଆପ୍‌ ମାମଲା: ଶ୍ରଦ୍ଧା, ହୁମା, କପିଲ୍‌ ଓ ହିନାଙ୍କୁ ସମନ କଲା ED

ମହଙ୍ଗା ପଡ଼ିଲା ଠକ ସଂସ୍ଥା ପାଇଁ ପ୍ରଚାର ପ୍ରସାର। ମହାଦେବ ବେଟିଂ ଆପ୍‌ ଦୁର୍ନୀତି ମାମଲାରେ ଜଣଙ୍କ ପରେ ଜଣେ ବଲିଉଡ୍ ସେଲିବ୍ରିଟିଙ୍କୁ ସମନ୍ କରୁଛି ED। ପୂର୍ବରୁ ରଣବୀର କପୁରଙ୍କୁ ସମନ ହୋଇଥିବା ବେଳେ ଏବେ ଅଭିନେତ୍ରୀ ଶ୍ରଦ୍ଧା କପୁର, ହୁମା କୁରେଶି, ହିନା ଖାନ ଓ କମେଡିଆନ କପିଲ…