Browsing Tag

ED

ଯେତେ ଖୋଳିଲେ ସେତେ ବାହାରୁଛି; ପୁଣି ଅର୍ପିତାଙ୍କ ଘରୁ ଜବତ ହେଲା ୨୯ କୋଟି ଟଙ୍କା

ନୂଆଦିଲ୍ଲୀ : ଦୁର୍ନୀତି ପେଡ଼ିରୁ ସରୁନି ଟଙ୍କା । ଅର୍ପିତାଙ୍କ ଘରେ ଟଙ୍କାର ପାହାଡ଼ । ୨୧ କୋଟି ପରେ ଆଉ ୨୮ କୋଟି ବାହାରିଲା। ମେସିନ୍‌ ଆଉ ବ୍ୟାଙ୍କ୍‌ବାଲା ଟଙ୍କା ଗଣିଗଣି ନୟାନ୍ତ । ମମତାଙ୍କ କ୍ୟାବିନେଟ୍‌ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଆଉ ଏକ…

ଆକ୍ଟ୍ରେସ ଅର୍ପିତାଙ୍କ ଘରୁ ୨୧ କୋଟି ଜବତ, ଗିରଫ ଅର୍ପିତା କେବଳ ଜଣେ ମଡେଲ ନୁହେଁ କାହା ସହ ଲିଙ୍କ ଜାଣନ୍ତୁ 

ପ୍ରବର୍ତ୍ତନ ନିର୍ଦେଶାଳୟ ଶୁକ୍ରବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଓ ଟିଏମସି ପ୍ରମୁଖ ମମତା ବାନାର୍ଜିଙ୍କ ସରକାରଙ୍କ ଅନେକ ମନ୍ତ୍ରୀ ଓ ବିଧାୟକଙ୍କ ଘରେ ଯାଞ୍ଜ କରିଛି । ଏହି ସମୟରେ ପୂର୍ବ ଶିକ୍ଷାମନ୍ତ୍ରୀ ପାର୍ଥ ଚାଟର୍ଜିଙ୍କ ନିକଟତର କୁହାଯାଥିବା ଅର୍ପିତା ମୁଖାର୍ଜୀଙ୍କ ଘରୁ ୨୧ କୋଟି ଜବତ…

୨୦ ଘଣ୍ଟାର ମାରାଥନ ଖାନତଲାସୀ, ୧୩୩ କୋଟି ଟଙ୍କାର ଫିକ୍‌ସଡ ଡିପୋଜିଟ୍‌ ଜବତ

କେନ୍ୟୁଜ୍(ବ୍ୟୁରୋ):  ୨୦ ଘଣ୍ଟାର ମାରାଥନ ଖାନତଲାସୀ। ୧୩୩ କୋଟି ଟଙ୍କାର ଫିକ୍‌ସଡ ଡିପୋଜିଟ୍‌ ଜବତ। ଗତକାଲି ଜିତେନ୍ଦ୍ର ନାଥ ପଟ୍ଟନାୟକଙ୍କ ଯୋଡ଼ା ଓ ଭୁବନେଶ୍ୱରରେ ଥିବା ବିଭିନ୍ନ ବାସଭବନ ଓ କାର୍ଯ୍ୟାଳୟରେ ଖାନତଲାସୀ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ପ୍ରିଭେନସନ ଅଫ ମନି ଲଣ୍ଡରିଂ…

ନଓ୍ଵାବ ମଲିକଙ୍କୁ ଭୋର ୫ଟାରୁ ଘରୁ ଉଠାଇନେଲା ଇଡି, ଦାଉଦ୍‌ ସହ ସମ୍ପର୍କ ଥିବା ନେଇ ଚାଲିଛି ତଦନ୍ତ

ମହାରାଷ୍ଟ୍ର ମନ୍ତ୍ରୀ ତଥା ଏନ୍‌ସିପି ନେତା ନଓ୍ଵାବ ମଲିକଙ୍କୁ ବୁଧବାର ଅର୍ଥାତ୍‌ ଆଜି ସକାଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଟିମ୍‌ ନିଜ ଅଫିସକୁ ନେଇଛି। ଇଡିର ଟିମ୍‌ ଭୋର ୫ଟା ବେଳେ ନଓ୍ଵାବ୍‌ ମଲିକଙ୍କ ଘରେ ପହଞ୍ଚିଥିଲା ଓ ତାଙ୍କୁ ଇଡି ଅଫିସକୁ ନେଇଥିଲା। ଇଡି ତାଙ୍କୁ ଅଣ୍ଡର…

୨୦୦ କୋଟି ମନି ଲଣ୍ଡ୍ରିଂ ମାମଲା, ନୋରାଙ୍କ ପରେ ଆଜି ଜ୍ଯାକଲିନଙ୍କୁ ପଚରାଉଚରା କରିବ ଇଡି

ବଲିଉଡ ଅଭିନେତ୍ରୀ ନୋରା ଫତେହୀଙ୍କ ପରେ ଏବେ ଜ୍ଯାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ପଚରାଉଚରା କରିବ ଇଡି। ଏହି ଦୁଇ ଅଭିନେତ୍ରୀଙ୍କୁ ମନି ଲଣ୍ଡ୍ରିଂ କେସରେ ଇଡି ସମନ ଜାରି କରିଥିଲା। ପୂର୍ବରୁ ଦୁହିଁଙ୍କୁ ପଚରାଉଚରା କରିସାରିଛି ଇଡି। ଗତକାଲି ନୋରା ଇଡିର ସାମ୍ନା କରିଥିବା ବେଳେ ଆଜି…

‘୧୦୦ ନେତାଙ୍କ ତାଲିକା ଧରି ବସିଛି ED, ଯାହାକୁ ଯେତେବେଳେ ଚାହିଁବ ନୋଟିସ୍‌ ପଠାଇବ’; ସରକାରଙ୍କୁ ଏମିତି ଟାର୍ଗେଟ କଲେ…

ଆସନ୍ତା ବର୍ଷ ଉତ୍ତର ପ୍ରଦେଶ ସମେତ କେତେକ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଅଛି, ଯାହାକୁ ନେଇ ଚର୍ଚ୍ଚା, ଆଲୋଚନା ଆରମ୍ଭ ହୋଇଯାଇଛି। ଆଲୋଚକଙ୍କ କହିବା ହେଲା, ସରକାର ପୁଣିଥରେ ଇଡି ଓ ସିବିଆଇ ଭଳି ସଂସ୍ଥାକୁ ନିଜ ରାଜନୈତିକ ବିରୋଧୀମାନଙ୍କ କ୍ଷେତ୍ରରେ ବ୍ୟବହାର କରିପାରନ୍ତି। ବରିଷ୍ଠ…

ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ‘ଲୁକ୍‌ଆଉଟ୍‌’ ନୋଟିସ୍‌ ଜାରି କଲା ଇଡି

ମନି ଲଣ୍ଡି୍ରିଂ ମାମଲାରେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ‘ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ’ ‘ଲୁକ୍‌ଆଉଟ୍‌’ ନୋଟିସ୍‌ ଜାରି କରିଛି। ଏହି ମାମଲାରେ ସିବିଆଇ ଦ୍ବାରା ଭ୍ରଷ୍ଟାଚାର ଏବଂ ଅଧିକାରୀ ପଦବୀର ଦୂରୁପଯୋଗ କରିବା ମାମଲାରେ ୨୧ ଏପ୍ରିଲରେ ଦେଶମୁଖଙ୍କ…

ଅର୍ଥ ହେରଫେର ମାମଲାରେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ଣ୍ଣାଡିଜଙ୍କୁ ୫ ଘଣ୍ଟା ଜେରା କଲା ED

ଅଡୁଆରେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ଣ୍ଣାଡିଜ। ଦିଲ୍ଲୀରେ ଅର୍ଥ ହେରଫେର ମାମଲାରେ ଜ୍ୟାକଲିନଙ୍କୁ ସୋମବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ED ପଚରାଉଚରା କରିଛି। ଏହି ମାମଲାରେ ଇଡି ୫ ଘଣ୍ଟା ଜେରା କରି ଜ୍ୟାକଲିନ୍‌ଙ୍କ ବୟାନ ରେକର୍ଡ କରିଛି। ଅର୍ଥ ହେରଫେର ମାମଲା ଦାଖଲ ହୋଇଥିବା…

ବଲିଉଡ୍‌ ପରେ ଡ୍ରଗ୍ସ ପଞ୍ଝାରେ ଟଲିଉଡ୍‌: ରକୁଲପ୍ରୀତ, ରାଣା ଡଗୁବତୀ, ରବି ତେଜାଙ୍କୁ ଇଡିର ସମନ

ବଲିଉଡ୍‌ ପରେ ଡ୍ରଗ୍ସ ପଞ୍ଝାରେ ଟଲିଉଡ୍‌ । ଡ୍ରଗ୍ସ ଲିଙ୍କ୍‌ ମାମଲାରେ ଟପ୍‌ ସାଉଥ୍‌ ସେଲିବ୍ରିଟ୍‌ଙ୍କୁ ଇଡିର ସମନ ଜାରି । ୪ ବର୍ଷ ତଳର ଏକ ଡ୍ରଗ୍ସ ମାମଲାରେ ରକୁଲ ପ୍ରୀତ୍‌, ରାଣା ଡାଗୁବତୀ, ରବି ତେଜା ଓ ପୁରୀ ଜଗନାଥଙ୍କ ସମେତ ମୋଟ ୧୨ ଜଣଙ୍କୁ ହାଜର ହେବା ପାଇଁ ଇଡି ସମନ ଜାରି କରିଛି ।…

ଜମ୍ମୁ-କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କ ୧୨  କୋଟିର ସମ୍ପତ୍ତିକୁ ଆଟାଚ କଲା ଇଡି

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡ଼ି ଜମ୍ମୁ-କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କ ୧୨  କୋଟିର ସମ୍ପତ୍ତିକୁ ଆଟାଚ କରିଦେଇଛନ୍ତି।  ଜମ୍ମୁ-କଶ୍ମୀର କ୍ରିକେଟ ଆସୋସିଏସନ ବା ଜେକେସିଏର ଅର୍ଥ କାରବାରରେ ଗଡବଡ କରିବା ଅଭିଯୋଗରେ ଏହି ପଦକ୍ଷେପ ନିଆଯାଇଥିବା ଜଣାଯାଇଛି। ଜବତ…

ବଢ଼ିଲା ରିୟା ଚକ୍ରବର୍ତ୍ତୀଙ୍କ ଚିନ୍ତା, ଇଡିର ଅଭିଯୋଗ ପରେ NCB ରୁଜୁ କଲା ଆଉ ଏକ ମାମଲା

ମାଦକ ପଦାର୍ଥ ନିୟନ୍ତ୍ରଣ ବ୍ୟୁରୋ(ଏନ୍‌ସିବି) ବୁଧବାର ରିୟା ଚକ୍ରବର୍ତ୍ତୀ ଓ ଅନ୍ୟମାନଙ୍କ ବିରୋଧରେ ପ୍ରତିବନ୍ଧିତ ମାଦକ ପଦାର୍ଥ ଯୋଗାଇବା ଅଭିଯୋଗରେ ଏକ ଅପରାଧିକ ମାମଲା ରୁଜୁ କରିଛନ୍ତି। ଅଧିକାରୀମାନେ ସୂଚନା ଦେବା ଅବସରରେ କହିଛନ୍ତି ଯେ ରିୟାଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାରେ ନିଶା…