Browsing Tag

Egypt

ଶାହରୁଖ ଖାନଙ୍କ ନାଁ କହିବାରୁ ଇଜିପ୍ଟରେ ଭାରତୀୟ ମହିଳାଙ୍କୁ ମିଳିଲା ବଡ ସହାୟତା, ଜାଣନ୍ତୁ ସମ୍ପୂର୍ଣ୍ଣ ବିଷୟ

ସୁପରଷ୍ଟାର ଶାହରୁଖ ଖାନ ସେହି ବଲିଉଡ ଅଭିନେତାମାନଙ୍କ ମଧ୍ୟରୁ ଜଣେ, ଯାହାଙ୍କର ଫ୍ୟାନ୍ସ କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ଅଛନ୍ତି। ଅନେକ ଦେଶରେ ଶାହରୁଖ ଖାନଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି । କେବଳ ଏତିକି ନୁହେଁ, ବର୍ତ୍ତମାନ ଭାରତୀୟମାନେ ତାଙ୍କ ନାମରେ ଅନ୍ୟ ଦେଶରେ ସାହାଯ୍ୟ…

ହଜାର ହଜାର ବର୍ଷ ପୁରୁଣା ‘ସ୍ୱର୍ଣ୍ଣନଗରୀ’ ଆବିଷ୍କାର କଲେ ପ୍ରତ୍ନତତ୍ତ୍ୱବିତ୍‌, ମିଳିଲା ପ୍ରଚୁର ପରିମାଣର…

ସ୍ୱର୍ଣ୍ଣ ନଗରୀ ଆବିଷ୍କାର କରିଛନ୍ତି ପ୍ରତ୍ନତତ୍ତ୍ୱବିତ୍‌। ମିଶରର ପ୍ରତ୍ନତତ୍ତ୍ୱବିତ୍‌ମାନେ ଗୁରୁବାର ଏନେଇ ଘୋଷଣା କରିଛନ୍ତି। ଦକ୍ଷିଣ ରାଜ୍ୟ ଲଗ୍‌ଜରରେ ପ୍ରାୟ ୩୦୦୦ ବର୍ଷ ପୁରଣା ଏକ ସ୍ୱର୍ଣ୍ଣ ନଗରୀକୁ ଖୋଜି ବାହାର କରିଛନ୍ତି। ପ୍ରତ୍ନତତ୍ତ୍ୱବିତ୍‌ଙ୍କ କହିବାନୁସାରେ, ଏହି ସହରର ନାମ…

ଇଜିପ୍ଟରୁ ମିଳିଲା ୫୦୦୦ ବର୍ଷ ପୁରାତନ ବିୟର ଫ୍ୟାକ୍ଟ୍ରିର ସନ୍ଧାନ, ବଳିପ୍ରଥା ପ୍ରଚଳିତ ଥିବା ଅଞ୍ଚଳରେ ଥିଲା ଏହି…

ଆମେରିକା ଏବଂ ଇଜିପ୍ଟର ପ୍ରତ୍ନତତ୍ତ୍ୱବିତ୍‌ମାନେ ଇଜିପ୍ଟରେ ଖନନ ବେଳେ ୫୦୦୦ ବର୍ଷର ପୁରାତନ ବିୟର ଫ୍ୟାକ୍ଟ୍ରିର ସନ୍ଧାନ ପାଇଛନ୍ତି, ଯାହାକି ଏ ପର୍ଯ୍ୟନ୍ତର ସବୁଠାରୁ ପୁରୁଣା ବିୟର ଫ୍ୟାକ୍ଟ୍ରି ବୋଲି ଦାବି କରାଯାଉଛି। ଏହି ଫ୍ୟାକ୍ଟ୍ରି ଇଜିପ୍ଟର ପ୍ରାଚୀନତମ ସହର ଅବାଇଡୋସ୍‌ରୁ ମିଳିଛି।…

ଇଜିପ୍ଟରୁ ମିଳିଲା ସୁନାର ଜିଭ ଥିବା ମମି, ରାଣୀ କ୍ଲିୟୋପାଟ୍ରାଙ୍କ ଅବଶେଷ ହୋଇଥିବା ଅନୁମାନ

ମିଶର(ଇଜିପ୍ଟ) ପିରାମିଡ୍‌ ପାଇଁ ପ୍ରସିଦ୍ଧ। ପୂର୍ବରୁ ଏଠାରୁ ଅନେକ ମମି ମିଳିସାରିଛି। କିନ୍ତୁ ଏଥର ଯେଉଁ ମମି ମିଳିଛି, ତାହା ଖାସ୍‌ ପ୍ରକାରର। ଏହି ମମିକୁ ଦେଖିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବ। ବାସ୍ତବରେ, ମମିରେ ସୁନାର ଜିଭ ଲାଗିଛି, ଯାହାକି ବିଶ୍ୱରେ ଏବେ ଚର୍ଚ୍ଚାର ବିଷୟ…

୨୬୦୦ ବର୍ଷ ପୁରୁଣା ୫୯ଟି କଫିନ୍‌କୁ ଖୋଳି ବାହାର କଲେ ଇଜିପ୍ଟ ସରକାର

ଶନିବାର କୋଇରାର ଦକ୍ଷିଣରେ ଥିବା ଏକ ବିଶାଳ ନେକ୍ରୋପଲିସରେ ଅନେକ ବର୍ଷର ପୁରୁଣା କଫିନ୍ ଗୁଡିକୁ ‌ ଖନନ କରାଯାଇ ବାହାର କରାଯାଇଥିବା ନେଇ ଇଜ୍ପିଟର ପର୍ଯ୍ୟଟନ ମନ୍ତ୍ରୀ ସୂଚନା ଦେଇଛନ୍ତି । ତେବେ ୫୯ଟି ସିଲ୍‌ କଫିନ ସହିତ କିଛି ମମି ଆଜକୁ ୨୬୦୦ ବର୍ଷ ପୂୂର୍ବରୁ ଏହି କୂଅରେ ପୋତି ହୋଇଥିବାର…

ଚିକିତ୍ସା ବେଳେ କରୋନା ରୋଗୀ ଡାକ୍ତରଙ୍କୁ କଲେ ପ୍ରେମ ନିବେଦନ, ଆଉ ତାପରେ ହସ୍ପିଟାଲ ଭିତରେ ହିଁ…

କରୋନା ଯୁଗରେ ବର୍ତ୍ତମାନ ଲଭଷ୍ଟୋରି ଲେଖାଯାଉଥିବା ମଧ୍ୟ ଦେଖିବାକୁ ମିଳିଛି । ଏହି ମହାମାରୀ ଲୋକଙ୍କ ଜୀବନକୁ ଖରାପ କରିଦେଇଥିବା ବେଳେ ପ୍ରେମୀଯୁଗଳଙ୍କ ଉପରେ ଏହାର କୌଣସି ପ୍ରଭାବ ଦେଖିବାକୁ ମିଳୁନି । ନିକଟରେ ଇଜିପ୍ଟରେ ଏକ ଏପରି ଘଟଣା ଘଟିଛି, ​​ଯେଉଁଠାରେ ଏକ କରୋନା ରୋଗୀ ତାଙ୍କର…

୧୦ ବର୍ଷ ଲାଗି ପ୍ରସ୍ତୁତ କରାଗଲା ୨୦୦୦ ବର୍ଷ ତଳର ପୁରୁଣା ଅତର, ଯାହାଥିଲା ମିଶରର ରାଣୀ କ୍ଲିୟୋପେଟ୍ରାଙ୍କ ପସନ୍ଦ

ମିଶରର ରାଜକୁମାରୀ କ୍ଲିୟୋପେଟ୍ରା ଯେଉଁ ଅତରର ବ୍ୟବହାର କରୁଥିଲେ ତାର ଫର୍ମୁଲା ବୈଜ୍ଞାନିକମାନେ ଖୋଜି ବାହାର କରିଛନ୍ତି । ପ୍ରାୟ ୨୦୦୦ ବର୍ଷ ପୁରୁଣା ଏହି ଅତରକୁ ପ୍ରସ୍ତୁତ କରିବା ବିଧି ନର୍ଥ ଆମେରିକା ବିଶ୍ଵବିଦ୍ୟାଳୟର ଦୁଇଜଣ ଗବେଷକ ଖୋଜି ବାହାର କରିଥିଲେ । ଗବେଷକମନନଙ୍କ କହିବା…

ସମୁଦ୍ର ଗର୍ଭରୁ ଠାବ ହେଲା ୧୨୦୦ ବର୍ଷ ତଳର ପ୍ରାଚୀନ ରହସ୍ୟମୟୀ ମନ୍ଦିର, ହୀରାନୀଳାରେ ଭର୍ତ୍ତି ଡଙ୍ଗା ବି ମିଳିଲା

ମିଶର ଏକ ପ୍ରାଚୀନ ଦେଶ। ଏଠାରେ ଅନେକ ସମୟରେ ସମୁଦ୍ର ଗର୍ଭ ଏବଂ ଭୂ-ଉତଖନନରୁ ପ୍ରାଚୀନ ଜିନିଷ ମିଳିଥାଏ, ଯାହାକି ଲୋକଙ୍କୁ ଚକିତ କରିଦିଏ। ତେବେ ଏଭଳି ଏକ ରହସ୍ୟମୟୀ ମନ୍ଦିର ଏବେ ସମୁଦ୍ର ଗର୍ଭରୁ ଠାବ ହୋଇଛି, ଯାହା ପାଖାପାଖି ୧୨୦୦ ବର୍ଷ ତଳର ବୋଲି ଅନୁମାନ କରାଯାଉଛି। ଏହାସହ ମୂଲ୍ୟବାନ…