Below header
Browsing Tag

encounter

ଜମ୍ମୁ କଶ୍ମୀରର ମୁନାନ୍ଦ୍‌ର କୁଲଗାମ ଅଞ୍ଚଳରେ ଏନକାଉଣ୍ଟର, ଜଣେ ଆତଙ୍କବାଦୀ ନିହତ

ଜମ୍ମୁ କଶ୍ମୀର: ଜମ୍ମୁ କଶ୍ମୀରର ମୁନାନ୍ଦ୍‌ର କୁଲଗାମ ଅଞ୍ଚଳରେ ଏନକାଉଣ୍ଟର । ପୋଲିସ୍‌ ଗୁଳିରେ ଜଣେ ଆତଙ୍କବାଦୀ ନିହତ । ଏନେଇ ସୂଚନା ଦେଇଛି କଶ୍ମୀର ପୋଲିସ୍‌ । ତେବେ ମୃତ ଆତଙ୍କବାଦୀର ପରିଚୟ ଜଣାପଡିନାହିଁ । ଏବେ ବି ଘଟଣା ସ୍ଥଳରେ ସର୍ଚ୍ଚ ଅପରେସନ୍‌ ଜାରି ରଖିଛି ଜମ୍ମୁ କଶ୍ମୀର…

ବାରିପଦା ଜେଲକୁ ନିଆଯାଉଥିବା ବେଳେ ଖସିଯାଉଥିଲା କୁଖ୍ୟାତ ଗ୍ୟାଙ୍ଗଷ୍ଟାର ହାଇଦର, ପୋଲିସ କଲା ଏନକାଉଣ୍ଟର

କେନ୍ୟୁଜ୍(ବ୍ୟୁରୋ): ଗ୍ୟାଙ୍ଗଷ୍ଟାର ହାଇଦରକୁ ଏନକାଉଣ୍ଟର। କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ହାଇଦରକୁ ଚୌଦ୍ବାର ସର୍କଲ ଜେଲରୁ ବାରପଦା ଜେଲକୁ ସ୍ଥାନାନ୍ତର କରାଯାଉଥିଲା। ଅପରାହ୍ମ ୩ ଟା ୨୦ରେ ସିମୁଳିଆ ଠାରେ ପରିସ୍ରା କରିବାକୁ କହି ଓହ୍ଲାଇ ଥିଲା ହାଇଦର। ଏହି ସମୟରେ ଖସିବା ପାଇଁ ଉଦ୍ୟମ…

ପୋଲିସ ଏନକାଉଣ୍ଟରରେ ୩ ମାଓବାଦୀ ମୃତ, ୩ଟି ବନ୍ଧୁକ ସହ ବିପୁଳ ପରିମାଣର ବିସ୍ଫୋରକ ଜବତ

ମାଲକାନଗିରି (କେନ୍ଯୁଜ୍): ପୋଲିସ ଏନକାଉଣ୍ଟରରେ ୩ ମାଓବାଦୀ ମୃତ । ୩ଟି ବନ୍ଧୁକ ସହ ବିପୁଳ ପରିମାଣର ମାଓ ବିସ୍ଫୋରକ ସାମଗ୍ରୀ ଜବତ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ଦନ୍ତେଓ୍ଵାଡା ପୋଲିସକୁ ବଡ ସଫଳତା । ମୃତ ମାଓବାଦୀଙ୍କ ନାଁରେ ୩ ଲକ୍ଷ ଟଙ୍କା ପୁରସ୍କାର ରହିଥିଲା । ସୂଚନା…

ଜାମ୍ମୁ କାଶ୍ମୀରର ପୁଲୱାମାରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ, ଜଣେ ଯବାନ ସହିଦ

ଜମ୍ମୁ କାଶ୍ମୀର(କେନ୍ଯୁଜ୍): ଜମ୍ମୁ କାଶ୍ମୀରର ପୁଲୱାମାରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ। ବିଳମ୍ବିତ ରାତିରେ ଆତଙ୍କବାଦୀ ଓ ସୁରକ୍ଷା ବାହିନୀ ମଧ୍ୟରେ ଜୋରଦାର ଏନକାଉଣ୍ଟର । ଏଥିରେ ଜଣେ ଯବାନ ସହିଦ ହୋଇଛନ୍ତି। ପୁଲୱାମାର ହାଜିନ୍‌ ରାଜପୋରାରେ ଆତଙ୍କବାଦୀ ଏବଂ ସୁରକ୍ଷା…

ଜମ୍ମୁ ଓ କଶ୍ମୀରରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ, ଜଣେ ପୋଲିସ ସହିଦ୍

 ଶ୍ରୀନଗର: ଜମ୍ମୁ ଓ କଶ୍ମୀରରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ । ଏହି ଆକ୍ରମଣରେ ସିଆଇଡିର ଜଣେ ଇନ୍ସପେକ୍ଟର ସହିଦ୍ ହୋଇଛନ୍ତି। ଆତଙ୍କବାଦୀମାନେ ଜମ୍ମୁ ଓ କଶ୍ମୀର ପୋଲିସର ସିଆଇଡିରେ ମୁତୟନ ଥିବା ଇନ୍ସପେକ୍ଟରଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଶ୍ରୀନଗରର ନୌଗାମ…

ଜମ୍ମୁ-କାଶ୍ମୀର ସୋପୋରରେ ଏନକାଉଣ୍ଟର, କୁଖ୍ୟାତ ଆତଙ୍କବାଦୀ ମୁଦାସିର ପଣ୍ଡିତ ସମେତ ୩ ନିହତ

ଜମ୍ମୁ-କାଶ୍ମୀର: ଜମ୍ମୁ-କାଶ୍ମୀର ବାରମୂଲା ଜିଲ୍ଲା ସୋପୋର ଏନକାଉଣ୍ଟରରେ ସୁରକ୍ଷା ବାହିନୀକୁ ବଡ ସଫଳତା। ଏନକାଉଣ୍ଟରରେ ଲସ୍କର-ଏ-ତୋଇବା ଆତଙ୍କବାଦୀ ସଙ୍ଗଠନର କୁଖ୍ୟାତ ଆତଙ୍କବାଦୀ ମୁଦାସିର ପଣ୍ଡିତଙ୍କ ସମେତ ୩ଜଣ ନିହତ ହୋଇଛନ୍ତି। ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିବା ପରେ ଭାରତୀୟ…

ମାଲକାନାଗିରି: ପୋଲିସ ଏନକାଉଣ୍ଟରରେ ଜଣେ ହାର୍ଡକୋର ମହିଳା ମାଓବାଦୀ ମୃତ

ମାଲକାନାଗିରି : ମାଲକାନାଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଦନ୍ତେଓ୍ଵାଡା ଜିଲ୍ଲାରେ ପୋଲିସକୁ ବଡ଼ ସଫଳତା। ପୋଲିସ ଏନକାଉଣ୍ଟରରେ ଜଣେ ହାର୍ଡକୋର ମହିଳା ମାଓବାଦୀ ମୃତ। ଗୁମଲନାର ଜଙ୍ଗଲରେ ପୋଲିସ ମାଓବାଦୀ ଗୁଳିବିନିମୟ ବେଳେ ହାର୍ଡକୋର ମହିଳା ମାଓବାଦୀ ପୟୋକେ ବେକ୍‌ର ମୃତ୍ୟୁ ହୋଇଛି। ତା’…

ଛତିଶଗଡ ଦାନ୍ତେୱାଡ଼ା ପୋଲିସର ଏନ୍‌କାଉଣ୍ଟର, ଜଣେ ହାର୍ଡକୋର ମାଓବାଦୀ ମୃତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଦାନ୍ତେୱାଡ଼ା ପୋଲିସର ଏନ୍‌କାଉଣ୍ଟରରେ ଜଣେ ହାର୍ଡକୋର ମାଓବାଦୀ ମୃତ। ଆଜି ମୁସ୍ତାଲନାର ଜଙ୍ଗଲରେ ମାଓବାଦୀଙ୍କ ବଡ ଧରଣର ମାଓ କ୍ୟାଂପ୍‌ ଥିବା ଜାଣିବା ପରେ ପୋଲିସ ଚଢାଉ କରିଥିଲା। ପୋଲିସ ଖବର ପାଇ ମାଓବାଦୀ ପ୍ରଥମେ ଫାଇରିଂ କରିଥିଲା।…

କଟକ ଦର୍‌ଘା ବଜାର ପୋଲିସର ଏନ୍‌କାଉଣ୍ଟ: କୁଖ୍ୟାତ ଅପରାଧୀ ଶେଖ ବାବୁ ଆହତ, ବାମ ଗୋଡ଼ରେ ବାଜିଛି ଗୁଳି

କଟକ : କଟକ ଦର୍‌ଘା ବଜାର ପୋଲିସର ଏନ୍‌କାଉଣ୍ଟରେ କୁଖ୍ୟାତ ଅପରାଧୀ ଶେଖ ବାବୁ ଆହତ। ତାର ବାମ ଗୋଡ଼ରେ ଗୁଳି ବାଜିଛି। ତାକୁ କଟକ ଏସ୍‌ସିବିରେ ଭର୍ତ୍ତି କରାଯାଇଛି । ଗ୍ୟାଙ୍ଗଷ୍ଟର ସକିଲ ଅହମ୍ମଦର ଘନିଷ୍ଠ ସହଯୋଗୀ ଶେଖ ବାବୁ। ସେ ଚନ୍ଦକାରୁ ବାରଙ୍ଗ ଆସୁଥିବା ନେଇ ପୋଲିସକୁ ସୂଚନା ମିଳିଥିଲା।…

ମାଓ ଦମନ ଅଭିଯାନରେ ସଫଳତା: ପୋଲିସ ଏନକାଉଣ୍ଟରରେ ଜଣେ ମାଓବାଦୀ ମୃତ

ମାଲକାନଗିରି: ମାଓ ଦମନ ଅଭିଯାନରେ ପୋଲିସକୁ ସଫଳତା । ପୋଲିସ ଏନକାଉଣ୍ଟରରେ ଜଣେ ମାଓବାଦୀ ମୃତ । ଗତକାଲି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ଦନ୍ତେୱାଡା ଜିଲ୍ଲାର କଟେକଲ୍ୟାଣ ଜଙ୍ଗଲରେ ପୋଲିସ ମାଓବାଦୀ ଗୁଳିବିନିମୟ ହୋଇଥିଲା । ଏଥିରେ ପୋଲିସର ଗୁଳିମାଡରେ ମାଓବାଦୀଙ୍କ ମୃତ ହୋଇଛି ।…

ଜମ୍ମୁ-କାଶ୍ମୀରରେ ୨ଟି ସ୍ଥାନରେ ଏନକାଉଣ୍ଟର, ୫ ଆତଙ୍କୀ ନିହତ

ଜମ୍ମୁ-କାଶ୍ମୀର: ଜମ୍ମୁ-କାଶ୍ମୀରରେ ଏନକାଉଣ୍ଟର । ୨ଟି ସ୍ଥାନରେ ଏନକାଉଣ୍ଟରରେ ୫ ଆତଙ୍କୀ ନିହତ ହୋଇଛନ୍ତି । ଅଓ୍ଵନ୍ତିପୁରାର ଟ୍ରାଲ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ସକାଳ ୮ଟାରୁ ଆରମ୍ଭ ହୋଇଥିବା ଏହିି ଅପରେସନ ଏବେ ବି ଜାରି ରହିଛି। ଅନ୍ୟପଟେ…

ମାଲକାନଗିରି: ଗଡଚରୋଲି ଖୋବ୍ରାମେଡା ଜଙ୍ଗଲରେ ପୋଲିସର ଏନକାଉଣ୍ଟର, ଟପ୍‌ ମାଓନେତା ଭାସ୍କର ସହିତ ୫ମୃତ

ମାଲକାନଗିରି: ଟଳିପଡିଲେ ୫ ମାଓବାଦୀ । ପୋଲିସ ଏନକାଉଣ୍ଟରରେ ଟପ୍‌ ମାଓନେତା ଭାସ୍କର ନିହତ । ସେ ମାଓବାଦୀଙ୍କ ଗଡଚରୋଲି ଡିଭିଜନ କମିଟିର ସଂପାଦକ ଭାବେ କାମ କରୁଥିଲା। ଭାସ୍କର ନାଁରେ ୫୦ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା। ୪୧ଜଣ ସୁରକ୍ଷାକର୍ମୀ ହତ୍ୟା ଘଟଣାରେ ସାମିଲ ଥିଲା। ଗତକାଲି…