Below header
Browsing Tag

facebook

୧୫୦ କୋଟିରୁ ଅଧିକ Facebook ୟୁଜର୍ସଙ୍କ ଡାଟା ହେଲା ଲିକ୍, ପର୍ସନାଲ୍ ଡିଟେଲ୍ସ କୁ ବିକ୍ରି କରୁଛି ଏହି କମ୍ପାନୀ

ବର୍ତ୍ତମାନର ଡିଜିଟାଲ ଯୁଗରେ ଫେସବୁକ ସମସ୍ତଙ୍କର ଖୁବ୍ ପ୍ରିୟ ସୋସିଆଲ ମିଡିଆ ପାଲଟି ଯାଇଛି । ତେବେ ଅନେକ ସମୟରେ ବ୍ୟକ୍ତିଗତ ଡାଟା ଲିକକୁ ନେଇ ଅନେକ ଚର୍ଚ୍ଚା ହୋଇଥାଏ । ତେବେ ନିକଟରେ ଏନେଇ ଏକ ରିପୋର୍ଟରୁ ଏକ ଗୁରୁତ୍ୱପୂର୍ଣ୍ଣ ଖୁଲାସା ହୋଇଛି । ୧୫୦ କୋଟି ଫେସବୁକ ୟୁଜର୍ସଙ୍କର ଡାଟା ଏକ…

Facebook Outage: ଅଫିସ୍‌ରେ ଏଣ୍ଟ୍ରି କରିପାରିନଥିଲେ ଫେସ୍‌ବୁକ କର୍ମଚାରୀ, ଗେଟ୍‌ ଆକ୍ସେସ୍‌ ବି ହୋଇଯାଇଥିଲା ବନ୍ଦ

ଫେସ୍‌ବୁକ୍‌ ଇତିହାସରେ ଏବେ ପର୍ଯ୍ୟନ୍ତର ସବୁଠୁ ବଡ଼ ଆଉଟେଜ୍‌ ସୋମବାର ରାତିରେ ଦେଖିବାକୁ ମିଳିଛି। ସୋମବାର ରାତିରେ ପାଖାପାଖି ୬ ଘଣ୍ଟା ଧରି ହ୍ଵାଟ୍ସ ଆପ୍‌, ଫେସ୍‌ବୁକ୍‌ ଓ ଇନ୍‌ଷ୍ଟାଗ୍ରାମ୍‌ ଠପ୍‌ ହୋଇଯାଇଥିଲା। ଫେସ୍‌ବୁକ୍‌ ପକ୍ଷରୁ କୁହାଯାଇଛି ଯେ କନ୍‌ଫ୍ୟୁଗେରେସନ୍‌ ବେଳେ ଏହି…

ଲଞ୍ଚ ହେଲା ସ୍ବଦେଶୀ ଆପ Bharatam, ମିଳିବ ଫେସବୁକ ପରି ସମାନ ଫିଚର୍ସ

ଗତ ବର୍ଷ ଅର୍ଥାତ ୨୦୨୦ରେ ପାଖାପାଖି ୨୫୦ଟି ଚାଇନିଜ ଆପ ଉପରେ ଭାରତ ସରକାର ବ୍ୟାନ ଲଗାଇବା ପରେ ଗୋଟେ ପରେ ସ୍ବଦେଶୀ ଆପ ଲଞ୍ଚ ହେବାରେ ଲାଗିଛି । ଚାଇନିଜ ଟିକ ଟକ ବନ୍ଦ ହେବା ପରେ ଗୋଟେ ପରେ ଗୋଟେ ଦେଶୀ ଆପ ଭାରତୀୟ ବଜାରରେ ଲଞ୍ଚ କରାଯାଇ ସାରିଲାଣି । ଆଉ ଏବେ ଏକ ଫେସବୁକ ଆପ ଲଞ୍ଚ ହୋଇଛି ।…

ବନ୍ଧା ହେଲେ ଫେସବୁକ୍‌ କୁଇନ୍‌: ଫେକ୍‌ ଆକାଉଣ୍ଟ ଖୋଲି ଚୂନା ଲଗାଉଥିଲେ ଯୁବକଙ୍କୁ

ଭୁବନେଶ୍ବର(କେନ୍ଯୁଜ୍): ବନ୍ଧା ହେଲେ ଫେସବୁକ୍‌ କୁଇନ୍‌ । ଫେସବୁକ୍‌ରେ ଫେକ୍‌ ଆକାଉଣ୍ଟ ଖୋଲି ଯୁବକଙ୍କୁ ଚୂନା ଲଗାଉଥିଲେ । ସୁନ୍ଦରୀ ଯୁବତୀଙ୍କ ଫଟୋ ଲଗାଇ କିଛି ଦିନ ଯୁବକଙ୍କ ସହ ଚାଟିଂ କରୁଥିଲେ । ପରେ ବିବାହ ପ୍ରତିଶ୍ରୁତି ଦେଇ ଲୁଟୁଥିଲେ ହଜାର ହଜାର ଟଙ୍କା । ୧୫ରୁ ଅଧିକ ଯୁବକଙ୍କୁ…

ହ୍ଵାଟସଆପର ପର୍ସନାଲ ଡାଟା ତଥା ମେସେଜକୁ ସେୟାର କରିଥାଏ ଫେସବୁକ, ରିପୋର୍ଟରୁ ସୂଚନା

ହ୍ଵାଟସଆପକୁ ନେଇ ଆଉ ଏକ ଜରୁରୀ ଖବର ସାମ୍ନାକୁ ଆସିଛି। ଫେସବୁକର ଏନସ୍କ୍ରିପଟେଡ ମେସେଜିଙ୍ଗ ସେବା ହ୍ଵାଟସଆପକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ସାମ୍ନାକୁ ଆସିଛି। ଏହାର ପ୍ରାଇଭେସିକୁ ନେଇ ପୁଣି ଥରେ ପ୍ରଶ୍ନ ଉଠିଛି। ଲୋକପ୍ରିୟ ଚାଟିଂ ଆପ ହ୍ଵାଟସଆପକୁ ନେଇ ଏକ ଜରୁରୀ ରିପୋର୍ଟ…

ନୂଆ ଆଇଟି ନିୟମ ପରେ ଫେସବୁକ ନେଲା କଠୋର ପଦକ୍ଷେପ, ୪୬ ଦିନ ମଧ୍ୟରେ ୩.୩୩ କୋଟି ୟୁଜର୍ସ କଣ୍ଟେଣ୍ଟ ଉପରେ ନେଲା…

ସୋସିଆଲ ମିଡିଆ ଜଏଣ୍ଟ ଫେସବୁକ ନିଜର ଅଭିଯୋଗ ରିପୋର୍ଟ ଜାରି କରିଛି। ଯେଉଁଥିରେ କମ୍ପାନୀ କହିଛି କି, ଭାରତରେ ୧୬ ଜୁନରୁ ୩୧ ଜୁଲାଇ ମଧ୍ୟରେ ଉଲ୍ଲଙ୍ଘନ ହୋଇଥିବା ୧୦ କ୍ଯାଟୋଗୋରୀ ମଧ୍ୟରୁ ୩.୩୩ କୋଟିରୁ ଅଧିକ କଣ୍ଟେଣ୍ଟ ଉପରେ କାର୍ଯ୍ଯାନୁଷ୍ଠାନ ନିଆଯିବ। ଫେସବୁକ୍ ଫଟୋ ସେୟାରିଂ ପ୍ଲାଟଫର୍ମ…

ଆଫଗାନ୍‌ ୟୁଜର୍ସଙ୍କ ପାଇଁ ଫେସ୍‌ବୁକ୍‌ ଲଞ୍ଚ୍‌ କଲା One Click Tool, ଏମିତି କରିବ କାମ

ଆଫଗାନିସ୍ତାନରେ ତାଲିବାନ୍‌ କବ୍‌ଜା କରିବା ପରେ ପ୍ରତ୍ୟେକ ସୋସିଆଲ ମିଡିଆ ଓ ଟେକ୍‌ କମ୍ପାନୀ ନିଜ ୟୁଜର୍ସଙ୍କୁ ନେଇ ସତର୍କ ହୋଇଯାଇଛନ୍ତି। କିଛି ଦିନ ପୂର୍ବରୁ ଫେସ୍‌ବୁକ୍‌ କହିଥିଲା ଯେ ସେ ଆମେରିକା ଆଇନ୍‌ ମୁତାବକ, ତାଲିବାନକୁ ଆତଙ୍କବାଦୀ ବୋଲି ମାନୁଛି। ଏଣୁ ତାଲିବାନ ଓ ତାକୁ ସମର୍ଥନ…

ତାଲିବାନକୁ ବ୍ୟାନ୍‌ କଲା ଫେସ୍‌ବୁକ୍‌, କେହି କିଛି ବି ପୋଷ୍ଟ କଲେ ତୁରନ୍ତ ହେବ ଆକ୍ସନ୍‌

ଆଫଗାନିସ୍ତାନକୁ ନିଜ କବ୍‌ଜାକୁ ନେବା ପରେ ହାତ ଗଣତି କିଛି ଦେଶକୁ ଛାଡ଼ି ଦେଲେ ଏବେ ସବୁ ଦେଶ ତାଲିବାନ୍‌କୁ ବ୍ୟାନ୍‌ କରୁଥିବା ଦେଖାଯାଇଛି। ତେବେ କେବଳ ଦେଶ ନୁହେଁ, ଏବେ ସୋସିଆଲ ମିଡିଆ ସାଇଟ୍‌ ବି ତାଲିବାନ୍‌କୁ ନିଷିଦ୍ଧ କରିଛନ୍ତି। ଲୋକପ୍ରିୟ ସୋସିଆଲ ମିଡିଆ ସାଇଟ୍‌ ଫେସ୍‌ବୁକ୍‌…

ଆଣ୍ଡ୍ରଏଡ୍, ଆଇଓଏସ୍ ଏବଂ ୱିଣ୍ଡୋଜରେ ମାଗଣାରେ ଫେସବୁକ୍ ଭିଡିଓ ଡାଉନଲୋଡ୍ କରିପାରିବେ, ଜାଣନ୍ତୁ ଏହାର ସହଜ ଉପାୟ

ଫେସବୁକ୍ ଆପଣଙ୍କୁ ଆପ୍ ଭିତରୁ ସିଧାସଳଖ ଭିଡିଓ ସେୟାର କରିବାକୁ ଦେଇଥାଏ । କିନ୍ତୁ ସୋସିଆଲ୍ ନେଟୱାର୍କଗୁଡିକ ଆପଣ ଭଲ ପାଉଥିବା ଭିଡିଓ ଗୁଡିକୁ ସେୟାର କରିବାକୁ ଅଧିକ ସହଜ କରିଦେଇଛି । ଏଥି ପାଇଁ କୌଣସି ଅଫଲାଇନ୍-ଭ୍ୟୁ ମୋଡ୍ ଉପଲବ୍ଧ ନାହିଁ । ତେଣୁ, ଯଦି ଆପଣ ଫେସବୁକରେ ସେହି ପ୍ରିୟ…

ଫେସବୁକର ଜବରଦସ୍ତ ଫିଚର, Google Documents କୁ ଟ୍ରାନ୍ସଫର ହୋଇପାରିବ Notes

ଆପଣ ଫେସବୁକରେ ଅନେକ ପ୍ରକାର ଫିଚର ଦେଖିଥିବେ ଆଉ ଏହି ଫିଚର ସବୁ ବହୁତ କାମ ଉପଯୋଗୀ। ଏହି ନୂଆ ଫିଚର ସାହାଯ୍ଯରେ ୟୁଜର ନିଜର ପୋଷ୍ଟ ଏବଂ ନୋଟସକୁ ଗୁଗଲ ଡକ୍ଯୁମେଣ୍ଟ, ବ୍ଲଗର ଏବଂ ୱାଲର୍ଡପ୍ରେସ ଡଟ୍ କମରେ ଟ୍ରାନ୍ସଫର କରିପାରିବେ। ଗତବର୍ଷ ଫେସବୁକ ଲୋକଙ୍କ ପାଇଁ ନିଜର ଫଟୋ ଏବଂ ଭିଡିଓକୁ…

ଆପଣଙ୍କ ଫେସବୁକ ଅନ୍ୟ କୌଣସି ଡିଭାଇସ୍ ରେ Log In ଅଛି କି ? ଘରେ ବସି ଏହି ଉପାୟରେ କରନ୍ତୁ Log Out

ବିଶ୍ୱରେ ଫେସବୁକକୁ ଲକ୍ଷଲକ୍ଷ ଲୋକ ମାନେ ବ୍ୟବହାର କରୁଛନ୍ତି । ଏଭଳି ପରିସ୍ଥିତିରେ ଏହାର ସେଟିଙ୍ଗ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡିବ। ଅନେକ ଥର ଏହା ଘଟେ ଯେ ଆମେ ଅନ୍ୟର ଡିଭାଇସରେ ଫେସବୁକରେ ଲଗ୍ ଇନ୍ କରୁ ଏବଂ ଫେସବୁକ୍ ବ୍ୟବହାର କରିବା ପରେ ଲଗ୍ ଆଉଟ୍ କରିବାକୁ ଭୁଲିଯାଉ । ଏପରି…