Browsing Tag

father

ଝିଅ ସହିତ ସମୟ ବିତାଇବା ପାଇଁ ବାପା ଛାଡିଦେଲେ କୋଟି କୋଟି ଟଙ୍କାର ଚାକିରି

ସବୁବେଳେ ଲୋକେ ଅଧିକ ଦରମା ମିଳୁଥିବା ଚାକିରି ଖୋଜିଥାନ୍ତି। ଏଥିପାଇଁ କଠିନ ପରିଶ୍ରମ ମଧ୍ୟ କରନ୍ତି। ହେଲେ ଅଧିକ ଟଙ୍କା ଦରମା ମିଳିନଥାଏ। କିନ୍ତୁ କେବେ ଅଧିକ ଦରମା ମିଳୁଥିବା ଚାକିରି କିଏ କେବେ ଛାଡିଦିଏ, ତାହା ହୁଏତ ଆପଣ ଜାଣିନଥିବେ । ହେଲେ ଜଣେ ବାପା ନିଜ ଝିଅ ପାଇଁ ଚାକିରି କରି ନିଜ…

‘ଦୀପାବଳି ପୂର୍ବରୁ ଘରେ ପଶି ମାରିବୁ’, ଅଭିନେତ୍ରୀ ଶେହନାଜ୍ ଗିଲଙ୍କ ବାପାଙ୍କୁ ବିଦେଶୀ ନମ୍ବରରୁ ଆସିଲା ଜୀବନରୁ…

ବିଗ୍ ବସ୍ ରେ ନିଜର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ଶେହନାଜ୍ ଗିଲଙ୍କ ବାପାଙ୍କୁ ମୃତ୍ୟୁ ଧମକ ଦିଆଯାଇଛି। କୁହାଯାଉଛି ଯେ ଅଭିନେତ୍ରୀ ଶେହନାଜ୍ ଗିଲଙ୍କ ପିତା ସନ୍ତୋକ ସିଂଙ୍କୁ ଏକ ବିଦେଶୀ ନମ୍ବରରୁ ଆସିଥିବା କଲରେ କେହି ଏପରି ଧମକ ଦେଇଥିବା ଜଣାପଡିଛି । ବାସ ତରାନ୍ତରନ୍ ଯିବା ବାଟରେ…

ଝିଅର ପ୍ରଥମ ଜନ୍ମ ଦିନରେ ମାଗଣାରେ ୧ ଲକ୍ଷ ଗୁପଚୁପ୍ ବାଣ୍ଟିଲେ ବାପା , କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

କୁହାଯାଏ ଝିଅ ହେଉଛି ଘରର ଲକ୍ଷ୍ମୀ । ଝିଅ ଥିଲେ ଘର ସୁଖ ସମୃଦ୍ଧିରେ ଭରିଯାଏ । ବୋଧ ହୁଏ ଏହି କଥାକୁ ଠିକ୍ ଭାବରେ ବୁଝିଛନ୍ତି ଏହି ବ୍ୟକ୍ତି । ଭୋପାଳରେ ଜଣେ ବ୍ୟକ୍ତି ନିଜ ଝିଅର ଜନ୍ମଦିନକୁ ସମ୍ପୂର୍ଣ୍ଣ ଭିନ୍ନ ଢଙ୍ଗରେ ପାଳନ କରିଥିଲେ। ସେ ତାଙ୍କ ଜନ୍ମଦିନରେ ଗୁପୁଚୁପର ଏକ ଭୋଜି ଦେଇଥିଲେ…

ଝିଅକୁ ଯୁବକଙ୍କ ସହ ଅସଂଯତ ଅବସ୍ଥାରେ ଦେଖି ସହିପାରିଲାନି ବାପା, ଶୋଇଥିବା ଅବସ୍ଥାରେ ଗଳା କାଟି କଲା ହତ୍ୟା

ନୂଆଦିଲ୍ଲୀ : ଉତ୍ତରପ୍ରଦେଶରେ ଦିନକୁ ଦିନ ଅପରାଧ ବଢ଼ିବାରେ ଲାଗିଛି । ପ୍ରତ୍ୟେକ ଦିନ ଏଠାରେ କିଛି ନୂଆନୂଆ ଅପରାଧ ଦେଖିବାକୁ ମିଳୁଛି । ଏହାକୁ ନିୟନ୍ତ୍ରଣ କରିବାକୁ ପୋଲିସକୁ ନାକେଦମ ହେବାକୁ ପଡୁଛି । ଫିରୋଜାବାଦରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବାପା ନିଜ ଝିଅକୁ…

ଝିଅ ସହ ଅନୈତିକ ସମ୍ପର୍କ ସନ୍ଦେହ: ଯୁବକଙ୍କୁ ରଡ ଭୁସି ମାରିଲା ବାପା

ଉଦଳା (କେନ୍ୟୁଜ): ରବିବାର ଦିନ ଜଣେ ଯୁବକଙ୍କ ମୃତଦେହ ମିଳିବା ଘଟଣାର ରହସ୍ୟ ଉନ୍ମୋଚନ କରିଛି ପୋଲିସ । ଝିଅ ପାଇଁ ଯୁବକଙ୍କୁ ରଡ ଭୁଶି ବାପା ହତ୍ୟା କରିଥିବା ସ୍ପଷ୍ଟ ହୋଇଛି । ଅଭିୁକ୍ତକୁ ଗିରଫ କରିଛି ପୋଲିସ୍ । ଗତ ରବିବାର ଦିନ ଉଦଳା ଥାନା ବଉଳଶାସନ ଗ୍ରାମରେ ଜୟୁର ଗ୍ରାମର ଶୁଭାଶିଷ…

ଯୁଦ୍ଧ ଲଢ଼ିବାକୁ ରହିଗଲେ ବାପା, କାନ୍ଦି କାନ୍ଦି ଝିଅକୁ ଦେଲେ ବିଦାୟ; ଭାଇରାଲ ହେଉଛି ଭିଡ଼ିଓ

ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ବିରୋଧରେ ଯୁଦ୍ଧ ଘୋଷଣା କରିବା ପରେ ରୁଷର ସାମରିକ ଆକ୍ରମଣ ତୀବ୍ର ହୋଇଛି। ରୁଷ୍‌ ସେନା ୟୁକ୍ରେନ୍‌ ସହରରେ ସୈନ୍ଯମାନେ ଥିବା ସ୍ଥାନ ଗୁଡ଼ିକକୁ ଟାର୍ଗେଟ୍‌ କରିଛନ୍ତି। ଋଷ ମଧ୍ୟ ୟୁକ୍ରେନର ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ନଷ୍ଟ କରିବାକୁ ଦାବି…

ଜମିବାଡିକୁ କେନ୍ଦ୍ର କରି ବାପାକୁ ହତ୍ୟା କଲା ପୁଅ, ହତ୍ୟା ପରେ ମୃତଦେହକୁ ପୋତିବାକୁ ଚାଲିଥିଲା ଯୋଜନା

ଢେଙ୍କାନାଳ (କେନ୍ୟୁଜ): ବାପାକୁ ହତ୍ୟା କଲା ପୁଅ। ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ କୋରିଆଁ ଜୁଆଙ୍ଗ ବସ୍ତି କାଳିସାହି ନିକଟରେ ଏହି ହତ୍ୟାକାଣ୍ଡ ଘଟିଛି।ହତ୍ୟା ପରେ ମୃତଦେହକୁ ପୋତି ଦେବା ପାଇଁ ଯୋଜନା କରୁଥିବା ସମୟରେ ଘଟଣାସ୍ଥଳରେ ପହଁଞ୍ଚିଲା ଟାଉନ ଥାନା ପୋଲିସ। ଜାଗାବାଡ଼ି…

ବାପା ନାଁରେ କଳଙ୍କ: ବେଶ୍ୟା ବୃତ୍ତି ପାଇଁ ନାବାଳିକା ଝିଅକୁ କରୁଥିଲା ବାଧ୍ୟ

ବାପା ବୁଝିଲାନି ସମ୍ପର୍କର ମାନେ ? କାମନା ଲୋଭରେ ଭୁଲିଗଲା ହିତାହିତ ଜ୍ଞାନ ଆଉ ସମ୍ପର୍କ ରେ ଲଗାଇଲା କଳଙ୍କର ଛିଟା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନର ଯୋଧପୁର ଅଂଚଳରେ । ଜଣେ ନାବାଳିକାକୁ ତାର ପିତା ଓ ସାବତ ମା ବେଶ୍ୟା ବୃତ୍ତି କରିବାକୁ ବାଧ୍ୟ କରିବା ପରେ ସେହି ନାବାଳିକା…

ଏଠାରେ ଝିଅ ସାଜେ ମା’ର ସଉତୁଣୀ, ଗୋଟିଏ ସ୍ୱାମୀ ସହ ଉଭୟେ ରଖନ୍ତି ଶାରୀରିକ ସମ୍ପର୍କ

ମା’ ଓ ଝିଅ ଉଭୟଙ୍କର ସ୍ୱାମୀ ଜଣେ! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଦୁନିଆରେ ସତରେ ଏମିତି ଅଦ୍ଭୁତ ପରମ୍ପରା ରହିଛି। ବାଂଲାଦେଶର ମଣ୍ଡି ଜନଜାତିରେ ଏହି ଅଜବ ପରମ୍ପରା ରହିଛି। ଏଠାରେ ଓରୋଲା ଡାଲବୋଟ ନାମ୍ନୀ ଜଣେ ଝିଅ ଛୋଟ ଥିବା ବେଳେ ତାଙ୍କ ପିତାଙ୍କ ମୃତ୍ୟୁ ଘଟିଥିଲା। ଓରୋଲା ଛୋଟ…

୨୧ ବର୍ଷୀୟ ଯୁବତୀ କଲେ ନିଜ ବାପାଙ୍କୁ ବିବାହ, କାରଣ ଜାଣିଲେ ଉଡିଯିବ ଆପଣଙ୍କ ହୋସ୍‌

ବାପା-ଝିଅର ସମ୍ପର୍କକୁ ଆମ ସମାଜରେ ଅତି ପବିତ୍ର ସମ୍ପର୍କ। ଏହି ସମ୍ପର୍କରେ ସ୍ନେହ, ଭଲପାଇବା, ଶ୍ରଦ୍ଧା ରହିଥାଏ। କିନ୍ତୁ ଆଜିକାଲି ସମାଜରେ ଏହି ସମ୍ପର୍କରେ ଅନେକ ପ୍ରକାର ଅଘଟଣ ଦେଖିବାକୁ ମିଳିଛି । ଏମିତି ଏକ ଘଟଣା ନିବ୍ରାସ୍କାରେ ଦେଖିବାକୁ ମିଳିଛି। ଯେଉଁଠି ୨୧ ବର୍ଷୀୟ ଯୁବତୀ ନିଜ…

ପ୍ରଥମେ ନିଜର ନାବାଳିକା ଝିଅକୁ କଲେ ଦୁଷ୍କର୍ମ, ପରେ ଭୁଲ୍ ବୁଝିପାରି କଲେ ଆତ୍ମହତ୍ୟା

ପ୍ରଥମେ ନିଜର ୧୪ ବର୍ଷୀୟ ଝିଅକୁ ଦୁଷ୍କର୍ମ କଲେ । ପରେ ନିଜର ଭୁଲ୍ ବୁଝିପାରି କଲେ ଆତ୍ମହତ୍ୟା । ଘଟଣାଟି ହେଉଛି ଉତ୍ତରପ୍ରଦେଶର ପ୍ରତାପଗଡରେ । ମିଳିଥିବା ସୂଚନା ମୂତାବକ, କିଛି ଦିନ ତଳେ ନିଶାଗ୍ରସ୍ତ ଅବସ୍ଥାରେ ନିଜ ଝିଅକୁ ଜଙ୍ଗଲକୁ କାଠ ଆଣିବାକୁ ଡ଼ାକି ନେଇ ଦୁଷ୍କର୍ମ କରିଥିଲା…

କଳିଯୁଗର କୁଳାଙ୍ଗାର ପୁଅ, ମୋବାଇଲ୍ ନଦେବାରୁ ମାରିଦେଲା ବାପାଙ୍କୁ

ଗଞ୍ଜାମ(କେନ୍ୟୁଜ୍): ମୋବାଇଲ୍ ପାଇଁ ବାପାକୁ ମାରିଲା ପୁଅ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଗଉଡ଼ିଆବୋରଦା ଗାଁରେ । ପୁଅର ମାଡ଼ରେ ବାପାଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ନାଁ ହେଉଛି ରାମ ମହାରଥୀ । ସୂଚନା ଅନୁଯାୟୀ, ରାମ ଗତ ୩ ଦିନ ହେଲା ପୁଅ ସଞ୍ଜୟକୁ ମୋବାଇଲ ନ…