Browsing Tag

fire

ପୁରୀ ରେଳ ଷ୍ଟେସନର ଟ୍ରାକ କଡରେ ନିଆଁ, ଅଗ୍ନିଶମ ବାହିନୀର ଉଦ୍ୟମ ଜାରି

ପୁରୀ (କେନ୍ୟୁଜ): ପୁରୀ ରେଳ ଷ୍ଟେସନର ୱାନ-ଏ ଟ୍ରାକ କଡରେରେ ଥିବା ଅଳିଆ ଗଦାରେ ନିଆଁ ଲାଗିଛି । ଯାହାଫଳରେ ଅଳିଆ ଗଦା ହୁତୁ ହୁତୁ ହୋଇ ଜଳୁଛି ।  ଘଟଣାସ୍ଥଳରେ ଆର୍‌ପିଏଫ୍‌ ଓ ଡିଆର୍‌ପି ପୋଲିସର ତଦନ୍ତ ଆରମ୍ଭ । ନିଆଁ ଲାଗିବା ପରେ ତୁରନ୍ତ ଟ୍ରାକକୁ ଖାଲି କରାଯାଇଛି । ଅଗ୍ନିଶମ ବାହୀନି…

ଭୟାବହ ଅଗ୍ନିକାଣ୍ଡ: ଗୁହାଳରେ ନିଆଁ ଲାଗି ଜଳିଗଲେ ୨ ଗାଈ ଓ ୩୨ ଛେଳି

ଜଳେଶ୍ୱର (କେନ୍ୟୁଜ): ବାଲେଶ୍ୱର ଜିଲ୍ଲା ଜଳେଶ୍ୱରର ଆଡିନଗା ଗାଁରେ ଅଘଟଣ। ଗୁହାଳରେ ନିଆଁ ଲାଗି ଜଳିଗଲେ ୨ ଗାଈ ଓ ୩୨ ଛେଳି। ଅର୍ଦ୍ଧଦଗ୍ଧ ଅବସ୍ଥାରେ ଅନ୍ୟ ୫ଟି ଗାଈକୁ ଉଦ୍ଧାର କରାଯାଇଛି। ପରେ ନିଜ ଉଦ୍ୟମରେ ନିଆଁକୁ ଆୟତ୍ତ କରିଛନ୍ତି ସ୍ଥାନୀୟ ଲୋକେ।

ନିଆଁ ଲାଗି ଜଳିଗଲା ୪୬ ବଖରା ଘର, ଏବେ ବାସହୀନ ୨୨ ପରିବାର

ବାସୁଦେବପୁର (କେନ୍ୟୁଜ): ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବାଲିମେଦ ପଂଚାୟତ ମହାନ୍ତି ସାହିରେ ଭୟାବହ ଅଗ୍ନିକାଣ୍ଡ। ବୁଧବାର ବିଳମ୍ବିତ ରାତିରେ ନିଆଁଲାଗି ୨୨ ପରିବାରର ୪୬ ବଖରା ଭସ୍ମୀଭୂତ ହୋଇଯାଇଛି । ଧାନ ଚାଉଳ ଠାରୁ ଆରମ୍ଭ କରି ସମସ୍ତ ଆସବାହ ପତ୍ର ପୋଡି ପାଉଁଶ ହୋଇଯାଇଛି। ନିଆଁ…

କଟକ ସବ ରେଜିଷ୍ଟ୍ରାର ଅଫିସରେ ନିଆଁଲାଗି ଜଳିଗଲା ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ୩ ଆହତ

କଟକ (କେନ୍ୟୁଜ): କଟକ ସବ ରେଜିଷ୍ଟ୍ରାର ଅଫସିରେ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡର ୨ଟି ସିଲିଣ୍ଡର ଫାଟିଥିବା ସୂଚନା ରହିଛି । ନିଆଁରେ ହୁତୁହୁତୁ ହୋଇ ଜଳିଯାଇଛି ଆସବାବପତ୍ର । ଏହି ଅଗ୍ନିକାଣ୍ଡରେ ୩ ଜଣ ଆହତ ହୋଇଛନ୍ତିବୋଲି ସୂଚନା ମିଳିଛି। ଅଗ୍ନିକାଣ୍ଡ ଏତେ ବ୍ୟାପକ ଅଛି ଯେ ୨ ଟି ଦମକଳ…

ପୁରୀ ନବକଳେବର ସ୍ଥିତ ଏକ ସ ମିଲ୍‌ରେ ଭୟାବହ ଅଗ୍ନିକାଣ୍ଡ: ୫କୋଟି ଟଙ୍କାର ମୂଲ୍ୟବାନ କାଠ ପୋଡି ପାଉଁଶ

ପୁରୀ(କେନ୍ୟୁଜ୍):ପୁରୀ ନବକଳେବର ସ୍ଥିତ ଏକ ସ ମିଲ୍‌ରେ ଭୟାବହ ଅଗ୍ନିକାଣ୍ଡ। କୋଟି କୋଟି ଟଙ୍କାର ମୂଲ୍ୟବାନ କାଠ ପୋଡି ପାଉଁଶ ।ଗତକାଲି ବିଳମ୍ବିତ ରାତିରେ ଘଟିଥିଲା ଏହି ଅଗ୍ନିକାଣ୍ଡ। ପୁରୀ ନବକଳେବର ରୋଡ଼ ସ୍ଥିତ ଶ୍ରୀ ଜଗନ୍ନାଥ ଟିମ୍ବର ଡିପୋରେ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା…

ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋରୁ ଜୀବନ୍ତ ଦଗ୍ଧ

ଭଦ୍ରକ (କେନ୍ୟୁଜ): ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ। ଜଳିଗଲା ୫ଟି ପରିବାରର ୧୫ ବଖରା ଘର । ଜଳିଗଲେ ଦୁଇ ଗୋରୁ । ସୂଚନାଯୋଗ୍ୟ ଯେ ଭଣ୍ଡାରିପୋଖରୀ ବ୍ଲକ ରହଣିଆ ପଞ୍ଚାୟତର ଆକୁଲି ଗ୍ରାମରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡ ର କାରଣ ଅସ୍ପଷ୍ଟ ରହିଛି ।…

ଫିରୋଜାବାଦ ଭୟାବହ ଅଗ୍ନିକାଣ୍ଡ : ଗୋଟିଏ ପରିବାରର ୬ ସଦସ୍ୟଙ୍କ ଜୀବନ୍ତ ଦଗ୍ଧ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ଫିରୋଜାବାଦ ଜିଲ୍ଲାର ପାଢମର ମୁଖ୍ୟ ବଜାରରେ ଅବସ୍ଥିତ ଏକ ଦୋକାନ ଏବଂ ଏହା ଉପରେ ନିର୍ମିତ ଏକ ଘରରେ ମଙ୍ଗଳବାର ସନ୍ଧ୍ୟାରେ ନିଆଁ ଲାଗିଯାଇଛି। ​ଫଳରେ ୬ ଜଣଙ୍କର ମୃତ୍ୟୁ ହୋଇଛି। ବରିଷ୍ଠ ପୋଲିସ ଅଧୀକ୍ଷକ (ଏସଏସପି) ଆଶିଷ ତିୱାରୀ କହିଛନ୍ତି, ଦୋକାନ ଉପରେ…

ଦିଲ୍ଲୀ ଚାନ୍ଦିନୀ ଚୌକ ମାର୍କେଟ ପ୍ୟାଲେସରେ ଭୟଙ୍କର ଅଗ୍ନିକାଣ୍ଡ; ନିଆଁରେ ଜଳିଗଲା ଅନେକ ଦୋକାନ, ୪୦ ଦମକଳ ନିୟୋଜିତ

ନୂଆଦିଲ୍ଲୀ : ଦିଲ୍ଲୀ ଚାନ୍ଦିନୀ ଚୌକର ଏକ ମାର୍କେଟ ପ୍ୟାଲେସରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଫଳରେ ଅନେକ ଦୋକାନ ବଜାର ପୋଡିଯିବା ସହ ଦୁଇ ମହଲା ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ରାତି ୯ .୧୯ ରେ ଅଗ୍ନିଶମ ବିଭାଗ ଏହି ଘଟଣାର ସୂଚନା ପାଇଥିଲା। ପ୍ରାୟ ୪୦ ଟି ଦମକଳ ବାହିନୀ ଘଟଣାସ୍ଥଳରେ…

ଇଣ୍ଡିଗୋ ବିମାନରେ ଲାଗିଲା ନିଆଁ: ଦିଲ୍ଲୀରେ ଅଟକିଲା ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

ନୂଆଦିଲ୍ଲୀ : ଦିଲ୍ଲୀ ବିମାନ ବନ୍ଦରରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି। ଦିଲ୍ଲୀରୁ ବାଙ୍ଗାଲୋର ଯାଉଥିବା ଇଣ୍ଡିଗୋ ବିମାନର ଇଞ୍ଜିନରେ ନିଆଁ ଲାଗିଯାଇଥିଲା। ଦିଲ୍ଲୀ ବିମାନ ବନ୍ଦରରୁ ବିମାନଟି ଉଡ଼ାଣ ଆରମ୍ଭ କରିବା ମାତ୍ରେ ଇଂଜିନରେ ନିଆଁ ଝୁଲ ଦେଖିବାକୁ ମିଳବାରୁ ଏହାକୁ…

ରାୟଗଡ଼ା: ହାର୍ଡୱେର ଓ ମେଡିକାଲ ଷ୍ଟୋରରେ ଭୟାବହ ଅଗ୍ନିକାଣ୍ଡ, ୩ କୋଟିରୁ ଅଧିକ ଟଙ୍କା ମୂଲ୍ୟର ସମ୍ପତ୍ତି ନଷ୍ଟ

ରାୟଗଡ଼ା(କେନ୍ୟୁଜ୍): ରାୟଗଡ଼ା ସହରର କପିଳାସ ରୋଡ୍‌ରେ ଥିବା ହାର୍ଡୱେର ଓ ମେଡିକାଲ ଷ୍ଟୋରରେ ଅଗ୍ନିକାଣ୍ଡ। ୩ କୋଟିରୁ ଅଧିକ ଟଙ୍କା ମୂଲ୍ୟର ସମ୍ପତ୍ତି ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ସର୍ଟସର୍କିଟ ଯୋଗୁ ଦୋକାନରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। କପିଳାସ ରୋଡ୍‌ରେ ଥିବା…

କଂସା,ପିତଳ ବୋଝେଇ ମିନି ଟ୍ରକକୁ ପୋଡିଦେଲେ ଦୁର୍ବୃତ୍ତ, ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି

ରେଢାଖୋଲ(କେନ୍ୟୁଜ୍): କଂସା,ପିତଳ,ଷ୍ଟିଲ ସାମଗ୍ରୀ ବୋଝେଇ ଏକ ମିନିଟ୍ରକରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହୋଇଥିବାର ଅଭିଯୋଗ। ରେଢ଼ାଖୋଲ ଥାନାରୁ ମାତ୍ର ୧୦୦ ମିଟର ଦୂରରେ ଥିବା  କଇଥସାହିର ମସଜିଦ ପାଖରେ ଘଟିଛି ଏହି ଘଟଣା । ସୂଚନା ମୁତାବକ,  ଜଣେ ବ୍ୟବସାୟୀଙ୍କ ଏକ…

ଝାରସୁଗୁଡା : ପାସେଞ୍ଜର ଟ୍ରେନରେ ଲାଗିଲା ନିଆଁ, ଘଟଣାସ୍ଥଳରେ ପହଞ୍ଚିଲା ଦମକଳ ବାହିନୀ

ଝାରସୁଗୁଡା (କେନ୍ୟୁଜ): ପାସେଞ୍ଜର ଟ୍ରେନ୍‌ରେ ଅଗ୍ନିକାଣ୍ଡ । ବ୍ରଜରାଜନଗର-ଗୁନ୍ଦିଆ ପାସେଞ୍ଜର ୍‌ଟ୍ରେନ୍‌ରେ ଲାଗିଲା ନିଆଁ । ବ୍ରଜରାଜନଗର ଷ୍ଟେସନ୍‌ରେ ଟ୍ରେନ୍‌ ଠିଆ ହୋଇଥିବା ବେଳେ ହଠାତ୍‌ ନିଆଁ ଲାଗିଯାଇଥିଲା । ନିଆଁକୁ ଆୟତ୍ତ କରିବାକୁ ଘଟଣା ସ୍ଥଳରେ ଦମକଳବାହିନୀ ପହଞ୍ଚିଥିବା ବେଳେ…