Browsing Tag

flood water in hirakud

ହୀରାକୁଦର ୩୪ଟି ଗେଟ୍ ଖୋଲିବା ପରେ ବନ୍ଦ ହେଲା ସହରର ସମସ୍ତ ସ୍ଲୁଇସ୍‌ ଗେଟ୍, ବିଭିନ୍ନ ସ୍ଥାନରେ ପମ୍ପ ବସାଯାଇ…

ସମ୍ବଲପୁର(କେନ୍ୟୁଜ୍): ହୀରାକୁଦ ଜଳଭଣ୍ଡାରରୁ ୩୪ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ବାମ ପର୍ଶ୍ୱରୁ ୨୬ଟି ଓ ଡାହାଣ ପାର୍ଶ୍ୱରୁ ୮ଟି ଗେଟ୍‌ ଖୋଲାଯାଇଛି । ଏବେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ରହିଛି ୬୧୬.୫୬ ଫୁଟ୍‌ । ଜଳଭଣ୍ଡାରକୁ ପ୍ରତି…

ଲଗାଣ ବର୍ଷା ଯୋଗୁଁ ଫୁଲୁଛି ମହାନଦୀ, ଖୋଲିଲା ହୀରାକୁଦ ଡ୍ୟାମର ୩୪ଟି ଗେଟ୍

ସମ୍ବଲପୁର(କେନ୍ୟୁଜ) : ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଫୁଲୁଛି ମହାନଦୀ । ବଢୁଛି ହୀରାକୁଦ ଜଳଭଣ୍ଡାର ଜଳସ୍ତର । ୩୪ ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି । ଏବେ ହୀରାକୁଦ ଡ୍ୟାମର ଜଳସ୍ତର ରହିଛି ୬୧୮.୦୮ ଫୁଟ୍ । ଜଳଭଣ୍ଡାର ଭିତରକୁ ପ୍ରତି ସେକେଣ୍ଡରେ ପ୍ରବେଶ କରୁଛି ୪ ଲକ୍ଷ ୬୬ହଜାର ୧୫୫…

ଆଜି ହୀରାକୁଦରୁ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ସମ୍ବଲପୁର(କେନ୍ୟୁଜ୍): ହୀରାକୁଦ ଡ୍ୟାମ୍‌ର ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା ପରେ ବୃଦ୍ଧି ପାଇଛି ଜଳସ୍ତର। ଯାହାଫଳରେ ଆଜି ହୀରାକୁଦରୁ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ। ପୂର୍ବାହ୍ନ ୧୧ଟା ପାଖାପାଖି  ହୀରାକୁଦର ଗେଟ୍ ଖୋଲାଯାଇଥିଲା। ପ୍ରଥମେ ୭ନଂ ଗେଟ୍‌ରେ ପାଣି ଛଡ଼ାଯାଇଥିବାବେଳେ,…

ଆସନ୍ତା ୧୮ରେ ଖୋଲିବ ହୀରାକୁଦ ଗେଟ୍‌, ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ବଢୁଛି ଜଳସ୍ତର

କେନ୍ୟୁଜ୍: ୧୮ରେ ଖୋଲିବ ହୀରାକୁଦ ଗେଟ୍‌ । ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଉଛି। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଜଳସ୍ତର ବଢୁଛି । ଆସନ୍ତା ସୋମବାର ସକାଳ ୧୧ଟା ସମୟରେ ହୀରାକୁଦ ଭଣ୍ଡାରରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ହେବ । ଏଥିଯୋଗୁ ମହାନଦୀ ଓ ତାର ଶାଖା ନଦୀ ଗୁଡିକର…

ଲଘୁଚାପ ଦେଖାଉଛି ବନ୍ୟା ଡର: ବିପଦ ସଙ୍କେତ ନିକଟତର ହେଉଛି ହୀରାକୁଦ

ସମ୍ବଲପୁର(କେନ୍ଯୁଜ୍): ଲଘୁଚାପ ଦେଖାଉଛି ବନ୍ୟା ଡର। ସେପ୍‌ଟେମ୍ବରରେ ଗୋଟିଏ ଲଘୁଚାପ ଓ ଲଗାଣ ବର୍ଷା ନଯାଉଣୁ ପୁଣି ୨୫ ତାରିଖ ବେଳକୁ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ୨୬ ତାରିଖରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ…

କମୁଛି ହୀରାକୁଦ ଜଳସ୍ତର, ପ୍ରତି ସେକେଣ୍ଡରେ ନିଷ୍କାସିତ ହେଉଛି ୪ ଲକ୍ଷ ୯ ହଜାର ୩୮୩ କ୍ୟୁସେକ ଜଳ

ସମ୍ବଲପୁର(କେନ୍ଯୁଜ୍): କମୁଛି ହୀରାକୁଦ ଜଳସ୍ତର । ଉପରମୁଣ୍ଡରେ ବର୍ଷା ପରିମାଣ କମିଛି । ଏବେ ହୀରାକୁଦ ଜଳଭଣ୍ଡାର ଜଳସ୍ତର ରହିଛି ୬୨୮.୨୯ । ସେପଟେ ହୀରାକୁଦ ଜଳଭଣ୍ଡାର ସର୍ବୋଚ୍ଚ କ୍ଷମତା ୬୩୦ ଫୁଟ ରହିଛି । ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୩ ଲକ୍ଷ ୭୧ ହଜାର ୨୬୪ କ୍ୟୁସେକ ପାଣି…

ବର୍ତ୍ତମାନ ହୀରାକୁଦର ୧୦ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

ସମ୍ବଲପୁର:  ବନ୍ଦ ହେଉଛି ହୀରାକୁଦ ଡ୍ୟାମର ଗୋଟିଏ ପରେ ଗୋଟିଏ ଗେଟ୍‌। ଉପରମୁଣ୍ଡରେ ବର୍ଷା କମିବା ଫଳରେ ଖୋଲା ରହିବା ଗେଟ୍ ଭିତରୁ ଏବେ ୧୦ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ୬୧୬.୫୪ଫୁଟ ରହିଛି। ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୨ଲକ୍ଷ…

ଧିରେ ଧିରେ ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର, ବର୍ତ୍ତମାନ ୨୦ଟି ଗେଟ୍‌ ଦେଇ ହେଉଛି ବନ୍ୟା ଜଳ ନିଷ୍କାସିତ

ସମ୍ବଲପୁର: ଧିରେ ଧିରେ ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର। ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଜଳସ୍ତର ବଢିବାରେ ଲାଗିଛି ।  ବର୍ତ୍ତମାନ ୨୦ଟି ଗେଟ୍‌ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି। ୬୧୬ଫୁଟ ଅତିକ୍ରମ କରିଛି ଜଳସ୍ତର। ବର୍ତ୍ତମାନ ୨ଲକ୍ଷ ୬୧ହଜାର ୧୬୩କ୍ୟୁସେକ୍‌ ଜଳ ନିଷ୍କାସିତ…