ଏମିତି ବି ଆସେ ମୃତ୍ୟୁ: ମନ ଖୁସି କରିବାକୁ ଆସିଥିଲେ, ହେଲେ ହୃଦଘାତରେ ଟଳିପଡିଲେ
ଲକ୍ଷ୍ମୀପୁରଖେରି : ଏମିତି ବି ଆସେ ମୃତ୍ୟୁ । ଦେଖିବାକୁ ଯାଇଥିଲେ ଫିଲ୍ମ ହେଲେ ଚାଲିଗଲା ପ୍ରାଣ । ନିକଟରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ଗଦର-୨ ଦେଖିବାକୁ ଯାଇଥିବା ଜଣେ ୩୨ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଉତ୍ତରପ୍ରଦେଶର ଲକ୍ଷ୍ମୀପୁରଖେରିର ଏକ ସିନେମା ହଲରେ ତାଙ୍କର…