କାରିଗରଙ୍କ ତୂଳୀର ସ୍ପର୍ଶରେ ଜୀବନ୍ତ ହେଉଛନ୍ତି ମୃଣ୍ମୟୀ ମୂର୍ତ୍ତି
ସାଲେପୁର : ଦିନ କେଇଟା ପରେ ପ୍ରଭୁ ଗଣେଶ ଓ ମା ଖୁଦୁରୁକୁଣୀ ପୂଜା । ପାର୍ବଣର ଅବ୍ୟବହିତ ପୂର୍ବରୁ ଅଗ୍ରପୂଜ୍ୟ ଗଜାନନଙ୍କ ପୂଜା ପାଳନ ହୋଇଥାଏ । ଏଥିପାଇଁ ଗାଁରୁ ସହର ସବୁଠି ଉତ୍ସବର ମାହୋଲ । ଶିକ୍ଷା ଅନୁଷ୍ଠାନ ଠୁ ଆରମ୍ଭ କରି ବିଭିନ୍ନ କ୍ଲବ ରେ ଗଣେଶଙ୍କ ପୂଜା ସହିତ ଗାଁ ଗହଳିରେ…