Browsing Tag

gangubai kathiawadi

ବକ୍ସ ଅଫିସରେ ଧମାଲ୍‌ କରୁଛି ଗଙ୍ଗୁବାଇ କାଠିଆଓ୍ଵାଡି, ମାତ୍ର ସପ୍ତାହେ ମଧ୍ୟରେ ୧୦୦ କୋଟି କ୍ଲବରେ ସାମିଲ

ଆଲିଆ ଭଟ୍ଟଙ୍କ ଫିଲ୍ମ ଗଙ୍ଗୁବାଇ କାଠିଆଓ୍ଵାଡି ରିଲିଜ୍ ହେବାର ଏକ ସପ୍ତାହ ବିତିଗଲାଣି । ସଂଜୟ ଲୀଲା ଭନସାଲୀଙ୍କ ନିର୍ଦ୍ଦେଶନାରେ ତିଆରି ହୋଇଥିବା ଏହି ଫିଲ୍ମ ଓ୍ଵାଲର୍ଡ ଓ୍ଵାଇଡ ଧମାଲ କରୁଛି । ଫିଲ୍ମଟି ସପ୍ତାହ ମଧ୍ୟ ବକ୍ସ ଅଫିସରେ ୧୦୮ କୋଟି ଟଙ୍କା ଆୟ କରିସାରିଲାଣି । କେବଳ ସେତିକି…

‘ଗଙ୍ଗୁବାଇ କାଠିଆୱାଡି’ ପ୍ରଥମ ଦିନରେ ରୋଜଗାର କଲା ୧୦ କୋଟି,ଫ୍ୟାନ୍ସଙ୍କ ରହିଛି ବଢ଼ିଆ ରିଆକସନ୍‌

ଶୁକ୍ରବାର ଦିନ ବକ୍ସ ଅଫିସରେ ମୁକ୍ତିଲାଭ କରିଛି ଆଲିଆ ଭଟ୍ଟଙ୍କ ଅଭିନୀତ ‘ଗଙ୍ଗୁବାଇ କାଠିଆୱାଡି’। ବକ୍ସ ଅଫିସରେ ଫିଲ୍ମଟି ଖୁବ୍‌ କଲେକ୍ସନ କରିଛି। ପ୍ରଥମ ଦିନରେ ପ୍ରାୟ ୧୦କୋଟି ଟଙ୍କାର ବ୍ୟବସାୟ କରିଛି । ଫିଲ୍ମକୁ ନେଇ ଏପର୍ଯ୍ୟନ୍ତ ଅନେକ ବିବାଦ ଦେଖାଦେଇଛି ଏବଂ ଏହି କାରଣରୁ ବ୍ୟବସାୟ…

ବସ୍‌ ଉପରେ ଛିଡା ହୋଇ ‘ଗଙ୍ଗୁବାଇ କାଠିୟାଓ୍ଵାଡି’ ଫିଲ୍ମର ପ୍ରମୋସନ୍‌ କରୁଥିଲେ ପ୍ରମୋସନ୍‌, ହଠାତ୍‌ ବାଲାନ୍ସ…

ସଞ୍ଜୟ ଲୀଲା ଭଂସାଲୀ ନିର୍ଦ୍ଦେଶନାରେ ନିର୍ମିତ ମୋଷ୍ଟ ଏେଓ୍ଵଟେଡ୍‌ ଫିଲ୍ମ ‘ଗଙ୍ଗୁବାଇ କାଠିଆଓ୍ଵାଡି’ ୨୫ ଫେବୃୟାରୀରେ ସିନେମାଘରେ ରିଲିଜ୍‌ ହୋଇଯାଇଛି। ଯାହାକୁ ଦର୍ଶକଙ୍କ ଦ୍ୱାରା ବହୁତ ବଢ଼ିଆ ରେସପନ୍ସ ମିଳୁଛି। ଆଲିୟା ଭଟ୍ଟ ଷ୍ଟାରର ଫିଲ୍ମକୁ ଦର୍ଶକ ଏବଂ କ୍ରିଟିକ୍ସ ବହୁତ ପସନ୍ଦ କରିବା…

ଗଙ୍ଗୁବାଇ କାଠିଆଓ୍ଵାଡି ଫିଲ୍ମକୁ ସୁପରହିଟ୍‌ କରିବା ପାଇଁ କଳାକାର ନେଇଛନ୍ତି କୋଟି କୋଟି ଫିସ୍‌, ଜାଣନ୍ତୁ କିଏ…

‘ଦ ମାଫିଆ କ୍ୱିନ୍‌ ଅଫ୍‌ ମୁମ୍ବାଇ’ ଜୀବନ ଉପରେ ଆଧାରିତ ଫିଲ୍ମ ଗଙ୍ଗୁବାଇ ୨୫ ଫେବୃୟାରୀରେ ସିନେମାଘରେ ରିଲିଜ୍‌ ହୋଇଛି। ବହୁ ବାଦ-ବିବାଦର ଅନ୍ତ ଘଟିଲା। ଦୀର୍ଘ ଦିନର ଅପେକ୍ଷା ପରେ ରିଲିଜ୍ ହେଲା ଗଙ୍ଗୁବାଇ କାଠିଆୱାଡି । ସଞ୍ଜୟ ଲୀଲା ଭନସାଲୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ଟ୍ରେଲର…

‘ଗଙ୍ଗୁବାଇ କାଠିଆଓ୍ଵାଡି’ ଟ୍ରେଲର ଦେଖି ଆଲିଆଙ୍କ ଫ୍ୟାନ ହେଲେ ଶାଶୁ ନୀତୁ କପୁର, ପ୍ରେମିକଙ୍କ ପ୍ରତିକ୍ରିୟା ଦେଖି…

ରଣବୀର କପୁର ଏବଂ ତାଙ୍କ ମା’ ନୀତୁ କପୁର ଆଲିଆ ଭଟ୍ଟଙ୍କ ଅପକମିଂ ଫିଲ୍ମ ‘ଗଙ୍ଗୁବାଇ କାଠିଆଓ୍ଵାଡି, ଟ୍ରେଲର ଦେଖିବା ପରେ ଆଉ ନିଜକୁ ସମ୍ଭାଳିପାରିନାହାନ୍ତି। ସେମାନେ ଆଲିଆଙ୍କୁ ନେଇ ଏମିତି ସବୁ ପ୍ରତିକ୍ରିୟା ଦେଇଛନ୍ତି। ଗତକାଲି ସଞ୍ଜୟ ଲୀଳା ବନଂସାଲୀ ଫିଲ୍ମ “ଗଙ୍ଗୁବାଇ କାଠିଆୱାଡି” ର…

ଘୋଷଣା ହେଲା ‘ଗାଙ୍ଗୁବାଇ କାଠିଆୱାଡି’ ରିଲିଜ୍ ତାରିଖ, ଆଲିଆ ସେୟାର କଲେ ପୋଷ୍ଟ

ଆଲିଆ ଭଟ୍ଟଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଗାଙ୍ଗୁବାଇ କାଠିଆୱାଡି' ରିଲିଜ୍ ହେବାକୁ ଯାଉଛି ଆସନ୍ତା ଫେବୃୟାରୀ ୨୫ ତାରିଖରେ। ଫିଲ୍ମ ନିର୍ମାତାମାନେ ଏହା କହିଛନ୍ତି। ସଞ୍ଜୟ ଲୀଲା ଭନସାଲୀ ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଇଥିବା ବେଳେ ଏହା ଆଲିଆଙ୍କ ପାଇଁ ଏକ ବଡ଼ ଫିଲ୍ମ ହେବାକୁ ଯାଉଛି ।…

ଆଲିଆଙ୍କ ସ୍ୱାମୀ ଭୂମିକାରେ ନଜର ଆସିବେ ଇମ୍ରାନ, ଏହି ଫିଲ୍ମରେ ଦୁହେଁ ଆସିବେ ନଜର

ବଲିଉଡର ପ୍ରସିଦ୍ଧ ନିର୍ଦ୍ଦେଶକ ସଂଜୟ ଲୀଲା ଭନସାଲୀଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ଗଙ୍ଗୁବାଇ କାଠିୟାଓ୍ଵାଡି’ ଘୋଷଣା ହେବା ପର ଠାରୁ ଚର୍ଚ୍ଚାରେ। ଫିଲ୍ମରେ ଆଲିଆ ଭଟ୍ଟ ମୁଖ୍ୟ ଭୂମିକାରେ ନଜର ଆସୁଥିବା ବେଳେ ଇମ୍ରାନ ହାସମୀ ଏବଂ ଅଜୟ ଦେବଗନ ପ୍ରମୁଖ ଭୂମିକାରେ ନଜର ଆସିବେ ବୋଲି ଚର୍ଚ୍ଚା ହେଉଛି।…

ରିଲିଜ ହେଲା ‘ଗଙ୍ଗୁବାଇ କାଠିୟାବାଡ଼ି’ର ପ୍ରଥମ ପୋଷ୍ଟର, ଭିନ୍ନ ଲୁକରେ ଦେଖା ଦେଲେ ଆଲିଆ

ପ୍ରଖ୍ୟାତ ସିନେ ନିର୍ଦ୍ଦେଶକ ସଞ୍ଜୟ ଲୀଳା ଭନସାଲି ନିଜ ପ୍ରୋଜେକ୍ଟ 'ଗଙ୍ଗୁବାଇ କାଠିଆବାଡ଼ି' ଉପରେ କାମ କରିବା ଆରମ୍ଭ କରିଦେଇଛନ୍ତି । ସଞ୍ଜୟଙ୍କ ଆଗାମୀ ସିନେମାରେ ଆଲିଆ ଭଟ୍ଟ ମୁଖ୍ୟ ଭୂମିକାରେ ଦେଖାଦେବେ ବୋଲି ଜଣାଯାଇଛି । ନିକଟରେ ଫିଲ୍ମ ସହ ଜଡିତ ଆଲିଆ ଭଟ୍ଟଙ୍କ ପ୍ରଥମ ଲୁକକୁ ରିଲିଜ…