Browsing Tag

ganjam corona update

ଗଞ୍ଜାମ ଜିଲ୍ଲାରେ ଅଗଷ୍ଟ ୩୧ ପର୍ଯ୍ୟନ୍ତ ବଳବତ୍ତର ରହିବ ଲକ୍‌ଡାଉନ୍‌

ଗଞ୍ଜାମ : ଅଗଷ୍ଟ ୩୧ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ରହିବ ଗଞ୍ଜାମ ଜିଲ୍ଲା । ସଂକ୍ରମଣ ରୋକିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି । ସକାଳ ୫ଟାରୁ ଦିନ ୪ଟା ପର୍ଯ୍ୟନ୍ତ ଦୋକାନ ଖୋଲା ରହିବ । ଦୋକାନୀ ଓ ଗରାଖ ଉଭୟ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଯେଉଁ ଦୋକାନୀମାନେ…

ଗଞ୍ଜାମରେ ଦିନକୁ ଦିନ ଗମ୍ଭୀର ହେଉଛି କରୋନା ସ୍ଥିତି, ପରିସ୍ଥିତି ହେଉଛି ଅସମ୍ଭାଳ

ରାଜ୍ୟର କୋଣ ଅନୁକୋଣକୁ କରୋନା ନିଜ କବଳକୁ ନେବାରେ ଲାଗିଛି । ଏହାସହ ଦିନ କୁ ଦିନ ବଢ଼ିବାରେ ଲାଗିଛି ଦୈନନ୍ଦିନ ଆକ୍ରାନ୍ତ ସଂଖ୍ୟା । କରୋନାର ଏହି କରାଳ ଛାୟାରେ ସର୍ବାଧିକ ଆକ୍ରାନ୍ତ ହୋଇଛି ଦକ୍ଷିଣ ଓଡିଶା ଜିଲ୍ଲା ଗଞ୍ଜାମ । ଏଯାବତ ରାଜ୍ୟରେ ସମୁଦାୟ ୨୧୬୯୩ ଟି ପଜିଟିଭ କେସ ଚିହ୍ନଟ…

ସୁସ୍ଥ ହୋଇ ଫେରିଲେ ଆସିକା ପୋଲିସ ଉପଖଣ୍ଡର ୧୨ ଜଣ କରୋନା ଯୋଦ୍ଧା

ଗଞ୍ଜାମ:ସୁସ୍ଥ ହୋଇ ଫେରିଲେ ଆସିକା ପୋଲିସ ଉପଖଣ୍ଡର ୧୨ ଜଣ କରୋନା ଯୋଦ୍ଧା। ସୁସ୍ଥ ହୋଇ .ଫେରିବା ପରେ ସେମାନେ ଏବେ ନିଜ ନିଜ କାର୍ଯ୍ୟରେ ଯୋଗ ଦେଇଛନ୍ତି। ସମ୍ପୃକ୍ତ କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବାକୁ ଗଞ୍ଜାମ ଏସ୍‌ପି .ସେମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଏ ନେଇ ଆସିକା ଥାନା…

ଗଞ୍ଜାମରେ ସଂକ୍ରମଣ ସାଙ୍ଗକୁ ବଢୁଛି ମୃତ୍ୟୁ ସଂଖ୍ୟା, ଗୋଟିଏ ଦିନରେ ୫ ଜଣ ପ୍ରାଣ ହରାଇଲେ

ଭୁବନେଶ୍ବର : ରାଜ୍ଯରେ କରୋନା ନେଲା ଆଉ ୬ ଆକ୍ରାନ୍ତଙ୍କ ଜୀବନ । ଗଞ୍ଜାମରୁ ୫ ଓ ଗଜପତିରୁ ଜଣେ କରୋନା ସଂକ୍ରମିତ ମୃତ । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୯୭ରେ ପହଁଚିଛି । ତେବେ ଗଞ୍ଜାମରେ ମୋଟ ମୃତ୍ଯୁ ସଂଖ୍ଯା ୫୯ ଏବଂ ଗଜପତିରେ ୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ…

ଗଞ୍ଜାମ ଜିଲ୍ଲାରେ ଚାରି କୋଭିଡ୍ ଯୋଦ୍ଧାଙ୍କ ମୃତ୍ୟୁ, ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ସୂଚନା

ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ ଚାରି କୋଭିଡ୍ ଯୋଦ୍ଧାଙ୍କ ମୃତ୍ୟୁ। ଏହି ୪ଜଣ ସରକାରୀ କର୍ମଚାରୀ କୋଭିଡ୍-୧୯ ରେ କାର୍ଯ୍ୟ କରି ମୃତ୍ୟୁ ଘଟିଥିବା ନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି । କରୋନା ମୁକାବିଲା କରିବା ପାଇଁ ସରକାରୀ କର୍ମଚାରୀଙ୍କୁ କରୋନା ଯୋଦ୍ଧା ରୂପେ…