Browsing Tag

Gaza

ଇସ୍ରାଏଲ-ହମାସ୍‌ ଯୁଦ୍ଧ: ମିଳିତ ଜାତିସଂଘର ଗାଡ଼ି ଉପରେ ଆକ୍ରମଣ, ପୂର୍ବତନ ଭାରତୀୟ ଯବାନଙ୍କ ମୃତ୍ୟୁ

ଇସ୍ରାଏଲ ଏବଂ ହମାସ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧ ଥମିବାର ନାଁ ଧରୁନାହିଁ । ବର୍ତ୍ତମାନ ଏହି ଯୁଦ୍ଧରେ ମିଳିତ ଜାତିସଂଘ (ୟୁଏନ୍‌)ର କର୍ମଚାରୀମାନଙ୍କ ଜୀବନ ମଧ୍ୟ ଯିବାରେ ଲାଗିଛି । ନିକଟରେ ଏଭଳି ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଥିରେ ପାଲେଷ୍ଟାଇନର ରାଫାରେ ମିଳିତ ଜାତିସଂଘର ଗାଡ଼ି ଉପରେ…

ଇସ୍ରାଏଲର ଗୁଳିମାଡରେ ଚାଲିଗଲେ ଗର୍ଭବତୀ ମହିଳା, ହେଲେ ଗର୍ଭରୁ ବାହାରିଲା ଜୀବନ୍ତ ଶିଶୁ

କଥାରେ ଅଛି ରଖେ ହରି ତ ମାରେ କିଏ । ଯାହାର ଉଦାହରଣ ଦେଖିବାକୁ ମିଳିଛି । ଇସ୍ରାଏଲ ଏବଂ ହମାସ ମଧ୍ୟରେ ହୋଇଥିବା ଯୁଦ୍ଧ ଥମିବାର ନାଁ ଧରୁନି । ଏହାମଧ୍ୟରେ ଇସ୍ରାଏଲ ସେନା ଗାଜାର ରାଫା ସହରରେ ଗୁଳିମାଡ କରିଥିଲା । ଏହି ଘଟଣାରେ ୧୯ ଜଣଙ୍କର ମୃତ୍ୟୁ ହୋଇଥିଲା । ଇସ୍ରାଏଲ ଆକ୍ରମଣରେ…

ସହାୟତା ଯୋଗାଣ ପାଇଁ ଯାଉଥିବା ବେଳେ ଖୋଲିଲାନି ପାରାଶ୍ୟୁଟ୍‌, ୫ ମୃତ ଏବଂ ୧୦ ଆହତ

ଗାଜାକୁ ମାନବୀୟ ସହାୟତା ଯୋଗାଣ ପାଇଁ ଯାଇଥିବା ବେଳେ ଖୋଲିଲାନି ପାରାଶ୍ୟୁଟ୍‌ । ଫଳରେ ଦୁର୍ଘଟଣାରେ ୫ ମୃତ, ୧୦ ଆହତ ହୋଇଛନ୍ତି । ଯୁଦ୍ଧବିଧ୍ବସ୍ତ ଗାଜାରେ ମାନବୀୟ ସଙ୍କଟ ଉତ୍କଟ ହେବାରେ ଲାଗିଛି । ଏଥିପାଇଁ ଆମେରିକା, ବେଲଜିୟମ, ଇଜିପ୍ଟ, ଫ୍ରାନସ ଓ ନେଦରଲ୍ୟାଣ୍ଡସ ପକ୍ଷରୁ ମାନବୀୟ…

ଗାଜା ଉପରେ ପୁଣି ବର୍ଷିଲା ଇସ୍ରାଏଲ୍‌ ସେନା, ଏୟାର ଷ୍ଟ୍ରାଇକ୍‌ରେ ୧୮ ଜଣଙ୍କ ମୃତ୍ୟୁ

ଇସ୍ରାଏଲ୍ ସେନା ଗାଜା ଉପରେ ଏକ ବଡ଼ ବାୟୁ ଆକ୍ରମଣ କରିଛି । ଏହି ଆକ୍ରମଣରେ ପୁଣି ଗାଜାରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଇସ୍ରାଏଲ ସେନା ଶନିବାର ରାତିରେ ଏଠାରେ ବ୍ୟାପକ ଏୟାର ଷ୍ଟ୍ରାଇକ୍‌ କରିଛି, ଯେଉଁଥିରେ ଅତି କମରେ ୧୮ ଜଣ ପ୍ରାଣ ହରାଇଥିବା ସୂଚନା ରହିିଛି । ବହୁ ସଂଖ୍ୟକ ଲୋକ ଏଥିରେ…

ଗାଜାରେ ଗ୍ରାଉଣ୍ଡ ଅପରେସନ୍, ଇସ୍ରାଏଲ ହରାଇଲା ୨୪ ସୈନ୍ୟ

ହମାସ ସହ ଯୁଦ୍ଧ ଭିତରେ ଇସ୍ରାଏଲକୁ ବଡ଼ ସାମରିକ ଝଟକା। ଗୋଟିଏ ଦିନରେ ଇସ୍ରାଏଲ ହରାଇଲା ୨୪ ସୈନ୍ୟ । ସେମାନଙ୍କ ଭିତରେ ୨୧ ଜଣ ଥିଲେ ରିଜର୍ଭ ଥିଲେ। କେନ୍ଦ୍ରୀୟ ଗାଜାରେ ବିସ୍ଫୋରଣରେ ୨୪ ଜଣ ପ୍ରାଣ ହରାଇଛନ୍ତି । ଗାଜାରେ ଗ୍ରାଉଣ୍ଡ ଅପରେସନ୍ ପରେ ଇସ୍ରାଏଲ୍ ସୈନ୍ୟ ପାଇଁ ଏହା ସବୁଠୁ ବଡ଼…

ହମାସ-ଇସ୍ରାଏଲ ଯୁଦ୍ଧ ବିରାମ: ସକାଳ ୭ରୁ ଗାଜାରେ ଲାଗୁ ହେଲା ଅସ୍ତ୍ରବିରତି, ପଣବନ୍ଦୀ ହେବେ ମୁକ୍ତ

ନୂଆଦିଲ୍ଲୀ : ହମାସ-ଇସ୍ରାଏଲ ଯୁଦ୍ଧ ବିରାମ। ଅକ୍ଟୋବର ୭ ପରେ ପ୍ରଥମ ଥର ପାଇଁ ଯୁଦ୍ଧରେ ଲାଗିଲା ପଜ୍। ପର୍ଯ୍ୟାୟକ୍ରମେ ଇସ୍ରାଏଲ ପଣବନ୍ଦୀଙ୍କ ମୁକ୍ତ କରିବ ହମାସ। ସକାଳ ୭ଟାରୁ ୪ ଦିନିଆ ଯୁଦ୍ଧ ବିରାମ ଆରମ୍ଭ ହୋଇଛି । ଅପରାହ୍ଣ ୪ଟାରେ ପ୍ରଥମ ପର୍ଯ୍ୟାୟରେ ୧୩ ଜଣ ପଣବନ୍ଦୀଙ୍କୁ ମୁକ୍ତ…

ଇସ୍ରାଏଲ ୱେବ୍‌ ସିରିଜ୍‌ ‘FAUDA’ର କ୍ରୁ ମେମ୍ବର ମାତନ ମୀରଙ୍କ ଗାଜାରେ ମୃତ୍ୟୁ, ହମାସ୍‌ ସହ ଲଢ଼ୁଥିଲେ ଯୁଦ୍ଧ

ଇସ୍ରାଏଲ୍ ନେଟଫ୍ଲିକ୍ସ ଶୋ’ ‘ଫାଉଦା (Fauda)’ର ପ୍ରଡକ୍ସନ୍ କ୍ରୁର ଜଣେ ସଦସ୍ୟଙ୍କ ଗାଜାରେ ମୃତ୍ୟୁ ଘଟିଛି। ଗାଜାରେ ହମାସ ସହ ଯୁଦ୍ଧ ଲଢ଼ିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି। ଫାଉଦା ସିରିଜର ଅଫିସିଆଲ୍ ‘ଏକ୍ସ’ ଆକାଉଣ୍ଟରୁ ଶନିବାର ଏହି ସୂଚନା ଦିଆଯାଇଛି। ଟିମ୍ ଫାଉଦା…

ଉତ୍ତର ଗାଜାରେ ୪ ଘଣ୍ଟା ଯୁଦ୍ଧ ବିରାମ ! ଲୋକଙ୍କୁ ସୁରକ୍ଷିତ ଭାବେ ଦକ୍ଷିଣକୁ ପଳାୟନ ପାଇଁ ସମୟ ଦେବ ଇସ୍ରାଏଲ

ନୂଆଦିଲ୍ଲୀ : ଗାଜାରେ ପ୍ରତିଦିନ ୪ ଘଣ୍ଟା ଯୁଦ୍ଧ ବିରାମ କରିବ ଇସ୍ରାଏଲ । ଉତ୍ତର ଗାଜାର ଲୋକଙ୍କୁ ସୁରକ୍ଷିତ ଭାବେ ଦକ୍ଷିଣକୁ ପଳାୟନ ଓ ମାନବୀୟ ସହାୟତାକୁ ତ୍ବରାନ୍ବିତ କରିବାକୁ ଯୁଦ୍ଧ ବିରାମ କରିବ । ଆମେରିକାର ବୈଦେଶିକ ମନ୍ତ୍ରାଳୟ ଏହି ସୂଚନା ଦେଇଛି । ଗାଜାରେ ଘମାଘୋଟ ଯୁଦ୍ଧ ।…

ଉତ୍ତର ଗାଜାରେ ଇସ୍ରାଏଲ ସେନାର ଆକ୍ରମଣ, ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଉତ୍ତର ଗାଜାରେ ଇସ୍ରାଏଲ ସେନାର ପ୍ରଚଣ୍ଡ ଆକ୍ରମଣ । ଜାବାଲିଆ ଅଞ୍ଚଳରେ ଜେଟ୍ ରୁ ଘନ ଘନ ଆକ୍ରମଣ । ଏଥିରେ ହମାସର ଭୂତଳ ଭିତ୍ତିଭୂମି ଛାରଖାର । ହମାସର ଅନେକ ବରିଷ୍ଠ କମାଣ୍ଡରର ମୃତ୍ୟୁ ହୋଇଥିବା ଇସ୍ରାଏଲୀ ସେନା କହିଛି । ଆକ୍ରମଣରେ ବିଭିନ୍ନ କୋଠା କ୍ଷତିଗ୍ରସ୍ତ ହୋଇଛି ।…