Browsing Tag

german

ଜୀବିତ ଅଛନ୍ତି ଟାଟୁ ଆର୍ଟିଷ୍ଟ୍‍! ଯାହାଙ୍କ ନଗ୍ନ ମୃତଦେହକୁ ଟ୍ରକ୍‌ରେ ପକାଇ ପରେଡ୍‌ କରିଥିଲେ ହମାସ୍‌ ଆତଙ୍କବାଦୀ

ଇସ୍ରାଏଲ ଉପରେ ଆକ୍ରମଣ କରିବା ପରେ ହମାସ ଆତଙ୍କବାଦୀମାନେ ଏକ ମ୍ୟୁଜିକ୍‌ ଫେଷ୍ଟିଭାଲ୍‌ରେ ପ୍ରବେଶ କରିଥିଲେ। ସେଠାରେ ସେମାନେ ଅତି କମରେ ୨୬୦ ଜଣଙ୍କୁ ମାରିଥିଲେ। ବହୁ ସଂଖ୍ୟାରେ ଲୋକଙ୍କୁ ସେମାନେ ଅପହରଣ ମଧ୍ୟ କରି ନେଇଯାଇଥିଲେ। ଲୋକମାନଙ୍କ ସହିତ ଆତଙ୍କବାଦୀଙ୍କ ବର୍ବରତାର ଭିଡିଓ ଏବଂ…

ନୂଆବର୍ଷରେ ଗ୍ରାହକଙ୍କ ପାଇଁ BMW ଆଣିଲା ଶସ୍ତା କାର, ବଢ଼ିଆ ଫିଚର୍ସ ସହିତ ଲୁକ ରହିଛି ଏକଦମ୍‌ ଜବରଦସ୍ତ

ଭାରତରେ ଜର୍ମାନ ଅଟୋ ଦିଗଜ୍‌ କମ୍ପାନୀ BMW ନିଜର ନୂଆ ସିରିଜକୁ ଲଞ୍ଚ କରିସାରିଛି। ଏବେ ନୂଆ ୩ ସିରିଜ ଗ୍ରେନ ଲିମୋଜିନରେ ଆପଣ ମାର୍କେଟରେ BMWର ନୂଆ ଲୁକ ଦେଖିବାକୁ ପାଇବେ। ଏହାର ପ୍ରାରମ୍ଭିକ ଦାମ ବହୁତ ଶସ୍ତା ରହିଛି। BMW ଇଣ୍ଡିଆ ପକ୍ଷରୁ ଭାରତରେ ଏହାର ନୂଆ BMW-3 ସିରିଜ୍ ଗ୍ରାନ୍…

ଜର୍ମାନୀ ବର ସହ ହାତଗଣ୍ଠି ପଡିଲା ବାଲେଶ୍ଵର କନ୍ୟାଙ୍କର, ସାତଦରୀଆ ପାରିର ପ୍ରେମ

ବାଲେଶ୍ଵର (କେନ୍ୟୁଜ): ପ୍ରେମ ଆଗରେ ଜାତି ,ଧର୍ମ ଓ ବର୍ଣ୍ଣ ସବୁ କିଛି ତୁଚ୍ଛ । ଆଉ ସେୟା ହିଁ ହୋଇଥିଲା । ବର ଥିଲେ ଜଣେ ଜର୍ମାନ ନାଗରିକ ଆଉ କନ୍ୟା ଥିଲେ ବାଲେଶ୍ଵର ଝିଅ । ମାନବ ବାଦର ବିଚାର ଆଗରେ ଜାତି, ଧର୍ମ, ବର୍ଣ୍ଣ ସବୁ କିଛି କୁ ତୁଚ୍ଛ କରି ଉଭୟ ପରିବାରର ସମ୍ମତି କ୍ରମେ ପ୍ରେମର…

୧୨ ବର୍ଷ ଧରି ଟ୍ରକରେ ବିଶ୍ୱ ଭ୍ରମଣ କରି ଚାଲିଛନ୍ତି ଦମ୍ପତି; ଏବେ ଭାରତର ସୌନ୍ଦର୍ଯ୍ୟକୁ କରୁଛନ୍ତି ଉପଭୋଗ…; ଭେଟନ୍ତୁ…

ସାରା ବିଶ୍ୱ ଭ୍ରମଣ କରିବାର ସ୍ୱପ୍ନ କାହାର ବା ନ ଥାଏ। ସଡ଼କ ଯାତ୍ରା କରି ବିଭିନ୍ନ ଦେଶ ପରିଭ୍ରମଣ କରିବାରେ ଅନେକେ ଆନନ୍ଦ ପାଇ ଥାଆନ୍ତି। ଆଜି ଆମେ ଏମିତି ଜଣେ ଦମ୍ପତିଙ୍କ ବିଷୟରେ କହିବୁ, ଯିଏ ନିଜ ପିଲାଛୁଆଙ୍କୁ ଧରି ୧୨ ବର୍ଷ ହେବ ସଡ଼କ ଯାତ୍ରା କରୁଛନ୍ତି। ଏମାନେ ଜର୍ମାନୀର ବାସିନ୍ଦା।…

ପୁରୁଷ ପିନ୍ଧିଲେ ବ୍ରା, ମହିଳା ହେଲେ ଟପ୍‌ଲେସ; ଜାଣନ୍ତୁ କାହିଁକି ହେଲା ବର୍ଲିନ ରାସ୍ତାରେ ଏଭଳି ଅଜବ ବିକ୍ଷୋଭ

ଜର୍ମାନୀର ରାଜଧାନୀ ବର୍ଲିନରେ ଶନିବାର ହୋଇଥିବା ନିଆରା ବିକ୍ଷୋଭ ପ୍ରଦର୍ଶନର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। କୁହାଯାଉଛି କି, ସେହି ସମୟରେ ପୋଲିସ ପ୍ରଶାସନର ବି ହାତ, ଗୋଡ଼ ଫୁଲି ଯାଇଥିଲା, ଯେତେବେଳେ ମହିଳାମାନେ ରାସ୍ତାକୁ ଟପ୍‌ଲେସ ହୋଇ ବାହାରିଥିଲେ ଏବଂ ପୁରୁଷମାନେ ବ୍ରା,…

ଚୀନ୍‌ ଛାଡ଼ି ଆଗ୍ରା ଆସିବ ଜର୍ମାନୀର ଜୋତା କମ୍ପାନୀ, ୧୦ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ମିଳିବ ନିଯୁକ୍ତି

୮୦ରୁ ଅଧିକ ଦେଶରେ ଜୋତା ସପ୍ଲାଏ କରୁଥିବା ଜର୍ମାନୀ କମ୍ପାନୀ ଓ୍ଵାନ୍‌ ବେଲକ୍ସ ଚୀନ୍‌ରୁ ନିଜ ମ୍ୟାନୁଫ୍ୟାକ୍‌ଚରିଂ ପ୍ଲାଣ୍ଟକୁ ଆଗ୍ରା ସିଫ୍ଟ କରିବାକୁ ଯୋଜନା କରୁଛି। ଆଗ୍ରାରେ ହେବାକୁ ଥିବା କମ୍ପାନୀରେ ପ୍ରତିବର୍ଷ ୩୦ ଲକ୍ଷ ଜୋତା ତିଆରି କରାଯିବ। ପ୍ରଥମ ପର୍ଯ୍ୟାୟରେ କମ୍ପାନୀ ଆଗ୍ରାରେ…