ଜୀବିତ ଅଛନ୍ତି ଟାଟୁ ଆର୍ଟିଷ୍ଟ୍! ଯାହାଙ୍କ ନଗ୍ନ ମୃତଦେହକୁ ଟ୍ରକ୍ରେ ପକାଇ ପରେଡ୍ କରିଥିଲେ ହମାସ୍ ଆତଙ୍କବାଦୀ
ଇସ୍ରାଏଲ ଉପରେ ଆକ୍ରମଣ କରିବା ପରେ ହମାସ ଆତଙ୍କବାଦୀମାନେ ଏକ ମ୍ୟୁଜିକ୍ ଫେଷ୍ଟିଭାଲ୍ରେ ପ୍ରବେଶ କରିଥିଲେ। ସେଠାରେ ସେମାନେ ଅତି କମରେ ୨୬୦ ଜଣଙ୍କୁ ମାରିଥିଲେ। ବହୁ ସଂଖ୍ୟାରେ ଲୋକଙ୍କୁ ସେମାନେ ଅପହରଣ ମଧ୍ୟ କରି ନେଇଯାଇଥିଲେ। ଲୋକମାନଙ୍କ ସହିତ ଆତଙ୍କବାଦୀଙ୍କ ବର୍ବରତାର ଭିଡିଓ ଏବଂ…