Below header
Browsing Tag

Germany

ଆଫଗାନିସ୍ତାନର ପୂର୍ବତନ ମନ୍ତ୍ରୀ ଜର୍ମାନୀରେ ପିଜ୍ଜା ଡେଲିଭରୀ ବୟ! ସାମ୍ନାକୁ ଆସିଲା ଭାଇରାଲ ଫଟୋ

ଆଫଗାନିସ୍ତାନ ଉପରେ ତାଲିବାନ କବ୍‌ଜା କରିବା ପରେ ରାଷ୍ଟ୍ରପତି ଅଶରଫ ଗନିଙ୍କ ସମେତ ଅନେକ ବଡ଼ ନେତା ଦେଶ ଛାଡ଼ି ପଳାଇଛନ୍ତି। ଏହାରି ଭିତରେ ଜର୍ମାନୀରୁ ଆଫଗାନିସ୍ତାନର ଜଣେ ପୂର୍ବତନ ମନ୍ତ୍ରୀଙ୍କର କିଛି ଫଟୋ ସାମ୍ନାକୁ ଆସିଛି, ଯାହାକି ଏବେ ଭାଇରାଲ ହେଉଛି। ଆଫଗାନ ସରକାରରେ ସଞ୍ଚାର ମନ୍ତ୍ରୀ…

ଆଜିର ଦିନରେ କେବଳ ଭାରତ ନୁହେଁ ବରଂ ଆହୁରି ୪ଟି ଦେଶ ପାଇଥିଲେ ସ୍ୱାଧୀନତା, ଜାଣନ୍ତୁ

ଆଜି ଅଗଷ୍ଟ ୧୫। ଭାରତବର୍ଷରେ ଏହି ତାରିଖକୁ ଥାଏ ସମସ୍ତଙ୍କ ଅପେକ୍ଷା । ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏହା ଖୁବ ସ୍ମରଣୀୟ ଦିବସ । କାରଣ ଏହିଦିନ ଇଂରେଜ ମାନଙ୍କ କବଳରୁ ଆମ ଦେଶ ସ୍ୱାଧୀନ ହୋଇଥିଲା । ୧୯୪୭ ମସିହାର ଏହିଦିନ ପ୍ରତ୍ୟେକ ଭାରତୀୟଙ୍କୁ ସ୍ୱାଧୀନତା ଦେଇଥିଲା । ଦେଶ ମାତୃକାର ଏହି…

ଜର୍ମାନୀ: ଅତ୍ୟାଧୁନିକ ବ୍ୟବସ୍ଥାକୁ ଆପଣାଇ 3D ପ୍ରିଣ୍ଟର ସାହାଯ୍ୟରେ ତିଆରି ହେବ କାର, ରିପୋର୍ଟରୁ ସୂଚନା

ଆପଣ କେବେ ଭାବିଛନ୍ତି ଯଦି କମ୍ପ୍ୟୁଟର ଆମ ପାଇଁ କାର ତିଆରି କରିବ ତେବେ କ'ଣ ହେବ । କମ୍ପ୍ୟୁଟରରେ କାରର ଏକ ଡିଜାଇନ ତିଆରି କରିବା ପରେ କେବଳ ଗୋଟିଏ ମାତ୍ର ସୁଇଜରେ 3D ପ୍ରିଣ୍ଟର ସାହାଯ୍ୟରେ ଆପଣଙ୍କ ପାଇଁ ନୂଆ କାର ଆସିବ । ଏହାକୁ ପଢ଼ିଲା ପରେ ହୁଏତ ଆପଣ ଏହାକୁ ଅସମ୍ଭବ ଭାବୁଥିବେ ।…

୫୮ ଅକ୍ଷର ବିଶିଷ୍ଟ ଏହି ସହରର ନାମ, ଜାଣନ୍ତୁ ଦୁନିଆର କିଛି ଅଦ୍ଭୁତ ସହରର ନାମ

ବିଶ୍ୱରେ ଅନେକ ମହାଦେଶ ଏବଂ ଦେଶ ରହିଛି। ଯାହାର ଅଲଗା ଅଲଗା ନାମ ରହିଛି। ବିଶ୍ୱର ଏମିତି କିଛି ଦେଶରେ କିଛି ସହରର ଅଦ୍ଭୁତ ନାମ ମଧ୍ୟ ରହିଛି। ଆପଣ ରହୁଥିବା ସହରର ନାମ ହୁଏତ ୧୦ଟି ଅକ୍ଷର କିମ୍ବା ଅଧିକରେ ୧୫ଟି ଅକ୍ଷରରେ ରହିଥିବ କିମ୍ବା ଆପଣ ଏହା ବିଷୟରେ ଜାଣିଥିବେ। କିନ୍ତୁ ଏପରି ଏକ ସହର…

ଖୁବଶୀଘ୍ର କରୋନାରୁ ମିଳିବ ମୁକ୍ତି, ମଣିଷଙ୍କଠାରେ ଟୀକା ପରୀକ୍ଷଣକୁ ଜର୍ମାନୀର ମଞ୍ଜୁରୀ

କରୋନା କବଳରୁ ମଣିଷ ସମାଜକୁ ମୁକ୍ତ କରିବା ପାଇଁ ବୈଜ୍ଞାନିକମାନେ ପ୍ରଚେଷ୍ଟା ଚଳାଇଛନ୍ତି। ଇତିମଧ୍ୟରେ ଏକ ଖୁସିଖବର ସାମ୍ନାକୁ ଆସିଛି। ଜର୍ମାନୀର ଭ୍ୟାକ୍ସସିନ ରେଗୁଲେଟର ମନୁଷ୍ୟ ଶରୀରରେ ଟୀକା ପରୀକ୍ଷଣ କରିବାକୁ ଅନୁମତି ପ୍ରଦାନ କରିଥିବା ଜଣାଯାଇଛି। ଏହି ଟୀକାକୁ ଜର୍ମାନ ବାୟୋଟେକ…

କରୋନା ବିଗାଡ଼ି ଦେଲା ରାଜ୍ୟର ଅର୍ଥନୀତି, ଅବସାଦରେ ଆସି ଆତ୍ମହତ୍ୟା କଲେ ଜର୍ମାନୀର ହେସେ ରାଜ୍ୟର ଅର୍ଥ ମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ): କରୋନା ବିଗାଡିଦେଲା ରାଜ୍ୟର ଅର୍ଥନୀତି।  ଏଥିପାଇଁ ଚିନ୍ତାଗ୍ରସ୍ତ କରି ଅତ୍ମହତ୍ୟା କଲେ ଜର୍ମାନୀର ହେସେ ରାଜ୍ୟର ଅର୍ଥ ମନ୍ତ୍ରୀ ଥୋମାସ ସଫର। କରୋନା ଭାଙ୍ଗିଦେଇଥିବା ଅର୍ଥବ୍ୟବସ୍ଥାକୁ କିପରି ସଜାଡାଯିବ ସେନେଇ ଚିନ୍ତିତ ଥିଲେ ହେସେ ରାଜ୍ୟର ଏହି ୫୪ ବର୍ଷୀୟ…

ବିଶ୍ୱର ସବୁଠୁ ବଡ ଧନବାନ ଥିଲେ ଏହି ବ୍ୟକ୍ତି, କିନ୍ତୁ ଧନୀକ ତାଲିକାରେ ନଥିଲା ତାଙ୍କର ନାଁ

ବର୍ତ୍ତମାନ ସମୟରେ ଆମେ ବିଲ ଗେଟସ, ମାର୍କ ଜୁକରବର୍ଗ, ବେରେନ ବଫେଟ ଓ କାର୍ଲସ ସ୍ଲିମ ପରି ବ୍ୟକ୍ତି ମାନଙ୍କୁ ବିଶ୍ୱର ସବୁଠୁ ଧନୀ ମାନଙ୍କ ତାଲିକାରେ ଗଣିଥାଉ । କିନ୍ତୁ ହୁଏତ ଆପଣ ଜ୍ୟାକବ ଫଗର ବିଷୟରେ ଜାଣି ନାହାନ୍ତି । ହୁଏତ ଖୁବ କମ ଲୋକ ଜାଣିଥିବେ ଏହି ବ୍ୟକ୍ତି ଜଣକ ତାଙ୍କ ସମୟରେ…

ଫିଫା ବିଶ୍ୱକପ୍‌ରେ ଆଜି ହାଇପ୍ରୋଫାଇଲ୍‌ ମ୍ୟାଚ୍‌ : ଜର୍ମାନୀକୁ ଭେଟିବ ମେସ୍କିକୋ

କଲିନଙ୍ଗରାଦ : ଆଜି ଫିଫା ବିଶ୍ୱକପ୍‌ରେ ଦର୍ଶକ ଦେଖିବେ ଏକ ହାଇପ୍ରୋଫାଇଲ୍‌ ମ୍ୟାଚ୍‌। ଗ୍ରୁପ୍‌ ଏରେ ମୁକାବିଲା ହେବ ଦୁଇ ଶକ୍ତିଶାଳୀ ଦଳ ଜର୍ମାନୀ ଓ ମେସ୍କିକୋ ମଧ୍ୟରେ। ଗତଥରର ଚାମ୍ପିଆନ୍‌ ତଥା ୪ଥର ବିଶ୍ୱକପ୍‌ ଜିତିଥିବା ଜର୍ମାନୀ ଏଥର ମଧ୍ୟ ଟାଇଟଲ ପାଇଁ ଲଢେଇ କରିବ। ଏଥର ଜର୍ମାନୀ…