Browsing Tag

goddess laxmi

ଲକ୍ଷ୍ମୀଙ୍କୁ ଅଭିଶାପ ଦେଇଥିଲେ ଭଗବାନ ବିଷ୍ଣୁ, ସେଥିପାଇଁ ମା’ ହୋଇଯାଇଥିଲେ କାଙ୍ଗାଳ

ଏମିତି ଅନେକ ପୌରାଣିକ କାହାଣୀ ରହିଛି, ଯାହା ଆଜି ବି ଅନେକ ଲୋକ ଜାଣିନାହାଁନ୍ତି । ଦିନେ ବଡ଼ଠାକୁର ଜଗନ୍ନାଥ, ବଳଭଦ୍ର ଲକ୍ଷ୍ମୀଙ୍କ କୋପର ଶିକାର ହୋଇଥିଲେ ବୋଲି ଆମେ ସାଧାରଣତଃ ସମସ୍ତେ ଜାଣିଛେ । ହେଲେ ବିଷ୍ଣୁଙ୍କ ଅଭିଶାପ ଧନଦାତ୍ରୀ ମା’ ଲକ୍ଷ୍ମୀଙ୍କ ଉପରେ ମଧ୍ୟ ପଡ଼ିଥିଲା । ଯାହା ବିଷ୍ଣୁ…

ମା’ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବେ କେମିତି ? ଏହି ଉପାୟ ଆପଣାଇଲେ ସୁଖମୟ ହେବ ଜୀବନ

ଧନର ଦେବୀ ମା’ ଲକ୍ଷ୍ମୀ । ସମସ୍ତେ ମା’ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ପୂଜା କରନ୍ତି । ଯେଉଁମାନଙ୍କ ଉପରେ ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ଥାଏ ସେମାନେ ସୁଖମୟ ଜୀବନ ଯାପନ କରନ୍ତି । ସେମାନଙ୍କ ଜୀବନରେ କୌଣସି ଜିନିଷର ଅଭାବ ନଥାଏ । ଏପରିକି ମା’ ଲକ୍ଷ୍ମୀଙ୍କ କୃପା ଥିଲେ ଆପଣଙ୍କୁ…

ମା’ ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ କରନ୍ତୁ ଏହି ୫ଟି କାମ, ଘରକୁ ଆସିବ ସୁଖ ସମୃଦ୍ଧି

ହିନ୍ଦୁ ଧର୍ମରେ ମା’ ଲକ୍ଷ୍ମୀଙ୍କୁ ବୈଭବ, ଧନ ଏବଂ ଭୌତିକ ସୁଖ ସୁବିଧା ପ୍ରଦାନ କରୁଥିବା ଦେବୀ କୁହାଯାଏ । ଜୀବନରେ ଧନ, ସୁଖ ଏବଂ ସମୃଦ୍ଧତା ପାଇବା ପାଇଁ ମା’ ଲକ୍ଷ୍ମୀଙ୍କ ଉପାସନାର ବିଶେଷ ମହତ୍ତ୍ୱ ରହିଛି । ଧାର୍ମିକ ବିଶ୍ୱାସ ଅନୁଯାୟୀ, ଯେଉଁ ଲୋକମାନଙ୍କ ନିକଟରେ ମା’ ଲକ୍ଷ୍ମୀଙ୍କ କୃପା…

ଗୁରୁବାର ଦିନ ସକାଳୁ କରନ୍ତୁ ନାହିଁ ଏହି ସବୁ ଭୁଲ, ନଚେତ ପଡିଯିବ ମାତା ଲକ୍ଷ୍ମୀଙ୍କ ଆଭିଶାପ

ଆଜି ହେଉଛି ଗୁରୁବାର । ମାତା ଲକ୍ଷ୍ମୀଙ୍କ ବାର । କୁହାଯାଏ ଅନ୍ୟ ଦିନ ଅପେକ୍ଷା ଗୁରୁବାର ଦିନ ଥିବା ନିୟମକୁ ବେଶି ମାନିବା କଥା । ଆଉ ଏମିତି ନକଲେ ମାତା ଲକ୍ଷ୍ମୀ ରାଗିଯିବେ । ଗୁରୁବାର ଦିନ ସକାଳୁ ଏହି ନିୟମ ମାନିବ ଜରୁରୀ। ଯେପରିକି ଗୁରୁବାର ଦିନ ସକାଳେ ବିଳମ୍ବ ଯାଏ ଶୋଇବାକୁ ବାରଣ…

କ’ଣ ଆପଣ ବି ଦିନଯାକ ଏଭଳି ଭୁଲ କରୁଛନ୍ତି କି? ଏବେଠୁ ଜାଣି ସତର୍କ ରୁହନ୍ତୁ ନଚେତ ପଡ଼ିବ ମାତା ଲକ୍ଷ୍ମୀଙ୍କ କୋପ…

ଲକ୍ଷ୍ମୀଙ୍କ କୃପା, ଅନୁଗ୍ରହ ବିନା ଜୀବନରେ ଆର୍ଥିକ ଉନ୍ନତି ସମ୍ଭବ ନୁହେଁ। ମା’ ଲକ୍ଷ୍ମୀ ସ୍ୱଭାବରେ ଚଞ୍ଚଳ ହୋଇ ଥାଆନ୍ତି। ଏହି କାରଣରୁ ଲକ୍ଷ୍ମୀ ସବୁବେଳେ ଜଣଙ୍କ ପାଖରେ ହିଁ ରହି ନ ଥାଆନ୍ତି। କୁହାଯାଏ, ଯାହାଙ୍କ ଉପରେ ମା’ ଲକ୍ଷ୍ମୀ ଦୟାଳୁ ଅବା ପ୍ରସନ୍ନ ହୁଅନ୍ତି, ସେମାନଙ୍କ ପାଖରେ…

ଗାଧୁଆ ପାଣିରେ ମିଶାନ୍ତୁ ଏହି ୫ଟି ଜିନିଷ, କେବେ ବି ରହିବନି ଧନର ଅଭାବ

ଜୀବନକୁ ସୁନ୍ଦର ତଥା ସୁଖମୟ କରିବାକୁ ଏକ ସଠିକ୍‌ ଜୀବନ ଶୈଳୀର ଆବଶ୍ୟକତା ରହିଛି। ଏହି ଶୈଳୀ ଯେତେ ଭଲ ରହିବ, ଆମ ଲାଇଫ୍‌ଷ୍ଟାଇଲ୍‌ ବି ସେତେ ଉନ୍ନତ ହେବ। ଏହି ଧାରାରେ ନିୟମିତ ନିତ୍ୟ କର୍ମ ସହ ଆମେ ସ୍ନାନ କରିବା ବି ଜରୁରୀ। ତେବେ ଗାଧୋଇବା ବେଳେ ଯଦି ଗାଧୁଆ ପାଣିରେ କିଛି ଜିନିଷ ମିଶାଯାଏ…

ଚାଉଳର ୫ଟି ଦାନା ନେଇ କରନ୍ତୁ ଏହି କାମ; ସବୁଦିନ ପାଇଁ ବଦଳିଯିବ ଜୀବନ, ବର୍ଷିବ ଧନ

ପୂଜାରେ ବ୍ୟବହୃତ ହେଉଥିବା ପ୍ରତ୍ୟେକ ଜିନିଷର ଭିନ୍ନ ଭିନ୍ନ ମହତ୍ତ୍ୱ ରହିଛି। ପୂଜାରେ ବ୍ୟବହାର କରାଯାଉଥିବା ଅକ୍ଷତ ବା ଚାଉଳର ବି ସେହିଭଳି ଗୁଣ ରହିଛି। ପୂଜା ବେଳେ ଅକ୍ଷତକୁ ପବିତ୍ର ବୋଲି ଧରାଯାଏ। ଏହା ବିନା ପୂଜା ସମ୍ପୂର୍ଣ୍ଣ ହୋଇନଥାଏ। ଧାର୍ମିକ ମାନ୍ୟତା ଅନୁସାରେ, ପୂଜା ବେଳେ ଯଦି…

ଏମିତି ଲୋକଙ୍କ ଘରକୁ କେବେ ବି ଆସନ୍ତି ନାହିଁ ଲକ୍ଷ୍ମୀ, ସର୍ବଦା ରହିଥାଏ ଅର୍ଥର ଅଭାବ

ଶାସ୍ତ୍ର ଅନୁସାରେ ମା’ ଲକ୍ଷ୍ମୀ ଧନ ଦେବୀ ଅଟନ୍ତି । କୁହାଯାଏ ଯାହା ଉପରେ ମା’ ଲକ୍ଷ୍ମୀଙ୍କର କୃପା ରହିଥାଏ ତାଙ୍କ ପାଖରେ କେବେ ବି ଧନର ଅଭାବ ହୋଇନଥାଏ । ମାତା ଲକ୍ଷ୍ମୀଙ୍କର କୃପା ପାଇବା ପାଇଁ କଠୋର ପରିଶ୍ରମ କରିବା ସହ ଆଚାର ବିଚାର ଓ ଜୀବନ ଧାରଣରେ ବହୁତ କିଛି ପରିବର୍ତ୍ତନର ଆବଶ୍ୟକତା…

ଶୁକ୍ରବାର କରନ୍ତୁ ଏହି ଉପାୟ, ଆପଣଙ୍କ ଘରେ ହେବ ଧନର ବର୍ଷା

ନୂଆଦିଲ୍ଲୀ : ଧନ-ସମ୍ପଦର ଲୋଭ ସମସ୍ତଙ୍କର ରହିଛି । ଏଥିପାଇଁ ଲୋକେ କେତେ ପ୍ରକାର ବ୍ରତ ଓ ଉପବାସ କରନ୍ତି । ହେଲେ ଆମେ ଆଜି ଏପରି କିଛି ଟିପ୍ସ ଦେବୁ । ଯାହାଦ୍ୱାରା ମା’ ଲକ୍ଷ୍ମୀ ପ୍ରଶନ୍ନ ହେବା ସହ କେବେ ଧନର ଅଭାବ ରହିବ ନାହିଁ । ଘରେ ହେବ ଧନର ବର୍ଷା । ତେଣୁ ଶୁକ୍ରବାର ଏମିତି କିଛି…

ସର୍ବଦା ମାତା ଲକ୍ଷ୍ମୀଙ୍କ କୃପା ପାଇବାକୁ ଚାହୁଁଛନ୍ତି କି ? ତେବେ ପ୍ରତିଦିନ ସଂଧ୍ୟାରେ ନିଶ୍ଚୟ କରନ୍ତୁ ଏହି କାମ

ମାତା  ଲକ୍ଷ୍ମୀ ଧନ ଏବଂ ଐଶ୍ୱର୍ଯ୍ୟର ଦେବୀ। ଯାହା ଉପରେ ମା’ ଲକ୍ଷ୍ମୀଙ୍କ କୃପା ରହିଥାଏ ସେହି ବ୍ୟକ୍ତିଙ୍କ ପାଖରେ କୌଣସି ପ୍ରକାର ଅଭାବ ରହିନଥାଏ।  ମା’ ଲକ୍ଷ୍ମୀଙ୍କ କୃପା ଦ୍ୱାରା ଘରେ ଧନ-ସମ୍ପତ୍ତିର କୌଣସି ଅଭାବ ରହିନଥାଏ। ଏହି କାରଣରୁ ପ୍ରତ୍ୟେକ ବ୍ୟକ୍ତି ଦେବୀ ଲକ୍ଷ୍ମୀଙ୍କ କୃପା…

କେବେ ବି ସନ୍ଧ୍ୟା ବେଳେ କରନ୍ତୁନି ଏହି କାମ, ନଚେତ୍‌ ହୋଇଯିବେ କାଙ୍ଗାଳ

ପ୍ରତି ଘରେ ଲକ୍ଷ୍ମୀ ବାସ କରିଥାନ୍ତି। ଏଣୁ ସବୁଦିନ ଘର ଝାଡ଼ୁ କରିବାକୁ ତଥା ପରିଷ୍କାରପରିଚ୍ଛନ୍ନ ରହିବାକୁ କୁହାଯାଏ। ଶାସ୍ତ୍ରରେ ମଧ୍ୟ କୁହାଯାଇଛି ଯେ ଯେଉଁ ଘରେ ସବୁବେଳେ କଳି ଝଗଡ଼ା ହୁଏ, ନାରୀଙ୍କୁ ସମ୍ମାନ ଦିଆଯାଏ ନାହିଁ, ଅନୈତିକ କାମ ହେଉଥାଏ ସେ ଘରେ ଲକ୍ଷ୍ମୀ ବାସ କରନ୍ତି ନାହିଁ।…

ଗୁରୁବାର ଏହି କାମ କରିବା ଦ୍ୱାରା ପ୍ରସନ୍ନ ହୋଇଥାନ୍ତି ଭଗବାନ ବିଷ୍ଣୁ, ଦିଅନ୍ତି ଶୁଭଫଳ

ଧାର୍ମିକ ମାନ୍ୟତା ଅନୁସାରେ ଗୁରୁବାରକୁ ବିଷ୍ଣୁଙ୍କ ଦିନ କୁହାଯାଏ। ଏହି ଦିନ ବିଧି ବିଧାନ ଅନୁସାରେ ଭଗବାନ୍‌ ବିଷ୍ଣୁଙ୍କ ପୂଜା କରାଯାଏ। ଗୁରୁବାର ବିଷ୍ଣୁଙ୍କ ପୂଜା କରିବା ଦ୍ୱାରା ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ। ଆସନ୍ତୁ ଜାଣିବା ଏହି ଦିନ କ’ଣ କରିବା ଦ୍ୱାରା ବିଷ୍ଣୁ ପ୍ରସନ୍ନ…