ଚଳନ୍ତା ବାଇକରୁ ମହିଳାଙ୍କ ବେକରୁ ଝାମ୍ପି ନେଲେ ସୁନା ଚେନ, ସିସିଟିଭିରେ କଏଦ ହେଲା ଲୁଟର ଦୃଶ୍ୟ
ଯାଜପୁର: ଚଳନ୍ତା ବାଇକରୁ ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପି ନେଲେ ଦୁର୍ବୁତ୍ତ । ଯାଜପୁର ଜିଲ୍ଲା ଜାରକା ବଜାରରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସିସିଟିଭି କ୍ୟାମେରାରେ କଏଦ ହୋଇଛି ଲୁଟ ସମୟର ଦୃଶ୍ୟ । ସୂଚନା ମୁତାବକ, ବ୍ରହ୍ମବରଦା ଥାନା ରୁଦ୍ରପୁର ବଡବାଘସାହି ଅଞ୍ଚଳର କୁଶଦେବ…