Browsing Tag

google

ଜୁନ ୨୭ରୁ ବଜାରରେ ଉପଲବ୍ଧ ହେବ ପିକ୍ସେଲ ଫୋଲ୍ଡ, ଦାମ୍‌ ପ୍ରାୟ ୧ ଲକ୍ଷ ୫୦ ହଜାର

କେନ୍ୟୁଜ୍‌(ବ୍ୟୁରୋ): ଗୁଗୁଲ ଲଞ୍ଚ କରିବ ଏହାର ପ୍ରଥମ ଫୋଲ୍ଡ ଏବଲ ସ୍ମାର୍ଟଫୋନ । ଜୁନ ମାସରେ ଏହା ବଜାରକୁ ଆସିବାକୁ ଯାଉଛି । ମେ ୧୦ ତାରିଖରେ ହେବାକୁ ଥିବା ଗୁଗୁଲ ଆଇଓ ଇଭେଣ୍ଟରେ ଏହି ଫୋନର ଘୋଷଣା କରିବ କମ୍ପାନୀ । ଗୁଗୁଲ ଷ୍ଟୋରରେ ମେ ୧୦ ତାରିଖରେ ଏହି ଫୋନର ପ୍ରି ଅଡର ଉପଲବ୍ଧ ହେବ ।…

ଗୁଗଲ ଦେଉଥିବା ତଥ୍ୟ କଣ ସବୁ ସତ ? ଫ୍ୟାକ୍ଟ ଚେକ୍ ପାଇଁ ଏହି ଫିଚର ଦେବ କାମ

ସର୍ଚ୍ଚ ଇଞ୍ଜିନ୍‌ ପ୍ଲାଟଫର୍ମ ଗୁଗଲ ପାଖରେ ଥାଏ ଆପଣଙ୍କ ସବୁ ପ୍ରଶ୍ନର ଉତ୍ତର । ଗୁଗୁଲର ସର୍ଚ୍ଚ ଇଞ୍ଜିନ୍ ସମଗ୍ର ବିଶ୍ୱରେ ବ୍ୟବହାରକାରୀଙ୍କ ଦ୍ୱାରା ବ୍ୟବହୃତ ହୁଏ । ଯେକୌଣସି ସମସ୍ୟାର ସମାଧାନ ଆପଣ ଗୁଗୁଲର ସର୍ଚ୍ଚ ଇଞ୍ଜିନରେ ଟାଇପ୍ କରିବା ମାତ୍ରେ ମିଳିଥାଏ । ଯଦିଓ ଟେକ୍ କମ୍ପାନୀ…

ନାନୋବଟ୍ସ ସାହାଯ୍ୟରେ ମଣିଷ ହେବେ ଅମର, ଜାଣନ୍ତୁ କଣ କହୁଛି ଏହାକୁ ନେଇ ରିସର୍ଚ୍ଚ

କ'ଣ ଆପଣ କେବେ ଅମର ହେବା କଥା ଭାବିଛନ୍ତି। ଏହା କେବେ ବି ସମ୍ଭବ ନୁହେଁ। କାରଣ ଯାହାର ଜନ୍ମ ଅଛି ତାର ମୃତ୍ୟୁ ବି ସୁନିଶ୍ଚିତ। ଏହାକୁ ନେଇ ଗୁଗଲର ପୂର୍ବ କର୍ମଚାରୀ ଏକ ଭବିଷ୍ୟବାଣୀ କରିଛନ୍ତିି। ଯଦି ଏହା ସତ ହୁଏ ତେବେ ମଣିଷ ଆହୁରି ଅଧିକ ବର୍ଷ ବଞ୍ଚିପାରିବ। ଖବର ରହିଛି କିଛି ଏଭଳି…

ନୂଆ ଫିଚର ନେଇ ସାମନାକୁ ଆସିଛି ଗୁଗୁଲ, ଇମେଜରୁ ଟେକ୍ସଟକୁ ହେବ କନର୍ଭଟ

ସବୁବେଳେ ନୂଆ ନୂଆ ଫିଚର ଟେକ୍ନୋଲୋଜି ନେଇ ସାମନାକୁ ଆସିଥାଏ ଗୁଗୁଲ । ଏବେ ଗୁଗୁଲ ଟୁଲସ ପାଇଁ ଅନେକ କାମ ଅତି ସହଜ ହୋଇ ଯାଉଛି । ୟୁଜର ଗୁଗୁଲ ଟୁଲସକୁ ବ୍ୟବହାର କରି ଅନେକ କାମକୁ ଅତି ସହଜରେ କରି ପାରୁଛନ୍ତି । ଆପଣ କେବେ ଶୁଣିନଥିବେ କାଗଜରେ ଲେଖା ଯାଇଥିବା ଅକ୍ଷରକୁ ଫଟୋ ଉଠାଇ ଏହାକୁ…

ଭାରତରେ ଏତିକି କର୍ମଚାରୀଙ୍କୁ ଛଟେଇ କଲା ଗୁଗଲ, ମେଲ ମାଧ୍ୟମରେ କର୍ମଚାରୀଙ୍କୁ କରାଗଲା ଅବଗତ

ସାରା ଦୁନିଆ ଏବେ ଆର୍ଥିକ ସଂକଟ ଭିତରେ ଥିବାବେଳେ ଛଟେଇ ପ୍ରକ୍ରୀୟା ବି ଜୋରସୋରରେ ଜାରି ରହିଛି । ଫେସବୁକ୍, ଟ୍ୱିଟର, ଆମାଜନ ସମେତ ଅନେକ ବଡ ବଡ କମ୍ପାନୀ କର୍ମଚାରୀମାନଙ୍କୁ ଚାକିରିରୁ ବାହାର କରିଦେଉଛନ୍ତି । ଆଉ ଏବେ ଗୁଗୁଲ ମଧ୍ୟ ଏହି ଛଟେଇରେ ସାମିଲ ହୋଇଛି । ବର୍ତ୍ତମାନ ପୁଣିଥରେ…

ପୁନେ ସ୍ଥିତ ଗୁଗଲ ଅଫିସକୁ ବୋମାରେ ଉଡାଇଦେବାକୁ ଧମକ, ହାଇଦ୍ରବାଦରୁ କଲରକୁ ଗିରଫ କଲା ପୋଲିସ

ମୁମ୍ବାଇ ସ୍ଥିତ ଗୁଗଲ ଅଫିସକୁ ବୋମାରେ ଉଡାଇବାକୁ ଧମକ । ପୁନେ ସ୍ଥିତ ଗୁଗଲ ଅଫିସରେ ବୋମା ରହିଛି ବୋଲି ଏକ ଧମକପୂର୍ଣ୍ଣ କଲ୍‌ ଆସିବା ପରେ ଆତଙ୍କ ଦେଖାଦେଇଛି । ଗୁଗଲ ଅଧିକାରୀ ତୁରନ୍ତ ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣା ସ୍ଥଳରେ ଯାଞ୍ଚ କରୁଛି । ସୂଚନା ମୁତାବକ, ଧମକ ଦେଇଥିବା କଲର…

ଗୁଗଲର ନୂଆ ଫିଚର, ୧୫ ମିନିଟ ପୂର୍ବରୁ ସର୍ଚ୍ଚ କରିଥିବା ଜିନିଷ କରିପାରିବେ ଡିଲିଟ

ଗୁଗଲ ନିଜର ପପୁଲାର ବ୍ରାଉଜର କ୍ରୋମ ପାଇଁ ଏକ ବଢ଼ିଆ ଫଙ୍କସନ୍‌ ଉପରେ କାମ କରୁଛି । ଆଜିକାଲି ସମୟରେ ସୋସିଆଲ ମିଡିଆର ଚାହିଦା ଦୃତ ଗତିରେ ବୃଦ୍ଧି ପାଇବାର ଲାଗିଛି । ଖାସ କରି ଗୁଗୁଲ କ୍ରୋମର ବ୍ୟବହାର ଦିନକୁ ଦିନ ବଢି ଚାଲିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଗୁଗୁଲ୍ ଏହାର ଲୋକପ୍ରିୟ…

ଆସିଗଲା ChatGPT ର ପ୍ରତିଦ୍ୱନ୍ଦୀ Bard, ଘୋଷଣା କଲେ ଗୁଗଲ ସିଇଓ ସୁନ୍ଦର ପିଚାଇ

ଗତ କିଛି ମାସ ଧରି ChatGPT କୁ ନେଇ ଖୁବ୍‌ ଚର୍ଚ୍ଚା ହେଉଛି । ଏହି ପ୍ଲାଟଫର୍ମକୁ ଲୋକମାନେ Googleର ଅଲଟରନେଟିଭ୍‌ ରୂପେ ଦେଖାଯାଉଥିଲା । ଯଦିଓ Google ମଧ୍ୟ ନିଜର AI ଚାଟବଟ୍‌ Bard କୁ ରିଲିଜ୍‌ କରିଦେଇଛି । ତେବେ ପ୍ରଶ୍ନ ଉଠୁଛି କଣ ଗୁଗଲ ଏହି ଚାଟବଟ ChatGPTକୁ ଟକ୍କର ଦେଇପାରିବ ।…

ନୂଆବର୍ଷରେ ୟୁଜର୍ସଙ୍କୁ ସରପ୍ରାଇଜ ଦେଲା ଗୁଗଲ, ନୂଆ ଫିଚର୍ସରେ ୟୁଜର୍ସ ଉଠାଇବେ ବଢ଼ିଆ ଫାଇଦା

ନୂଆବର୍ଷରେ ଗୁଗଲ ଆଣିଛି ବଢ଼ିଆ ଖବର। ପ୍ରତି ଥର ଭଳି ଏଥର ମଧ୍ୟ ଗୁଗଲ ନିଜ ପ୍ରିୟ ୟୁଜର୍ସଙ୍କ ପାଇଁ ନୂଆ ଫିଚର୍ସ ଆଣିଛି। ଏହିକ୍ରମରେ ନୂଆବର୍ଷକୁ ଖାସ କରିବା ପାଇଁ ଗୁଗଲ ଆଣିଛି ଜବରଦସ୍ତ ଫିଚର୍ସ। କଣ ଆପଣ ଏହା ସମ୍ପର୍କରେ ଜାଣିଲେଣି କି? ନୂଆବର୍ଷ ଆରମ୍ଭ ହୋଇସାରିଛି। ଆଉ ଏହାରି ମଧ୍ୟରେ…

Google ଆମ ବିଷୟରେ କ’ଣ ଜାଣିଛି? ଜାଣିବା ପାଇଁ ଫଲୋ କରନ୍ତୁ ଏହି ସହଜ ଟିପ୍ସ

ଆଜିକା ସମୟରେ ଗୁଗଲ୍‌ର ଆବଶ୍ୟକତା ଏତେ ବଢ଼ି ଯାଇଛି ଯେ ଏହା ବିନା କୌଣସି କାର୍ଯ୍ୟ କଳ୍ପନା ସୁଦ୍ଧା କରାଯାଇ ପାରିବ ନାହିଁ। ସେ ବ୍ୟକ୍ତିଗତ କାର୍ଯ୍ୟ ହେଉ କି ଅଫିସ୍ କାର୍ଯ୍ୟ, ସବୁ ଜାଗାରେ ଗୁଗଲ ଦରକାର ପଡ଼ିଥାଏ। ଏହା ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇ ଗଲାଣି। ଏହା ଆମକୁ ବିଭିନ୍ନ…

ଗୁଗଲ ଲଞ୍ଚ କଲା ନୂଆ ଆପ୍‌, ଏବେ ବିନା ଇଣ୍ଟରନେଟ ରେ କରିପାରିବେ ଫୋନରେ ସବୁ କାମ, ପ୍ୟାକ ପକାଇବା ଦରକାର ନାହିଁ

ଏବେ ବିନା ଇଣ୍ଟରନେଟରେ କରିହେବ ସବୁ କାମ। ଆଉ ଫୋନରେ ଇଣ୍ଟରନେଟ ପ୍ୟାକ ପକାଇବାର ନାହିଁ କିଛି ଆବଶ୍ୟକତା। ବିନା ନେଟ୍‌ ରେ ଆପଣ ଯାହା ଚାହୁଁଛନ୍ତି ସେ କାମ ଖୁବ ସହଜରେ ହୋଇଯିବ। ବଢ଼ୁଥିବା ଓ୍ଵାର୍କଲୋଡ୍‌ କୁ ଧ୍ୟାନରେ ରଖି ସର୍ଚ୍ଚ ଇଞ୍ଜିନ କମ୍ପାନୀ ଗୁଗଲ ନିକଟରେ ଏକ ବଢ଼ିଆ ଆପ୍‌ ଲଞ୍ଚ…

ସାବଧାନ ! ହଲିଡେ ସିଜିନରେ ହୋଇଥାଏ ଏହି ସ୍କାମ୍‌, ଗୁଗଲ୍‌ ୟୁଜର୍ସଙ୍କୁ ଦେଇଛି ଚେତାବନୀ

ନୂଆଦିଲ୍ଲୀ : ହଲିଡେ ସ୍କାମ ନେଇ ଜିମେଲ ୟୁଜର୍ସଙ୍କୁ ଚେତାବନୀ ଦେଇଛି ଗୁଗଲ୍‌ । ୟୁଜର୍ସଙ୍କୁ ଗୋଟିଏ ଦିନରେ ପ୍ରାୟ ୧୫ ବିଲିୟନ୍‌ ଅବାଂଛିତ ମେସେଜରୁ ସୁରକ୍ଷା ଦେଇଥାଏ ବୋଲି ଏକ ବ୍ଲଗପୋଷ୍ଟରେ କୁହାଯାଇଛି । କମ୍ପାନୀ ହ୍ୟାକରର୍ସ ଓ ସ୍କାମର୍ସଙ୍କୁ ଆପଣଙ୍କ ପାଖରେ ପହଞ୍ଚାଇବାକୁ ଦେଇ ନଥାଏ ।…