Below header
Browsing Tag

governer ganeshi lal

ଉନ୍ମୋଚନ ହେଲା ବିଜୟ ନାୟକଙ୍କ ଗଳ୍ପ ସଂକଳନ ‘ମାୟାବର୍ତ୍ତ’, କାର୍ଯ୍ୟକ୍ରମରେ ଯୋଗଦେଲେ ରାଜ୍ୟପାଳ, ଡ. ପ୍ରତିଭା ରାୟ ଓ…

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ କରକମଳରେ ବିଶିଷ୍ଟ କଥାଶିଳ୍ପୀ ଶ୍ରୀ ବିଜୟ ନାୟକଙ୍କ ନବମ ଗଳ୍ପ ସଂକଳନ ‘ମାୟାବର୍ତ୍ତ ’ ଉନ୍ମୋଚିତ ହୋଇଯାଇଛି । ଏହି ଉପଲକ୍ଷେ ଆଜି ଅପରାହ୍ନରେ ଓଡ଼ିଶା ରାଜଭବନ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଥିତଯଶା…

କଟକରୁ ଭୁବନେଶ୍ୱର ଫେରିବା ବାଟରେ ପାହାଳ ମିଠା ବଜାରରେ ଅଟକି ରସଗୋଲା ଖାଇଲେ ରାଜ୍ୟପାଳ

କଟକ(କେନ୍ୟୁଜ୍) : ଗୁରୁବାର ଅପରାହ୍ନରେ କଟକରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଭୁବନେଶ୍ୱର ରାଜଭବନ ଫେରୁଥିବାବେଳେ ଜାତୀୟ ରାଜପଥ ପାହାଳ ମିଠା ବଜାରରେ ଅଟକି ପାହାଳ ରସଗୋଲା ଖାଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ଦିନ ୨ ଟା ବେଳେ ୧୬ ନମ୍ବର ଜାତୀୟ ରାଜପଥରେ ଫେରୁଥିବା ବେଳେ…

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ମାନବ ଚାଲାଣ ଉପରେ ୫ଟି ପ୍ରଜ୍ଜ୍ୱଳା ହ୍ୟାଣ୍ଡ ବୁକ୍ ଉନ୍ମୋଚିତ

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ମାନବ ଚାଲାଣ ଉପରେ ୫ଟି ପ୍ରଜ୍ଜ୍ୱଳା ହ୍ୟାଣ୍ଡ ବୁକ୍ ଉନ୍ମୋଚିତ ହୋଇଯାଇଛି। ଆଜି ରାଜଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କିଟ୍ ଓ କିସ୍ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ,…

ରାଜ୍ୟପାଳ ଖେଳିବେନି ହୋଲି, ସଚେତନତା ସୃଷ୍ଟି ପାଇଁ ଦେଲେ ପରାମର୍ଶ

ଭୁବନେଶ୍ୱର : ହୋଲି ମିଳନ ଯୋଗୁଁ କରୋନା ଭାଇରସ ସଂକ୍ରମଣର ଆଶଙ୍କା ଥିବାରୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଚଳିତ ବର୍ଷ ହୋଲି ଖେଳିବେ ନାହିଁ କି କୌଣସି ହୋଲି ମିଳନ ଉତ୍ସବାଦିରେ ଯୋଗ ଦେବେ ନାହିଁ । ଭୟାବହ କରୋନା ଭାଇରସ ସଂକ୍ରମଣର ମୁକାବିଲା ନିମନ୍ତେ ପ୍ରତ୍ୟେକ ସତର୍କତାମୂଳକ ପଦକ୍ଷେପ…

ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ସମ୍ବର୍ଦ୍ଧିତ କଲେ ରାଜ୍ୟପାଳ

ଦେଶରେ ଆର୍ଥିକ ମାନ୍ଦାବସ୍ଥାର ପ୍ରଭାବ ପଡ଼ିଛି । ମାନ୍ଦାବସ୍ଥାରୁ ମୁକୁଳିବାକୁ ପଦକ୍ଷେପ ନିଆଯାଇଛି । ଆରବିଆଇ ସୁଧହାର କର୍ପୋରେଟ୍‌ ଟିକସ ହ୍ରାସ କରିଛି । କିଛି ମାସ ଭିତରେ ଆର୍ଥିକ ମାନ୍ଦାବସ୍ଥାରେ ସୁଧାର ଆସିବ । ‘ଦେଶର ଅଭିବୃଦ୍ଧି ହାର ହ୍ରାସ ପାଇଛି । ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ…

ଆଉ ମିଳିବେନି ଏମିତି ବ୍ୟକ୍ତି, ସ୍ବାଧୀନତା ସଂଗ୍ରାମୀଙ୍କ ପାଦ ଛୁଇଁ ଆଶୀର୍ବାଦ ନେଲେ ରାଜ୍ୟ ମୁଖ୍ୟ

ରାଜ୍ୟପାଳଙ୍କ ମହାନୁଭବତା। ସେମାନେ ଆମ ନମସ୍ୟ । ସେମନେ ଆମର ପୂଜ୍ୟ । ଏଇ ମହାନ୍ ବ୍ୟକ୍ତିତ୍ୱଙ୍କ ପାଇଁ ଆମେ ଆଜି ସ୍ୱାଧୀନତାର ସ୍ୱାଦ ଚାଖିଛୁ । ସ୍ୱାଧୀନତା ଆନ୍ଦୋଳନରେ ସେମାନଙ୍କ ସଂଘର୍ଷ ଓ ବଳିଦାନ ଅତୁଳନୀୟ । ଏସବୁକୁ ଆମେ ଭୁଲିଯିବା ଉଚିତ ନୁହେଁ । ଏଇକଥାକୁ ସ୍ମରଣ କରାଇ ଦେଇଛନ୍ତି ଆମ…

ଦିନିକିଆ କନ୍ଧମାଳ ଗସ୍ତରେ ଆସି ବିଭିନ୍ନ କାର‌୍ୟ୍ୟକ୍ରମରେ ଯୋଗ ଦେଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶିଲାଲ୍

କନ୍ଧମାଳ (କେନ୍ୟୁଜ୍) : ରାଜ୍ୟପାଳ ପ୍ରଫେସର ଗଣେଶିଲାଲ୍ ଦିନିକିଆ କନ୍ଧମାଳ ଗସ୍ତରେ ଆସି ବିଭିନ୍ନ କାର‌୍ୟ୍ୟକ୍ରମରେ ଯୋଗ ଦେଇଛନ୍ତି। ପ୍ରଥମେ ରଘୁନାଥପୁର ବ୍ଲକ ଜୟପୁରରେ ପହଞ୍ଚି ବୟନ ଗାଁ ପରିଦର୍ଶନ କରିଥିଲେ। ସେଠାରେ ବୁଣାକାର ମାନଙ୍କ ସହ ଆଲୋଚନା କରିଥିଲେ। ପରେ କୁଜଙ୍ଗ ବ୍ଲକ ରଘୁନାଥ…