Below header
Browsing Tag

GROUP CLASH

ବାଲେଶ୍ୱର ରେମୁଣାରେ ଦୁଇ ଗୋଷ୍ଠୀ ମୁହାଁମୁହିଁ: ଥାନା ଭିତରେ ବୁଲିଲା କଟୁରୀ, ୨ଜଣଙ୍କୁ ହାଣି ରକ୍ତାକ୍ତ କଲେ…

ବାଲେଶ୍ୱର: ଥାନା ପାଲଟିଲା ରଣକ୍ଷେତ୍ର। ପୋଲିସ ସାମ୍ନାରେ ହଣାହଣି। ବାଲେଶ୍ୱର ରେମୁଣା ଥାନା ଭିତରେ ଦୁଇ ଗୋଷ୍ଠୀ ମୁହାଁମୁହିଁ। ଥାନା ଭିତରେ ବୁଲିଲା କଟୁରୀ। ମାରଣାସ୍ତ୍ରରେ ୨ ଜଣଙ୍କୁ ହାଣି ରକ୍ତାକ୍ତ କଲେ ଆକ୍ରମଣକାରୀ। ଥାନାକୁ ଅଭିଯୋଗ ନେଇ ଆସିଥିବାବେଳେ ଆକ୍ରମଣର ଶୀକାର ହୋଇଛନ୍ତି।…

କେନ୍ଦ୍ରାପଡ଼ା: ପୂର୍ବ ଶତ୍ରୁତାରୁ ଗୋଷ୍ଠୀ ସଂଘର୍ଷ, ୧୦ରୁ ଅଧିକ ଆହତ

ପଟ୍ଟାମୁଣ୍ଡାଇ(କେନ୍ୟୁଜ୍):  ପୂର୍ବ ଶତ୍ରୁତାରୁ ଗୋଷ୍ଠୀ ବିବାଦରେ ୧୦ରୁ ଅଧିକ ଆହତ। ପଟ୍ଟାମୁଣ୍ଡାଇ ବ୍ଲକ ଅଳପୁଆ ଗାଁ ଜେନାସାହିରେ ଗୋଷ୍ଠୀ ବିବାଦରୁ ସଂଘର୍ଷ। ଗାଁରେ ଆଜି ହୋଲି ଖେଳ ଚାଲିଥିବା ବେଳେ ପୂର୍ବ ଶତ୍ରୁତା ଉଗ୍ରରୂପ ନେଇଥିଲା। ଦୁଇଗୋଷ୍ଠୀର ଲୋକ ପରସ୍ପରକୁ ପାଇପ ଓ ଠେଙ୍ଗାରେ…

ଯାଜପୁର ବଲଭିଘାଟ ଛକ ନିକଟରେ ଦୁଇ ଗୋଷ୍ଠି ମଧ୍ୟରେ ସଂଘର୍ଷ, ୪ ଗୁରୁତର

ଯାଜପୁର ଟାଉନ: ଯାଜପୁର ଥାନା ଅଧିନସ୍ତ ବଲଭିଘାଟ ଛକ ନିକଟରେ ଦୁଇ ଗୋଷ୍ଠି ମଧ୍ୟରେ ସଂଘର୍ଷ , ଚାରି ଗୁରୁତର । ଗତକାଲି ବିଳମ୍ବିତ ରାତ୍ରିରେ ସାନବଜାର ଏବଂ ନାଉରିଆ ସାହି ମଧ୍ୟରେ ଗୋଷ୍ଠି ସଂଘର୍ଷ ଘଟିଥିଲା । ଫଳରେ କିଛି ଉତ୍ୟକ୍ତ ଲୋକେ ବଲଭିଘାଟ ନିକଟରେ ଥିବା ଦଶରୁ ଉର୍ଦ୍ଧ୍ବ ଦୋକାନକୁ…

ବିଚ୍ ରାସ୍ତାରେ ବୁଲିଲା ଖଣ୍ଡା ଓ ଭୁଜାଲି, ଦୁଇ ଗୁରୁତର ଆହତ

କେନ୍ୟୁଜ : ଅସାନ୍ତ ବୁର୍ଲା ସହର। ବିଚ୍ ରାସ୍ତାରେ ବୁଲିଲା ଖଣ୍ଡା ଓ ଭୁଜାଲି। ବୁର୍ଲା ଭୀମସାର ମୁଖ୍ୟ ଫାଟକ ସମ୍ମୁଖ ନେତାଜୀ ଛକରେ ଗୋଷ୍ଠୀ ସଂଘର୍ଷ। ସଂଘର୍ଷରେ ଗୋଟିଏ ଗୋଷ୍ଠୀର ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଚଡଊ ଅ଼ଞ୍ଚଳର ଦୁଇ ଜଣ ଯୁବକ…

ଯୁବତୀଙ୍କୁ କମେଣ୍ଟ ମରାକୁ କେନ୍ଦ୍ରକରି ତୁମୁଳକାଣ୍ଡ, ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ଟାଙ୍ଗିଆରେ ହାଣି ବିଭତ୍ସ ହତ୍ୟା

କାମାକ୍ଷାନଗର: ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ଟାଙ୍ଗିଆରେ ହାଣି ବିଭତ୍ସ ଭାବେ ହତ୍ୟା। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କଙ୍କଡାଶୋଡା ଗାଁରେ ୨ ଗୋଷ୍ଠୀଙ୍କ ମଧ୍ୟରେ ସଘଂର୍ଷ ହୋଇଥିଲା। ଯେଉଁଥିରେ ଟାଙ୍ଗିଆ ଚୋଟରେ ବାପାର ମୃତ୍ୟୁ ଘଟିଥିବା ବେଳେ ପୁଅ ଗୁରୁତର ହୋଇ ମେଡିକାଲରେ ମୃତ୍ୟୁସହ ଲଢୁଛି।…

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ପୁଣି ରାଜଧାନୀରେ ଫୁଟିଲା ଗୁଳି, ୪ ଆହତ

ଭୁବନେଶ୍ବର(କେନ୍ୟୁଜ୍):  ପୁଣି ରାଜଧାନୀରେ ଫୁଟିଲା ଗୁଳି । ଭୁବନେଶ୍ୱର ୟୁନିଟ୍‌-୬ରେ ହୋଇଛି ଗୋଷ୍ଠୀ ସଂଘର୍ଷ । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମୁହାଁମୁହିଁ ହୋଇଛନ୍ତି ଦୁଇ ଗୋଷ୍ଠୀ । ଏହି ସମୟରେ  ଫାଙ୍କା ଗୁଳିଚାଳନା ବି ହୋଇଛି । ଗୋଷ୍ଠୀ ସଂଘର୍ଷରେ ୪ ଜଣ ଆହତ ହୋଇଥିବାର ସୂଚନା ମିଳିଛି…

ପିପିଲି: ମାଛ ଧରାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବୋମାମାଡ଼, ୫ରୁ ଅଧିକ ଆହତ

ପିପିଲି(କେନ୍ୟୁଜ୍):  ମାଛ ଧରାକୁ କେନ୍ଦ୍ର କରି  ଦୁଇ ଗୋଷ୍ଠୀ ମଧ୍ୟରେ ଗୋଷ୍ଠୀସଂଘର୍ଷ ଘଟି ବୋମାମାଡ଼ ହୋଇଛି। ଘଟଣା ଘଟିଛି ପୁରୀ ଜ଼ିଲ୍ଲା କଣାସ ବ୍ଲକ୍ ଗଡ଼ିଶାଗୋଦା ଥାନା ଅନ୍ତର୍ଗତ ନଈକୁଳ ପାଟଣା ଓ ଜାଗୁଳାଇ ପଦର ଗ୍ରାମବାସୀଙ୍କ ମଧ୍ୟରେ। ଏହି ଘଟଣାରେ ପାଞ୍ଚ  ଜଣ ଆହତ ହୋଇଥିବା ବେଳେ…

୫ବର୍ଷ ହେଲା ଜଳବନ୍ଦୀ ସମସ୍ୟାରେ ସାନକୋଷ୍ଠୀ ଗ୍ରାମବାସୀ, ଦୁଇ ଗୋଷ୍ଠୀ ମୁହାମୁହିଁ

ଚୌଦ୍ୱାର (କେନ୍ୟୁଜ୍‌) : ୫ବର୍ଷ ହେଲା ଜଳବନ୍ଦୀ ସମସ୍ୟାରେ ସାନକୋଷ୍ଠୀ ଗ୍ରାମବାସୀ, ଦୁଇ ଗୋଷ୍ଠୀ ମୁହାମୁହିଁ ଦୁଃଖ ବୁଝିବାକୁ ନା ଅଛି ପ୍ରଶାସନ ନା ଅଛନ୍ତି ସ୍ଥାନୀୟ ଜନପ୍ରତିନିଧି। ଆଜି କି କାଲିର ସମସ୍ୟା ନୁହେଁ, ସମସ୍ୟା ହେଉଛି ଦୀର୍ଘ ୫ବର୍ଷର ଯେଉଁଠି ଅସରାଏ ବର୍ଷା ହେଲେ ଜଳବନ୍ଦୀ…

ଆଳି : ଗଛକଟାକୁ ନେଇ ଗୋଷ୍ଠୀ ସଙ୍ଘର୍ଷ, ତିନି ଜଣ ଗୁରୁତର ଆହତ

ଆଳି (କେନ୍ୟୁଜ) : ଗଛକଟାକୁ ନେଇ ତୁମୁଳ କାଣ୍ଡ । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ମାନିକପାଟଣା ଗାଁରେ ଗୋଷ୍ଠୀ ସଂଘର୍ଷ ଘଟିଛି। ଫଳରେ ୩ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ପଠାଇ…

ପଂଚାୟତର ନୂତନ ଗୃହ ନିର୍ମାଣକୁ ନେଇ ଗୋଷ୍ଠୀ ସଂଘର୍ଷ: ୮ଗୁରୁତର, ୧୪ ଜଣଙ୍କ ନାରେ ମାମଲା ରୁଜୁ

ବାଲିଗୁଡା: ପଂଚାୟତର ନୂତନ ଗୃହ ନିର୍ମାଣକୁ ନେଇ ଗୋଷ୍ଠୀ ସଂଘର୍ଷ । କନ୍ଧମାଳ ଜିଲ୍ଲା କୋଟଗଡ ବ୍ଳକ୍ ର ନୂତନ ଯୁବାଗୁଡା ପଂଚାୟତ କାର୍ଯ୍ଯାଳୟ ଗୃହ ନିର୍ମାଣକୁ ନେଇ ଗୋଷ୍ଠୀ ସଂଘର୍ଷ ଓ ଭଙ୍ଗାରୁଜା । ୨୦୧୭ ପଞ୍ଚାୟତ ନିର୍ବାଚନରେ ନୂତନ ଭାବେ ଯୁବାଗୁଡା ପଞ୍ଚାୟତ ଗଠିତ ହୋଇଥିବାବେଳେ ଯୁବାଗୁଡା…

ରାଇପଡା କାଜୁ ଜଙ୍ଗଲକୁ ନେଇ ଗୋଷ୍ଠୀ ସଂଘର୍ଷରେ ଦୁଇ ମୃତ, ଘଟଣାରେ ସମ୍ପୃକ୍ତ ୨ ଭାଇଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା…

ନୟାଗଡ: କୋରନୋ ମହାମାରୀକୁ ନେଇ ସାରା ଦେଶରେ ଚାଲିଛି ଲକ୍ ଡାଉନ୍। ସରକାରଙ୍କ ନିର୍ଦ୍ଧେଶ କ୍ରମେ ଲୋକେ ରହୁଛନ୍ତି ଘରେ । କୋରୋନାକୁ ପ୍ରତିହତ କରିବା ପାଇଁ ଜନ ଜୀବନ ହୋଇଯାଇଛି ପୂରା ପୁରି ଠପ୍ । ତେବେ ଏଭଳି ସମୟର କାଜୁ ଜଙ୍ଗଲ ଫଳ ଭୋଗ କରିବାକୁ କେନ୍ଦ୍ର କରି ନୟାଗଡ ଜିଲ୍ଲା ଚାନ୍ଦପୁର…

ବାଙ୍କୀରେ କରୋନାକୁ ନେଇ ମହାଭାରତ, ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରାୟ ୩ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଲା ସଂଘର୍ଷ

ବାଙ୍କୀ(କେନ୍ୟୁଜ): କରୋନାକୁ ନେଇ ମହାଭାରତ । ସାହିର ରାସ୍ତା ସିଲ୍‌ ବିବାଦକୁ ନେଇ ମୁହାଁମୁହିଁ ହୋଇଛନ୍ତି ବାଙ୍କୀ ଥାନା ପାଟପୁର ଗ୍ରାମବାସୀ । ଘଟଣାରେ ପ୍ରାୟ ୧୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏହା ସହ ଟେକା ପଥର ମାଡରେ ସାହିରେ ଥିବା ମୋଟର ସାଇକେଲ୍‌ ଏବଂ ଦୋକାନ ଘର ଭାଙ୍ଗି ରୁଜି…