Browsing Tag

Group clashes

କେନ୍ଦୁଝର ଠାକୁରାଣୀ ସିରାଜୁଦ୍ଦିନ ହଟିଂରେ ଗୋଷ୍ଠୀ ସଂଘର୍ଷ: ଜଣଙ୍କ ମୃତ୍ୟୁ, ୩ ଭାଇ ଥାନାରେ ଅଟକ

ଯୋଡା(କେନ୍ଯୁଜ୍): କେନ୍ଦୁଝର ବଡ଼ବିଲ ଥାନା ଠାକୁରାଣୀ ସିରାଜୁଦ୍ଦିନ ହଟିଂରେ ଗୋଷ୍ଠୀ ସଂଘର୍ଷ । ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣକ ହେଲେ ନାରଣ ପୂର୍ତ୍ତୀ । ହତ୍ୟା ଅଭିଯୋଗରେ ୩ ଭାଇଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ନାରଣଙ୍କ…

କେନ୍ଦୁଝର: ଗୋଷ୍ଠୀ ସଂଘର୍ଷର ରୂପ ନେଲା ସାମାନ୍ୟ ବଚସା, ଚାଲିଗଲା ଜଣଙ୍କ ଜୀବନ

କେନ୍ଦୁଝର: ସାମାନ୍ୟ ବଚସାରୁ ଗଲା ଜଣଙ୍କ ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝରର କମାରଯୋଡ଼ାରେ। ଏଠାରେ ସାମାନ୍ୟ ଗାଡ଼ି ଧକ୍କା ହେବାରୁ ପ୍ରଥମେ ଡ୍ରାଇଭର-ଡ୍ରାଇଭର ମଧ୍ୟରେ ଝଗଡ଼ା ହୋଇଥିଲା। ପରେ ଏହା ଉଗ୍ର ହୋଇ ଗୋଷ୍ଠୀ ସଂଘର୍ଷର ରୂପ ଧାରଣ କରିଥିଲା ଫଳରେ ଜଣଙ୍କ ମୃତ୍ୟୁ ଘଟିଛି।…

ବଲାଙ୍ଗୀର: ମୋବାଇଲ ଚୋରୀକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ

ବଲାଙ୍ଗିର(କେନ୍ୟୁଜ୍):  ବଲାଙ୍ଗୀର ସହରରେ ପୁଣି ଗୋଷ୍ଠି ସଂଘର୍ଷ । ହତିଶାଲ ପଡାରେ ଗୋଷ୍ଠୀ ସଂଘର୍ଷ ଘଟି ୪ ଆହତ ହୋଇଛନ୍ତି । ଜଣେ ଗୁରୁତର ହୋଇଥିବାରୁ ତାଙ୍କୁ ବୁର୍ଲା ଡାକ୍ତର ଖାନାକୁ ଚିକିତ୍ସା ପାଇଁ ପଠାଯାଇଛି । ମୋବାଇଲ ଚୋରୀରୁ ଏହି ବିବାଦ ସୃଷ୍ଟି ହୋଇଥିବା ଜଣା ପଡ଼ିଛି । ବଲାଙ୍ଗୀର…

ଭଦ୍ରକ: ପୂର୍ବ ଶତୃତାକୁ କେନ୍ଦ୍ରକରି ହଣା କଟା, ଗୋଟିଏ ପରିବାରର ୬ ଗୁରୁତର

ଚାନ୍ଦବାଲି(କେନ୍ୟୁଜ୍): ପୂର୍ବ ଶତୃତାକୁ କେନ୍ଦ୍ରକରି  ହଣା କଟା । ଏଭଳି ଘଟଣା  ଘଟିଛି ଭଦ୍ରକ ଜିଲ୍ଲା ତିହିଡି ଥାନା ତାଳପଦା ଗାଁରେ ।   ଏହି ଗଣ୍ଡଗୋଳରେ ଗୋଟିଏ ପରିବାରର ୬ଜଣ ଗୁରୁତର ହୋଇଥିବା ବେଳେ ହଣା କଟା ଅଭିଯୋଗରେ ତିହିଡି ପୋଲିସ ୪ଜଣକୁ  ଅଟକ ରଖିଛି ପୋଲିସ । ତିହିଡି ଥାନାରେ…

ଗଞ୍ଜାମ:ଚାଷ ଜମିକୁ ପାଣି ମଡାଯିବା ନେଇ ଦୁଇ ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ, ୧୫ରୁ ଉର୍ଦ୍ଧ୍ବ ଆହାତ

ଭଞ୍ଜନଗର(କେନ୍ୟୁଜ୍): ଚାଷଜମିକୁ ପାଣି ମଡାଯିବା ନେଇ ଦୁଇ ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ। ଉଭୟ ଗାଁର ୧୫ରୁ  ଉର୍ଦ୍ଧ୍ବ ଆହାତ ହୋଇଥିବାର ସୂଚନା ମିଳିଛି। ଗଞ୍ଜାମ ଜିଲ୍ଲା ବୁଗୁଡା ଥାନା ଅନ୍ତର୍ଗତ ଚିଲିଖମା ଓ ଗୋଳବନ୍ଧ ଗାଁ ମଧ୍ୟରେ ଘଟିଛି ଏହି ଘଟଣା। ଉଭୟ ପକ୍ଷର ଆହତମାନେ ମାଣିତରା ଓ…

ଭଦ୍ରକ : ବିରିୟାନୀ ପାଇଁ ତୁମୁଳକାଣ୍ଡ; ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇ ଭାଙ୍ଗିଲା ଘରଦ୍ୱାର ଓ ବାଇକ୍‌

ଭଦ୍ରକ: ବିରିୟାନୀ ପାଇଁ ତୁମୁଳକାଣ୍ଡ । ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇ ୮ଜଣ ଗୁରୁତର ହୋଇଛନ୍ତି । ଘରଦ୍ୱାର ଭାଙ୍ଗିବା ସହ ୫ଟି ବାଇକ ଭଙ୍ଗାରୁଜା ହୋଇଛି। ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଜଗନ୍ନାଥ ସାହି ଗାଁରେ ଏହି ଘଟଣା ଘଟିଛି । ସମସ୍ତ ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ…

ଗଞ୍ଜାମ ପଥରା ଗାଁରେ ଗୋଷ୍ଠୀ ସଂଘର୍ଷର ଉଗ୍ରରୂପ: ଜଣେ ମୃତ, ୬ଆହତ

ଗଞ୍ଜାମ : ଉଗ୍ରରୂପ ନେଲା ଗୋଷ୍ଠୀ ସଂଘର୍ଷ । ଗଲା ଜଣଙ୍କର ଜୀବନ। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ପଥରା ଗାଁରେ ଘଟିଛି ଏହି ଗୋଷ୍ଠୀ ସଂଘର୍ଷ । ଦେଶୀ ମଦ ବିକ୍ରିକୁ ନେଇ ସଂଘର୍ଷ ହୋଇଥିବା ସୂଚନା ମିଳିଛି । ଏଥିରେ ଦୁଇ ଗୋଷ୍ଠୀର ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି ।…

ଭଦ୍ରକ ବୁଡୁଜାଲ ଗାଁରେ ୨ ଗୋଷ୍ଠୀ ଭିତରେ ସଂଘର୍ଷ, ୬ ଆହତ

ଚାନ୍ଦବାଲି(କେନ୍ୟୁଜ୍):  ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅନ୍ତର୍ଗତ ବୁଡୁଜାଲ ଗାଁରେ ଗୋଷ୍ଠୀ ସଂଘର୍ଷ ଘଟି ୬ ଜଣ ଆହତ ହୋଇଛନ୍ତି। ସେମାନଙ୍କୂ ପ୍ରଥମେ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରଥମିକ ଚିକିତ୍ସା କରାଯାଇ କଟକ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି। ମିଳିଥିବା ସୂଚନା…

କେନ୍ଦୁଝର: କମେଣ୍ଟ ମରାରୁ ପୂର୍ବ ବିବାଦକୁ କେନ୍ଦ୍ରକରି ଦୁଇ ପରିବାର ମଧ୍ୟରେ ସଂଘର୍ଷ, ୭ ଆହତ    

ଅନନ୍ଦପୁର(କେନ୍ୟୁଜ୍):  ଘଷିପୁରା ଥାନା ସଟତିରା ଗାଁରେ ଦୁଇ ପରିବାର ମଧ୍ୟରେ ସଂଘର୍ଷ ଘଟି ଉଭୟ ପକ୍ଷରୁ୭ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ୩ ଜଣ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ୪ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଉଭୟ ପକ୍ଷରୁ ଘଷିପୁରା ଥାନାରେ ମାମଲା ହୋଇଥିବା…

ଗଜପତି ଜିଲ୍ଲା ଖମାରିସାହି ଗ୍ରାମରେ ଭଲିବଲ ଖେଳକୁ ନେଇ ଗୋଷ୍ଠୀ ସଂଘର୍ଷ, ୨୧ଜଣ ଆହତ

ମୋହନା: ଗଜପତି ଜିଲ୍ଲା ଆର୍ ଉଦୟଗିରି ଥାନା ଅନ୍ତର୍ଗତ ଖମାରିସାହି ଗ୍ରାମରେ ଭଲିବଲ କୋର୍ଟ କୁ ନେଇ ଘଟିଯାଇଛି ଅଭାବନୀୟ ଘଟଣା । ସାମାନ୍ୟବଚସାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ପଥର ଫିଙ୍ଗା ସହ ହୋଇଛି ରକ୍ତାକ୍ତ ସଂଘର୍ଷ । ଉଭୟ ପକ୍ଷର ଆହତ ହୋଇଛନ୍ତି ୨୧ଜଣ ବ୍ୟକ୍ତି । ଆହତମାନଙ୍କୁ ଉଭୟ…